October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ, ସ୍ତ୍ରୀ ଉଚ୍ଚା ଷ୍ଟୁଲ୍ ରେ ଚଢିକରି ସଫା ସଫି କରୁଥିବା ବେଳେ ଜୋର୍ ଜୋର୍ ରେ ଗୀତ ଗାଉଥିଲେ “ଅଗର୍ ତୁମ୍ ମିଲ୍ ଯାଓ ଜମାନା ଛୋଡ୍ ଦେଙ୍ଗେ ହମ୍ – ଏହା ଶୁଣି ସ୍ୱାମୀ କହିଲେ …

୧)ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲଢେଇ ହେଉଥିଲା , ଅଧା ଦିନ ଚୁପଚାପ୍ କଟିବା ପରେ ସ୍ତ୍ରୀ ସ୍ୱାମୀଙ୍କ ପାଖକୁ ଆସିଲେ ଓ କହିଲେ ଏହି ପରି ଝଗଡା କଲେ ଭଲ ଲାଗୁନ , ଗୋଟେ କାମ କରିବା ତୁମେ ବୁଝାସୁଝା କରିନିଅ ଟିକିଏ ମୁଁ କରିନେବି , ସ୍ୱାମୀ କହିଲା ଠିକ୍ ଅଛି କଣ କରିବାର ଅଛି କୁହ , ସ୍ତ୍ରୀ ମୋତେ କ୍ଷମା ମାଗିନିଅ ଓ ମୁଁ ତୁମକୁ କ୍ଷମା କରିଦେବି ।

୨)ଗୋଟେ ମଦୁଆ ୯୮,୩ ଏଫ୍ ଏମ୍ ରେ ଫୋନ୍ କଲା , ମଦୁଆ : ମୋତେ ତିଲକ୍ ରୋଡରେ ଏକ ପର୍ସ ମିଳିଛି ଯେଉଁଥିରେ ଦେଢ ଲକ୍ଷ ଟଙ୍କା କ୍ୟାସ୍ , ଏକ ଆଇଫୋନ୍ ୭ ପ୍ଲସ୍ ଏକ କ୍ରେଡିଟ୍ କାର୍ଡ ଓ କେଉଁ ସୀମା ନାଁରେ ଏକ ଆଇଡି କାର୍ଡ ମିଳିଛି , ରେଡିଓ ଜକି : ବାଃ ଆପଣ କେତେ ଇମାନଦାର୍ ଅଟନ୍ତି , ତେବେ ସେହି ପର୍ସକୁ ଫେରାଇବାକୁ ଚାହିଁବେ , ରାଇଟ୍ ! ମଦୁଆ : ନା ମ , ମୁଁ ଚାହୁଁଛି ସୀମାଜୀଙ୍କ ପାଇଁ ଦୁଃଖଭରା ଗୋଟେ ଗୀତ ହେଇଯାଉ ,

୩)ହାଲକା ହାଲକା ବର୍ଷା ହେଉଥିଲା,  କିଛି ଭଲ ଖାଇବାକୁ ମନ କଲା , ସ୍ତ୍ରୀ କୁ କହିଲି : ଯାହା ତୁମେ ଭଲ ବନେଇ ଜାଣିଛ ତାହା ବନାଅ ତ , ତାପରେ , କଣ ହେଲା , ଗାଲେଇକି ବସିପଡିଲା ।

୪) ଆପଣଙ୍କ ସ୍ତ୍ରୀ କେତେ ବେଗରେ ଦୌଡି ପାରନ୍ତି ଏହା ଦେଖିବାର ଅଛି ହେଲେ ଜୋର୍ ରେ ଚିଲାନ୍ତୁ , କ୍ଷୀର ଉତୁରୁଛି , ଆପଣଙ୍କ ସ୍ୱାମୀ କେତେ ଅଧିକା ବେଗରେ ଦୌଡିପାରିବେ , ଏହା ଦେଖିବାର ଅଛି ହେଲେ ଜୋର୍ ରେ ଚିଲ୍ଲାନ୍ତୁ , ମୋବାଇଲ୍ ବାଜୁଛି ଉଠାଇଦେବି କି ?

୫) ଗୋଟେ ଯୁବକ ସିଗାରେଟ୍ ପ୍ୟାକେଟ୍ କିଣିଲା । ଚେତାବନୀ ଲେଖାଥିଲା ଧ୍ରୁମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ , ପୁଣି ଦୋକାନୀ ପାଖକୁ ସେଇ ଯୁବକ ଗଲା ପ୍ୟାକେଟ୍ ଦେଇକହିଲା କଉ ପ୍ୟାକେଟ୍ ଦେଇଛ ଭାଇ ସେ କ୍ୟାନ୍ସର୍ ବାଲା ହିଁ ଦେ !

୬) ଗୋଟେ ବିଦେଶୀ ଜଣେ ଭାରତୀୟ ଛାତ୍ରକୁ ପଚାରିଲା ଦୁନିଆଁରେ ଏତେ ଖେଳ ଅଛି , ଆପଣମାନେ କବାଡିରେ ନାଁ କଣ ପାଇଁ କମାଇଛନ୍ତି , ଛାତ୍ର କହିଲା କବଡିରେ ଯେବେ କିଏ ନିଜ ମଞ୍ଜିଲରେ ପହଞ୍ଚିବାକୁ ଚାହେଁ ସମସ୍ତେ ତାର ଗୋଡ ଟାଣନ୍ତି , ଆମର ଦେଶ ଏହି କାମରେ ମାହିର୍ ଅଛନ୍ତି , ଏଥିପାଇଁ ଆମେ କବାଡି ଚାମ୍ପିୟନ୍ ଅଛୁ ।

୭) ସ୍ତ୍ରୀ ନିଜ ସ୍ୱାମୀ ସହ ବୁଲିବାକୁ ଯାଇଥିଲା , ସ୍ତ୍ରୀ ରାସ୍ତାରେ ସ୍ୱାମୀକୁ କହିଲା : ଦେଖ ନା ସେହି ଲୋକ ମୋତେ ବାରମ୍ବାର ବୁଲି ବୁଲି ଅନାଉଛି , ସ୍ୱମୀ : ଡାର୍ଲିଙ୍ଗ୍ : ସେ କବାଡି ବାଲା ଅଟେ,  ବେକାର୍ ମାଲ୍ ନଜର ପକାଇବା ତାର୍ ଅଭ୍ୟାସ ଅଛି , ତାପରେ ସ୍ୱାମୀକୁ କିଛି ଦେଖାଗଲା ନାହିଁ ।

୮) ରାତିରେ ଦୁଇଟି ମଶା ପଢୁଥିଲେ , ପ୍ରଥମ ମଶା ଦ୍ୱିତୀୟ ମଶାକୁ କହିଲା : ମୁଁ ଆଗକୁ ଯାଇକରି ଡାକ୍ତର ହେବି , ଦ୍ୱିତୀୟ ମାଛି : ମୁଁ ଆଗକୁ ଯାଇକରି ଇଞ୍ଜିନିୟର୍ ହେବି । ତେବେ ଘରର ମାଲିକାଣୀ ଘରେ ଗୁଡ୍ ନାଇଟ୍ ଜଳାଇଦେଲେ , ମଶା ଚିଲ୍ଲାଇ କରି ଏହି ବୁଢି ତ ଆମର କ୍ୟାରିୟର୍ ଖରାପ କରିଦେଲା ,

୯) ସ୍ୱାମୀ ନିଜ ସ୍ତ୍ରୀକୁ : ଚାଲ ଡାର୍ଲିଙ୍ଗ୍ ଆଜି ହୋଟେଲ୍ ଯାଇକି ଚାହା ପିଇବା , ସ୍ତ୍ରୀ ଖୁସି ହୋଇ କହିଲା , ହାୟ୍ ତୁମର କେତେ ଦାୟିତ୍ୱ ଅଛି ,ତୁମକୁ କିପରି ଜଣାପଡିଲା କି ଚାହା ବନାଇ ବନାଇ ମୁଁ ଥକି ଯାଇଛି , ସ୍ୱାମୀ ;ଆରେ ତୁମର କି ଦାୟିତ୍ୱ ମ , ଅସଲ କଥା ଏହା କି ମୁଁ କପ୍ ପ୍ଲେଟ୍ ଧୋଇ ଧୋଇ ଥକି ଯାଈଛି ।

୧୦) ସ୍ତ୍ରୀ ଏକ ଉଚ୍ଚା ଷ୍ଟୁଲ୍ ରେ ଠିଆ ହୋଇ ସଫା ସଫି କରୁଥିବା ବେଳେ ଏକ ଗୀତ ଗାଉଥିଲେ , ଅଗର୍ ତୁମ୍ ମିଲ ଯାଓ ଜମାନା ଛୋଡ୍ ଦେଙ୍ଗେ ହମ୍ , ତେବେ ସ୍ୱାମୀ ପଛରୁ ଆସି କହିଲା , ଅଗର୍ ତୁମ୍ ଗିର୍ ଯାଓ ଦୁସରି ଧୁଣ୍ତ ଲେଙ୍ଗେ ହମ୍ , ସ୍ୱାମୀଙ୍କ ପିଠିରେ ଏବେ ବି ଝାଡୂର ଚିହ୍ନ ଅଛି ।

୧୧) ଶାସ୍ତ୍ରନୁସାରେ ସବୁ କୁଆଁରି ଝିଅ ନବ ଦେବୀଙ୍କର ବାସ ହୋଇଥାଏ , ବିବାହ ପରେ କେଉଁ ଦେବି ଆକ୍ଟିଭ୍ ରୁହନ୍ତି  ଏହା ସ୍ୱାମୀଙ୍କ କର୍ମ ଉପରେ ନିର୍ଭରକରିଥାଏ , ଏଥିପାଇଁ ବିବାହ ପରେ ନିଜ ହରକତ ସୁଧାରି ନିଅନ୍ତୁ ।

Leave a Reply

Your email address will not be published. Required fields are marked *