B ଅକ୍ଷ ରରୁ ଆରମ୍ଭ ହୋଇଥାଏ ଆପଣଙ୍କ କିମ୍ବା ଆପଣଙ୍କ ସଂମ୍ପର୍କୀୟଙ୍କ ନାଁ , ଜାଣନ୍ତୁ ଏହା ସହ ଯୋଡି ହୋଇଥିବା କିଛି ରୋଚକ କଥା
1 min readଯେ କୌଣସି ନାଁର କିଛି ନା କିଛି ଅର୍ଥ ଜରୁର୍ ରହିଥାଏ , ଓ ଏହି ନାଁରୁ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡିଥାଏ , ଏହି କାରଣରୁ ମା ବାପା ନିଜ ଛୁଆଙ୍କୁ ସେହି ନାଁରେ ବୁଝିବିଚାରିକରି ରଖିଥାନ୍ତି , ଆଜି ଆମେ B ଅକ୍ଷର ସହ ଯୋଡି ହୋଇଥିବା କିଛି କଥା କହିବୁ , ତେବେ ଆସନ୍ତୁ ଜାଣିବା
B ଅକ୍ଷର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ଗୁଣ ଓ ଦୋଷ : ଏହି ନାଁର ଜାତକର ଲୋକେ ସାଧାରଣତଃ ଅନ୍ତମୁର୍ଖି ହୋଇଥାନ୍ତି , ସେମାନେ ନିଜ ମଧ୍ୟରେ ନିଜ ବିଚାରକୁ ଲୁଚାଇକରି ରଖନ୍ତି , ବିବାଦକୁ ନିଜକୁ ଦୁରରେ ରଖନ୍ତି , ଓ ସବୁବେଳେ ଚୁପ୍ ଚାପ୍ ରହିବା ପସନ୍ଦ କରନ୍ତି । ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , କିନ୍ତୁ ଯେବେ ରାଗ ଆସିଯାଏ , ତେବେ ସବୁ କିଛି ଛାରଖାର୍ କରିଦିଅନ୍ତି , ବହୁତ ଥର ସେମାନେ ବଡ କଥାକୁ ଅଣଦେଖା କରିଦିଅନ୍ତି ଓ ଛୋଟ କଥାରେ ଭଡକି ଉଠନ୍ତି , ଏମାନେ ନିଜ ସଂମ୍ପର୍କର ଭାବନାକୁ ଭଲ ଭାବେ ବୁଝନ୍ତି , ଓ ଆଉଥରେ ସଂମ୍ପର୍କ ଯୋଡିଗଲେ ସେମାନେ ଶେଷ ଯାଏଁ ନିଭାନ୍ତି ।
B ଅକ୍ଷର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ କ୍ୟାରିୟର : ଏହି ଲୋକ ବହୁତ୍ କିଛି ଭାବିଥାନ୍ତି କିନ୍ତୁ ହାସିଲ୍ କରିବା ମାମଲାରେ ପଛୁଆ ରହିଯାଆନ୍ତି , ବଡ ବଡ ସ୍ୱପ୍ନ ଦେଖିବା ଏମାନଙ୍କର ଅଭ୍ୟାସ ହୋଇଥାଏ , ସେମାନେ ନିଜ କାମ ଓ କ୍ୟାରିୟର ପାଇଁ ସଚେତନ ରହିଥାନ୍ତି , କେଉଁ କାମକୁ ଶେଷ କରିବା ପର୍ଯ୍ୟନ୍ତ ସେମାନେ ଦୃଢନିଶ୍ଚିତ ରୁହନ୍ତି , ଏମାନଙ୍କୁ ନିଜ ବିଚାରକୁ ଆଦାନପ୍ରଦାନ କରିବାରେ ପସନ୍ଦ୍ ଲାଗେ ନାହିଁ , ଏମାନେ ସବୁ କାମକୁ ଶାନ୍ତ ରହିକରି କରନିତ୍ , ଏହି ଗୁଣ ଏମାନଙ୍କୁ ସଫଳ କରାଇଥାଏ , ଏହି ଲୋକେ ପରିଶ୍ରମୀ ହୋଇଥାନ୍ତି , ଓ ନିଜ କାର୍ଯ୍ୟକ୍ଷେତ୍ରରେ ଭଲ ପଦରେ ଅବସ୍ଥାନ କରନ୍ତି ।
B ଅକ୍ଷର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପ୍ରେମ : ଏହି ଅକ୍ଷରର ବ୍ୟକ୍ତିବିଶେଷ ବହୁତ୍ ଭାବୁକ କିସମର ହୋଇଥାନ୍ତି , ଏଥିପାଇଁ ଏମାନେ ଜଲଦି ପ୍ରେମରେ ପଡିଯାଆନ୍ତି , କିନ୍ତୁ ପ୍ରେମରେ ପଡିବା ପୁର୍ବରୁ ନିଜ ପ୍ରଥମ ପ୍ରେମର ଆଦର କରନ୍ତି , ଓ ଭଲ ବନାଇବାରେ ଲାଗିପଡନ୍ତି , ଯଦି ଏମାନଙ୍କ ପ୍ରେମ ଏମାନଙ୍କ ଆଶାରୁ ଯଥାଚିତ ଫଳପ୍ରଦ ହୁଏ ନାହିଁ ତେବେ ଏମାନେ ବିନା ଜୀବନସାଥୀ ସହ ଜୀବନ ଅତିବାହିତ କରିବାରେ ସ୍ୱିକାର କରିନିଅନ୍ତି , ଏମାନେ ଏଥିପାଇଁ କରନ୍ତି କାରଣ ଏମାନଙ୍କୁ ସଂମ୍ପର୍କର ଉପରେ ଅଧିକା ବିଶ୍ୱାସ ରହିଥାଏ , ଏଥିପାଇଁ ଯେଉଁ ପ୍ରେମରେ ବାଛିଥାନ୍ତି ସେମାନେ ତାକୁ ଜୀବନସାଥୀ ରୁପେ ବାଛିଥାନ୍ତି , ଏମାନେ ନିଜ ପ୍ରେମକୁ ନିଭାଇବା ଭଲ ଭାବରେ ଆସିଥାଏ, ପ୍ରେମରେ ଧୋକା ବହୁତ ମିଳିଥାଏ ।
B ଅକ୍ଷର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ଗୁଣ : ଏହି ଲୋକ ବହୁତ ହିଁ ସୋସିଆଲ୍ ହୋଇଥାନ୍ତି , ଏମାନଙ୍କୁ ଯେ କୌଣସି ସଂମ୍ପର୍କର ମହତ୍ତ୍ୱ ରହିଥାଏ , ଏମାନଙ୍କୁ ସଂମ୍ପର୍କରେ ନିବିଡତା ପସନ୍ଦ ହୋଇଥାଏ , ନିଜ ଇଚ୍ଛାକୁ କାବୁ ପାଇବାପାଇଁ କଳାରେ ଏମାନେ ମାହିର୍ ହୋଇଥାନ୍ତି , ଏମାନେ ସାମାଜିକ ରୁପରେ ସମ୍ମାନ ପାଇବାକୁ ଚାହାନ୍ତି , ଓ ଏହାପାଇଁ ସବୁବେଳେ ଭଲ ଦେଖାଯିବାକୁ ପ୍ରୟାସ କରନ୍ତି , ଏମାନେ ବୈଚାରିକ ସ୍ତରରେ ପ୍ରଭାବଶାଳି ହୋଇଥାନ୍ତି , ଏହି ଲୋକ ବିଚାର ଓ ଭାବନା କୁ ନେଇ ହୃଦୟ ଜିଣିପାରନ୍ତି , ଏହି ଲୋକଙ୍କୁ ଯୁକ୍ତିରେ ଜିତିପାରିବା ପ୍ରାୟ ମୁସକିଲ୍ ଅଟେ, ବହୁତଥର ଛୋଟ ଛୋଟ କଥାକୁ ଏମାନେ ବଡ ଯୁକ୍ତି କରିବସନ୍ତି ।
ଏହି ଲୋକେ କାହା ଉପରେ ସହଜରେ ବିସ୍ୱାସ କରନ୍ତି ନାହିଁ ଏମାନଙ୍କୁ ବନ୍ଧୁଙ୍କ ସଂଖ୍ୟା କମ ହୋଇଥାଏ , ନିଜ ଆତ୍ମବିଶ୍ୱାସ ବଳରେ ସେମାନେ ନିଜ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଉପଲ୍ଲବ୍ଧି ହାସିଲ୍ କରନ୍ତି ॥ ଯାହାଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ନୁଆ ନୁଆ ରାସ୍ତା ଅନ୍ୱେଷଣରେ ବିଶ୍ୱାସ କରନ୍ତି , ନିଜ ପାଇଁ ଏକ ଉଚିତ୍ ରାସ୍ତା ବାଛିକରି ଆଗକୁ ବଢିବାରେ ଇଚ୍ଛା ରଖନ୍ତି ନାହିଁ ।