October 17, 2024

Odia Express

Here, There and Everywhere

୨୮ ଜାନୁଆରୀ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ଆରମ୍ଭ ହେଉଛି ଏହି ଚାରୋଟି ରାଶିର ଶୁଭ ସମୟ , ବାକି ରାଶିଗୁଡିକର ବି ଜାଣନ୍ତୁ ନିଜ ଭବିଷ୍ୟକାଳ

୧)ମେଷ ରାଶି : ଏହି ଦିନ ଗୃହସ୍ଥ ଜୀବନରେ ଦୃଷ୍ଟିରୁ ଆନନ୍ଦମୟ ରହିବ , ଦିନ ଗତିଶୀଳ ଅଛି ଯେଉଁଥିରେ ଉର୍ଜା ସଠିକ୍ ପ୍ରୟୋଗ କରିବ । ଅଚାନକ କିଛି ସମସ୍ୟା ଆସିପାରିବ କିନ୍ତୁ ତାହାର ସାମ୍ନା ଭଲରେ କରିବେ । ମନରେ ଚିନ୍ତା ବଢିପାରେ , ବୁଝିବିଚାରିକରି ଆପଣ ଅଧିକାଂଶ ଫଇସଲା ଠିକ୍ ଅଛି , ଯାତ୍ରା ଦ୍ୱାରା ଏହି ସମୟରେ ଭଲ ସଫଳତା ପ୍ରାପ୍ତ କରିପାରିବେ ଆପଣଙ୍କ ମନୋକାମନା ନିଶ୍ଚିତ ହିସାବରେ ପୁରା ହେବ । ବୁଝି ବିଚାରି କରିଥିବା ଫଇସଲା ସଠିକ୍ ହେବ , ଆପଣଙ୍କୁ ସଫଳତା ହାସିଲ୍ କରିବାରେ କେହି ବି ଅଟକାଇପାରିବେ ନାହିଁ ।

୨)ବୃଷ ରାଶି : ଆଜି ଆପଣଙ୍କ ସାମ୍ନାରେ ଚ୍ୟାଲେଞ୍ଜପୁର୍ଣ୍ଣ ସ୍ଥିତି ଆସିବ , ତାହା ରୋଚକ ହୋଇପାରେ , ମାତାଙ୍କ ସହ ଅଧିକା ନିକଟତର ରହିବେ , ବିଦେଶ ଗମନ କରିପାରନ୍ତି , ବିଦେଶରେ ଥିବା ସ୍ନେହି କିମ୍ବା ମିତ୍ରଙ୍କର ସମାଚାର ମିଲିବ ।  ଆପଣଙ୍କ ସଫଳତାର ନୁଆମାର୍ଗ ମିଳିପାରିବ , ଯେତେ ଆପଣ ଗରିବ ଓ ଦରକାର ଲୋକଙ୍କୁ ସାହାଯ୍ୟ କରିବେ ସେତେ ଜୀବନରେ ଉନ୍ନତି କରିବେ , ପରିବାରର ଖୁସିର ସମୟ ଆସୁଛି , ଉତ୍ସବର୍ ମାହୋଲ୍ ଆସିବ ।

୩)ମିଥୁନ ରାଶି : ଆଜିର ଦିନ ଉତ୍ତମ ରହିବ । ଆନନ୍ଦ କରନ୍ତୁ ଓ ଅତୀତକୁ ଭୁଲାଇକରି ଭବିଷ୍ୟ ବିଷୟରେ ଭାବନ୍ତୁ , ଯଦି ଆପଣ ଅସହାୟ ଅନୁଭବ କରୁଛନ୍ତି , ତେବେ ନିଜ ପ୍ରିୟଜନଙ୍କ ଠାରୁ ସହାୟତା ନିଅନ୍ତୁ , ଅନ୍ୟ ଲୋକଙ୍କ ଉପରେ ଚଢିବା ଅପେକ୍ଷା ତାଙ୍କ କଥାକୁ ଭଲ ସେ ଶୁଣନ୍ତୁ , ରାଜନୀତି କ୍ଷେତ୍ରରେ ରୁଜ୍ଞାନ ବଢିବ , ଆପଣଙ୍କ ଜୀବନରେ ସବୁ ପ୍ରକାରର କଷ୍ଟ ଓ ଦୁଃଖ ସମାପ୍ତ ହୋଇଯିବ , କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଯାତ୍ରା ପାଇଁ ଏବେ ଉଚିତ୍ ସମୟ ନୁହେଁ , ଏହାକୁ ସମୟ ଥିବା ବେଳେ ଦୁରେଇ ଦେବା ଭଲ ହେବ ।

୪)କର୍କଟ ରାଶି : ଆଜି ବେପାର କାର୍ଯ୍ୟରେ ପ୍ରଗତି କରିବେ । ବିଜନେସ ର ପ୍ରତିଯୋଗିତା କିମ୍ବା ରାଜନିତିକ ବିପକ୍ଷୀଙ୍କ ଠାରୁ ବଞ୍ଚନ୍ତୁ , କାରଣ ଏହା ଆପଣଙ୍କ ପାଇଁ ହାନି ହୋଇପାରେ , ଅଟକିଥିବା କାମ ପୁରା ହେବାର ପ୍ରୟାସ କରନ୍ତୁ , ସଫଳତା ମିଳିବ , ଆପଣକୁ ନିଜ ପରିବାର ସହ ଧାର୍ମିକ ସ୍ଥଳରେ ପିକନିକ୍କ୍ ମନାଇବାକୁ ଯାଇପାରନ୍ତି । ଯାତ୍ରା ଆନନ୍ଦଦାୟକ ରହିବ , କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ , ସାବଧାନୀ ପୁର୍ବକ ଚଲାଇବାର ଆବଶ୍ୟକତା ଅଛି , ବଜରଙ୍ଗବାଲିଙ୍କ କୃପା ଆପଣଙ୍କ ଉପରେ ରହିବ ।

୫) ସିଂହ ରାଶି : ଯେଉଁ ଲୋକ ପ୍ରେମ କରିବାରେ ବଞ୍ଚିତ ଅଛନ୍ତି ତାଙ୍କୁ ଆଜି ପ୍ରେମ ନିବେଦନ କରିବାର ଅବସର ମିଳିବ , ଅଧିକାରୁ ଅଧିକ କିଛି ବଡ କାମ ହୋଇଯିବ , ଆତ୍ମିୟତା ସ୍ତର ବଢିବାର ଦେଖାଯାଉଛି , ଜୀବନରେ କିଛି ବଡ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି , ଖର୍ଚ୍ଚ ପ୍ରତି ସାବଧାନ ରହିବାର ଦରକାର ଅଛି , ଲମ୍ବା ସମୟ ପରେ ଆଜି ଆପଣଙ୍କୁ ଆଶ୍ୱସ୍ତି ମିଳିବ , ସଚ୍ଚା ମନରେ ହନୁମାନ ଚାଳିଶା ପାଠ କରି ଦିନର ଆରମ୍ଭ କରନ୍ତୁ , ଏହା ଦ୍ୱାରା ସଫଳତା ମିଳିପାରିବ ।

୬) କନ୍ୟା ରାଶି : ଆଜି ଆପଣଙ୍କ ଘରେ କେଉଁ ଖାସ୍ ଅତିଥିଙ୍କ ଆଗମନ ହୋଇପାରେ , ଆର୍ଥିକ ଚିନ୍ତାରୁ କିଛି ପରିବର୍ତ୍ତନ ଦେଖିବାକୁ ମୀଳିବ , ବେତନରେ ଲଗାତାର ବୃଦ୍ଧି ହେବ , ପ୍ରମୋସନରେ ଆପଣ ଲୋକଙ୍କୁ ଉନ୍ନତି ଦେଖିବାକୁ ମିଳୁଛି , କିଛି ବଡ ଅଟକି ରହିଥିବା କାମ ସଠିକ୍ ସମୟରେ ହେବ , ଆପଣଙ୍କୁ ଆଗକୁ ବଢିବାର ମଉକା ମିଳିପାରେ , କ୍ୟାରିୟରରେ ଆସୁଥିବା ପରିବର୍ତ୍ତନରୁ ଆପଣଙ୍କ ମନ ପ୍ରସନ୍ନ ରହିବ ନାହୀଁ , ଆପଣଙ୍କ କାବିଲିୟତ୍ ଓ ଗୁଣର କାରଣରୁ ଲୋକଙ୍କ ମଧ୍ୟରେ ପରିଚୟ ବନାଇବେ , କେଉଁ ମହତ୍ତ୍ୱପୂର୍ଣ୍ଣ ଖବରରୁ ଖୁସି ମିଳିବ ।

୭) ତୁଳା ରାଶି : ଆଜି ପାରିବାରିକ କାରଣରୁ ଚିନ୍ତା ବଢିପାରେ , କିନ୍ତୁ ଅଧିକା ଚିନ୍ତା କରିବା ଦରକାର ପଡିବ ନାହିଁ , ଛାତ୍ର ନିଜ ଯୋଗ୍ୟତା ଏବଂ ବୁଦ୍ଧିମତା ଆଧାରରେ ସଫଳତା ହାସିଲ୍ କରିବେ , ଆଇନଗତ ମୁଦ୍ଧା ଯୋଗୁଁ ଆପଣଙ୍କୁ ବିଦେଶ ଯାତ୍ରା କରିବାକୁ ପଡିପାରେ , ଆପଣଙ୍କ ସାକ୍ଷାତ ଏମିତି ବ୍ୟକ୍ତି ସହ ହୋଇପାରେ , ଯାହା ଜୀବନରେ ମହତ୍ତ୍ୱପୁର୍ଣ୍ଣ ପରିବର୍ତ୍ତନର କାରଣ ହେବ ।

୮) ବିଛା ରାଶି : ଆପଣଙ୍କୁ ସଫଳତାର ନୁଆ ଅବସର ପ୍ରାପ୍ତି ହେବ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସଂବନ୍ଧିତ କିଛି ଅସୁବିଧା ଉଠାଇବାକୁ ପଡିବ , ଯଦି ଆୟର ବୃଦ୍ଧି ର ସ୍ରୋତ ଖୋଜୁଛନ୍ତି , ତେବେ ସୁରକ୍ଷିତ ଆର୍ଥିକ ପରିଯୋଜନାରୁ ନିବେଶ କରନ୍ତୁ  ନିଜ ସାମାଜିକ ଜୀବନକୁ ଅଣଦେଖା କରନ୍ତୁ ନାହିଂମ୍ , କିଛି ନା କିଛି ଖୁସିଖବର ନିଶ୍ଚିତ ମିଲିବ , ଆର୍ଥିକ ସମସ୍ୟାରୁ ରଚନାତ୍ମକ ଭାବନାର କ୍ଷମତା ବେକାର କରିଦେଇଛି , ଆପଣ ଯେଉଁ ସାମାଜିକ କାର୍ଯ୍ୟକ୍ରମରେ ଯିବେ , ସେଠାରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ହେବ ।

୯) ଧନୁ ରାଶି : ଆଜି ବାହାନକୁ ସାବଧନତା ପୁର୍ବକ ଚଲାଇବା ଦରକାର , ସଫଳତାର ନୁଆ ନୁଆ ଅବସର ମିଳିପାରିବ , ନିଜ ପ୍ରିୟଙ୍କର ବ୍ୟବହାରରୁ ସଂବେଦନଶୀଲ ରହିବେ , ନିଜ ରାଗ ଉପରେ କାବୁ ରଖନ୍ତୁ , ଏମିତି କିଛି କରିବାରୁ ବଞ୍ଚନ୍ତୁ , ଯାହା ଦ୍ୱାରା ବାକି ଜୀବନପାଇଁ ପଶ୍ଚାତାପ କରିବାକୁ ନ ପଡେ , ସଂମ୍ପର୍କ ଓ ବନ୍ଧୁତା ଅଚାନକ ଉପହାର ମିଳିବ , ଟିକିଏ ବହୁତ ଫାଟ ହେବା ସତ୍ତ୍ୱେ ବି ଆପଣଙ୍କ ପ୍ରେମ ଜୀବନରେ ଭଲ ରହିବ  ଓ ଆପଣ ନିଜ ସଙ୍ଗିଙ୍କୁ ଖୁସି ରଖିବାରେ ସଫଳତା ପାଇବେ , ଅଚାନକ ଧନ ଲାଭର ଯୋଗ ରହୁଛି ।

୧୦) ମକର ରାଶି : ଆଜି ଆପଣ ନିଜ ଯୋଜନା ଯୋଗୁଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟର ସମୟାନୁକୁଳ ପୂର୍ଣ୍ଣ ହେବ , ଆପଣ କେଉଁ ବଡ ଯୋଜନା କିମ୍ବା ଘଟଣାର ଭାଗିଦାର ହେବ । ଯାହାପାଇଁ ଆପଣଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିବ , ନିଜର ଅଭିବ୍ୟକ୍ତ କରିବାର ଭଲ ସମୟ ଅଛି , ନିଜ ଲୋକ ସହ ଯୋଡି ରୁହନ୍ତୁ , ଓ ତାଙ୍କର ସବୁ ଦରକାରିତା ପୁରା କରିବାକୁ ଚେଷ୍ଟା କରିବେ ।

୧୧) କୁମ୍ଭ ରାଶି : ଆଜି କିଛି ନୁଆ ଶିଖିବାକୁ ମଉକା ମିଳିବ , ଆର୍ଥିକ ହିସାବରେ ସୁଧାର ଆସିବ , ଘରୋଇ କାମକାର୍ଯ୍ୟରେ ବୋଝ ଓ ଟଙ୍କା ପଇସାକୁ ନେଇ ଚିନ୍ତା ଓ ବୈବାହିକ ଜୀବନରେ ଝଗଡା ହୋଇପାରେ , ରଚନାତ୍ମକ ଚେଷ୍ଟା ପାଇଁ ଭଲ ଦିନ ଅଛି , କାମକାର୍ଯ୍ୟକୁ ନେଇକରି ଏମିତି ଭାବନ୍ତୁ ନାହିଁ , ଯାହାର କିଛି କମି ଥିବ ନିଜ ମନକୁ କେଉଁ ପ୍ରକାରର ଭ୍ରମ ସୃଷ୍ଟି କରନ୍ତୁ ନାହିଁ , ଆର୍ଥିକ ବ୍ୟୟ ତୟ ଅଛି ।

୧୨) ମୀନ ରାଶି : ଆଜି ପରିବାରରେ ଖୁସିର ମାହୋଲ୍ ରହିବ , ଆପଣ ନିଜ ମନମୁତାବିକ ପରିଶ୍ରମ ଓ ଧୈର୍ଯ୍ୟର ବଳରେ ନିଜ ଉଦ୍ଧେଶ୍ୟ ହାସିଲ୍ କରିବେ , ଯେଉଁ ରାସ୍ତାରେ ଆଗକୁ ବଢିବାକୁ ଚାହୁଁଛନ୍ତି , ତାହା ନାନାପ୍ରକାରର ଚ୍ୟାଲେଞ୍ଜ ନେଇ ଆସିବ , ଲୋକଙ୍କୁ ଖୁସି ରହିବା ଏକ ବଡ ଚ୍ୟାଲେଞ୍ଜ ଅଟେ, ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜ ଜୀନିଷ ଅତିରିକ୍ତ ସୁରକ୍ଷା ଦରକାର ଅଛି , ବେପାରରେ ବୃଦ୍ଧି ହେବ , ବଦଖର୍ଚ୍ଚରୁ ବଞ୍ଚନ୍ତୁ , ନୁଆ ପ୍ରୋଜେକ୍ଟ ପାଇଁ ବିଶେଷ ଫାଈଦା ନେଇକରି ଆସିବ ।

Leave a Reply

Your email address will not be published. Required fields are marked *