ସବୁ ଦିନ ସକାଳୁ ପିଅନ୍ତୁ କଳା ଲୁଣର ପାଣି , ଶରୀରରେ ହେବ ଏହି ୧୫ ଟି ଚମତ୍କାରୀ ପ୍ରଭାବ…
1 min readକଳା ଲୁଣ ଏକ ପ୍ରାକୃତିକ ଲୁଣ ଅଟେ ,ଯେଉଁଥିରେ ପ୍ରାୟ ୮୦ ଫାଇଦାଦାୟକ ମିନେରାଲ୍ସ ମିଳିଥାଏ , ଏଥିପାଇଁ ପୁରୁଣା ସମୟରେ ବହୁତ ଔଷଧୀ ବନାଇବାର ଏହାର ବ୍ୟବହାର ହୋଇଥାଏ , ହେଲଦି ରହିବାପାଇଁ ସକାଲୁ କଳା ଲୁଣର ପାଣି ପିଇପାରିବେ , ଏହି ଡ୍ରିଙ୍କ୍ ମୋଟାପା , ଇନଡାଇଜେସନ୍ ଓ ବହୁତ ଶାରରୀକ ଅକ୍ଷମତକୁ ବଞ୍ଚାଇବ ବ୍ଲାକ୍ ସଲଟ୍ ପାଉଡର୍ ଅନେକ ଫାଈଦା କାରାଣରୁ ଏହାକୁ Soul water ନାଁ ଦିଆଯାଈଛି । କିପରି ବନାଈବେ ବ୍ଲାକ୍ ସଲଟ୍ ପାଉଡର୍ ର ମିଶ୍ରଣ : ଗୋଟେ ଗିଲାସ ନଖ ଉଷୁମ ପାଣିରେ ଅଧା ଚାମଚ ଛୋଟ କଳା ଲୁଣ ମିଶାନ୍ତୁ । ଏହାକୁ ଖାଲିପେଟରେ ପିଅନ୍ତୁ , ଆମେ ଆପଣଙ୍କୁ କହୁଛୁ , ସବୁଦିନ ଏହାକୁ ପିଇଲେ କେତେ ଫାଇଦା ମିଳିପାରିବ
୧) ମଜବୁତ୍ ମାଂସପେଶୀ : କଳା ଲୁଣ ବଡିରେ ପୋଟାସିୟମ୍ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ , ଏହା ମାଂସପେଶୀକୁ ମଜବୁତ୍ କରିଥାଏ , ଓ ସବୁ ରୋଗରୁ ଦୁର ରଖିଥାଏ ।
୨) ଓଜନ କମିବ : କଳା ଲୁଣର ବଡିରୁ ଫ୍ୟାଟ୍ ଘଟାଇବାରେ ବହୁତ ସାହାଯ୍ୟ କରେ , ସବୁଦିନେ ଏହା ପିଇଲେ ମୋଟାପା ଦୂର ହୁଏ ।
୩) ଡାଇଜେସନ୍ ସୁଧାରିବ : କଳା ଲୁଣ ପେଟରେ ଥିବା ହାଇଡ୍ରୋ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପ୍ରୋଟିନ୍ ଡାଇଜେଷ୍ଟ କରିବାରେ ଆକ୍ଟିଭ୍ ରୁହେ । ଏଥିରେ ଡାଇଜେସନ୍ ସୁଧାରିଥାଏ ।
୪) ହେଲଦି ସ୍କିନ୍ : କଳା ଲୁଣର ମହଜୁତ୍ ସଲଫର୍ ଯେପରି ନ୍ୟୁ ଟେନ୍ ନ୍ୟୁ ଫ୍ରେଣ୍ତସ୍ ନ୍ୟୁଟ୍ରିଏନ୍ସ ଓ ଡ୍ରାଇ ସ୍କିନ୍ ପ୍ରୋବ୍ଲେମ୍ ଦୂର କରିଥାଏ , ପାଣିପିଇଲେ ସ୍କିନ୍ ହେଲଦି ହୋଇଯାଏ ଓ ଚମକ ଆସେ ।
୫) ମଜବୁତ୍ ହାଡ : କଳା ଲୁଣରେ ମହଜୁତ୍ ମିନେରାଲ୍ ହାଡଗୁଡିକ ମଜବୁତ୍ କରିଥାଏ ।
୬) ଗ୍ୟାସ୍ ଓ କବଜ୍ ପରି ସମସ୍ୟାରୁ କରେ ଦୁର : କଳା ଲୁଣରେ ମହଜୁଦ୍ ସୋଡିୟମ୍ କ୍ଲୋରାଇଡ୍ , ଆଇରନ୍ ଅକ୍ସସାଇଡ୍ , ପେଟରେ ହେଉଥିବା ଗ୍ୟାସ୍ ପ୍ରୋବ୍ଲେମ୍ ଦୁର କରିଥାଏ ଏହା ପାଣିରେ ପିଇବା କିମ୍ବା ଖାଇବା ପରେ ପେଟରୁ ଭରି ଲଗାଇବା ସମସ୍ୟା ଦୁର କରିଦିଏ ।
୭) ପେଟ ଫୁଲିବା ସମସ୍ୟା : କଳା ଲୁଣ ପାଣିପିଇଲେ ପେଟ ଫୁଲିବା ପରି ଅବସ୍ଥା ଓ ଖାଦ୍ୟ ଖାଇବା ପରେ ପେଟ ଭାରି ଲାଗିବା ପରି ପ୍ରୋବ୍ଲେମ୍ ଦୂର କରିଥାଏ ।
୮) ଆଖିରେ ରଶ୍ମୀ : ରେଗୁଲାର୍ କଳା ଲୁଣ ପାଣି ପିଇଲେ ଆଖିର ଦୃଷ୍ଟିଶକ୍ତି ମଜବୁତ୍ ହୁଏ ॥
୯) ଘନ ବାଳ : କଳା ଲୁଣରେ ମହଜୁଦ୍ ମିନେରାଲ୍ ବାଲର ଗ୍ରୋଥକୁ ସାହାଯ୍ୟକାରୀ ହୋଇଥାଏ ,ଏହାର ପାଣିପିଇଲେ ବାଲ ଝଡିବ ନାହିଁ । ରୁପି ଦୁର ହେବ ।
୧୦) ହେଲଦି ହୃଦୟ : କଳା ଲୁଣ କୋଲେଷ୍ଟ୍ରୋଲ୍ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରେ , ସବୁଦିନ ଏହାର ପାଣିପିଇଲେ ହୃଦରୋଗ ପରି ବ୍ୟାଧି ଦୁର ହୋଇଯାଏ ।
୧୧) ଡାଇବେଟିଜ୍ : କଳା ଲୁଣରେ ଇନସୁଲିନ୍ ଲେବୁଲ୍ କଣ୍ଟ୍ରୋଲ୍ କରେ , ଏଥିରେ ଡାଇବେଟିଜ୍ କଣ୍ଟ୍ରୋଲ୍ ରହିଥାଏ , ଡାଇବେଟିଜ୍ ଦୁର ହୁଏ ।
୧୨) ଭଲ ନିଦ : କଳା ଲୁଣରେ ମହଜୁଦ୍ ମିନେରାଲ୍ ବଡିରେ ଷ୍ଟ୍ରେସ୍ ଦୂର କରିବାରେ ହାରମୋନ୍ କଣ୍ଟ୍ରୋଲ୍ କରିଥାଏ , ଏଥିରେରାତିକୁ ଭଲ ନିଦ ଆସିବା ଆରମ୍ଭ ହୋଇଯାଏ ।
୧୩) ଗଳାରେ କର୍କସ : କଳା ଲୁଣ ପାଣିରେ ଗଳାରେ କର୍କସ ପଣ ଦୂର ହୋଇଯାଏ ,
୧୪) ରକ୍ତର ହୀନତା : କଳା ଲୁଣରେ ଭରପୁର୍ ଆଇରନ୍ ହୋଇଥାଏ । ତାହାର ପାଣିପିଇଲେ ରକ୍ତର ହୀନତା ଦୂର କରେ ।
୧୫) ରୋଗରୁ ରକ୍ଷା କରେ ; କଳା ଲୁଣରେ ବଡିରେ ଥିବା ହାନିକାରକ ବ୍ୟାକ୍ଟେରିଆ ଶେଷ କରେ , ଓ ଶାରରୀକ ସବୁ ଅସୁବିଧାକୁ ବି ଦୂର କରେ ।