October 17, 2024

Odia Express

Here, There and Everywhere

ଇଣ୍ତିଆ ଓ ଅଷ୍ଟ୍ରେଲିଆ ମ୍ୟାଚ : ମ୍ୟାଚରେ ହେଇଗଲା ୧୪ଟି ନୂଆ ରେକର୍ଡ , ରୋହିତ୍ ଶର୍ମା ଓ ବିରାଟ କୋହଲି କରିଦେଲେ ଏତେ ଗୁଡିଏ ରେକର୍ଡ..

1 min read

ଭାରତର ଟିମ୍ ନିଜ ଶାନଦାର୍ ପ୍ରଦର୍ଶନ ଦମ୍ ରେ ବାଙ୍ଗାଲୋରରେ ଖେଳାଯାଇଥିବା ତୃତୀୟ ଓ ଅନ୍ତିମ ୱାନ୍ ଡେ ର ମ୍ୟାଚରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍ ରେ ହରାଇଦେଇଛି , ଓ ୩ ଟି ମ୍ୟାଚର ଏହି ସିରିଜ୍ କୁ ୨-୧ ରେ ନିଜ ନାଁରେ କରିଦେଇଛି , ଏହି ତୃତୀୟ ୱାନ୍ ଡେ ସମୟରେ ଦୁହେଁ ଟୀମ୍ ବହୁତ ଭଲ ରେକର୍ଡ କରିଥିଲେ , ଆମେ ଆପଣଙ୍କୁ ନିଜ ଲେଖରେ ଆଜିର ମ୍ୟାଚରେ ହୋଇଥିବା ଶାନଦାର୍ ରେକର୍ଡସ୍ ବିଷୟରେ କହିବୁ ।

୧) ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ୫୨ ତମ ଜିତ୍ ଥିଲା , ଏହା ପୁର୍ବରୁ ଦୁହେଁ ଟିମ୍ ପ୍ରାୟ ୧୩୯ ଟି ମ୍ୟାଚ୍ ଖେଳା ହୋଇଥିଲା,  ଯେଉଁଥିରେ ଅଷ୍ଟ୍ରେଲିଆ ୭୮ ଟି ଜିତିଥିଲେ,  ଓ ଭାରତ ୫୧ ଟି ମ୍ୟାଚ୍ ଜିତିଥିଲେ , ସେମିତି ଦୁହେଁ ଟିମ୍ ମଧ୍ୟରେ ୧୦ ଟି ମ୍ୟାଚ ଟାଇ ରହିଥିଲା ।

୨) ଭାରତର ମାଟିରେ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ୨୯ ତମ ଜିତ୍ ଥିଲା , ଏହା ପୁର୍ବରୁ ଦୁହେଁ ଟିମ୍ ମଧ୍ୟରେ ଭାରତର ମାଟିରେ ୬୩ ଟି ମ୍ୟାଚ୍ ଖେଳାଆଯାଇଥିଲା,  ଯେଉଁଥିରେ ଅଷ୍ଟ୍ରେଲିଆ ୩୦ ଟି ମ୍ୟାଚ୍ ଜିତି ସାରିଛନ୍ତି , ସେମିତି ଭାରତ ୨୮ ଟି ମ୍ୟାଚ୍ ଜିତି ସାରିଛନ୍ତି , ଭାରତର ମାଟିରେ ଦୁହେଁ ଟିମ୍ ଙ୍କ ମଧ୍ୟରେ ୫ ଟି ମ୍ୟାଚ୍ ଟାଇ ରହିଥିଲା ।

୩) ଷ୍ଟିଭେନ୍ ସ୍ମିଥ୍ ଆଜି ନିଜ ୱାନ୍ ଡେ କ୍ରିକେଟ୍ କ୍ୟାରିୟରର ୪୦୦୦ ରନ୍ ପୁରା କରିନେଲେ ।

୪) ଷ୍ଟିଭେନ୍ ସ୍ମିଥ୍ ଆଜି ନିଜ ୱାନ୍ ଡେ କ୍ରିକେଟ୍ କ୍ୟାରିୟରର ୯ ତମ ଶତକ ଲଗାଇଥିଲେ , ସେମିତି ୨୪ ଟି ଅର୍ଦ୍ଧଶତକ ବି ୱାନ୍ ଡେ କ୍ରିକେଟ୍ କ୍ୟାରିୟରରେ ଲଗାଇସାରିଛନ୍ତି ,

୫) ୯୩ ଡେଭିଡ୍ ୱାର୍ନର୍ , ୧୦୨ ଡିନ୍ ଜୋନ୍ସ, ୧୦୫ ଆରୋନ୍ ଫିଞ୍ଚ, ୧୦୬ : ଜୋୟସ୍ ମାର୍ଶ୍ , ଷ୍ଟିଭ୍ ସ୍ମିଥ୍ ୧୧୦- ମ୍ୟାଥୁ ହେଡେନ୍ ।

୬) ଭାରତୀୟ କ୍ରିକେଟ୍ ଟିମ୍ ର ବୋଲର୍ ମହମ୍ମଦ ଶାମୀ ଆଜି ନିଜ ଲିଷ୍ଟର ଏକ କ୍ୟାରିୟରରେ ୨୦୦ ୱିକେଟ୍ ପୁରା କରିନେଲେ ।

୭) ରୋହିତ୍ ଶର୍ମା ଆଜି ୪ ରନ୍ ବନାଇକରି ନିଜ ୱାନ୍ ଡେ କ୍ରିକେଟ୍ କ୍ୟାରିୟରରେ ୯୦୦୦ ରନ୍ ପୁରା କରିନେଲେ , ସେମିତି ଭାରତର ୱାନ୍ ଡେ କ୍ରିକେଟ୍ ରେ ୯୦୦୦ ରନ୍ ବନାଇଥିବା ୭ମ ଖେଳାଳୀ ହୋଇଛନ୍ତି , ସେ ପୂର୍ବରୁ ଭାରତ ପାଇଁ ୱାନ୍ ଡେ କ୍ରିକେଟ୍ ରେ ୯୦୦୦ ରନ୍ ସଚିନ୍ ତେନ୍ଦୁଲକର୍ ,ମହମ୍ମଦ ଆଜାରୁଦ୍ଧିନ୍ ,ସୌରଭ ଗାଙ୍ଗୁଲି , ରାହୁଲ୍ ଦ୍ରାବିଡ୍ , ମହେନ୍ଦ୍ର ସିଂ ଧୋନୀ , ଓ ବିରାଟ କୋହଲି ବନାଇସାରିଛନ୍ତି ।

୮) ରୋହିତ୍ ଶର୍ମାଙ୍କୁ ୯୦୦୦ ରନ୍ କରିବାରେ ୨୧୭ ଟି ପାରି ଖେଳିବାକୁ ପଡିଛି , ତାଙ୍କର ଦ୍ରୁତ କେବଳ ବିରାଟ କୋହଲି ଓ ଏବି ଡେଭିଲିୟର୍ସ ୯୦୦୦ ରନ୍ କରିଛନ୍ତି , ଭାରତୀୟ ଅଧିନାୟକ ବିରାଟ ଯେଉଁଠି ୯୦୦୦ ରନ୍ ୱାନ୍ ଡେ ରେ କରିବାପାଇଁ ୧୯୪ ଟି ପାରି ଖେଳିଛନ୍ତି , ସେମିତି ଏବି ଡେଭିଲିୟର୍ସ ୨୧୫ ଟି ପାରି ଖେଳିଛନ୍ତି ।

୯) ରୋହିତ୍ ଶର୍ମା ଆଜି ନିଜ ୱାନ୍ ଡେ କ୍ୟାରିୟରର ୨୯ ତମ ଶତକ ଲଗାଇଲେ , ସେମିତି ୪୩ ଟି ଅର୍ଦ୍ଧଶତକ ବି ୱାନ୍ ଡେ ରେ ବନାଇସାରିଛନ୍ତି ।

୧୦) ବିରାଟ କୋହଲି ଆଜି ଜଣେ ଅଧିନାୟକ ୱାନ୍ ଡେ ରେ ୫୦୦୦ ରନ୍ ପୁରା କରିନେଲେ , ତାଙ୍କ ପୁର୍ବରୁ ଏହି କାରନାମା ରିକି ପଣ୍ଟିଙ୍ଗ୍ , ଏମ୍ ଏସ୍ ଧୋନୀ କରିଥିଲେ ,

୧୧) ୱାନ୍ ଡେ ସର୍ବାଧିକ ଅର୍ଦ୍ଧଶତକ : ସଚିନ୍ ତେନ୍ଦୁଲକର୍ , ୪୯ ଟି , ବିରାଟ କୋହଲି ୪୩ ଟି, ରିକି ପଣ୍ଟିଙ୍ଗ୍ ୩୦ ଟି , ରୋହିତ୍ ଶର୍ମା ୨୯ ଟି , ସନଥ୍ ଜୟସୁରିଆ ୨୮ ଟି କରିଛନ୍ତି ।

୧୨) ୨୯ ଟି ୱାନ୍ ଡେ ଶତକରେ ସବୁ ଠାରୁ କମ୍ ପାରି , ୧୮୫ ବିରାଟ କୋହଲି, ୨୧୭ ରୋହିତ୍ ଶର୍ମା, ୨୬୫ ସଚିନ୍ ତେନ୍ଦୁଲକର୍ , ୩୩୦ ରିକି ପଣ୍ଟିଙ୍ଗ୍ ।

୧୩) ୱାନ୍ ଡେ କେଉଁ ଟିମ୍ ବିପକ୍ଷରେ ସବୁଠାରୁ ଅଧିକା ଶତକ : ୯ ବିରାଟ କୋହଲି ବନାମ ୱେଷ୍ଟଇଣ୍ତିଜ୍ , ୯ ସଚିନ୍ ତେନ୍ଦୁଲକର ବନାମ ଅଷ୍ଟ୍ରେଲିଆ , ୮ ବିରାଟ କୋହଲି ବନାମ ଅଷ୍ଟ୍ରେଲିଆ, ୮ ବିରାଟ କୋହଲି ବନାମ ଶ୍ରୀଲଙ୍କା,  ୮- ସଚିନ୍ ତେନ୍ଦୁଲର୍  ବନାମ ଶ୍ରୀଲଙ୍କା,  ୮୦ ରୋହିତ୍ ଶର୍ମା ବନାମ ଅଷ୍ଟ୍ରେଲିଆ ।

୧୪) ବିରାଟ କୋହଲି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ଜଣେ ଅଧିନାୟକ ହିସାବରେ ୧୧୨୦୮ ରନ୍ କରିଛନ୍ତି , ସେ ଏମ୍ ଏସ୍ ଧୋନୀଙ୍କ ପଛରେ ପକାଇଛନ୍ତି , ଜଣେ ଅଧିନାୟକ ଭାରତ ପାଇଁ ଅଧିକା ଅନ୍ତରାଷ୍ଟ୍ରିୟ ରନ୍ କରିବାରେ ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *