November 19, 2024

Odia Express

Here, There and Everywhere

ଏହି ୩ ଟି ରାଶିର ପୁଅଙ୍କ ପ୍ରେମରେ ପାଗଳ ହୋଇଯାଆନ୍ତି ଝିଅମାନେ , କରିଦିଅନ୍ତି ସବୁ ସୀମା ପାର୍

ସବୁ ପୁଅ ଚାହନ୍ତି କି ତାଙ୍କୁ ସୁନ୍ଦର ଜୀବନସାଥୀ କିମ୍ବା ଗାର୍ଲଫ୍ରେଣ୍ତ ମିଳନ୍ତୁ । କିନ୍ତୁ ସବୁ ପୁଅଙ୍କର ଏହି ଇଚ୍ଛା ପୁରଣ ହୋଇପାରେ ନାହିଁ , କାରଣ ଭାଗ୍ୟ ସମସ୍ତଙ୍କର ସମାନ ନଥା, ଓ ରାଶିଗୁଡିକ ବି କାହାର ଏକା ସମାନ ହୋଇନଥାନ୍ତି । ସମସ୍ତଙ୍କର ରାଶି ଅଲଗା ଅଲଗା ହୋଇଥାଏ , ବ୍ୟକ୍ତିର ଜୀବନରେ ରାଶିଗୁଡିକ ବହୁତ ଅଧିକା ପ୍ରଭାବ ପକାଇଥାନ୍ତି , କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ରାଶିଗୁଡିକ ଉପରେ ଭରସା କରନ୍ତି ନାହିଁ । କିନ୍ତୁ ସେମାନେ ଜାଣିଛନ୍ତି କି ସେହି ରାଶିଗୁଡିକ ସହାୟତାରେ ସେମାନେ କିଛି ସୁଚନା ପାଇପାରିବେ , ଯେଉଁ ବ୍ୟକ୍ତି ସ୍ୱଭାବ ସହ ଯୋଡି ହୋଇଥିବା ସୁଚନା ବିଷୟରେ ଜାଣିବାକୁ ଚାହେଁ ସେ ସବୁଠାରୁ ସଠିକ୍ ଉପାୟ ଅଟେ ଜ୍ୟୋତିଷ୍ୟ ଶାସ୍ତ୍ର ,

ଆମେ ଯେ କୌଣସି ବ୍ୟକ୍ତିର ସ୍ୱଭାବ ସହ ଯୋଡି ହୋଇଥିବା ସୂଚନା ପ୍ରାପ୍ତ କରିପାରିବା , ସେ ପୁଅ ହେଉ କିମ୍ବା ଝିଅ । ବହୁତଥର ଦେଖାଯାଏ କି କିଛି ପୁଅମାନେ ଏତେ ଅଧିକା ସ୍ମାର୍ଟ ହୋଇଥାନ୍ତି କି ସେମାନେ ଝିଅମାନଙ୍କୁ ପ୍ରଥମ ନଜରରେ ପସନ୍ଦ ଆସିଯାଆନ୍ତି , କିନ୍ତୁ ଏହି କଥା ପୁରା ସତ ନୁହେଁ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କିଛି ଖାସ୍ ରାଶିବାଲା ପୁଅ ଏହି ମାମଲାରେ ବାକି ରାଶିର ପୁଅମାନଙ୍କୁ ପଛରେ ପକାଇଦିଅନ୍ତି , ଏମିତିରେ ଏହି ରାଶିର ପୁଅମାନଙ୍କ ଉପରେ ଝିଅମାନେ ଅଧିକା ପ୍ରେମ କରିବସନ୍ତି ।

ଆସନ୍ତୁ ଜାଣିବା ସେହି ୩ ରାଶିର ପୁଅମାନଙ୍କ ବିଷୟରେ :

୧)ମିଥୁନ ରାଶି : ମିଥୁନ ରାଶିର ପୁଅମାନଙ୍କ ମଧ୍ୟରେ ଏମିତି ବହୁତ ସାରା ଖାସ୍ କଥା ହୋଇଥାଏ । ଯାହାର କାରଣରୁ ଝିଅମାନେ ଏମାନଙ୍କ ଉପରେ ଅଧିକା ଭରସା କରି ବସନ୍ତି , ଓ ତାଙ୍କ ପ୍ରେମରେ କିଛି ବି କରିବାକୁ ଆଗ୍ରହୀ ରୁହନ୍ତି , ମିଥୁନ ରାଶିର ପୁଅମାନେ ନିଜ ବ୍ୟକ୍ତିତ୍ୱ ଦ୍ୱାରା ଝିଅମାନଙ୍କୁ ବହୁତ ଶିଘ୍ର ଆକର୍ଷିତ୍ କରିନିଅନ୍ତି , ଏମାନଙ୍କ ଗୋଟେ ଇସାରା ହିଁ ବହୁତ କିଛି ହୋଇଥାଏ ଝିଅମାନଙ୍କୁ ଦିୱାନୀ କରିବାରେ ।

୨)ସିଂହ ରାଶି : ଏହି ରାଶିର ପୁଅ ଓ ପୁରୁଷ ସ୍ୱଭାବରୁ ବହୁତ ଅଧିକା ରୋମାଣ୍ଟିକ୍ ହୋଇଥାନ୍ତି । ଏହି ରାଶିର ପୁଅ ବୁଦ୍ଧିମାନ ହେବା ସହ ଫ୍ରେଣ୍ତଲି ହୋଇଥାନ୍ତି । ଏଥିପାଇଁ ଝିଅମାନେ ଦିୱାନୀ ହୋଇଥାନ୍ତି । ପ୍ରଥମ ନଜରରେ ଏହି ରାଶି ବାଳା କେଉଁ ଝିଅକୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି , ଏହି ରାଶିର ପୁଅ ଦେଖିବାକୁ ବହୁତ ଭଦ୍ର ହୋଇଥାନ୍ତି , ଓ ଏମାନଙ୍କୁ କେଉଁ ଫାଲତୁ କଥା କରିବାକୁ ପସନ୍ଦ ଲାଗେ ନାହିଁ , ସିଂହ ରାଶିର ପୁଅ ଏହି ସ୍ୱଭାବର କାରଣରୁ ଝିଅମାନେ ଅଧିକା ପସନ୍ଦ କରିଥାନ୍ତି ।

୩) ତୁଳା ରାଶି : ତୁଳା ରାଶିର ପୁଅମାନଙ୍କ ସହ ବନ୍ଧୁତା କରିବାରେ ଝିଅମାନେ ବହୁତ ଆଗ୍ରହୀ ହୋଇଥାନ୍ତି , ଯାହା ଦ୍ୱାରା ତାଙ୍କୁ ସେ ଭଲ ଭାବେ ଜାଣିନିଅନ୍ତୁ , କାରଣ ଏହି ରାଶିର ପୁଅମାନେ ବ୍ୟବହାର ଅନ୍ୟ ରାଶିର ପୁଅମାନଙ୍କ ମୁକାବଲାରେ ବହୁତ ରହସ୍ୟମୟୀ ହୋଇଥାଏ । ଏମାନଙ୍କ ମଧ୍ୟରେ ଭଲ ପାଇବାର ଏକ ଅଲଗା ନଜରିଆ ହୋଇଥାଏ , ସେମାନେ ପ୍ରେମ ଓ କର୍ତ୍ତବ୍ୟ ମଧ୍ୟରେ ସନ୍ତୁଳନ ରଖିବାରେ ବହୁତ ବୁଝି ବିଚାରି ପଦକ୍ଷେପ ନେଇଥାନ୍ତି , ଯାହାର କାରଣରୁ ଝିଅମାନେ ଏହି ରାଶିର ପୁଅମାନଙ୍କୁ କିଛି ନ ଭାବି ଜଲଦି ହିଁ ଆକର୍ଷିତ ହୋଈଯାଆନ୍ତି ।

Leave a Reply

Your email address will not be published. Required fields are marked *