October 17, 2024

Odia Express

Here, There and Everywhere

୨୯ ଜାନୁଆରୀ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୭ ରାଶିଗୁଡିକଙ୍କୁ ମିଳିବ ମା ସରସ୍ୱତୀଙ୍କର ଆଶିର୍ବାଦ , ହେବ ଜ୍ଞାନର ପ୍ରାପ୍ତି

୧)ମେଷ ରାଶି : ପରିବାରରେ ସୁଖ ଶାନ୍ତି ଓ ଧାର୍ମିକ ମାହୋଲ୍ ରହିବ , ବେପାରିଙ୍କ ଗତିବିଧି ରୁ ଭଲ ଲାଭ ମିଳିପାରେ , ଆପଣଙ୍କ ହୃଦୟରେ ଅଧିକା ବିଚାର ଏକା ସାଙ୍ଗେ ଚାଲୁଛି , ଅବିବାହିତଙ୍କ ଜିବନରେ ଆଜି ପ୍ରେମର ପ୍ରବେଶ ହୋଇପାରେ , ଟିକିଏ ସାବଧାନ ରୁହନ୍ତୁ , ଲୋକଙ୍କର ଏହି କଥାକୁ ଆସିକରି ନିଜର କ୍ଷତି କରାଇପାରନ୍ତି , ଦରକାରୀ ଲୋକଙ୍କର ଭୋଜନ କରାନ୍ତୁ , ଆପଣଙ୍କ ସବୁ ଚିନ୍ତା ଦୁର ହେବ , ଓଁ ବାଗଦେବି ବାଗେଶ୍ୱରୀ ନମଃ ମନ୍ତ୍ରର ଜପ କରନ୍ତୁ , ବ୍ୟର୍ଥର ଚିନ୍ତା କରନ୍ତୁ ନାହିଁ , ମନକୁ ଆରାମ ମିଳିବ ।

୨)ବୃଷ ରାଶି : ଆଜି ବିବାଦକୁ ଅଧିକା ବୃଦ୍ଧି କରନ୍ତୁ ନାହିଁ , କୁସଂଗତି ହାନି ହେବ , ବିତ୍ତିୟ ମାମଲାରେ ଆପଣଙ୍କୁ ସଂୟମ କରିବାର ଅଛି , ଓ କେଉଁ ନୁଆ ପ୍ରତିବଦ୍ଧୁତା ବନାଇବାର ପୁର୍ବରୁ ଭାବିବା ଦରକାର , ଅନୈତିକ ଓ ଅବୈଧ କାମ କରିବାର ଇଚ୍ଛା ବି ହେବ , ଏମିତିରେ କାମରୁ ପୁରା ବଞ୍ଚନ୍ତୁ , ବାୟୋଲୋଜି ଷ୍ଟୁଡେଣ୍ଟଙ୍କ ପାଇଁ ଆଜିର ଦିନ ଭଲ ଅଛି , ପାଠ ପଢାରେ ଆପଣଙ୍କ ମନ ଲାଗିବ , ସମାଜରେ ସବୁ ଆଡୁ ସମ୍ମାନ ମିଳିବ , ମା ସରସ୍ୱତୀଙ୍କ ଚିତ୍ର ନିଜ ଅଧ୍ୟୟନ କକ୍ଷରେ ରଖନ୍ତୁ ।

୩)ମିଥୁନ ରାଶି : ଆଜି ଆପଣଙ୍କ ସାମ୍ନାରେ କାମର ବୋଝ ଅଧିକା ରହିବ , ମିତ୍ରଙ୍କର ଲାଭ ହେବା ସମ୍ଭବ ଅଟେ, ଆପଣ ନିଜେ ସ୍ୱାସ୍ଥ୍ୟର ଯତ୍ନନେବାକୁ ପଡିପାରେ , କିଛି କାମ ଅଧୁରା ହେବା କାରଣରୁ ଡର ହୋଇପାରେ , ଲଭ ଲାଇଫ୍ ରେ ଅନିୟମିତତା ସଂମ୍ପର୍କ ବିଗଡିପାରେ , ଆପଣ ନିଜ ଭବିଷ୍ୟକୁ ନେଇକରି ବ୍ୟାଙ୍କ୍ ବ୍ୟାଲାନ୍ସ ମଜବୁତ୍ କରିବାର ପ୍ଲାନ୍ କରିପାରନ୍ତି , ନୁଆ ଦାୟିତ୍ୱ ଭାର ବି ଆପଣଙ୍କ କାନ୍ଧରେ ପକାଯାଇପାରେ ।

୪)କର୍କଟ ରାଶି : ଆଜି କାମର ସିଲସିଲାରେ ଯାତ୍ରା କରିପାରନ୍ତି । ଆସୁଥିବା ଦିନରେ ଆପଣଙ୍କ କମାଇ ବଢିଯିବ , ଓ ଆପଣ ବିଭିନ୍ନ ସ୍ରୋତରୁ ଲାଭ ହେବ , ଚାକିରିପେଶା ଲୋକଙ୍କର ଉନ୍ନତି ହେବ , ଶାରରିକ ଓ ମାନସିକ ରୁପରେ ସୁସ୍ଥ୍ୟ ଓ ପ୍ରସନ୍ନ ରହିବେ , ଘର ପରିବାର ଦାୟିତ୍ୱକୁ ଅଣଦେଖା କରନ୍ତୁ ନାହିଁ , ବିଜନେସ୍ ରେ ଫାଇଦା ହେବାର ସଂମ୍ଭାବନା ଅଛି , ଆପଣଙ୍କ ଦିମାଗରେ କିଛି ନୁଆ ଆଇଡିଆ ଆସିପାରେ , ସନ୍ତାନର ବିବାହ ଚିନ୍ତା ହୋଇପାରେ ।

୫)ସିଂହ ରାଶି : ରୋଜଗାର ସଂବନ୍ଧି ସମସ୍ୟାରୁ ଆଜି ଆପଣଙ୍କୁ ଚିନ୍ତା ଆସିପାରେ , କିନ୍ତୁ ଆପଣଙ୍କ ହୋସଲାକୁ ଦୃଢ ରଖିପାରିବେ , ବୟସ୍କ ଲୋକଙ୍କ ସାହାଯ୍ୟ ଓ ପୁରସ୍କାର ପ୍ରାପ୍ତି ହୋଇପାରେ , ଆପଣଙ୍କ ମନ ପ୍ରସନ୍ନ ରହିବ , କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ କାର୍ଯ୍ୟସ୍ଥଳ ରେ ପ୍ରଶଂସାର ପାତ୍ର ହେବେ , ଯାହା ଆପଣଙ୍କ ସନ୍ତୁଷ୍ଟି ବଢାଇବ , ପ୍ଲାନ୍ ମୁତାବିକ ସଫଳତା ନ ପାଇବା ହେତୁ ମୁଡ୍ ଖରାପ ହୋଇପାରେ , କୋର୍ଟ କଚେରି ମାମଲାରେ ସଫଳତା ମିଳିବ , କିଛି ପୁରୁଣା ନିବେଶ ରୁ ଲାଭ ହୋଇପାରେ ।

୬)କନ୍ୟା ରାଶି : ଆଜି ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆପଣଙ୍କ ଛୁଆ ଖୁସି ରହିବେ । ଯଦି ବିନା ବୁଝିବିଚାରି ନିବେଶ କରିବାର ଭୁଲ୍ କରିବେ ତେବେ ଆର୍ଥିକ ସମସ୍ୟା ହୋଇପାରେ । କେବଳ ପଇସା ଆଧାରରେ ଫଇସଲା କରନ୍ତୁ ନାହିଁ , ମନରେ କିଛି ଉଥଳପୁଥଳ ହୋଇପାରେ , କିଛି ନୁଆ କାମ କରନ୍ତୁ ନାହିଁ , ଆଜି ଆପଣଙ୍କୁ କେଉଁ ବିନା କାରଣରେ କେଉଁଠି ରହିବା ଉଚିତ୍ ନୁହେଁ , ପରିବାର ବାଲାଙ୍କ ସହ ସମୟ ବିତାଇବାର ଚେଷ୍ଟା କରନ୍ତୁ ନାହିଁ , ନୁଆ ବାହାନ ନେଇକରି ଅସାବଧାନ ରୁହନ୍ତୁ ନାହିଁ ।

୭)ତୁଳା ରାଶି : ଆଜି ଆପଣ ବହୁତ ଉଚ୍ଚ ସ୍ତରରେ ରହିବେ , ଆପଣଙ୍କ ବେପାରରେ ବହୁତ ଅଧିକା ଲାଭ ହେବ , କିଛି ସ୍ୱାସ୍ତ୍ୟ ସଂବନ୍ଧି ସମସ୍ୟା ଆସିପାରେ , ପାରିବାରିକ ଖୁସିର ମାହୋଲ୍ ରହିବ , କିଛି ଭୁଲ୍ ବୁଝାମଣା ହୋଇପାରେ , କିଛି କାମ ଅଟକି ପାରେ , ଆଜି ଭୁଲ୍ ଦୁର କରିପାରିବେ , ଓ ସଂବନ୍ଧି ଆଣିବାରେ ଚେଷ୍ଟା କରିବେ ।

୮)ବିଛା ରାଶି : ଆଜି ଧନକୋଷରେ ବୃଦ୍ଦି ହେବ । ପୁରୁଣା ବନ୍ଧୁଙ୍କ ସହ ଆର୍ଥିକ ସହାୟତା ମିଳିପାରିବ , ଆପଣଙ୍କ କିଛି ନବିନ ବୁଝାମଣା ପ୍ରବେଶ କରିପାରିବ , ପାରିବାରିକ ବାତାବରଣ ପରି ଉତ୍ସବ ଶାନଦାର୍ ରହିବ , ଛୋଟ ଛୋଟ କଥାରୁ ରାଗ ଆସିପାରିବ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଟେନସନ୍ ହୋଇପାରେ , କାମ କାର୍ଯ୍ୟରେ ସାବଧାନୀ ରଖନ୍ତୁ , କମର୍ସ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଭଲ ରହିବ , ଶିକ୍ଷକଙ୍କ ମାର୍ଗଦର୍ଶନ ରୁ ଆପଣଙ୍କ ଫାଇଦା ନିଶ୍ଚିତ ମିଳିବ , ଓଁ ଶାରଦେ ଦୈବ ଚନ୍ଦ୍ରକ୍ରାନ୍ତି ନମଃ ମନ୍ତ୍ର ଜପ କରନ୍ତୁ ।

୯)ଧନୁ ରାଶି : ଆଜି ଆପଣଙ୍କ ଦରକାର ମୁତାବିକ ଭାବୁକ ହୋଇପାରନ୍ତି । ପାରିବାରିକ ଜୀବନରେ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ପରିବାର ସହ ଆପଣ କେଉଁ ପୁଜା ସ୍ଥଳ ଯାଇପାରନ୍ତି , ସେହି ମାମଲାରେ ଧ୍ୟାନ ଦିଅନ୍ତୁ , ଯାହାଙ୍କୁ ଆପଣଙ୍କ ପ୍ରସନ୍ନତା ମିଳିବ , ଏମିତି କାମ କରିଲେ ବଞ୍ଚିବା ଦରକାର୍ ଯେଉଁଥିରେ ପଇସାର ରିକ୍ସ ଥିବ , କାମ କାଜରେ କମ୍ ମନ ଲାଗିବ , ସନ୍ତାନର କାର୍ଯ୍ୟ ବିଜୟୀ ହେବାର ଆପଣଙ୍କ ଖୁସିରେ ଲାଭ ହେବ , ଆଜି ମା ସରସ୍ୱତୀଙ୍କ ପୁଜନ କରି ଶ୍ୱେତ ଚନ୍ଦନ ଚଢାନ୍ତୁ , ଓ ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ।

୧୦)ମକର ରାଶି : ଆଜି ଆପଣ ବଡରୁ ବଡ ସମସ୍ୟା ସମାଧାନ କରିବାପାଇଁ ସକ୍ଷମ ହେବେ , ଆର୍ଥିକ ସଂନ୍ଧର୍ଭ ଅତିତର ପ୍ରୟାସରେ ଏବେ ଫଳ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ନିଜ ଲୋକଙ୍କର ମଧ୍ୟରେ ବିବାଦ ହୋଇପାଏ , କେଉଁ ଖାସ୍ ମାମଲାରେ ଅନୁଭବି ଲୋକଙ୍କର କିଛି ଭଲ ରାୟ ମିଳିବ , କିଛି ବି ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ଯଦି ଆପଣ ସଙ୍ଗୀତ କ୍ଷେତ୍ରରୁ ଅଛନ୍ତି , ତେବେ ବାଦ୍ୟ ଯନ୍ତ୍ରକୁ ପୁଜା କରନ୍ତୁ ।

୧୧)କୁମ୍ଭ ରାଶି :ଆଜି ଆପଣଙ୍କ ରାଗ ପାଇଁ କିଛି ବଡ କ୍ଷତି ହୋଇପାରେ,  ସନ୍ତାନର କାରଣରୁ କିଛି ମାନସିକ ଚିନ୍ତା ବୃଦ୍ଧି ହୋଇପାରେ , ସେମିତି ଅଚାନକ ଧନ ଆସିବାର ସଙ୍କେତ ମିଳୁଛି , ମନ ଟିକିଏ ଅସ୍ତିରତା ରହିବ , କେଉଁ ଅଫର ପାଇଁ ତୁରନ୍ତ ଫଇସଲା ନିଅନ୍ତୁ ନାହିଁ , ଆଜି ଧୈର୍ଯ୍ୟ ପୁର୍ବକ କରାଯାଇଥିବା ବିଚାର ବହୁତ ଫଳଦାୟୀ ରହିବ , ବିଦେଶ କାରୋବାରରେ ଯୋଡି ହୋଇଥିବା ଲୋକଙ୍କୁ ଭଲ ଲାଭ ମିଳିବାର ଯୋଗ ରହୁଚି , ଆଜି ନିଜ ସ୍ୱାସ୍ଥ୍ୟକୁ ନେଇ ବାକ୍ୟ ଚତୁରତାରେ ବଡ କାର୍ଯ୍ୟ କରିନେବେ ।

୧୨)ମୀନ ରାଶି :  ଆଜି ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରେ ବୃଦ୍ଧି ହେବ , କିଛି ଦରକାର କାମକୁ ସାରିବାରେ ପ୍ରୀ ପ୍ଲାନିଙ୍ଗ୍ କରିପାରନ୍ତି । ଯାହା ପାଇଁ ଆପଣଙ୍କୁ ପରିସ୍ଥିତି ଖରାପ ହୋଇପାରେ , ସାବଧାନ ରୁହନ୍ତୁ , ମନରେ କେଉଁ ପ୍ରକାରର କନଫ୍ୟୁଜନ୍ ଆଣିବାକୁ ଦିଅନ୍ତୁ ନାହୀଁ , କଳାର ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , ମା ସରସ୍ୱତୀଙ୍କୁ ପୁଜା କରି ସିନ୍ଦୁର ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *