November 22, 2024

Odia Express

Here, There and Everywhere

ଜୀବନରେ ଏହି ତିନି ଜଣ ଲୋକଙ୍କୁ କେବେ ଧୋକା କିମ୍ବା ପ୍ରତାରଣା ଦିଅନ୍ତୁ ନାହିଁ , ନହେଲେ ଜୀବନ ହୋଇପାରେ ପୁରା ଭାବେ ବର୍ବାଦ୍…

ଏଥିରେ କୌଣସି ସନ୍ଦେହ ନାହୀଁ କି ମଣିଷ ମଧ୍ୟରେ ଭଲ ଓ ଖରାପ ଅଭ୍ୟାସ ଅଛି,  ବହୁତ ଲୋକ ଏମିତି ହୋଇଥାନ୍ତି , ଯିଏ ନିଜ ଖରାପ ଭାବନାକୁ ଦବାଈକରି ରଖିଥାନ୍ତି , ଓ ନିଜ ଭଲ ଭାବନାକୁ ଲୋକଙ୍କ ସମ୍ମୁଖରେ ଜାହିର୍ କରିଥାନ୍ତି , ଯାହା ଦ୍ୱାରା ଦୁନିଆଁରେ ଇମେଜ୍ ଭଲ ରହୁ , କିନ୍ତୁ କିଛି ଖରାପ ଚିନ୍ତାଧାରାକୁ ଲୁଚାଇ ରଖନ୍ତି , କେବେ କିଏ କାହାକୁ କେଉଁ ସମୟରେ ଧୋକା ଦେଇଦେବ , ଏହା ଜଣାନଥାଏ , ଯଦି ଆପଣ କାହାକୁ ଧୋକା ଦେବାକୁ ଭାବିଛନ୍ତି , ତେବେ ଏହା କରିବାପୁର୍ବରୁ ଥରେ ଭାବିନିଅନ୍ତୁ , ହଁ ଆଜ୍ଞା ଆମେ ବିଶ୍ୱାସ ରଖିଛୁ କି ଏହାକୁ ପଢିବାପରେ ଆପଣଙ୍କ ଦିମାଗରେ କାହାକୁ ଧୋକା ଦେବାପାଇଁ ମନରେ ଆସିବ ନାହିଁ , ଆଜି ଆମେ ସେହି ତିନୋଟି ଲୋକଙ୍କର କଥା କହିବୁ , ଯାହାଙ୍କୁ ଆପଣ ଜୀବନରେ କେବେ ବି ଧୋକା ଦେବେ ନାହିଁ , ହଁ ଆଜ୍ଞା ଆପଣ ଏହି ଲୋକଙ୍କୁ ଧୋକା ଦେଲେ , ଜୀନନରେ କେବେ ବି ସଫଳତାପାଇବେ ନାହିଁ ।

୧) ମା ବାପାଙ୍କୁ : ଏବେ ଜାହିର୍ କଥା ଏହା କି ମା ବାପା ଜନ୍ମ ଦେଇଥାନ୍ତି , ଓ ଏହି ଦୁନିଆଁକୁ ନେଇକରି ଆସିଥାନ୍ତି , ଯଦି ଆମେ ତାଙ୍କୁ ଧୋକା ଦେବା ତେବେ ଆମେ ଖୁସିରେ ରହିପାରିବାନାହିଁ , ସେମିତି ଏହି ଦୁହେଁ ଆମର ଜୀବନରେ ବହୁତ ବଡ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥାନ୍ତି , ତାଙ୍କର ଆଶିର୍ବାଦ ବିନା ସଫଳ ହୋଇପାରିବା ନାହିଂ , ଏଥିପାଇଁ ଭୁଲ୍ ରେ କେବେ ନିଜ ବାପା ମାଙ୍କୁ ଧୋକା ଦେବାରେ ଭାବିବେ ନାହିଁ, କାରଣ ଏହା ଆପଣଙ୍କ କ୍ଷତି ହେବ ।

୨) ସ୍ତ୍ରୀ କିମ୍ବା ଜୀବନସାଥୀ : ମାତାପିତାଙ୍କ ପରେ ଯଦି କିଏ ଆପଣଙ୍କ ସୁଖଦୂଃଖର ସାଥି ହୋଇଥାଏ ତେବେ ଆପଣଙ୍କ ଜୀବନସାଥି ହିଁ ହୋଇଥାଏ , ଆମର ଜୀବନରେ ଜୀବନସାଥୀର ବଡ ମହତ୍ତ୍ୱ ହୋଇଥାଏ , ଏହା ଛଡା ଯେବେ ଏକ ଝିଅ ନିଜ ଜିବନରେ ସ୍ତ୍ରୀ ହୋଇ ଆସେ,  ତେବେ ସେ ନା କେବଳ ଘର ସମ୍ଭାଳିଥାଏ , ବରଂ ବଂଶକୁ ଆଗକୁ ନେଇଯାଏ , ଏଥିପାଇଁ କେବେ ବି ନିଜ ସ୍ତ୍ରୀକୁ ବିଶ୍ୱାସଘାତ କରିବେ ନାହିଁ , ଯେଉଁ ବ୍ୟକ୍ତି ତାଙ୍କରହାତ ଜୀବନସାରା ଥାମିନିଏ , ସେ କେବେ ଧୋକା ଦେବାକୁ ଭାବେ ନାହିଁ , ଏଥିପାଇଁ ଭୁଲ୍ ରେ ନିଜ ସ୍ତ୍ରି କିମ୍ବା ଜୀବନସାଥୀଙ୍କୁ ଧୋକା ଦେବେ ନାହିଁ ।

୩) ନିଜକୁ ଧୋକା : ମଣିଷ ନିଜର ବ୍ୟକ୍ତିତ୍ୱ କୁ ଜୀବନରେ କେବେ ଧୋକା ଦେବା ଉଚିତ୍ ନୁହେଁ କାରଣ ବ୍ୟକ୍ତିର ଜୀବନରେ ନିଜର ବେଶୀ ମହତ୍ତ୍ୱ ହୋଇଥାଏ , ଯେତିକି ମା ବାପା କିମ୍ବା ଜୀବନସାଥିର ହୋଇଥାଏ , ହଁ ଆଜ୍ଞା ଆପଣ୍ ନିଜକୁ କେତେ ଅହମିୟତ୍ ଦେଉଛନ୍ତି , ତାହା ନିଜ ଉପରେ ଗର୍ବ କରିବା ଜରୁରୀ , ତେବେ ଭୁଲ୍ ରେ ନିଜ ଜୀବନରେ କିଛି ଏପରି କାମ କରନ୍ତୁ ନାହିଁ , ଯାହା ଦ୍ୱାରା ନିଜକୁ ପଶ୍ଚାତାପ କରିବାକୁ ପଡେ,  ଯଦି ବ୍ୟକ୍ତି ନିଜ ଉପରେ ଇମାନଦାର୍ ରହିବ , ତେବେ ଅନ୍ୟଙ୍କ ପାଇଂ ବିଶ୍ୱାସ ଭାଜନ ହୋଇପାରିବ ।

ମାନେ ଆମେ ସିଧା କଥାରେ କହିବା ଯେଉଁ ବ୍ୟକ୍ତି ନିଜକୁ ଧୋକା ଦିଏ ନାହିଁ ସେ ଜୀବନରେ ସଫଳ ହୋଇଥାଏ,

Leave a Reply

Your email address will not be published. Required fields are marked *