October 18, 2024

Odia Express

Here, There and Everywhere

୭ ଦିନ ଯାଏଁ ଭଜା ହୋଇଥିବା ଚଣା ଖାଇଲେ ହୋଇଥାଏ ଜବରଦସ୍ତ ଫାଇଦା , ଫଳାଫଳ ଦେଖିଲେ ହୋଇଯିବେ ଚକିତ…

ପ୍ରାୟ ସବୁ ବ୍ୟକ୍ତି ଭଜା ହୋଇଥିବା ଚଣା ନିଶ୍ଚିତ ଖାଇଥାଏ , କିନ୍ତୁ ଅଧିକାଂଶ ଲୋକେ ଭଜା ହୋଇଥିବା ଚଣାର ସ୍ୱାଦ ପାଇଁ କେବେ କେବେ ଖାଈଥାନ୍ତି , ଯଦି ଆପଣ ସ୍ୱାଦ ପାଇଁ ଭଜା ହୋଇଥିବା ଚଣା ଖାଉଛନ୍ତି ତେବେ ସବୁ ଦିନ ଖାଇବାକୁ ଆରମ୍ଭ କରିଦିଅନ୍ତୁ , ଏହା ଦ୍ୱାରା ସ୍ୱାସ୍ଥ୍ୟ ସଂବନ୍ଧି ଜବରଦସ୍ତ ଫାଈଦା ହୋଇଥାଏ , ଏଥିରେ କାର୍ବୋହାଇଡ୍ରେଡ୍ ଆଇରନ୍ ଭିଟାମିନ୍ , କ୍ୟାଲସିୟମ୍ , ଆଦି ତତ୍ତ୍ୱ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ , ଏଥିପାଇଁ ଖାଇବା ଉଚିତ୍,  ଏହା ଦ୍ୱାରା ପ୍ରାକୃତିକ ଶକ୍ତି ଆସିଯାଏ , ଓ ଏହା ଦ୍ୱାରା ପୁରୁଷତ୍ୱ ବି ଶକ୍ତି ବଢେ , ଆଜି ଆମେ ଏହାର ଫାଈଦା ସାତ ଦିନ ଖାଇଲେ କଣ କଣ ହୋଇଥାଏ ତାହା କହିବୁ , ଆସନ୍ତୁ ଜାଣିବା ।

୧) ମୋଟାପା କମ୍ କରେ : ଆଜି କାଲି ଦେଖାଯାଉଛି କି ବହୁତ ଏପରି ଲୋକ ଅଛନ୍ତି ଯାହାଙ୍କ ମୋଟାପା କାରଣରୁ ଚିନ୍ତିତ ଅଛନ୍ତି , ସବୁଦିନ ଭଜା ହୋଇଥିବା ଚଣାର ସେବନରେ ଶରୀରରୁ ଅତିରିକ୍ତ ଚର୍ବୀ ହ୍ରାସ ହୋଇଯାଏ ,

୨) ପରିଶ୍ରା କରିବାର ଚିନ୍ତା : ଯେଉଁ ଲୋକଙ୍କୁ ପରିଶ୍ରା ସହ ଯୋଡି ହୋଇଥିବା ଚିନ୍ତା ଅଛି ତେବେ ସେହି ଲୋକଙ୍କୁ ପରିଶ୍ରା ଜନିତ ସବୁ ରୋଗରୁ ମୁକ୍ତି ମିଳିଥାଏ , ଯେଉଁ ବ୍ୟକ୍ତିଙ୍କର ବାରମ୍ଭାର ପରିଶ୍ରା ହେଉଛି , ସେମାନେ ଗୁଡ ସହ ସେବନ କରିବା ଉଚିତ୍ , ଏହା ଦ୍ୱାରା କିଛିଦିନରେ ଆଶ୍ୱସ୍ତି ମିଳିଯିବ ।

୩) କବଜ୍ ରୁ ମୁକ୍ତି : ଯେଉଁ ବ୍ୟକ୍ତିଙ୍କର ପାଚନ କ୍ରିୟା ଦୁର୍ବଳ ଅଛି ସେମାନେ ଭଜା ହୋଇଥିବା ଚଣା ଖାଇଲେ ଆରାମ ପାଇପାରିବେ , ଶରୀରରେ ବହୁତ ରୋଗର କାରଣ ହୋଇଥାଏ , ଯଦି ଦିନରେ ଆଲସ୍ୟ କରୁଛନ୍ତି , କିମ୍ବା ଚିନ୍ତା କରୁଛନ୍ତି , ତେବେ ଚଣାକୁ ନିୟମିତ ରୁପରେ ସେବନ କରନ୍ତୁ , ଏହା ଦ୍ୱାରା କବଜ୍ ପରି ସମସ୍ୟାରୁ ମୁକ୍ତି ମିଳିବ ।

୪) ପାଚନ କ୍ରିୟା ସୁଦୃଢ କରେ । ଏହା ପାଚନ କ୍ରିୟାକୁ ସନ୍ତୁଲିତ କରି ରକ୍ତକୁ ସଫାକରିଥାଏ , ଯାହା ଦ୍ୱାରା ଚଣାରୁ ଫସଫରସ୍ ହୋଇଥାଏ , ଓ ହିମୋଗ୍ଲୋବିନ୍ କୁ ବଢାଇଥା , କିଡନୀରେ ଏକ୍ସଟ୍ରା ସାଲଟ୍ ବାହାରିଥାଏ ,

୫) ନଂପୁସକତାକୁ କରିଥାଏ ଦୁର : ଯଦି ଆପଣ ଭଜା ହୋଇଥିବା ଚଣାକୁ ଖାଇଥାଉ , ତେବେ ଏଥିରେ ସ୍ପର୍ମ ପତଳା ହେବା ଦୁର ହୋଇଯାଏ , ଓ ବିର୍ଯ୍ୟକୁ ବୃଦ୍ଧି କରେ,  ଏହାକୁ ଖାଇଲେ ବିର୍ଯ୍ୟ ମୋଟା ହୁଏ , ଓ ଏହାକୁ ମହୁ ସହ ଖାଇଲେ ନଂପୁସକତା ଦୁର ହୋଈଯାଏ , ଓ ପୁରୁଷତ୍ୱ ବୃଦ୍ଧି ହୋଇଥାଏ , ଚଣା ଖାଈଲେ କୁଷ୍ଠ ରୋଗ ବି ଭଲ ହୋଇଯାଏ ।

Leave a Reply

Your email address will not be published. Required fields are marked *