ଭାରତରେ ମାତ୍ର କିଛି ଲୋକ ନିଜଗାଡିରେ ତିରଙ୍ଗା ଲଗିପାରିବେ – କେବଳ ଏମାନଙ୍କୁ ଏହାକୁ ଲଗାଇବାର ଅଧିକାର ମିଳିଛି – ଦେଖନ୍ତୁ କେଉଁ ମାନେ ଗାଡ଼ିରେ ତ୍ରିରଙ୍ଗା ଲଗେଇପାରିବେ…
1 min readନିଜ ଦେଶର ରାଷ୍ଟ୍ରିୟ ଧ୍ୱଜ ସମସ୍ତଙ୍କୁ ଭଲ ଲାଗିଥାଏ , ଆମର ରାଷ୍ଟ୍ରିୟ ଧ୍ୱଜ ତିରଙ୍ଗା ଅଟେ । ଯାହାକୁ ଆମେ ବହୁତ ସମ୍ମାନ କରିଥାଉ , ବହୁତ ଲୋକ ନିଜ ଅଫିସ୍ କିମ୍ବା କାର୍ଯ୍ୟସ୍ଥଳରେ ରାଷ୍ଟ୍ରିୟ ଧ୍ୱଜା ଲଗାଈଥାନ୍ତି , ଏହା ଛଡା କିଛି ଲୋକ ନିଜ ବାଇକ୍ ରେ ବି ଲଗାଈଥାଣ୍ତି , ସେମିତି କାର୍ ଆଗରେ ତିରଙ୍ଗା ଲଗାଇବା କୌଣସି ଭୁଲ୍ କଥା ନୁହେଁ , ଆପନଙ୍କୁ ଆମ ତିରଙ୍ଗା ସହ ଯୋଡି ହୋଇଥିବା କିଛି ଫାଈଦା ଆଇନ୍ ଜଣା ଥିବା ଦରକାର , ଆପଣଙ୍କ ମଧ୍ୟରୁ ବହୁତ ଏମିତି ଲୋକ ଅଛନ୍ତି , ଦେଶର ସବୁ ନାଗରିକ ନିଜ କାର୍ ଆଗରେ ରାଷ୍ଟ୍ରିୟ ଧ୍ୱଜ ଲଗାଇଥାନ୍ତି । ଦେଶରେ କିଛି ବଛା ବଛା ଲୋକ ଯିଏ କି ରାଷ୍ଟ୍ରିୟ ଧ୍ୱଜ ଦଣ୍ତ ସଂହିତା ଅନୁସାରେ ନିଜ ଗାଡିରେ ଲଗାଇପାରିବେ , ଏବେ ଆପଣଙ୍କ ଦିମାଗରେ ଏହି ପ୍ରଶ୍ନ ଆସୁଥିବ କି କଣ ଅଛି ବିଶେଷ ନାଗରିକ କିଏ , ଆଜି ଆମେ ଏହା ବିଷୟରେ କହିବୁ ।
୧) ଭାରତର ରାଷ୍ଟ୍ରପତି : ସବୁଠାରୁ ପ୍ରଥମେ ଆସନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ପ୍ରେସିଡେଣ୍ଟ ନିଜ ଗାଡିର ଆଗରେ ତିରଙ୍ଗା ଲଗାଇବାର ପୁରା ଅଧିକାର ଅଛି , ଆପଣ ଦେଖିଥିବେ କି ରାଷ୍ଟ୍ରପତିଙ୍କ ସବୁ କାର୍ ଆଗରେ ଏକ ଛୋଟ ତିରଙ୍ଗା ଥାଏ ॥ ଜେବେ ବିଦେଶରୁ କେଉଁ ଅତିଥି ଆସେ ତେବେ ସେ ଭାରତ ସରକାରଙ୍କ ଏହି କାର୍ ରେ ଯାତ୍ରା କରିଥାଏ , ତେବେ ଆମ ଦେଶର ଏହି ତିରଙ୍ଗା ଲଗାଯାଏ , ଏମିତିରେ ଭାରତୀୟ ରାଷ୍ଟ୍ରିୟ ଧ୍ୱଜ ରାଇଟ୍ ସାଇଡ୍ ରେ ତଥା ବିଦେଶୀ ଧ୍ୱଜ ଲେଫ୍ଟ ସାଇଡ୍ ରେ ଲଗାଯାଇଥାଏ, ଏହା ଛଡା କହିଦେବୁ କି ରାଷ୍ଟ୍ରପତି ଦେଶର ତିନୋଟି ସଶସ୍ତ୍ର ବଳ ମାନେ ଆର୍ମୀ, ଏୟାର ଫୋର୍ସ , ଓ ନେଭିର ସର୍ବୋଚ୍ଚ ସେନାପତି ହୋଇଥାନ୍ତି ,
୨) ଉପରାଷ୍ଟ୍ରପତି : ରାଷ୍ଟ୍ରପତିଙ୍କ ସହ ଉପରାଷ୍ଟ୍ରପତି ବି ନିଜ ଗାଡି ଆଗରେ ରାଷ୍ଟ୍ରିୟ ଧ୍ୱଜ ଲଗାଇବାର ଅଧିକାର ପ୍ରାପ୍ତ ହୋଇଥାଏ ।
୩) ରାଜ୍ୟପାଳ ଓ ଉପରାଜ୍ୟ-ପାଳ : ଗର୍ଭର୍ଣ୍ଣର ଓ ଲେଫଟିନାଣ୍ଟ ଗଭର୍ଣ୍ଣର୍ସ ମାନେ ରାଜ୍ୟପାଳ ଓ ଉପ ରାଜ୍ୟପାଳ ବି ନିଜ କାରରେ ରାଷ୍ଟ୍ରିୟ ଧ୍ୱଜ ଲଗାଇପାରିବେ , ଭାରତରେ ଯେଉଁ ରାଜ୍ୟରେ ରାଜ୍ୟପାଳ ଓ ଉପରାଜ୍ୟପାଳ ଅଛନ୍ତି , ଏହି ଅଧିକାରର ଉପଯୋଗ କରିପାରିବେ ,
୪) ମୁଖ୍ୟ ନ୍ୟାୟାଧିଶ : ସୁପ୍ରିମ କୋର୍ଟ ଓ ହାଇକୋର୍ଟ ମୁଖ୍ୟ ନ୍ୟାୟାଧିଶ ବି ନିଜ କାରରେ ତିରଙ୍ଗା ଲଗାଇପାରିବେ ।
୫) ଭାରତୀୟ ମିଶନ୍ ପ୍ରମୁଖ : ଯିଏ ବିଦେଶରେ ବାସିନ୍ଦା ଅଟନ୍ତି , ଭାରତୀୟ ମିଶନ୍ ଓ ପୋଷ୍ଟର ଅଧ୍ୟକ୍ଷ୍ୟ ହୋଇଥାନ୍ତି ସେମାନେ ନିଜ କାରରେ ରାଷ୍ଟ୍ରିୟ ଧ୍ୱଜ ଲଗାଇପାରିବେ ।
୬) ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ : ନିଜ କାରରେ ଭାରତୀୟ ରାଷ୍ଟ୍ରିୟ ଧ୍ୱଜ ଲଗାଇଲେ ଅଧିକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରି ସେମିତି ବଞ୍ଚିତ କିପରି ରହିବେ , ପିଏମ୍ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ରାଷ୍ଟ୍ରିୟ ଧ୍ୱଜକୁ ନିଜ ଗାଡିରେ ଉପଯୋଗ କରିପାରିବେ , ଏହା ଛଡା କିଛି ପଦ ବି ଆହୁରି ସାମିଲ୍ ଅଛି , ଯେପରି ଲୋକସଭା ଅଧ୍ୟକ୍ଷ୍ୟ କିମ୍ବା ଉପାଧ୍ୟକ୍ଷ, ରାଜ୍ୟସଭା ଉପାଧ୍ୟକ୍ଷ, ବିଧାନସଭା ଅଧ୍ୟକ୍ଷ୍ୟ ଓ ଉପାଧ୍ୟକ୍ଷ୍ୟ ବିଧାନ ପରିଷଦ ଅଧ୍ୟକ୍ଷ୍ୟ ଓ ଉପାଧ୍ୟକ୍ଷ୍ୟ ।