November 18, 2024

Odia Express

Here, There and Everywhere

୩୦ ଜାନୁଆରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଂକ ଦିନ – ଦେବଗୁରୁ ବୃହସ୍ପତିଙ୍କ କୃପାରୁ ଆଜି ଏହି ୪ ଟି ରାଶିଙ୍କର ଜୀବନରେ ବିଘ୍ନ ହେବ ଅନ୍ତ, ପଢନ୍ତୁ ରାଶିଫଳ

ମେଷ ରାଶି :  ଆଜି ଆପଣଙ୍କ କ୍ରୋଧ ନିଜ ବଶରେ ରଖିବା ନିତାନ୍ତ ଜରୁରୀ , ଆପଣଙ୍କ ସବୁ ଲମ୍ବିତ ଓ ଅଟକିରହିଥିବା କାମ ହୋଇଯିବ , ଆପଣଙ୍କ ବାପାଙ୍କ ଉପଦେଶ କାମରେ ଆସିବ , ଧାର୍ମିକ କାର୍ଯ୍ୟରେ ଭକ୍ତିଭାବ ପ୍ରକଟ ହେବ , ଓ ମନର ଅଶାନ୍ତି ଦୁର କରିବେ , ସ୍ୱାସ୍ଥ୍ୟ ବିଗଡିପାରେ , ସ୍ତ୍ରୀଙ୍କର ଜାତକରେ ସହଯୋଗ ମିଳିବ , ଓ ଉପଦେଶ ଦ୍ୱାରା କାର୍ଯ୍ୟ କଲେ ଲାଭକାରୀ ହେବ , ସନ୍ତାନର ମାମଲାରେ ଟେନ୍ସନ୍ ଦୁର ହୋଇଯିବ ।

ବୃଷ ରାଶି : ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ , ବିଦ୍ୟାର୍ଥୀଙ୍କ ପାଇଁ କଠିନ ସମୟ ଅଟେ ,  ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , କାର୍ଯ୍ୟରେ ବିଳମ୍ବତା ଆସିବ , ଆବଶ୍ୟକ ବସ୍ତୁଗୁଡିକ ଠିକ୍ ସମୟରେ ମିଳିବ ନାହିଁ , ସଂମ୍ପର୍କକୁ ସମ୍ଭାଳିବା ଦରକାର ପଡିବ , ଗରିବଙ୍କୁ ଭିକ୍ଷା ଦେଇପାରିବେ , ଧାର୍ମିକ ଗତିବିଧିରୁ ଖର୍ଚ୍ଚ କରିପାରନ୍ତି ,। ରହସ୍ୟପୁର୍ଣ୍ଣ ମାମଲାରେ ଆପଣଙ୍କ ରୁଜ୍ଞାନ ବଢିବ , ଆପଣଙ୍କ ବାଣୀ ମୋହିତ୍ କରିବ , ତାହା ଆପଣଙ୍କ ପାଇଁ ଲାଭଦାୟୀ ହେବ ।

ମିଥୁନ ରାଶି : ଆପଣଙ୍କୁ ଆଜି ଆପଣଙ୍କ ମିତ୍ରର ସହଯୋଗ ମିଳିପାରିବ , ବନ୍ଧୁଙ୍କସହ ମଉଜ ମସ୍ତି କରିବାରେ ସମୟ ଅତିବାହିତ କରିବେ , କାର୍ଯ୍ୟସ୍ଥଳରେ ଜିନିଷ ଗୁଡିକ ସାମାନ୍ୟ ରହିବ । ଆପଣ ନିଜକୁ ଉର୍ଜା ବାନ ଅନୁଭବ କରିବେ , ଆପଣ ନିଜ ସ୍ୱଭାବରୁ ଆକ୍ରମତା ଅନୁଭବ କରିପାରିବେ , ଯାହାର ପ୍ରଭାବ ନକରାତ୍ମକ ରହିବ , ଆଜିର ଦିନଆପଣଙ୍କ ପାଇଁ ନୁଆ ଅବସର ନେଇ ଆସୁଛି ।

କର୍କଟ ରାଶି : ଆଜି ମୋଦ୍ରିକ ଲାଭ ସଂମ୍ଭାବନା ଅଛି , ଆପଣଙ୍କ କ୍ଷମତାରୁ ଭରସା କରିବା ଶିଖନ୍ତୁ , ଯାହାଦ୍ୱାରା ସଠିକ୍ ଦିଗ ମିଳିପାରୁ , ଚିନ୍ତାର ଅଭାବ ହେବ , କିଛି ବିପଦ ନେଇ କାର୍ଯ୍ୟ କରନ୍ତୁ ନାହିଁ , ପ୍ରସନ୍ନତା ବଢିବ , କନଫ୍ୟୁଜନ୍ ବଢିପାରେ , ବହୁତ ଧୈର୍ଯ୍ୟ ଓ ଅନିୟମିତତା ସହ ପରିଶ୍ରମ କରିବେ , ତାହାର ଫଳାଫଳ ଆପଣଙ୍କ ପକ୍ଷରେ ରହିବ , ଆପଣଙ୍କ କିଣାକିଣି କରିବାରେ ବହୁତ ଅଧିକା ହୋଇପାରେ ,

ସିଂହ ରାଶି : ଆଜି ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ , ବେପାରରେ ଆଜି ହାନି ହୋଇପାରେ , ଛୋଟ ମୋଟ ଯାତ୍ରା କରିପାରନ୍ତି , ଟିକିଏ ଅବସର ପ୍ରାପ୍ତ କରିବାରେ କାର୍ଯ୍ୟସିଦ୍ଧି ହେବ , କେଉଁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଅବସର ମିଳିବ , ଅନ୍ୟଙ୍କ ବାଦ ବିବାଦରେ ନ ପଡନ୍ତୁ , ଅନୁଶାସିତ୍ ରୁହନ୍ତୁ ।

କନ୍ୟା ରାଶି : ଆଜି ଅତିଥି ଆଗମନ ହୋଇପାରେ , ଆଜି ଆପଣ କେଉଁ କ୍ଷତି ପାଇଁ ପ୍ରସ୍ତୁତ ରୁହନ୍ତୁ , ଧନହାନୀର ଆଶଙ୍କା ଅଛି , ନକରାତ୍ମକ ବୃଦ୍ଧି ହେବ , ଫାଲତୁ ଖର୍ଚ୍ଚର ଯୋଗ ହେଉଛି , ଆଜି ଆପଣଙ୍କ ବାଣିରେ ଅତିରିକ୍ତ ସତର୍କ ରହିବାକୁ ହେବ , ଅନ୍ୟଥା ସେ ଏକ ସମସ୍ୟା ଆମନ୍ତ୍ରଣ କରିପାରେ , ଅଫିସ୍ ରେ ଲୋକଙ୍କର୍ ସାହାଯ୍ୟ ପାଇବେ , ଅଧିକା ବିଚାର କାରଣରୁ ମାନସିକ ଥକାପଣ ଆସିପାରେ ନିଦ ପୁରା ହୋଇନପାରେ , ଏମିତି ବି ହୋଇପାରେ ।

ତୁଳା ରାଶି : ଅଫିସ୍ ରେ କାମର ପ୍ରଶଂସା ହେବ , ନିଜ ବିଚାରକୁ ସକରାତ୍ମକ ରଖନ୍ତୁ , ଏହାର ଲାଭ ଆପଣଙ୍କୁ ଆସୁଥିବା ସମୟରେ ନିଶ୍ଚିତ ପ୍ରାପ୍ତି ହେବ , ଆୟରେ ବୃଦ୍ଧି ହେବ , କେଉଁ ବିବାଦରେ ବିଜୟ ପ୍ରାପ୍ତି କରିବେ , ଭାଗ୍ୟର ଅନୁକୁଳତା ଲାଭ ନିଅନ୍ତୁ , ଆପଣଙ୍କ ବ୍ୟବହାର ଓ ରିଲେସନସିପ୍ ରେ ବହୁତ ପରିବର୍ତ୍ତନ ରହିବ , ଆର୍ଥିକ ସଂନ୍ଧର୍ଭରୁ ଅତିତ ପ୍ରୟାସ ଫଳ ଦେବ ।

ବିଛା ରାଶି :ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ଦ୍ୱାରା ମନ ପ୍ରସନ୍ନ ରହିବ , ବେପାର ବ୍ୟବସାୟରେ ଭଲ ଚାଲିବ , ଚାକିରି ଅଧିକାର ବଢିପାରେ , ନିଜ ଜୀବନରେ ସଫଳତା ପାଇବାପାଇଁ ଭାଇଙ୍କ ସହ ସଂବନ୍ଧ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ପାରିବାରିକ ଜୀବନରେ ଗଡବଡି ଓ ସଂମ୍ପତ୍ତିର ମାମଲାରେ ବିବାଦ ଚିନ୍ତା ରଖିବ , ଅନ୍ୟ କାହା କଥାକୁ ଧ୍ୟାନ ଦିଅନ୍ତୁ ନାହିଁ ।

ଧନୁ ରାଶି : ଆଖପାଖ ଲୋକେ ପ୍ରଶଂସା କରିବେ , ବିପଦପୁର୍ଣ୍ଣ ଜମାନତ କାର୍ଯ୍ୟରୁ ଟାଳନ୍ତୁ , ଚାକିରିରେ ଅଧିକାରୀଙ୍କ ଉପେକ୍ଷା ବଢିବ , ବେପାର ଓ ବ୍ୟବସାୟରେ ଭଲ ରହିବ , ଦାଂମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ୱାସ ବଢିବ , ସବୁ ମିଶାଈକରି ଏହି ଦିନ ବଢିଆ ଯାଉଛି , ଆଜି ଶାରରୀକ ରୁପରେ ଥକାପଣ ଅନୁଭବ କରିବେ , ଆପଣ ନୁଆ ଲୋକଙ୍କ ସହ ସାକ୍ଷାତ କରିପାରନ୍ତି । ଉତ୍ସାହର ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣ ଖୋଲାମନ ଓ ସବୁ କଥାକୁ ଉତ୍ସାହ ପୁର୍ଣ୍ଣ ଶୁଣିବାକୁ ଇଚ୍ଛାପ୍ରକାଶ କରିବେ , ଆପଣ ଯାହା ଚାହୁଁଛନ୍ତି ତାହା ବିଷୟରେ ସ୍ପଷ୍ଟ କରନ୍ତୁ , କେଉଁ କାର୍ଯ୍ୟ ପାଇଁ ଚିନ୍ତା ରହିବ , ଲାଭର ଅବସର ପ୍ରାପ୍ତି ହେବ , ପ୍ରସନ୍ନତାର ମାହୋଲ ରହିବ , କେଉଁ ଅନ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବାପରିବର୍ତ୍ତେ ନିଜର ଭାଗ୍ୟକୁ ଦେଖନ୍ତୁ , ନିଜ ଶଶୁରଘର ଲୋକଙ୍କ ସହ ଝଗଡା ହୋଇପାରେ , ଉଚିତ୍ ବିଚାର୍ ପରେ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ।

କୁମ୍ଭ ରାଶି :ଆଜି ଅଟକିଥିବା ଧନ ଫେରିପାରିବେ , ଯଦି କାହାକୁ ପ୍ରେମ କରୁଛନ୍ତି , ତେବେ ନିଜ ପ୍ରେମରେ ସଫଳ ହେବେ , ଆଜିର ଦିନ ବହୁତ ଶୁଭ ଅଛି , ବିଦେଶ ଯାତ୍ରାର ଯୋଗ ରହୁଛି , ନୁଆ ବେପାରିକ ଅନୁବନ୍ଦ ହୋଇପାରେ , ମହତ୍ତ୍ୱପୁର୍ଣ୍ଣ ପ୍ରସ୍ତାବ ପ୍ରାପ୍ତି ହେବ , ଚାକିରିରେ ପ୍ରତିଯୋଗିତା ଓ ଉଚ୍ଚ ଅଧ୍ୟୟନ ପ୍ରବେଶ ପାଇଁ ପ୍ରୟାସରତ ଜାତକରୁ ସଫଳତା ମିଳିବ ।

ମୀନ ରାଶି : ଆଜି ଆପଣଙ୍କୁ ଉତ୍ସାହପୁର୍ଣ୍ଣ ସୁଚନା ମିଳିବ , ଆପଣଙ୍କ ହରାଈଥିବା ଧନ ଫେରିପାରିବେ , ଓ ତାହା ସହ ମାଲାମାଲ୍ ହେବାର ଯୋଗ ନଜର ଆସୁଛି , ଶତ୍ରୁ ସକ୍ରିୟ ରହିବେ , ଷଡଯନ୍ତ୍ରରୁ ବଞ୍ଚନ୍ତୁ , ବାଣିରେ କଟୁ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ , ବିବାଦ ହୋଇପାରେ , ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ପ୍ରବାଭିତ ହୋଇପାରେ , ଚିଡଚିଡ ରହିବେ , ଏଥିପାଇଁ ଆପଣଙ୍କୁ ସାବଧନତା ରହିବାକୁ ହେବ , ଦିନ ବହୁତ ଜଲଦି ସରିଯିବ , କିଛି ନୁଆ ମଜାଦାର୍ ଲୋକଙ୍କ ସହ ସାକ୍ଷାତ ହୋଇପାରେ ।

Leave a Reply

Your email address will not be published. Required fields are marked *