T20 ୱାର୍ଲଡ୍ କପ୍ ୨୦୨୦ ଜିତିବାର ପ୍ରବଲ ଦାବିଦାର ଅଛନ୍ତି ଏହି ୫ ଟି ଟିମ୍ – ଦେଖନ୍ତୁ କେଉଁ ଦଳ ଅଛନ୍ତି ସାମିଲ…
1 min readଇଂଲଣ୍ତ ଆଣ୍ତ ୱେଲସ୍ ରେ ଖେଳାଯାଉଥିବା ୨୦୧୯ ଆଇସିସି ୱାର୍ଲଡ୍ କପ୍ ଖେଳିବାପରେ ସବୁ ଟିମ୍ ର ନଜର ଏବେ ଆଗାମୀ ବର୍ଷ ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଅଛି , ସବୁ ଟିମ୍ ଅଧିକରୁ ଅଧିକ ସିରିଜ୍ ଖେଳିବାପାଇଁ ଆଗାମୀ ୱାର୍ଲଡ୍ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆଇସିସି ଟି ଟ୍ୱେଣ୍ଟି ରାଙ୍କିଙ୍ଗ୍ ରେ ଗତ ୨ ବର୍ଷରୁ ନମ୍ବର ୧ ରେ କାବିଜ୍ ପାକିସ୍ଥାନ କ୍ରିକେଟ୍ ଟିମ୍ ପ୍ରଦର୍ଶନ ଗତ କିଛି ଦିନ ହେଲା ବହୁତ ନିରାଶାରେ ଯାଉଛି , ଏମିତିରେ ଏହି ଟିମ୍ ଆଗାମୀ ୱାର୍ଲଡ୍ କପ୍ ଜିତିବାର ଦାବିଦାରି ପେଶ୍ କରିବା ବହୁତ ମୁସକିଲ୍ ହୋଇଯାଉଛି । ସେମିତି ୨୦୧୬ ରେ ଖେଳାଯାଇଥିବା ଟି ଟ୍ୱେଣ୍ଟି ୱାଲର୍ଡ୍ କପ୍ ବିଜେତା ରହିଥିବା ୱେଷ୍ଟଇଣ୍ତିଜ୍ ଟିମ୍ ଆଉଟ୍ ଅଫ୍ ଫର୍ମ୍ ଖେଳୁଛି , କିନ୍ତୁ ଏହି ଟିମ୍ ପାଖରେ ଟି ଟ୍ୱେଣ୍ଟି ଫର୍ମାଟର ଶାନଦାର ଖେଳାଳୀ ଅଛନ୍ତି , ଯିଏକି ବିଶ୍ୱକପ୍ ଜିତିବାର ସାହାଯ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆ ରେ ଖେଳାଯିବାକୁ ଥିବା ଛୋଟ ଫର୍ମାଟରେ ୱାର୍ଲଡ୍ କପ୍ ରେ କେଉଁ କେଉଁ ଟିମ୍ ଜିତ୍ ହାସିଲ୍ କରିପାରିବେ ।
୧-ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ :ଆଗାମୀ ଟି ଟ୍ୱେଣ୍ଟି ୱାଲଡ୍ କପ୍ ଏହି ଟିମ୍ ଫେବରାଇଟ୍ ରହିବ , ଡେଭିଡ୍ ୱାର୍ନର୍ ଷ୍ଟିଭ୍ ସ୍ମିଥ୍ ଫେରିବାପରେ ଅଷ୍ଟ୍ରେଲିଆ ଟିମ୍ ଆଉଥରେ ମଜବୁତ୍ ନଜର ଆସିପାରନ୍ତି , ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍ ଜିତିବା ସବୁଠାରୁ ବଡ ପ୍ଲସ୍ ପଏଣ୍ଟ ଅଛି , ଇଭେଣ୍ଟରେ ଅଷ୍ଟ୍ରେଲିଆ ରେ ଖେଳାଯିବାକୁ ଅଛି । କଙ୍ଗାରୁ ଟିମ୍ ନିଜ ମାଟିରେ ହରାଇବା କେଉଁ ଟିମ୍ ପାଇଁ ସହଜ ହେବ ନାହିଁ , ଅଷ୍ଟ୍ରେଲିଆ ପାଖରେ ଏବେ ତିନୋଟି ଫର୍ମାଟ ଖେଳ ପ୍ରଦର୍ଶନ କରିବାର ଖେଳାଳୀ ଭରମାର ଅଛନ୍ତି , ଟିମ୍ ରେ ଡେଭିଡ୍ ୱାର୍ଣର୍ ଷ୍ଟିଭ୍ ସ୍ମିଥ୍ ଏରୋନ୍ ଫ୍ରିଞ୍ଚ୍ ପରି ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ଅଛନ୍ତି ତାହା ସହ ୱିକେଟ୍ ନେଇପାରୁଥିବା ବୋଲର୍ ଭିତରେ ପେଟ୍ କମିଂସ୍ , ମିଚେଲ୍ ଷ୍ଟାର୍କ , ଏଡମ୍ ଜଂପା ପରି ବୋଲର୍ ଅଛନ୍ତି , ଏତିକି ନୁହେଁ ଗ୍ଲେନ୍ ମ୍ୟାକ୍ସୱେଲ୍ ଟି ଟ୍ୱେଣ୍ଟି ସ୍ପେସାଲିଟ୍ ଅଲରାଉଣ୍ତର ଖେଳାଳୀ ମହଜୁତ୍ ଅଛତି , ଏହି ସବୁ ଖେଳାଳୀ ଓ କଣ୍ତିସନ୍ ଦେଖିକରି କୁହାଯାଇପାରିବ କି ଏହି ଟିମ୍ ୱାର୍ଲଡ୍ କପ୍ ଜିତିବାର ପସନ୍ଦିଦା ଟିମ୍ ହୋଇପାରିବ ।
୨-ଭାରତୀୟ କ୍ରିକେଟ୍ ଟିମ୍ : ଇଣ୍ତିଆନ୍ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ରେ ପସନ୍ଦର ମୁତାବିକ ଖେଳିବ ଟିମ୍ ଇଣ୍ତିଆ ପାଖରେ ତିନୋଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀ ମହଜୁତ୍ ଅଛନ୍ତି , ବିରାଟ କୋହଲି ଓ ରୋହିତ୍ ଶର୍ମା ଦୁହେଁ ଟିଟ୍ୱେଣ୍ଟି ଫର୍ମାଟରେ ସର୍ବାଧିକ ରନ୍ ବନାଉଥିବା ଖେଳାଳୀ ଅଟନ୍ତି । ଏହା ଛଡା ଭାରତ ପାଖରେ ଜଶପ୍ରୀତ ବୁମରାହ୍ ଭୁବନେଶ୍ୱର କୁମାର ପରି କ୍ୱାଲିଟି ଫାଷ୍ଟ ବୋଲର୍ ଅଛନ୍ତି , ଡେଥ୍ ଓଭର୍ସରେ ସେ ସହଜରେ ୱିକେଟ୍ ବାହାର କରିପାରିବେ , ତାହା ସହ ଟିମ୍ ଇଣ୍ତିଆର ଫିଲଡିଙ୍ଗ୍ ବି ଜବରଦସ୍ତ ଅଛି , ଓ ଟି ଟ୍ୱେଣ୍ଟିରେ ତାଙ୍କୁ ଅଟକାବା ବହୁତ ଗୁରୁତ୍ୱପୁର୍ଣ୍ଣ ଅଟେ । ମିଡିଲ୍ ଓଭର୍ସରେ ଟିମ୍ ପାଇଁ ଲମ୍ବା ସର୍ଟ୍ସ୍ ଲଗାଉଥିବା ହାର୍ଦ୍ଧିକ ପାଣ୍ତିଆ , କୁର୍ଣ୍ଣାଲ୍ ପାଣ୍ତିଆ ରିଷଭ ପନ୍ଥ ମହଜୁତ୍ ଅଛନ୍ତି , ଯିଏ ଛୋଟ ଫର୍ମାଟରେ ନିଜ ବ୍ୟାଟିଙ୍ଗ୍ ଦ୍ୱାରାଜିତ୍ ହାସିଲ୍ କରିପାରିବେ , ଏହି ସବୁ କଥାରେ ଜଣା ପଡୁଛି କି ଟିମ୍ ଇଣ୍ତିଆ ଆଗାମୀ ବିଶ୍ୱକପ୍ ଟି ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ୍ କରିପାରିବ ।
୩-ୱେଷ୍ଟଇଣ୍ତିଜ୍ କ୍ରିକେଟ୍ ଟିମ୍ : ୨୦୧୭ ରେ ଖେଳାଯାଈଥିବା ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ରେ ୱେଷ୍ଟଇଣ୍ତିଜ୍ ଟୀମ୍ ଜିତିଥିଲେ, ଏବେ ପର୍ଯ୍ୟନ୍ତ ୱେଷ୍ଟଇଣ୍ତିଜ୍ ଟିମ୍ ଦୁଇଥର ଏହି ବିଜୟ ହାସିଲ୍ କରିଛନ୍ତି , ସେମିତି ୫୦ ଓଭର୍ କ୍ରିକେଟ୍ ରେ ୱେଷ୍ଟଇଣ୍ତିଜ୍ ର ଖେଳ ନୈରାଶ୍ୟଜନକ ରହିଆସିଛି , କିନ୍ତୁ ତାଙ୍କ ପାଖରେ ଏବେ ବିଜେତା ପ୍ଲେୟାର୍ ମହଜୁତ୍ ଅଛନ୍ତି , ୱେଷ୍ଟଇଣ୍ତିଜ୍ ଙ୍କ ପାଖରେ କ୍ରିସ୍ ଗେଲ୍ , ସିମରୋନ୍ ହେଟମାୟର୍, ନିକଲନ୍ ପୁରନ୍ , ପରି ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ଅଛନ୍ତି , ଯଦି ଟିଟ୍ୱେଣ୍ଟି ଫର୍ମାଟ୍ ରେ ଏମାନଙ୍କ ମଧ୍ୟରୁ କୌଣସି ବି ଖେଳାଳୀ ସ୍ଥାୟୀ ସେଟ୍ ହୋଇଗଲେ ତେବେ ଟିମ୍ ବିଜୟ ଆଡକୁ ଅଗ୍ରସର ହୋଈଯିବ । ବ୍ୟାଟିଙ୍ଗ୍ ୟୁନିଟ୍ ଛଡା ଟି ଟ୍ୱେଣ୍ଟିରେ ଶେଲ୍ଡନ୍ କଣ୍ଟ୍ରୋଲ୍ , ଓସନ୍ ଥମ୍ସ୍ ପରି ଦ୍ରୁତ ବୋଲର୍ ଅଛନ୍ତି , ଏହି ଟିମ୍ ରେ କେରିନ୍ ପୋଲାର୍ଡ କିମୋ ପୋଲ୍ , ଆନ୍ଦ୍ରେ ରସେଲ୍ , ସୁନିଲ୍ ନାରିନ୍ ଜେମ୍ସ ହୋଲଡର୍ , ପରି ଅଲରାଉଣ୍ତର ବି ଅଛନ୍ତି
୪-ଇଂଲଣ୍ତ କ୍ରିକେଟ୍ ଟିମ୍ : ୨୦୧୯ ୱାର୍ଲଡ୍ କପ୍ ଜିତିବାପରେ ଇଂଲଣ୍ତ କ୍ରିକେଟ୍ ଟିମ୍ ଆତ୍ମବିଶ୍ୱାସ ବହୁତ ବଢିଯାଇଛି , ତାହା ସହ ଖେଳାଳୀ ବି ଭଲ ଫର୍ମରେ ଅଛନ୍ତି , ଏହା କହିବା ଭୁଲ୍ ହେବ ନାହିଁ କି ଜୋଫ୍ରା ଆର୍ଚର୍ ଇଂଲଣ୍ତ ଟିମ୍ ର ହୁକୁମ୍ ର ଇକ୍କା ଅଛନ୍ତି , ସେ ଇଂଲଣ୍ତକୁ ୱାନ୍ ଡେ ୱାର୍ଲଡ୍ କପରେ ଜିତ୍ ଦେଇଥିଲେ, ଏବେ ଟିମ୍ କୁ ଟି ଟ୍ୱେଣ୍ଟୀ ୱାର୍ଲଡ୍ କପ୍ ରେ ତାଙ୍କୁ ବହୁତ ଆଶା ରଖାଯାଇଛି , ଏହି ଟିମ୍ ରେ ଇୟୋନ୍ ମୋର୍ଗନ୍ , ଜୋନି ବେୟଷ୍ଟୋ, ଡେଭିଡ୍ ମଲନ୍ , ଜେସନ୍ ରୟ୍ ଆଦି ସବୁ ଭଲ ବ୍ୟାଟ୍ସମ୍ୟାନ୍ ଅଛନ୍ତି , କ୍ରିସ୍ ଜୋର୍ଡାନ୍ , ଜୋଫ୍ରା ଆର୍ଚର୍, ସେମନ୍ କରନ୍ ପରି ଭଲ ବୋଲର୍ ବି ଅଛନ୍ତି , ଆପଣଙ୍କୁ କହିଦେବୁ କି ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ଫାଇନାଲ୍ ଇଂଲଣ୍ତ ଓ ୱେଷ୍ଟଇଣ୍ତିଜ୍ ମଧ୍ୟରେ ଖେଳାଯାଈଥିଲା , ଆଆମୀ ସିଜିନ୍ ରେ ଇଂଲଣ୍ତ ଟିମ୍ ନିଜର ଦ୍ୱିତିୟ ଟିଟ୍ୱେଣ୍ଟି ୱାର୍ଲଡ୍ କପ୍ ଜିତିବାର ଉଦ୍ଧେଶ୍ୟରେ ମଇଦାନକୁ ବାହାରିବ ।
୫-ନ୍ୟୁଜିଲାଣ୍ତ କ୍ରିକେଟ୍ ଟିମ୍ : ଇଂଲଣ୍ତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯାଈଥିବା ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ଫାଇନାଲ୍ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ବାଉଣ୍ଡ୍ରି ନିୟମକୁ ନେଇ ଇଂଲଣ୍ତ ଏହି ବିଜୟ ଲାଭ କରିଥିଲା, କେନ୍ ୱିଲିୟମସନ୍ ଅଧିନାୟକତ୍ୱ ବାଲା ଟିମ୍ ଲଗାତାର ଦ୍ୱିତିୟ ଥର ୱାନ୍ ଡେ ରନର୍ସ ଅଫ୍ ରହିଛି , ଏହା ସବୁ ପରେ ନ୍ୟୁଜିଲାଣ୍ତ ଟିମ୍ ଆଗାମୀ ସିଜିନ୍ ରେ ଟି ଟ୍ୱେଣ୍ଟି ୱାଲର୍ଡ କପ୍ ଜିତିବା ଉଦ୍ଧେଶ୍ୟ ସହ ମଇଦାନରେଆସିବ , କିବି ଖେଳାଳୀମାନେ ଟିମ୍ ପାଇଁ ମ୍ୟାଚ୍ ୱିନର୍ ଖେଳାଳୀ ଅଟନ୍ତି , ଯିଏକି ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ଜିତିବାରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ଦେଇପାରିବେ । ତାହା ସହ ଅଧିନାୟକ କେନ୍ ୱିଲିୟମସନ୍ ଅଧିନାୟକତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରିଆସିଛି , ମାର୍ଟିନ୍ ଗଫଟେଲ୍, କେନ୍ ୱିଲିୟମସନ୍ , ରସ୍ ଟ୍ରେଲର୍ , କଲିନ୍ ମୁନରୋ , ଙ୍କ ଛଡା ମିଚେଲ୍ ସେନଟ୍ର୍, ଜେମ୍ସ ନିଶମ୍ , କଲିନ୍ ଡି ଗ୍ରାଣ୍ତହୋମି ପରି ଶାନଦାର୍ ଅଲରାଉଣ୍ତର ଅଛନ୍ତି । ଟ୍ରେଣ୍ତ ବୋଲ୍ଡ, ଲକି ଫଗ୍ୟୁସନ୍ ଦ୍ରୁତ ବୋଲର୍ ଅଛନ୍ତି , ଆପଣଙ୍କୁ କହିଦେବୁ କି ମଜଜୁଦା ସମୟରେ ନ୍ୟୁଜିଲାଣ୍ତ ଟିମ୍ ଆଇସିସି ଟିଟ୍ୱେଣ୍ଟି ରାଙ୍କିଙ୍ଗ୍ ରେ ନମ୍ବର ୬ ସ୍ଥାନରେ ନିଜର ସ୍ଥାନ ଅଧିକୃତ କରି ରହିଛି ।