କେଉଁଠୁ ଆସେ ଏହି କୋଇଲା , ବୋଧେ ଆପଣଙ୍କୁ ବିଶ୍ୱାସ ହୋଇନଥିବ କିନ୍ତୁ ଏହା ବି ସତ୍ୟ ଅଟେ..
1 min readଆପଣ କେବେ ଭାବିଛନ୍ତି କି ଏହି କାଠର କୋଇଲା କେଉଁଠୁ ଆସେ । ସାଧାରଣତଃ କାଠର ଅଙ୍ଗାରରୁ ରହିଯାଇଥିବା ଅଂଶକୁ ଆମେ କୋଇଲା କହିଥାଉ , ସେହି ଖଣିଜ ପଦାର୍ଥକୁ କୋଇଲା କହିଥାଉ , ଯାହା ସଂସାରର ଅନେକ ସ୍ଥଳରୁ ଖାଦାନରୁ ବାହାରିଥାଏ , ଏବେ ଏହା କାଠର କୋଇଲା ପାଟନା ସହରରେ ଅନେକ ଜାଗାରେ ମିଳିଯାଉଛି । ଏହାର ଯାଞ୍ଚ ପଡତାଲ ଯେବେ ହେଲା ତେବେ ଜଣା ଗଲା କି ଶ୍ମଶାନଘାଟରେ ଯେବେ ଚିତା ଜଳା ହୁଏ ତେବେ ଚିତା ଜଳିବା ପରେ ଯେଉଁ କାଠ ସଂପୂର୍ଣ୍ଣ ରୁପେ ଜଳିନଥାଏ ତାହା କୋଇଲା ରୁପରେ ଲୋକଙ୍କ ଦ୍ୱାରା ବଜାରଗୁଡିକରେ ବିକ୍ରି କରାଯାଉଛି , ଏକ ଦିନରେ ଏହି ଦୋକାନରେ ଯିବା ପରେ କୋଇଲା କେଉଁଠୁ ଆସେ ତାହା ଜଣା ପଡିଛି । ତେବେ କିଛି ଦିନ ଯାଞ୍ଚ କରିବାପରେ ଦୋକାନୀ ବାଲା କହିଲା ନାହିଁ ।
ସେଠାରୁ କିଛି ଦିନ ପରେ ମୋତେ କେଉଁ କାରଣରୁ ଶ୍ମଶାନ ଯିବାକୁ ପଡିଲା , ସେଠାରେ ଏକ ଠେଲାରେ ବହୁତ ସାରା ବସ୍ତାରେ କୋଇଲା ଲଦା ହୋଇଥିବା ଦେଖିଲି ତାପରେ ଲୋକଙ୍କୁ ପଚାରିବାରୁ ସେ କହିଲେ କି ଏହା କୋଇଲା ଅଟେ ,ଯାହା ଚିତାକୁ ଜଳାଇବା ପରେ ରହିଯାଏ , ଚାହିଁଲେ ଆପଣ ଟିକିଏ ସମୟ ଏଠାରେ ଏହି ଜାଗାକୁ ଯାଈ ଦେଖିପାରିବେ । ତାଙ୍କର କଥା ସଟିକ୍ ଥିଲା ସେହି ସମୟରେ ଏକ ଚିତା ପୁରା ଜଳିବାର ଶେଷ ପର୍ଯ୍ୟାୟରେ ଥିଲା , ମୁଁ ଦେଖିଲି କି କିଛି ଲୋକ ଚିତା ଜଳିଯିବାପରେ ସେଠାରେ ଗଙ୍ଗା ଜଳରେ ନିଆଁକୁ ଲିଭାଇଲେ , ଓ ସେଠାରେ ଜଣେ ବ୍ୟକ୍ତି ନଜଳିଥିବା କାଠକୁ ଅଲଗା କରି ଗୋଟେ ଜାଗାରେ ଏକାଠି କରିଦେଲା , ଓ ତାପରେ ୨-୩ ଜଣ ଲୋକ ଆସି ସେହି କୋଇଲାକୁ ଧୋଇକରି ତାକୁ ବସ୍ତାରେ ଭରିବାକୁ ଆରମ୍ଭ କରିଦେଲେ ।
ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗିଲା କିଯେବେ ଜଣେ ୨୫ ବର୍ଷୀୟ ପୁଅ କହିଲା କି ପଟନା ସହରରେ ଅଧିକାଂଶ ହୋଟେଲରେ ତନ୍ଦୁରରେ ଏହି କାଠର କୋଇଲା ବ୍ୟବହୃତ ହୋଇଥାଏ , ଓ ସେହି ତନ୍ଦୁରରୁ ରୁଟି, ନାନ୍ ଆଦି ଜିନିଷ ପ୍ରସ୍ତୁତ କରାଯାଏ , ସେଠାରେ ଆଉ ଜଣେ ବ୍ୟକ୍ତି ଯିଏକି ୪୫ ବର୍ଷିୟ ଥିଲେ ସେ ଯାହା କହିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା , ସେ କହିଲା କି ଆପଣ ପୁଜା କରିବାପାଇଁ ଆମେ ମାନେ ଯେଉଁ ଅଗରବତୀ କିମ୍ବା ଧୁପ ବ୍ୟବହାର କରିଥାଉ ତାହାକୁ କିଛି ଲୋକଙ୍କ ଦ୍ୱାରା ଏହି କାଠର କୋଇଲାର ଗୁଣ୍ତର ବ୍ୟବହାର ହୋଇଥାଏ , ଓ ଅଗରବତୀରେ ଯେଉଁ କାଠର ଷ୍ଟିକ୍ ହୋଇଥାଏ , ତାହା ବାଉଁଶରୁ ତିଆରି ହୋଇଥାଏ , ତାହା ସେହି ବାଉଁଶ ଉପଯୋଗ ହୁଏ ଯେଉଁଥିରେ ଶବକୁ ବୁହାହୋଇନିଆଯାଏ ।
ସେହି ବାଉଁଶରୁ ଏକ ଗାଣ୍ତୁଆ ବି ବନାଯାଇଥାଏ , ଏଠାରେ ବାଉଁଶକୁ କାଟିକରି ତାହାକୁ ଛେଲିକରି ତାହାର ଛୋଟ ଛୋଟ ଖଣ୍ତ କରି ପାନ ଦୋକାନୀ ନିଜ ପାନର ସିକ୍ ରୁପରେ ଲଗାଇଥାନ୍ତି , କାରଣ ଏହା କି ସେହି ବାଉଁଶ ଓ କୋଇଲା ବହୁତ କମ୍ ଦାମରେ ମିଳିଯାଏ , ଓ ପ୍ରାକୃତିକ ରୁପରେ ତିଆରି ହୋଇଥିବା କାଠର କୋଇଲା ଓ ବଜାରରେ ବିକ୍ରି ହେଉଥିବା ବାଉଁଶ ମହଙ୍ଗା ହୋଇଥାଏ ।
ଏଥିପାଇଁ ନିଆଁରେ ତିଆରି କେଉଁ ତନ୍ଦୁର ରୁଟି ଖାଇବା ପୂର୍ବରୁ ପ୍ରଥମେ ଜାଣିନିଅନ୍ତୁ କି କେଉଁ ପ୍ରକାରର କାଠର ଉପଯୋଗ ହେଉଛି , ଏହି ସୁଚନା କାହାକୁ ଆଘାତ ଦେବାପଇଁ ନୁହେଁ ବରଂ ଆମର ଆଖପାଖରେ ଏମିତି ବହୁତ ସାରା ଜିନିଷ ଅଛି ଜାହା ବିନା ଜାନକାରୀ ପାଇ ଆମେ ଉପଯୋଗ କରୁଛେ , ତାହାକୁ ସୁଧାରିବାର ଅଛି , ଏହି କାହାଣୀ କେବଳ ପଟନାର ନୁହେଁ ଯଦି ଆପଣଙ୍କ ସହରରେ ଏଇ କାମ କରିବେ , ତେବେ ଏହାର ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିବ ।