ଏହି ୫ ଜଣ ଖେଳାଳିଙ୍କୁ ଶସ୍ତାରେ କିଣିବାପାଇଁ କିଣିଥିବା ପୂର୍ବ ଦଳ କରିଲେ ରିଲିଜ୍ , ଓ ନିଲାମୀରେ ଅଲଗା ଟିମ୍ ମୋଟା ଅଙ୍କର ନିଲାମୀରେ କିଣିନେଲେ ସେମାନଙ୍କୁ – ଦେଖନ୍ତୁ କିଏ ସେ ମହାନ ଖେଳାଳି…
1 min readଆଇପିଏଲ୍ ମୁକାବଲା ଯେତେ ରୋମାଞ୍ଚକର ହୋଇଥାଏ , ଖେଳାଳୀଙ୍କ ନିଲାମୀ ବି ସେତେ ରୋଚକ ହୋଇଥାଏ, ସବୁ ନିଲାମୀରେ ବହୁତ ଖେଳାଳୀ ଙ୍କୁ ବଡ ଧନ ରାସି ମିଳେ , ଆଇପିଏଲ୍ ବହୁତଥର ଟିମ୍ ଖେଳାଳୀଙ୍କୁ ରିଲିଜ୍ କରିଥାଏ ,ଓ ସେହି ଖେଳାଳୀକୁ ନିଲାମୀର କମ୍ ରାଶି ଦେଇକରି କିଣିନେଇଥାଏ , ସବୁ ମଉକାରେ ଏମିତି ହୁଏ ନାହିଁ । ଅନ୍ୟ ଟିମ୍ ସେହି ଖେଳାଳୀକୁ ବଡ ଧନ ରାଶି ଦେଇକରି କିଣିନିଏ , ଆସନ୍ତୁ ଆପଣଙ୍କୁ ୫ ଟି ଏପରି ଖେଳାଳୀଙ୍କ ନାଁ କହିବୁ ,
୧) ଶିମରୋନ୍ ହେଟମାୟର୍ : ଆଇପିଏଲ୍ ୨୦୧୯ ର ନିଲାମୀରେ ଆରସିବି ଶିମରୋନ୍ ହେଟମାୟର୍ ଙ୍କୁ ୪,୨୦ କୋଟିରେ କିଣିଥିଲା, ଏହାପରେ ସେ ପ୍ରାରମ୍ଭିକ ମ୍ୟାଚ୍ ଖେଳିବାକୁ ମଉକା ଦେଲେ , କିନ୍ତୁ ବ୍ୟାଟିଙ୍ଗ୍ ଖାସ୍ ହେଲାନାହିଁ ।ଅନ୍ତିମ ମ୍ୟାଚରେ ଅର୍ଦ୍ଧଶତକ ବନାଇକରି ସେ ହାଇଦ୍ରାବାଦ ବିପକ୍ଷରେ ଟିମ୍ କୁ ଜିତ୍ ଦେଇଥିଲେ, ଓ ତାପରେ ଟିମ୍ ତାଙ୍କୁ ରିଲିଜ୍ କରିଦେଲେ , ୨୦୨୦ ନିଲାମୀ ପୂର୍ବରୁ ହେଟମ୍ୟାୟାର୍ ଶାନଦାର୍ ବ୍ୟାଟିଙ୍ଗ୍ କରି ଥିଲେ , ଓ ଆଶା ଥିଲା କି ଆରସିବି ଆଉଥରେ କିଣିପାରିବ , ନିଲାମୀରେ ହେଟମାୟାର୍ ବୋଲି ଲଗାଇବା ଉପରକୁ ଯାଉଥିଲା , ଓ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ ତାଙ୍କୁ ୭,୭୫ କୋଟିରେ କିଣିନେଲେ , ଓ ରିଲିଜ୍ ପରେ ଆରସିବିଙ୍କୁ ଘାଟାର ସଉଦା ହେଇଗଲା ।
୨) ଗ୍ଲେନ୍ ମ୍ୟାକ୍ସୱେଲ୍ : ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଆଇପିଏଲ୍ ୨୦୧୯ ରେ ନିଲାମୀରେ ୯ କୋଟିରେ କିଣିଥିଲେ , ତାଙ୍କ ପାଇଁ ସେଇ ସିଜିନ୍ କିଛି ଖାସ୍ ନଥିଲା , ଏହାପରେ ଟିମ୍ ତାଙ୍କୁ ରିଲିଜ୍ କରିଦେଲା , ବିଶ୍ୱକପ୍ ପ୍ରସ୍ତୁତି କରୁଥିବା ମ୍ୟାକ୍ସୱେଲ୍ ୨୦୧୯ ନିଲାମୀରେ ନିଜ ନାଁ ଫେରାଇନେଲେ , ଏହି ନିଲାମୀରେ ସେ ଆଉଥରେ ନିଜ ନାଁ ଦେଇଛନ୍ତି , ତାଙ୍କୁ କିଣିବାପାଇଁଂ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଆରମ୍ଭରୁ ନିଲାମୀ ଡାକିଥିଲେ, ଦିଲ୍ଲୀ କ୍ୟାପିଟାଲ୍ସ ପୁର୍ବରୁ ପଞ୍ଜାବ ଟିମ୍ ରେ ସେ ଥିଲେ, ଦିଲ୍ଲୀ ମ୍ୟାକ୍ସୱେଲଙ୍କୁ ୧୦,୭୫ କୋଟିରେ କିଣିଥିଲେ କିନ୍ତୁ ଶେଷରେ ପଞ୍ଜାବ ତାଙ୍କୁ ୧୦,୭୫ କୋଟି ଦେଇକିଣିନେଲେ , ଏଥିରେ ଦିଲ୍ଲୀ କ୍ୟାପିଟାଲ୍ୱର ଘାଟା ହେଲା ।
୩) ସୌରଭ ତିୱାରୀ ; ଆଇପିଏଲ୍ ୨୦୧୮ ରେ ମୁମ୍ବାଇ ଇଣ୍ତିଆନ୍ସ ଅଣ୍ତର୍ -୧୯ ବିଶ୍ୱକପ୍ ବିଜେତା ଟିମ୍ ରହିଥିବା ସୌରଭ ତିୱାରୀଙ୍କୁ ନିଜ ସହ ଯୋଡିଲେ , ସେହି ସମୟରେ ଅନକ୍ୟାଣ୍ତ ଖେଳାଳୀଙ୍କ ନିଲାମୀ ହେଉନଥିଲା, ୨୦୧୦ ରେ ସେ ମୁମ୍ବାଇ ପାଇଁ ଶାନଦାର୍ ବ୍ୟାଟିଙ୍ଗ୍ କରି ଥିଲେ କିନ୍ତୁ ଏହାପରେ ଫ୍ରାଞ୍ଚାଇଜି ତାଙ୍କୁ ରିଟେନ୍ କରିଦେଲେ , ସେହି ବର୍ଷ ତିୱାରୀଙ୍କୁ ଭାରତ ପାଇଂ ଡେବ୍ୟୁ କରିବାର ମଉକା ମିଳିଲା , ୨୦୧୧ ନିଲାମୀରେ ଫ୍ରାଞ୍ଚାଇଜି ତାଙ୍କୁ କିଣିବାକୁ ଚେଷ୍ଟା କଲେ , ତାଙ୍କର ଦାମ୍ ବହୁତ ଉପରକୁ ଚାଲିଗଲା , ମୁମ୍ବାଇ ଇଣ୍ତିଆନ୍ସ ତାଙ୍କୁ ୭,୩୬ କୋଟିରେ ନିଜ ଟିମ୍ ରେ ସାମିଲ୍ କରିଦେଲେ , ତାହାପରେ ୨୦୧୦ ଆଇପିଏଲ୍ ରେ ସେମିତି କିଛି ଖାସ୍ କାରନାମା କରିପାରିଲେ ନାହିଁ ।
୪) ଭାରତୀୟ ଟିମ୍ ର ସଲାମୀ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଆଇପିଏଲ୍ ୨୦୦୮ ରେ ନିଲାମୀ ଡେକାନ୍ ଚାର୍ଜସ୍ ୪,୮ କୋଟିରେ କିଣିଥିଲା , ରୋହିତ୍ ସେହି ସମୟରେ ଭାରତୀୟ ଟିମ୍ ରେ ନବାଗତ ଖେଳାଳୀ ଥିଲେ, ଟିମ୍ ପାଇଁ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା , ଓ ଚାର୍ଜସ୍ ୨୦୦୯ ରେ ଆଇପିଏଲ୍ ବିଜେତା ବି ହୋଇଥିଲେ , କିନ୍ତୁ ଟିମ୍ ୨୦୧୧ ରେ ନିଲାମୀ ପୁର୍ବରୁ ରିଲିଜ୍ କରିଦେଲେ। ଏହି ନିଲାମୀରେ ମୁମ୍ବାଇ ଇଣ୍ତିଆନ୍ ତାଙ୍କୁ ୯,୨୦ କୋଟିରେ କିଣିଲେ, ଡେକାନ୍ ଚାର୍ଜସ୍ ତାଙ୍କୁ କିଣିବାକୁ ଚେଷ୍ଟା କଲେ କିନ୍ତୁ ସଫଳ ହେଲେ ନାହିଁ । ମୁମ୍ବାଇ ତାଙ୍କୁ ୨୦୧୩ ରେ ଟିମ୍ ଅଧିନାୟକ କରିଲେ, ଓ ତାଙ୍କ ଅଧିନାୟକତ୍ୱରେ ୨୦୧୩,୨୦୧୫,୨୦୧୭ ଓ ୨୦୧୯ ଆଇପିଏଲ୍ ରେ ନିଜ ନାଁ ରଖିଲେ,
୫) ଯୁବରାଜ ସିଂ : ଭାରତୀୟ ଟିମ୍ ପୂର୍ବ ଦିଗଜ୍ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ଆଇପିଏଲ୍ ରେ ବହୁତ ଟିମ୍ ରେ ଥିଲେ , ଆଇପିଏଲ୍ ୨୦୧୪ ର ନିଲାମୀରେ ଆରସିବି ତାଙ୍କୁ ୧୪ କୋଟିରେ କିଣିଥିଲେ , ସେହି ସିଜିନ୍ ରେ ଯୁବିଙ୍କୁ ପ୍ରଦର୍ଶନ ଭଲ ରହିଲା ନାହିଁ , ସେ ଆଇପିଏଲ୍ ୨୦୧୫ ରେ ଭଲ ପ୍ରଦର୍ଶନ କଲେ, ତାଙ୍କୁ କିଣିବାପାଇଁ ଆରସିବି ନିଲାମୀ ଡକାଇଲେ , କିନ୍ତୁ ଟିମ୍ ରେ ଯାଉଥିବା ଦେଖି ଦିଲ୍ଲୀ ଡେୟାର ଡେଭିଲ୍ସ ନିଲାମୀ ବଢାଇଦେଲେ , ଆରସିବି ୧୫,୫ କୋଟି ନିଲାମୀ ଡକାଇଲେ , ଅନ୍ତିମରେ ଦିଲ୍ଲୀ ତାଙ୍କୁ ୧୬କୋଟିରେ କିଣିଲେ , କିନ୍ତୁ ଯୁବି ଆଜି ବି ନିଲାମୀରେ ବିକ୍ରି ହେଉଥିବା ଆଇପିଏଲ୍ ସିଜିନ୍ ରେ ସବୁଠାରୁ ଅଧିକା ମହଙ୍ଗା ଖେଳାଳୀରୁ ଜଣାଯାଆନ୍ତି ।