November 22, 2024

Odia Express

Here, There and Everywhere

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ନେଇ ମଜାଦାର୍ ଜୋକ୍ସ – କ୍ଷିର ପିଇକରି କହିଲା ଛି କେମିତି କା କ୍ଷୀର ? ସ୍ତ୍ରୀ : ସେ କେସର୍ ଶେଷ ହୋଇଯାଈଛି , ତେବେ ମୁଁ ତୁମ ପକେଟ୍ ରୁ…

ହସିବା ସେମିତି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ , ଓ ଖୋଲିକରି ହସିବା କହିଲେ ଏହା ଜୀବନରେ ଆହୁରି ଖୁସି ଦେଇଥାଏ , ନୁଆ ବୈଜ୍ଞାନିକ ଶୋଧ ଅନୁସାରେ ହସିବାରେ ତରଙ୍ଗରୁ ଏଣ୍ତୋର୍ଫିନ୍ ନାମକ ଏକ ହର୍ମୋନ୍ ବାହାରିଥାଏ , ଏହା ଏକ ପ୍ରାକୃତିକ କଷ୍ଟ୍ ନିବାରକ ହୋଇଥାଏ , ଏହି ହର୍ମୋନ୍ ଆମ ଉତ୍ସାହୀ ଓ ସ୍ୱାସ୍ଥ୍ୟ ବନାଇ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିଭାଇଥାଏ । ଯାହା ଆମେ ବ୍ୟାୟାମ କରିବାପରେ ପ୍ରାପ୍ତ ହୋଇଥାଏ । ତେବେ କଣ ପାଈଁ ନା ଖୋଲିକରି ନ ହସିବା । ଓ ବ୍ୟାୟାମ୍ କରିବା ବିନା ଆନନ୍ଦ ନେଇପାରିବା । ହସିବା ଦ୍ୱାରା ରୋଗ ପ୍ରତିରୋଧକ ତନ୍ତ୍ର ମଜବୁତ୍ ହୋଇଥାଏ , ଚିନ୍ତାରୁ ମୁକ୍ତି ମିଳେ , ମାଂସପେଶୀଗୁଡିକ ଆରାମ ଓ ହୃଦୟ ରୋଗମୁକ୍ତ ହୋଇଯାଏ ।

୧) ଯେଉଁ ଲୋକ ଅଫିସ୍ ଯାଈକରି ଟାଇମ୍ ପାସ୍ କରନ୍ତି , କଣ ସେମାନେ ସବୁଠାରୁ ପରିଶ୍ରମୀ ଅଟନ୍ତି ? ନା ସେମାନେ ବୋଧେ ନିଜ ସ୍ତ୍ରୀଙ୍କ ପାଇଁ ଚିନ୍ତିତ ଅଛନ୍ତି । କିମ୍ବା ଅଫିସ୍ ରେ କାହା ସାଙ୍ଗରେ ଅଛନ୍ତି ।

୨) ସ୍ତ୍ରୀ ସ୍ୱାମୀ ସହ ; ଶୁଣ ସେହି ଲୋକ ଯିଏ ମଦ ପିଇ ନାଚୁଥିଲା ନା ମୁଂ ତାକୁ ୧୦ ବର୍ଷ ପୁର୍ବେ ରିଜେକ୍ଟ କରିଥିଲି , ସ୍ୱାମୀ ; କୁହ ଶଳା ଏବେ ପର୍ଯ୍ୟନ୍ତ ସେଲିବ୍ରେଟ୍ କରୁଛି ।

୩) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲଢେଇ ହେଲା , ସ୍ତ୍ରୀ ବଜାରରୁ ଯାଇକରି ବିଷ ଆଣିଲା ଖାଇନେଲା , କିନ୍ତୁ ମଲେ ନାହିଁ ରୋଗାକ୍ରାନ୍ତ ହୋଇଗଲେ,  ସ୍ୱାମୀ ରାଗରେ କହିଲା : ୧୦୦ ଥର କହିଛି ଜିନିଷ ଦେଖିକରି କିଣ । ପଇସା ବି ଗଲା କାମ ବି ହେଲା ନାହିଁ ।

୪) ବାପଘରୁ ସ୍ତ୍ରୀ ଫୋନ୍ ରେ ସ୍ତ୍ରୀ / ଆପଣଙ୍କ ବିନା ଜି ଲାଗୁନାହିଁ । ସ୍ୱାମୀ : ଆରେ ପାଗେଳି , ଜି ଲାଗୁନି ତ ଷ୍ଟାର୍ ଓ ସୋନି ଲଗାଇକରି ଦେଖିଦିଅ । ସେ ବି ଭଲ ଚ୍ୟାନେଲ୍ ଅଟେ ।

୫) ହରିଶ୍ : ତୋର ଆଖି ଏତେ ଫୁଲିଛି କଣ ପାଇଁ । ପପୁ  କାଲି ମୁଁ ନିଜ ସ୍ତ୍ରୀ ଜନ୍ମଦିନର କେକ୍ ଆଣିଥିଲି , ହରିଶ୍  କିନ୍ତୁ ଏହାର ଆଖି ଫୁଲିବାର ସହ କଣ ସଂମ୍ପର୍କ ଅଛି ,  ପପୁ : ମୋର ସ୍ତ୍ରି ନାଁ ତପସ୍ୟା ଅଟେ,  କିନ୍ତୁ କେକ୍ ରେ ସେହି ମୁର୍ଖ ଦୋକାନୀ ହ୍ୟାପି ବାର୍ଥ ଡେ ସମସ୍ୟା ଲେଖିଦେଇଥିଲା ।

୬) ସ୍ୱାମୀ ; କ୍ଷିର ପିଇକରି କହିଲା ଛି କେମିତି କା କ୍ଷୀର । ସ୍ତ୍ରୀ : ସେ କେସର୍ ଶେଷ ହୋଇଯାଈଛି , ତେବେ ମୁଁ ତୁମ ପକେଟ୍ ରୁ ବିମଳ ପାନ ମସଲା ପକାଇଦେଇଛି , କାରଣ ଏହାର ଦାନା ଦାନାରେ ଅଛି କେସରର ଦମ୍ ।

Leave a Reply

Your email address will not be published. Required fields are marked *