ବୁଦ୍ଧି ପରୀକ୍ଷା – ଫଟୋରେ ପ୍ରମାଣ ଖୋଜିକରି କୁହନ୍ତୁ ଏହା ମର୍ଡର୍ ହେଇଛି କି ଆତ୍ମହତ୍ୟା ? ୯୯ ପ୍ରତିଶତ ଲୋକ ଜବାବ ଦେବାରେ ଫେଲ ହେଇଯିବେ – ଦେଖନ୍ତୁ ସଠିକ ଉତ୍ତର…
ଆପଣମାନେ ଫିଲ୍ମରେ ଅଧିକାଂଶ ଜାସୁସିର ବହୁତ ସାରା କାହାଣୀ ଦେଖିଥିବେ । ଏହି ଜାସୁସ୍ ର କାମ ହୋଇଥାଏ କି କେଉଁ ମର୍ଡରର ରହସ୍ୟରୁ ପର୍ଦା ଉଠାଇବା , ଓ ସତ ଲୋକଙ୍କ ସାମ୍ନାରେ ଆଣିବା । ଏହି ଜାସୁସ୍ ବାଲା ଫିଲ୍ମରେ ଦେଖିଛେ ଆମେ , ନିଜ ଦିମାଗକୁ ଚଲାନ୍ତି , ଓ ନିଜ ପାଖରେ ଥିବା ସାଙ୍ଗକୁ କହନ୍ତି ଭାଇ କାଲି ସେଇ କଳା କୋର୍ଟ ବାଲା ବ୍ୟକ୍ତି ହିଁ କରିଥିବ ହତ୍ୟା ଦେଖିବୁ । ବହୁତ ଥର ଆମର ଅନ୍ଦାଜା ସଠିକ୍ ହୋଇଥାଏ , ତେବେ କିଛି ମାମଲାରେ ଅସଲ ହତ୍ୟାକାରୀବିଷୟରେ ଜାଣିଲେ ନିଜେ ଚକିତ ହୋଇଯାଉ ଆଜି ଆମେ ଏକ ଫଟୋ ଦେଖାଇବୁ । ଯାହାକୁ ଧ୍ୟାନରେ ଦେଖିବେ । ଓ ଏହାର ପ୍ରମାଣ ଖୋଜିବାକୁ ଚେଷ୍ଟା କରିବେ ।
ପ୍ରମାଣର ଆଧାରରେ ଅନ୍ତରେ ଏହାକୁ ନିର୍ଣ୍ଣୟ ନେବାକୁ ହେବ କି କିଏ ହତ୍ୟାକାରି , ଆସନ୍ତୁ ବୁଝିବା । ଉପରେ ଦେଖାଯାଉଥିବା ଏକ ଫଟୋରେ ଏକ ମରିଯାଇଥିବା ବ୍ୟକ୍ତି ଏକ ଚେୟାର୍ ରେ ବସିଛି , ଏହି ବ୍ୟକ୍ତିର ରୁମ୍ କୁ ଭଲରେ ଦେଖିବେ ଓ ଏହାର ପ୍ରମାଣ ଏକାଠି କରିବେ । କିଚି ବ୍ୟସ୍ତତା ନାହିଁ , ଆରାମରେ ବୁଝିବିଚାରି ଫଇସଲା କରିବେ , ଆମେ ଆପଣଙ୍କୁ କହିଦେବୁ କି ଏହାକୁ ପ୍ରମାଣିତ କରିବାପାଇଁ ୯୯ ପ୍ରତିଶତ ଲୋକେ ଫେଲ୍ ହୋଇଛନ୍ତି ।
କଣ ଆପଣ ଭଲ ସେ ଫଟୋ ଦେଖି ବୁଝିପାରିଲେଣି ତେବେ ଆସନ୍ତୁ ଜାଣିବା ସଠିକ୍ କଣ ଭୁଲ୍ କେଉଁଟା ।
୧) ମଦର ଭଙ୍ଗା ବୋତଲ ଦେଖିଲେ ଏହା ଲାଗୁଛି କି ଏହା କବାଟରେ ରାଗରେ ଫିଙ୍ଗା ହୋଇଛି , ମତଲବ ମରିଯାଇଥିବା ଲୋକ ନିଶାରେ ଥିଲା ।
୨) ପଡିଯାଇଥିବା ଚେୟାର୍ ଓ ଅନ୍ୟ ଏପଟସେପଟ ପଡିଥିବା ସାମାନ୍ ଦେଖିଲେ ଲାଗୁଛି କି ମରିଯାଈଥିବା ବ୍ୟକ୍ତି ବହୁତ ରାଗରେ ଥିଲା , ଓ ସେ ରାଗରେ ଜିନିଷ ଏପଟ ସେପଟ ପକାଇଛି ।
୩) ଝରକାରେ କିଏ ଦୌଡି ପଳାଉଥିବାର ଦେଖାଯାଉଛି ଯାହାକୁ ଦେଖିଲେ ଆପଣ ଭାବିବେ କି ଏହି ବ୍ୟକ୍ତି ହତ୍ୟା କରିଛି , କିନ୍ତୁ ଆପଣ ଭଲ ସେ ଦେଖିବେ ସେହି ପାଦ ଚିହ୍ନ ଅଛି ଯାହା ଝରକା ବାହାରକୁ ଯାଉନି , ବରଂ ବାହାରେ ଥିବା ଗଛର ତରଫକୁ ଯାଉଛି , ଗଛକୁ ଧ୍ୟାନରେ ଦେଖିଲେ ଲାଗୁଛି କି ସେ ଝରକାବାଲା ଲୋକେ ସେହି ଗଛ ତଳେ ପରିଶ୍ରା କରୁଥିଲା, ଓ ଦୌଡି ପଳାଇଛି , ମତଲବ ସେହି ବ୍ୟକ୍ତି ହତ୍ୟାକାରୀ ନୁହେଁ ।
୪) ଟେବୁଲ୍ ଆଗ ପଛରେ ରକ୍ତର ଛିଟା ପଡିଛି , ତଳେ ପଡିଥିବା ବନ୍ଧୁକକୁ ଦେଖିଲେ ଲାଗୁଛି କି ସେ ତାର ସିଧାହାତରୁ ତଳକୁ ପକାଇଛି , ମତଲବ ସେ ଆଗକୁ ନଇଂ ନିଜ ମୁହଁରୁ ବନ୍ଧୁକରୁ ଗୁଳି ଚଳାଇଚି , ଯାହାର କାରଣରୁ ରକ୍ତର ଛିଟା ତଳେ ଏପଟ ସେପଟ ପଡିଛି , କାନ୍ଥର୍ ଲାଗିଥିବା ଚାର୍ଟ ଏହି କଥାର ସଙ୍କେତ ଦେଉଛି କି ବ୍ୟକ୍ତି କମ୍ପାନୀରୁ ବାହାରିଯାଇଛି ଯାହାର କାରଣରୁ ଉଦାସ ହୋଇଛି , ଓ ମଦ ପିଇ ଭଙ୍ଗାରୁଜା କରିଛି ,
ଏବେ ବି ଜାଣିପାରିଲେନି ନା ଆସନ୍ତୁ ଜଣାଇବୁ ଏହାର ସଠିକ୍ ଉତ୍ତର :
ଉପରୁ ସଂଗୃହୀତ ସବୁ ତଥ୍ୟର ଆଧାରରେ ଆମେ ଏହା ଉତ୍ତର ବାହାର କରିପାରିଲୁ କି ଫଟୋରେ ମରିଥିବା ଲୋକ ଆତ୍ମହତ୍ୟା କରିଛି ।