November 22, 2024

Odia Express

Here, There and Everywhere

ଚେହେରା ଏତେ ଗୋରା କରିଦେବ ଏହି ପ୍ରକିୟା , ବୁଲି ବୁଲି ଦେଖିବେ ଲୋକ ଆଉ ପଚାରିବେ କିପରି ଗୋରା ହେଲେ…

ଯଦି ଆପଣଙ୍କ ବ୍ୟକ୍ତିତ୍ୱ ସହ ଆପଣଙ୍କ ଚେହେରାରେ ଚମକ ଆସିଯାଏ ତେବେ ଟିକିଏ ଭାବନ୍ତୁ କେତେ ଭଲ ହୁଅନ୍ତା , ଏହା ତ ସମସ୍ତଙ୍କର ସ୍ୱପ୍ନ ଥାଏ କି ସେ ସୁନ୍ଦର ଓ ଆକର୍ଷକ ଦେଖାଯାଆନ୍ତୁ , କିଏ ଚାହେଁ ନାହିଁ କି ସେ ସୁନ୍ଦର ଚେହେରା ପାଉ ବୋଲି , ଚେହେରାରେ ମନର ଦର୍ପଣ କୁହାଯାଏ , ଚମକୁଥିବା ଚେହେରା ଆପଣଙ୍କ ବ୍ୟକ୍ତିତ୍ୱକୁ ପରିଭାଷିତ କରେ , କିନ୍ତୁ ସେମିତି ଚେହେରା ପାଇବା ଏତେ ସହଜ ହୋଇନଥାଏ,  ଏଥିପାଇଁ ଆପଣଙ୍କୁ ଅତିରିକ୍ତ ପରିଶ୍ରମ କରିବାର ଦରକାର ଅଛି , ବଦଲୁଥିବା ମୌସୁମ୍ , ପ୍ରଦୁଷଣ , କର୍ମବ୍ୟସ୍ତ ଜୀବନରେ ସଫା ନଜର ଆସେ । ଏମିତିରେ ଯଦି ଆପଣଙ୍କ ଚେହେରା ଅଧିକା ଯୌବନ ସୁନ୍ଦରତା ରଖିବାକୁ ଆଗ୍ରହୀ ତେବେ କିଛି ଉପାୟ ସାହାଯ୍ୟରେ କରିପାରିବେ , ଚିନ୍ତା , ଅନିୟମିତ ଖାଦ୍ୟପେୟ , ଓ କର୍ମବ୍ୟସ୍ତ ଜୀବନରୁ ନେଇ ଆଜିକାଲି ଚେହେରାରେ ଚମକ ଗ୍ଲୋ ହରାଇ ବସିଛି , ଶରୀରରେ ଅନ୍ୟ ଅଙ୍ଗର ତୁଳନାରେ ସବୁ ବ୍ୟକ୍ତି ନିଜ ଚେହେରାକୁ ଅଧିକା ଯତ୍ନ ନେଇଥାଏ , ଯାହା ଦ୍ୱାରା ତାର ଚେହେରା ଆହୁରି ଚମକ ଓ ଗ୍ଲୋ ପରି ଲାଗୁ ।

କିନ୍ତୁ ଏହା ସତ୍ତ୍ୱେ ବି ଚେହେରାରେ ଚମକ ନ ପାଇବାରୁ ଏହା ମଉଳିଯାଇଥାଏ , ବିନା ଦାଗ ଓ ସୁନ୍ଦର ଚମକୁଥିବା ଚେହେରା କାହାର ବା ପସନ୍ଦ ନ ଆସେ , କାହାର ଚେହେରାରେ ବୟସ ଦାଗ, ବ୍ରଣ ଆଦି ଅଲଗା ଚିହ୍ନ ଦେଖିବାକୁ ଭଲ ଲାଗେ ନାହିଁ , କିନ୍ତୁ ଯଦି ଏହିଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ , ଯାହା ଆପଣାଇ ବା ପରେ , ଚେହେରା ଗ୍ଲୋ କରିବାକୁ ଲାଗିବ ।

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ହୋଇଥାଏ, ଏହା ଆମର ସ୍କ୍ରିନ୍ ରେ ଡେଡ୍ ସେଲ୍ ବା ମୃତ କୋଷିକାକୁ ଶେଷ କରିଦିଏ । ଅଧା ଲେମ୍ବୁ ନେଇକରି ସେଥିରୁ ତାର ରସକୁ ବାହାର କରିଦିଅନ୍ତୁ , ତାପରେ ଏକ ଇନୋର ପ୍ୟାକେଟ୍ ନିଅନ୍ତୁ , ଇନୋକୁ ହାତରେ ନେଇକରି ଲେମ୍ବୁର ରସ ପକାନ୍ତୁ  ,ତାପରେ ନିଜ ହାତରେ ଟିକିଏ ରଗଡନ୍ତୁ , ଆପଣଙ୍କୁ ୨ମିନିଟ୍ ପର୍ଯ୍ୟନ୍ତ ରଗଡିବାକୁ ହେବ , ନିଜ ଆଖିକୁ ଛାଡି ଏହି ଉପାୟକୁ ନିଜ ଚେହେରାରେ ଲଗାନ୍ତୁ , ଧ୍ୟାନ ରଖନ୍ତୁ କି ଏହି ଉପାୟ ୧୫ ଦିନରେ ଗୋଟିଏ ଥର ଓ ଏକ ମାସରେ ୨ ଥରରୁ ଅଧିକା ବ୍ୟବହାର କରନ୍ତୁ ନାହୀଁ ।

Leave a Reply

Your email address will not be published. Required fields are marked *