October 18, 2024

Odia Express

Here, There and Everywhere

ବିବାହିତ ହେବାପରେ ମଧ୍ୟ ରଣବୀର କାପୁରଙ୍କୁ ନିଜ ସ୍ୱାମୀ ରୁପରେ ଦେଖିବାକୁ ଚାହୁଁଥିଲେ ଏହି ବଲିଉଡ୍ ଅଭିନେତ୍ରୀ , ନାମ ଜାଣିଲେ ହୋଇଯିବେ ଚକିତ …

ଏମିତି ତ ଆମେ ସମସ୍ତେ ଜାଣିଛେ ବଲିଉଡ୍ ରେ ୟଙ୍ଗ୍ ଓ ହ୍ୟାଣ୍ତସମ୍ ଅଭିନେତା ହିସାବରେ ରଣବୀର କାପୁର ଜଣାଯାଆନ୍ତି , ଏମିତିରେ କେବଳ ସାଧାରଣ ଝିଅମାନେ ନୁହନ୍ତି ବରଂ ବଲିଉଡ୍ ର ବହୁତ ଅଭିନେତ୍ରୀ ବି ତାଙ୍କ ଉପରେ ଫିଦା ହୋଇଛନ୍ତି , ଯେଉଁଥିରେ ଆଲିଆ ଭଟ୍ଟ ନାଁ ବି ସାମିଲ୍ ଅଛି , ଆଜି ଆମେ ଆପଣଙ୍କୁ ଏମିତି ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ , ଯିଏ ବିବାହିତ ହେବା ପରେ ବି ରଣବୀରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି , ସେମିତି ରଣବୀର ବଲିଉଡ୍ ରେ ବହୁତ ହିଟ୍ ଫିଲ୍ମ ଦେଇସାରିଲେଣି , ତେଣୁ ଆଜି ସେହି ବିଷୟରେ ଆମେ ନିମ୍ନରେ ଆଲୋଚନା କରିବା । ଆସନ୍ତୁ ଜାଣିବା ସେହି ସଂମ୍ପକିତ ଖବର ଉପରେ ।

ଆପଣଙ୍କୁ କହିଦେବୁ କି ସେହି ଅଭିନେତ୍ରୀଙ୍କ ନାଁ ସାଗରିକା ଘାଟକେ ଅଟେ, ଯାହାଙ୍କର ଫଟୋ କିଛି ସମୟ ପୁର୍ବରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇଥିଲା,  କହିଦେବୁ କି ସାଗରିକା ନା କେବଳ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ଜଣେ ଭଲ ମଣିଷ ଅଟନ୍ତି , ସେ ଚକ୍ ଦେ ଇଣ୍ତିଆ ଫିଲ୍ମରେ ସାହାରୁଖଙ୍କ ସହ କାମକରିଥିଲେ , ଓ ଏହି ଫିଲ୍ମ ଦ୍ୱାରା ତାଙ୍କୁ ନୁଆ ପରିଚୟ ମିଳିଲା , କହିଦେବୁ କି ତାଙ୍କ ବିବାହ ଜାହିର୍ ଖାନ୍ ଙ୍କ ସହ ହୋଇଛି , ଓ ବାହାଘର ଗୋଟେ ବର୍ଷ ବି ହୋଇନି , କିନ୍ତୁ ସେ ରଣବୀରଙ୍କୁ ବିବାହ କରିବାର ଇଚ୍ଛା ଜାହିର୍ କରିଛନ୍ତି ।

ସାଗରିକା ଓ ଜାହିର୍ ଜଣେ ଅନ୍ୟ ଜଣଙ୍କୁ ବହୁତ ପ୍ରେମ କରୁଥିଲେ , ଓ ଏହି ଦୁହେଁ କିଛି ଫଟୋ ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହୋଇଥିଲା , ଯେବେ ଏକ ଇଣ୍ଟରଭ୍ୟୁ ସମୟରେ ସାଗରିକାଙ୍କୁ ପଚାରାଗଲା କି ଜାହିର୍ ଙ୍କ ଛଡା ବଲିଉଡ୍ ରେ କେଉଁ ଅଭିନେତାଙ୍କୁ ନିଜ ସ୍ୱମୀ ରୁପେ ଦେଖିବାକୁ ଚାହଁନ୍ତି ତେବେ ସେ କହିଲେ କି ରଣବୀର କାପୁର୍ , ଏହା ସହ ଜାହିର୍ ଖାଁ ଙ୍କ ଜୀବନୀ ସହ କେଉଁ ଫିଲ୍ମ ଯଦି ନିର୍ମାଣ କରାଯାଏ ତେବେ ସେଥିରେ ଅଭିନୟ କରିବାପାଇଁ ରଣବୀର ଫିଟ୍ ବୋଲି ସେ ଇଚ୍ଛା ଜାହିର୍ କରିଛନ୍ତି । ବୋଧେ ଏହି କାରଣରୁ ସାଗରିକା ଇଣ୍ଟରଭ୍ୟୁ ସମୟରେ କହିଦେଇଥିଲେ କି ସେ ସ୍ୱାମୀ ରୁପେ ରଣବୀର କାପୁରଙ୍କୁ ଦେଖିବାକୁ ଚାହୁଁଛନ୍ତି

ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କେବଳ ସାଗରିକା ରଣବୀରଙ୍କୁ ସ୍ୱାମୀ ରୁପେ ଦେଖିବାକୁ ଚାହଁନ୍ତି ସେଇଆ ନୁହେଁ , ବରଂ ଏହା ପୁର୍ବରୁ ସୋନାକ୍ଷୀ ସିହ୍ନା , ବି କହିଲେ କି ସେ ରଣବୀରଙ୍କୁ ନିଜ ଜୀବନସାଥୀ ବା ଲାଇଫ୍ ପାର୍ଟନର ରୁପେ ଦେଖିବାକୁ ଚାହିଁବେ , ସେମିତି ସେ ବହୁତ ହ୍ୟାଣ୍ତସମ୍ ଅଟନ୍ତି , ତାଙ୍କୁ ବଲିଉଡ୍ ରେ ହ୍ୟାଣ୍ତସମ୍ ହଙ୍କ୍ ବୋଲି ସମ୍ବୋଧନ କରାଯାଏ , ସେମିତି ବଲିଉଡ୍ ରେ ଯେତେ ବି ସୁନ୍ଦର ଅଭିନେତ୍ରୀ ହୁଅନ୍ତୁ ନା କାହିଁକି ସେ ରଣବୀରଙ୍କ ଚାର୍ମ ଦେଖି ପାଗଳ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *