November 20, 2024

Odia Express

Here, There and Everywhere

ଜବରଦସ୍ତ ମଜାଦାର ଜୋକ୍ସ – ଗୋଟେ ଝିଅ ବିବାହ ଏକ ପରିବା ବାଲା ସହ ହୋଇଗଲା , ବିବାହର ପ୍ରଥମ ରାତିକୁ ଅଚାନକ ତାର ସ୍ୱାମୀ ତା ଉପରେ…

1 min read

ଆମର ଜୀବନରେ ବହୁତ ସାରା ସମସ୍ୟା ହୋଇଥାଏ ଯାହାକି ଆମ ନିତ୍ୟଦିନରେ ସାମ୍ନା କରିବାକୁ ପଡିଥାଏ , ଏହି ଜୀବନ ରେ ଆମ ବିଷୟରେ ଭାବିବା ଯେପରି ଭୁଲିଯାଇଛେ , କେବେ ଘର ଷ୍ଟେସନ , ତେବେ ଅଫିସ୍ ,କେବେ ଛୁଆଙ୍କ ଚିନ୍ତା କେବେ କ୍ୟାରିୟର୍ ଏହି ପରି ସଂସାରରେ କିଛି ବି ଚିନ୍ତାମୁକ୍ତ ନାହିଁ । କେବେ କେବେ ଆମେ ଏତେ ଚିନ୍ତାରେ ଆସିଯାଉ କି ଧୀରେ ଧୀରେ ଆମେ ଡିପ୍ରେସନ୍ ଶିକାର ହୋଇଯାଉ , ଆମେ ଜାଣିପାରୁନା କି କଣ ହେଉଛି , କୁହାଯାଏ କି ଭଲ ସ୍ୱାସ୍ଥ୍ୟ ପାଇଁ ଚିନ୍ତାରେ ରହିବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ।

୧) ସ୍ତ୍ରୀ : ଯଦି ତୁମଙ୍କୁ ୪-୫ ଦିନ ଘରେ ଦେଖାଦେବି ନାହିଁ ତେବେ ତୁମକୁ କିପରି ଲାଗିବ ? ସ୍ୱାମୀ : ଖୁସି ହୋଇଗଲା ! କହିଲା ଭଲ ଲାଗିବ , ତାପରେ ସ୍ତ୍ରୀ ସୋମବାରକୁ ଦେଖାଦେଲା ନାହିଁ , ମଙ୍ଗଳବାରକୁ ବି ଦେଖାଗଲା ନାହିଁ ବୁଧବାରକୁ ଦେଖାଗଲା ନାହିଁ , ଗୁରୁବାରକୁ ବି ଦେଖାଗଲା ନାହିଁ । ଶୁକ୍ରବାରକୁ ଯେବେ ଆଖିର ଫୁଲିବା କମ୍ ହେଲା ତେବେ ଟିକିଏ ଟିକିଏ ଦେଖାଯିବାକୁ ଲାଗିଲା ।

୨) ଏକ ଶୁନ୍ ଶାନ୍ ରାସ୍ତାରେ ଏକ ପୁଅ ଓ ଝିଅ ଦେଖିକରି କହିଲେ ପୁଅ : ମୋର ସାଙ୍ଗରେ ଚାଲିବ , ଝିଅ : କେଉଁଠି , ପୁଅ : ଯେଉଁଠି ତୁମେ କହିବ , ଝିଅ : ଅଚ୍ଚା ତେବେ ପୋଲିସ୍ ଷ୍ଟେସନ ଯିବା । ପୁଅ : ଆରେ ମୁଁ କଣ ମୋର ଭଉଣୀ ସହ ମଜାକ୍ କରିପାରିବିନି ।

୩) ସ୍ତ୍ରୀ ବହୁତ ପ୍ରେମରେ ନିଜ ସ୍ତ୍ରୀର କାନ୍ଧରେ ହାତ ରଖି ପଚାରିଲା , କେମିତି ଲାଗୁଛି ଆଜି ମୁଁ । ସ୍ୱାମୀ : ଯେପରି ଭଗବାନ ଶଙ୍କର ଗଳାରେ ଗୋଡାଇହୋଇଛନ୍ତି ।

୪) ଆସୁଥିବା ଜେନେରେସନ୍ ରେ ମା ନିଜ ଛୁଆଙ୍କୁ କହିବେ , ତୋତେ ପାଳିବାକୁ ମୁଁ ୧୦-୧୦ ଘଣ୍ଟା ଅଫ୍ ଲାଇନ୍ ଥିଲି , ତେବେ ଯାଈକରି ତୁ ବଡ ହେଲୁ ।

୫) ଏକ ଚତୁର୍ଥ ଶ୍ରେଣୀର ପୁଅ ନିଜ ସପ୍ତମ ଶ୍ରେଣୀର ଝିଅକୁ ପ୍ରପୋଜ କଲା , ପୁଅ : ଆଇ ଲଭ୍ ୟୁ , ଝିଅ : ପାଗଳ ନିଜ ବୟସ ଦେଖ୍ , ପୁଅ : ମୁଁ ତୁମ ପ୍ରେମରେ ପାଗଳ ହୋଇଛି , ଝିଅ : ଏଠୁ ପଳା , ପୁଅ : ପ୍ଲିଜ୍ ଦିଦି ସେଟ୍ ହେଇଯାଅ ।

୬) ସେ ପୁଅ ଯିଏ ଝିଅଙ୍କୁ ବଡ ବଡ କଥା କହେ ମୁଁ ତୁମକୁ କେବେ ଭୁଲି ପାରିବି ନାହିଁ । ସେ ଦୋକାନକୁ ଯାଇକରି ଭୁଲିଯାଏ କି ମା ଡାଲି କଣ ମଗାଇଥିଲା ।

୭) ଛୁଆ ନିଜ ମା କୁ କହିଥାଏ  ମା ଆପଣ ତ କହୁଥିଲେ କି ପରି ଉଡିଥାଏ , ତାପରେ ନିଜ ପଡୋଶୀ ଆଣ୍ଟି କଣ ପାଇଁ ଉଡନ୍ତି ନାହିଁ । ମା : ସେଇ ମାଙ୍କେଡି ପରି କିଏ କହିଲା : ଛୁଆ : ବାପା  ମା : ତେବେ ଆଜି ଉଡିବ ତୋର୍ ବାପା ବି ଏକା ସାଙ୍ଗେ ଉଡିବେ ।

୮) ବିବାହ ପୁର୍ବରୁ ଏକ ପୁଅ ଗୋଟେ ଝିଅକୁ କଥା ଦେଇଥିଲା,  ମୁଁ ତୁମକୁ ଚାନ୍ଦ ତାରା ଆଣିଦେବି , ଝିଅ : ବିବାହ କରିନେଲା ଓ ତାର ଏକ ଛୁଆ ହେଲା , ନା ରଖିଦେଲା ତାରା ଚନ୍ଦ , ଏହାକୁ କହନ୍ତି ପ୍ରାଣ ଜାୟେ କିନ୍ତୁ ବଚ୍ଚନ ନା ଜାୟେ ।

୯) ଗୋଟେ ଝିଅକୁ ଏକ ପରିବାବାଲା ସହ ବିବାହ ହେଲା ବିବାହର ପ୍ରଥମ ରାତିରେ ଅଚାନକ ତାର ସ୍ୱମୀ ନିଜ ସ୍ତ୍ରୀ ଉପରେ ପାଣି ପକାଇଲା , ସ୍ତ୍ରି ଏହା କଣ କରୁଛ , ପରିବାବାଲା କହିଲା  ;ଆରେ ମୁଁ ତ ପରିବା ତାଜା କରୁଥିଲି ।

୧୦) ସ୍ତ୍ରୀ ଚିର୍କାର କରି କହିଲା , ଆଜି ସଂନ୍ଧ୍ୟାକୁ ଜଲଦି ଘରକୁ ଚାଲି ଆସିବ , ସ୍ୱାମୀ ; କଣ ପାଇଁ ଆଜି କଣ ଖାସ୍ ଅଛି , ସ୍ତ୍ରୀ ; ମୋ ବାପଘରୁ ସଂମ୍ପର୍କୀୟ ଆସିବେ । ସ୍ୱାମୀ : ମୋର ଦିମାଗରେ ବସ ନାହିଁ । ମୁଁ ବ୍ୟସ୍ତ ଅଛି କିଏ କିଏ ଆସୁଛନ୍ତି , ସ୍ତ୍ରୀ : ମୋର ଦୁଇ ଜଣ ଛୋଟ ଭଉଣୀ ଆସୁଛନ୍ତି , ସ୍ୱାମୀ : ଖୁସି ହୋଇକରି ଆରେ ଡାର୍ଲିଙ୍ଗ୍ ତୁମର ସଂମ୍ପର୍କୀୟ ମତଲବ ମୋର ସଂମ୍ପର୍କୀୟ ପକା ଟାଇମ୍ ରେ ଆସିବି ।

Leave a Reply

Your email address will not be published. Required fields are marked *