October 17, 2024

Odia Express

Here, There and Everywhere

ଏହି ୩ ଟି ପ୍ରକାରର ପୁରୁଷ କେବେ ବିବାହ କରନ୍ତୁ ନାହିଁ, ନିଶ୍ଚୟ ଧୋକା ମିଳିବ ଲେଖିକରି ନେଇଯାଅ..

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ , ଏଥିପାଇଁ ଜୀବନରେ ସଠିକ୍ ଲାଇଫ୍ ପାର୍ଟନର ମିଳିବା ବହୁତ ଜରୁରୀ ହୋଇଥାଏ , ଖାସକରି ଝିଅମାନଙ୍କୁ ବିବାହ କରିବା ପାଇଁ ବହୁତ କିଛି ସହିବାକୁ ପଡୀଥାଏ , ଏମିତିରେ ଯଦି ଆପଣଙ୍କ ବିବାହ କରିବାକୁ ମୁଡ୍ କରିଛନ୍ତି ତେବେ ପୁଅକୁ ହଁ କରିବାକୁ ହେଲେ କିଛି ବିଶେଷ କଥାକୁ ଧ୍ୟାନ ଦେବାକୁ ହେବ , ଯଦି ଆପଣ କିଛି ଖାସ୍ ଟାଇପ୍ ର ପୁରୁଷଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କୁ ଦେଖିବାକୁ ଛଡା ଆଉ କିଛି ମିଳିବ ନାହିଁ , ଏଥିପାଇଁ କିଛି ବି ଫଇସଲା ନେବା ପୁର୍ବରୁ ଭଲ ଭାବେ ଭାବିଚିନ୍ତି ବିଚାର କରନ୍ତ୍ , ଆପଣଙ୍କ ସାହାଯ୍ୟ ପାଇଁ ଆମେ ତଲେ ଦିଆଯାଇଥିବା କିଛି ମତାମତ ଦେଇଛୁ , ଧ୍ୟାନର ସହ ପଢିପାରିବେ ।

 

ସବୁବେଳେ ପର ସ୍ତ୍ରୀଙ୍କ ଉପରେ ନଜର ରଖୁଥିବା ପୁରୁଷ : ଏହି ପୁରୁଷମାନେ କେବେ ବି ଗୋଟିଏ ସ୍ତ୍ରୀ ସହ ପୁରା ଜୀବନ ଅତିବାହିତ କରିପାରନ୍ତି ନାହିଁ , ଏମାନଙ୍କ ମନ ଭରେ ନାହିଁ । ଏମାନଙ୍କ ଲାଇଫ୍ ରେ ସବୁ ସମୟ କିଛି ନୁଆ ଓ ଜୋଶ୍ ବାଲା ହୋଇଥାଏ,  ଏମାନଙ୍କ ଗୋଟିଏ ଜିନିଷରେ ବହୁତ ଜଲଦି ବୋର୍ ହୋଈଯାଆନ୍ତି , ଏଥିପାଇଁ ବିବାହ କରିବା ପୁର୍ବରୁ ଥରେ ଜାଣିନିଅନ୍ତୁ କି ଏମାନଙ୍କର କେତୋଟି ଗାର୍ଲଫ୍ରେଣ୍ତ ଥିଲେ , ଓ କେଉଁ କାରଣରୁ ବ୍ରେକ୍ ଅଫ୍ ହୋଇଥିଲା । ଏହି ପରି ଆପଣ ଜାଣିପାରିବେ ।

ଅଧିକା ରାଗୁଥିବା ପୁରୁଷ : ଯେବେ ମଣିଷକୁ ରାଗ ଆସେ ତେବେ ସେ ନିଜର ସନ୍ତୁଳନ ହରାଇବସେ , ଓ ଜୋସ୍ ରେ ଆସିକରି କିଛି ଭୁଲ୍ କାମ କରିବସେ , ସେଥିପାଇଁ ଅଧିକା ରାଗୁଥିବା ପୁରୁଷ ନିଜ ସ୍ତ୍ରୀଙ୍କୁ କେବେ ଖୁସିରେ ରଖିପାରନ୍ତି ନାହିଁ , ଓ ବହୁତଥର ନିଜର ଏହି ରାଗ ସକାଶେ ନିଜ ସ୍ତ୍ରୀ ଉପରକୁ ହାତ ବି ଉଠାଇଦିଅନ୍ତି , ଏହା ବହୁତ ଖରାପ ହୋଇଥାଏ , ଏମାନଙ୍କର ସଂମ୍ପର୍କରେ ସେହି ଦିନରୁ ଫାଟ ହେବାରେ ଲାଗେ , ପ୍ରଥମେ ସେହି ପୁଅ ସହ କିଛି ସମୟ ବିତାନ୍ତୁ , କଥାବାର୍ତ୍ତା କରନ୍ତୁ , ଓ ତାପରେ ନିଜକୁ ନିୟନ୍ତ୍ରଣ ରଖନ୍ତୁ କିପରି ରାଗକୁ କଣ୍ଟ୍ରୋଲ୍ କରିବେ , ଜାଣିଶୁଣି କିଛି ଭୁଲ୍ କରନ୍ତୁ , ଦେଖନ୍ତୁ ସେ କିପରି ରିଆକ୍ଟ୍ କରୁଛନ୍ତି ।

ଜିଦ୍ଦି ଓ ନିଜର ଇଚ୍ଛା ଅନୁସାରେ କାମ କରୁଥିବା ପୁରୁଷ : କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ କି କେଉଁ ଗୋଟେ କଥାକୁ ଜିଦି କରିବସନ୍ତି , ଓ ନିଜର ମର୍ଜି ରଖନ୍ତି , କାହାର କଥା ଶୁଣନ୍ତି ନାହିଁ ଏମିତିରେ ସ୍ୱାମୀ ଓ ସ୍ତ୍ରିଙ୍କ ମଧ୍ୟରେ ବହୁତ ମତଭେଦ ହୋଇଯାଏ , ଯାହା କି ବହୁତ ଦିନରୁ ଚାଲି ଆସୁଛି , ଓ ଜଣେ ଅନ୍ୟ ଜଣଙ୍କୁ ଘୃଣା କରି ବସନ୍ତି , ଏଥିପାଇଁ ଆମର ଉପଦେଶ ଏହା କି ବିବାହ ପୂର୍ବରୁ ଭଲ ଭାବେ ପରଖି ନିଅନ୍ତୁ  ପୁଅଟି ଜିଦ୍ଦି ଅଛି କି ନାହିଁ , କିମ୍ବା ନିଜ ଇଚ୍ଛା ଅନୁସାରେ କିଛି କାମ କରୁଛି କି ନାହିଁ , ଆପଣ ତା ଆଗରେ କିଛି ସର୍ତ୍ତ ରଖନ୍ତୁ , ଓ ଦେଖନ୍ତୁ ସେ କେତେ ତାହାକୁ ମାପିଚୁପି ଚଳି ପାରୁଛି ।

ଝିଅମାନେ ଏହି ତିନି ଟାଇପ୍ ର ପୁରୁଷଙ୍କ ଠାରୁ ଦୂରେଇ ରହିବା , ଓ ବିବାହ ପୂର୍ବରୁ ସବୁ କିଛି ଭଲରେ ଚେକ୍ କରିବା  ନହେଲେ ସିଧା ସଳଖ କିମ୍ବା ଦୂଃଖ ମ୍ୟାରେଜ୍ ଲାଇଫ୍ପ୍ ରେ ଆସି ଅଟକିବେ , ସେମିତି ଆମେ ଆପଣଙ୍କୁ ଏହି ସୁଚନା ଭଲ ଲାଗିଥିଲେ ସେୟାର୍ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *