October 18, 2024

Odia Express

Here, There and Everywhere

ଓକିଲ କଳା କୋଟ୍ ଓ ଧଳା ସାର୍ଟ କଣ ପାଇଁ ପିନ୍ଧିଥାନ୍ତି ଜାଣିଛନ୍ତି ଏହାର ପଛରେ କାରଣ , ଆଜି ହିଁ ଜାଣିନିଅନ୍ତୁ …

ଆପଣମାନେ ବହୁତ ଫିଲ୍ମରେ କୋର୍ଟ ସିନ୍ ଦେଖିଥିବେ , ଫିଲ୍ମରେ ନଜର ଆସିଥାଏ ଏକ ବଡ କୋର୍ଟ ରୁମ୍ ହୋଇଥାଏ , ଯେଉଁଠି ବହୁତ ସାରା ଲୋକ ଥାଆନ୍ତି , ଓ ଏକ ସେକ୍ସନରେ ଓକିଲ ରହିଥାନ୍ତି , ଯାହାକି କଳା କୋଟ୍ ଓ ଧଳା ସାର୍ଟ ପିନ୍ଧିଥାନ୍ତି , କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଓକିଲ କଳା କୋଟ୍ ଓ ଧଳା ସାର୍ଟ କଣ ପାଇଁ ପିନ୍ଧିଥାନ୍ତି , ତେବେ ଆଜି ଆମେ ଆପଣଙ୍କୁ କହିଦେବୁ କି ଏହା କେଉଁ ଫ୍ୟାସନ୍ ନୁହେଁ ବରଂ ଏହା ପଛରେ ଏକ ବହୁତ ବଡ କାରଣ ସାମିଲ୍ ଅଛି ।ଆପଣଙ୍କୁ ଜଣେଇଦେବୁ କି ଓକିଲାତିର ଆରମ୍ଭ ୧୩୨୭ ମସିହା ଏଡବର୍ଡ ତୃତୀୟ କରିଥିଲେ , ଓ ସେହି ସମୟରେ ଡ୍ରେସ୍ କୋଡ୍ ଆଧାରରେ ନ୍ୟାୟାଧିଶ ବେଶଭୁଷାକୁ ପ୍ରସ୍ତୁତ କରାଯାଈଥିଲା,  ସେହି ସମୟରେ ଡ୍ରେସ୍ କୋର୍ଡ ହିସାବରେ ଜର୍ଜ ନିଜ ମୁଣ୍ତ ଉପରେ ଏକ ବାଲା ୱିଗ୍ ପିନ୍ଧିବେ ।

ଓକିଲାତିର ଆରମ୍ଭରୁ ଓକିଲ ଚାରି ଭାଗରେ ଡିଭାଇଡ୍ କରାଯାଈଥିଲା , ଯାହା କିଛି ଏହି ପ୍ରକାରର କରାଯାଈଥିଲା , ଛାତ୍ର, ପ୍ଲିଡର୍ , ବେଞ୍ଚର, ଓ ବାରିଷ୍ଟର ,ସେହି ସମୟରେ ଶୁଣାଣୀ ଆରମ୍ଭ ହେବାକୁ ପୁର୍ବର୍ ସବ ଜର୍ଜ ସ୍ୱାଗତ କରୁଥିଲେ । କହିଦେବୁ କି ସେହି ସମୟରେ ଅଦାଲତରେ ସୁନେଲି ଲାଲ କପଡା ଓ ବାଦାମୀ ରଙ୍ଗର ପ୍ରସ୍ତୁୟି ଗାଉନ୍ ପିନ୍ଧିବାର ଚଳଣି ଥିଲା,  କିଛି ସମୟରେ ଏହି ପରି ଚଳଣିକୁ ନେଇ ୧୬୦୦ ରେ ଓକିଲ ବେଶଭୁଷା ବି ପରିବର୍ତ୍ତନ କରାଯାଈଥିଲା,  ଓ ୧୬୩୭ ରେ ପ୍ରସ୍ତାବ ବି ରଖାଯାଇଥିଲା , କାଉନସିଲ୍ ଜନତା ସବୁ ପ୍ରକାର କପଡା ପିନ୍ଧିବା ଦରକାର , ଏହାପରେ ଓକିଲ ଲମ୍ବା ବାଳ ଗାଉନ୍ ପିନ୍ଧିବା ଆରମ୍ଭ କରିଦେଇଥିଲେ , ଏମିତି କୁହାଯାଏ କି ସେହି ସମୟରେ ଏମିତି ବେଶଭୁଷା ଓକିଲ ଅଲଗା ଲୋକଙ୍କର ଅଲଗା ଦର୍ଶାଯାଇଥିଲା ,

୧୬୯୪ ରେ ବ୍ରିଟେନ୍ ମହାରାଣୀ କ୍ୱିନ୍ ମେରି ର ଚେଚକ ରୋଗରେ ମୃତ୍ୟୁ ହୋଇଯାଇଥିଲା,  ଯାହାପରେ ସେ ସ୍ୱାମୀ କିଙ୍ଗ୍ ୱିଲିୟମ୍ସ ସବୁ ନ୍ୟାୟାଥିଶ୍ ଓ ଓକିଲ ଙ୍କୁ ସାର୍ବଜାନିକ ରୁପରେ ଶୋକ ମନାଇବାପାଇଁ କଳା ଗାଉନ୍ ପିନ୍ଧିକରି ଏକାଠି ହେବାର ଆଦେଶ ଦେଇଥିଲେ , ଏହି ଆଦେଶକୁ ପାଳନ କରି ସବୁ ନ୍ୟାୟାଧିଶ ଓ ଓକିଲ ସେଠାରେ ଏକାଠି ହୋଇଥିଲେ,  ଓ ଏହାପରେ ସେ ଆଦେଶକୁ ରଦ୍ଧ କରାଯାଈନଥିଲା , ସେହି ସମୟ ପରେ ଏହି ପ୍ରଥା ଚାଲି ଆସୁଛି , ଅଧିନିୟମ ୧୯୬୧ ର ଅନୁସାରେ ଅଦାଲତରେ ଧଳା ବ୍ୟାଣ୍ତ ଟାଇ ସହ କଳା କୋଟ୍ ପିନ୍ଧିକରି ଅନିବାର୍ଯ୍ୟ କରିଦିଆଯାଇଥିଲା,  ସୁଚନା ପାଇଁ କହିଦେବୁ କି ଏମିତି ମାନାଯାଏ କି ଧଳା ସାର୍ଟ ଓ କଳା କୋଟ୍ ଓକିଲଙ୍କ ଅନୁଶାସନ ସୃଷ୍ଟି କରିଥାଏ , ଓ ଏହା ଲୋକଙ୍କର ଆଇନ୍ ଉପରେ ଭରସା ଆହୁରି ମଜବୁତ୍ ହୋଇଯାଏ ।

Leave a Reply

Your email address will not be published. Required fields are marked *