October 18, 2024

Odia Express

Here, There and Everywhere

ଝିଅ ମାନଙ୍କର ଏହି ୬ ଟି କଥାକୁ ଆପଣଙ୍କୁ ଜାଣିବା ବହୁତ ଜରୁରୀ , ନମ୍ୱର ୪ ବାଲିଙ୍କର କଥା ଅଛି ବହୁତ ହିଁ ଖାସ୍ …

ଏମିତି ତ ଏହା ଜାଣିବା ବହୁତ ମୁସକିଲ୍ ଅଟେ କି ଝିଅମାନଙ୍କର ମନରେ ବାସ୍ତବରେ କଣ ହୋଇଥାଏ । କିନ୍ତୁ ଆଜି ଆମେ ଝିଅମାନଙ୍କର ବିଷୟରେ କିଛି ଏପରି କଥା କହିବାକୁ ଯାଉଛୁ , ଯାହା ଆପଣଙ୍କୁ ବହୁତ ଜାଣିବା ଜରୁରୀ , ହଁ ଆଜ୍ଞା ଖାସ୍ କରି ପ ଯେଉଁ ଝିଅର ମନ ପଢିବାକୁ ଚାହଁନ୍ତି ତେବେ ତାଙ୍କ ବିଷୟରେ ଜାଣିବାକୁ ଚାହଁନ୍ତି , ତାଙ୍କୁ ଏହି ବିଷୟରେ ନିଶ୍ଚିତ ଜାଣିବା ଜରୁରୀ , ଏହି ଝିଅମାନଙ୍କ ଏହି କଥାକୁ ଜାଣିଲେ ଆପଣ ତାଙ୍କୁ ବୁଝିପାରିବା ଟିକିଏ ସହଜ ହୋଇଯିବ , ଆସନ୍ତୁ ଜାଣିବା ।

୧) ଝିଅମାନଙ୍କର ମନ କୋମଳ ହୋଇଥାଏ । ସେମିତି ଝିଅମାନେ ନିଜକୁ ଯେତେ ମଜବୁତ୍ ଦେଖାଯାଅନ୍ତୁ ନା କାହିଁକି , କିନ୍ତୁ ଭିତରରୁ ତାଙ୍କର ମନ ବହୁତ ସୁକ୍ଷ୍ମ ହୋଇଥାଏ । ହଁ ଆଜ୍ଞା ଝିଅମାନଙ୍କୁ ପୁଅଙ୍କର ଅପେକ୍ଷା ଅଧିକା ସଂବେଦନଶୀଲ ମାନେ ଭାବୁକ ହୋଇଥାନ୍ତି , , ବୋଧେ ଏହି କାରଣରୁ ଝିଅମାନେ ଛୋଟ ପିମ୍ପୁଡି କିମ୍ବା ଝିଟୀପିଟୀ ଦେଖିଲେ ଭୟଭୀତ ହୋଇଯାଆନ୍ତି ।

୨) ଆପଣଙ୍କୁ ସୁଚେଇଦେବୁ କି ଝିଅମାନଙ୍କୁ ହସିବା ବହୁତ ପସନ୍ଦ ଲାଗିଥାଏ , ଏମିତିରେ ଆପଣଙ୍କ ସେନ୍ସ ଅଫ୍ ହ୍ୟୁମର୍ ଭଲ ଥିବ , ତେବେ କେଉଁ ନା କେଉଁ ଝିଅ ଜଲଦି ହିଁ ଆକର୍ଷିତ ହୋଇଯିବେ , ହଁ ଆଜ୍ଞା କହିଦେବୁ କି ଝିଅମାନଙ୍କୁ ହସାଇବାରେ ଅଲଗା ଅଲଗା ତରିକା ଆପଣାଉ ଥିବା ପୁଅ ବହୁତ ପସନ୍ଦ ହୋଇଥାଏ ।

୩) ସେମିତି ପ୍ରେମର କଥା କହିଲେ ପ୍ରେମରେ ପୁଅ ଓ ଝିଅ ଉଭୟ କରିଥାନ୍ତି , କିନ୍ତୁ ଗାଳିଗୁଡିକ କେବଳ ଝିଅମାନଙ୍କୁ ସହିବାକୁ ପଡିଥାଏ , ବୋଧେ ଏହି କାରାଣରୁ ଝିଅମାନଙ୍କର ମନ କଥା ଖୋଲିକରି କହିବାରେ ଡରନ୍ତି , ହଁ ଏହି କାରଣାରୁ ଝିଅମାନେ ପୁଅଙ୍କୁ ପ୍ରେମ କରିବାରେ ସମୟ ଲଗାନ୍ତି ।

୪) କହିଦେବୁ କି ଝିଅଙ୍କୁ ଅନ୍ୟ କେଉଁ ଲୋକଙ୍କ ମୁହଁରୁ ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ,  ଯେପରି କେଉଁ ଝିଅ ନୁଆ ଡ୍ରେସ୍ ପିନ୍ଧିଛି କିମ୍ବା ନୁଆ ନେକଲେସ୍ ପିନ୍ଧିଛି , ତେବେ ଆପଣ ତାଙ୍କୁ ପ୍ରଶଂସା କରନ୍ତୁ , ଏଥିରେ ତାଙ୍କୁ ବହୁତ ଭଲ ଲାଗିଥାଏ , ସେମିତି ଛୋଟ ଛୋଟ୍ କଥାକୁ ନେଇ ଓ ଦୁଃଖି ହେବାରେ ଝିଅମାନଙ୍କର ପୁରୁଣା ଅଭ୍ୟାସ ଅଛି ।

୫) ଆପଣଙ୍କୁ ଜଣେଇଦେବୁ କି ଝିଅମାନଙ୍କୁ ନିଜ ବନ୍ଧୁମାନଙ୍କ ସହ ହୃଦୟ ଖୋଲା କଥା କରିବା ବହୁତ ପସନ୍ଦ ଲାଗିଥାଏ , ହଁ ତେବେ ସେମାନେ ନିଜ ବନ୍ଧୁଙ୍କ ସହ ଲମ୍ବା କଥାବାର୍ତ୍ତା କରନ୍ତି , ଓ ନିଜ ବନ୍ଧୁଙ୍କ ନିଜ ହୃଦୟର ସବୁ କଥା ସେୟାର୍ କରନ୍ତି , ବହୁତଥର ଝିଅଙ୍କ କଥା ନିଜ ବନ୍ଧୁଙ୍କୁ ସେୟାର୍ କରିନିଅନ୍ତି , ଯାହା ସେ ନିଜ ସ୍ୱାମୀଙ୍କୁ କେବେ କହିପାରନ୍ତି ନାହିଁ ।

୬) ବହୁତ ଲୋକଙ୍କର ଝିଅଙ୍କର ବିଷୟରେ ଏହା କହିବା କଥା , କି ତାଙ୍କୁ ମେକଅପ୍ କରିବା ବହୁତ ପସନ୍ଦ ଲାଗିଥାଏ , କିନ୍ତୁ କହିଦେବୁ କି ଏମିତି ବିଲକୁଲ୍ ସତ ନୁହେଁ , ହଁ ଆଜ୍ଞା କହିଦେବୁ କି ସବୁ ଝିଅ ଅଧିକା ମେକଅପ୍ କରିବା ପସନ୍ଦ କରନ୍ତି ନାହିଁ , କେବଳ କିଛି ଝିଅଙ୍କୁ ବ୍ୟକ୍ତିଗତ ରୁପରେଏହା ପସନ୍ଦ ହୋଇଥାଏ ।

Leave a Reply

Your email address will not be published. Required fields are marked *