November 21, 2024

Odia Express

Here, There and Everywhere

ଘରରେ ସୁଖ ଶାନ୍ତି ଓ ପଇସା ପାଇଂ ବାସ୍ତୁ ଅନୁସାରେ ପାଳନ୍ତୁ ଏହି ପଶୁ…

ବହୁତ ଲୋକଙ୍କୁ ଘରେ ପାଳିତ ପଶୁ ପକ୍ଷୀ ରଖିବାର ସଉକ ଥାଏ । ଯେପରି କୁକୁର, ବିଲେଇ , ଶୁଆ, ଆଦି କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ପଶୁପକ୍ଷୀମାନେ ଆମର ଘରେ ପଜେଟିଭ୍ ଏନର୍ଜି ଓ ନେଗେଟିଭ୍ ଏନର୍ଜୀ କାରଣରୁ ବି ହୋଇପାରନ୍ତି । କହିଦେବୁ କି କିଛି ପଶୁଙ୍କର ଘରେ ରଖିଲେ ଆପଣଙ୍କୁ ଆର୍ଥିକ ଅସୁବିଧା , ମାନସିକ ଚିନ୍ତା , ଓ ସ୍ୱାସ୍ଥ୍ୟ ସଂବନ୍ଧି ସମସ୍ୟାରସାମ୍ନା କରିବାକୁ ପଡିପାରେ,  କିଛି ପଶୁଙ୍କୁ ଘରେରଖିଲେ ନା କେବଳ ଘରେ ସୁଖ ସମୃଦ୍ଧି ଆସେ ବରଂ ପଜେଟିବ୍ ଏନର୍ଜୀ ଆସିଯାଏ । ତେବେ ଆସନ୍ତୁ ଆମେ ଏହି ଲେଖ ମାଧ୍ୟମରେ ବାସ୍ତୁର ହିସାବରେ ଘରେ କେଉଁ କେଉଁ ପଶୁ ପକ୍ଷୀ ରଖିଲେ ଘରେ ସକରାତ୍ମକ ଉର୍ଜା ଆସେ ତାହା ଜାଣିବା ।

ଶୁଆ : ବାସ୍ତୁ ଅନୁସାରେ ଘରେ ଶୁଆ ପାଳିବା ଶୁଭ ମାନାଯାଏ , ଶୁଆ ଆପଣଙ୍କ ଘରେ ଆସୁଥିବା ସବୁ ଅସୁବିଧା ପୂର୍ବରୁ ଦୂର କରିଦିଏ । ଏହା ଛଡା ଘରେ ଶୁଆ ରଖିଲେ ଘରର ସଦସ୍ୟଙ୍କ ଏକତା ବନି ରହିଥାଏ ।

ଗୋଲଡ ଫିସ୍ : ଘରେ ଗୋଲଡ୍ ଫିସ୍ ରଖିଲେ ଘରେ ଶାନ୍ତି ରହିଥାଏ , ଏହା ଛଡ ଏହା ଘରର ସଦସ୍ୟଙ୍କୁ ରୋଗରୁ ମୁକ୍ତି ଦେଇଥାଏ ।

କୁକୁର : ଅଧିକାଂଶ ଲୋକ ନିଜ ଘରେ କୁକୁର ପାଳିଥାନ୍ତି , ହିନ୍ଦୁ ଧର୍ମ ଅନୁସାରେ ଏହାଙ୍କୁ ଭୈରବଙ୍କ ସେବନ ବୋଲି ମାନାଯାଏ , କହିଦେବୁ କି ଯଦି ଆପଣଙ୍କ ଘରେ କୁକୁର ପାଳିଛନ୍ତି ତେବେ ଏହାକୁ ସବୁଦିନ ଭୋଜନ ଦେଉଛନ୍ତି ତେବେ ଆପଣଙ୍କ ଘରେ ଧନ ଦୌଲତ ଓ ସୁଖ ସମୃଦ୍ଧି ପ୍ରାପ୍ତି ହେବ ।

ବେଙ୍ଗ ; ଯଦି ଆପଣଙ୍କ ଘରେ କେଉଁ ରୋଗରୁ ଦୁରେଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ବେଙ୍ଗ ରୁପରେ ପିତ୍ତଳ ବେଙ୍ଗ ପାଳିପାରିବେ , ସେମିତି କାମକୁ ଯିବା ପୂର୍ବରୁ ବେଙ୍ଗ ଦେଖିବା ବହୁତ ଲାଭଦାୟକ ହୋଇଥାଏ । ।

କଇଁଛ : ବାସ୍ତ୍ରୁ ଅନୁସାରେ ଘରେ କଇଁଛ ରଖିବା ବହୁତ ଶୁଭ ହୋଇଥାଏ , କାରଣ ଏଥିରେ ଲକ୍ଷ୍ମୀଙ୍କର ପ୍ରତିନିଧି ମାନାଯାଏ , ଯେଉଁ ଘରେ ପଇସାର ଅସୁବିଧା ରହିଥାଏ , ସେହିଘରେ ଜୀବିତ କଇଁଛ ପାଳିବାକୁ ଚାହୁଁନାହାନ୍ତି , ତେବେ ତମ୍ବାର୍ ଏକ କଇଁଛ ରଖିପାରିବେ । ଏହା ଭୈରବଙ୍କ କୃପା ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *