October 31, 2024

Odia Express

Here, There and Everywhere

ଫିଲ୍ମ “ଦୁଧ୍ କା କର୍ଜ” ରେ ଜ୍ୟାକି ଶର୍ଫଙ୍କ ମା ହୋଇଥିଲେ, ଆଜି ତାଙ୍କର ଲୁକ୍ ଦେଖିକରି କାହାକୁ ବି ଝଟକା ଲାଗିପାରେ…

ଫିଲ୍ମ ଜଗତରେ ବହୁତ ଅଭିନେତ୍ରୀମାନେ ଆସିଲେ ଓ ଚାଲିଗଲେ କିନ୍ତୁ କିଛି ଅଭିନେତ୍ରୀ ଥିଲେ ଯାହାଙ୍କ ଦମଦାର୍ ଅଭିନୟ ବଳରେ ଆଜି ବି ତାଙ୍କୁ ମନେ ପକାଯାଏ , ଆଜି ଆମେ ତାଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ , ଯିଏକି ମାଙ୍କ ରୁପରେ ନିଜର ପରିଚୟ ଆରମ୍ଭ କରିଥିଲେ , ଓ ସେ ନିଜର ଅଭିନୟ ଦ୍ୱାରା ଏତେ ଲୋକପ୍ରିୟ ହୋଇଗଲେ କି ସେ ଅଭିନେତ୍ରୀ ଏକ ମମତା ମା ରୁପରେ ମନେ ପଡନ୍ତି ।ଯଦି ଆପଣ ଫିଲ୍ମ ଦେଖିବାରେ ସଉକ ରଖନ୍ତି ତେବେ ବଲିଉଡ୍ ର ପୁରୁଣା ଜମାନାର ସୁପରହିଟ୍ ଫିଲ୍ମ ଦୁଧ୍ କା କର୍ଜ ମନେ ଥିବ , ହଁ ଆଜ୍ଞା ସେହି ଫିଲ୍ମରେ କଥା କହିଲେ ଯେଉଁଥିରେ ଜ୍ୟାକି ଶ୍ରଫ୍ ହିରୋ ରୁପରେ ନଜର ଆସିଥିଲେ , ଓ ସେହି ଫିଲ୍ମରେ ଅରୁଣା ଇରାନୀ ଜ୍ୟାକିଙ୍କ ମା ଭୁମିକାରେ ନଜର ଆସିଥିଲେ , ଓ ଏହି ଫିଲ୍ମ ଲୋକପ୍ରିୟତା ପାଇଥିଲା ।

ଆପଣଙ୍କୁ ଜଣେଇଦେବୁ କି ଫିଲ୍ମ ସନ୍ ୧୯୯୦ ର ସମୟରେ ରିଲିଜ୍ ହୋଇଥିଲା , ଏହି ଫିଲ୍ମରେ ଡାଇରେକ୍ଟର ଅଶୋକ ଗାୟକୱାଡ୍ ଓ ନିର୍ମାତା ସଲିମ୍ ଅଖତର୍ ଥିଲେ , ଯଦି ଏହି ଫିଲ୍ମରେ ଲିଡ୍ ରୋଲ୍ କଥା କହିଲେ ଅଭିନେତା ଜ୍ୟାକି ଶ୍ରଫ୍ ଥିଲେ,  ଅଭିନେତ୍ରୀ ନିଲମ୍ କଠୋରୀ ଥିଲେ , ସୁଚନା ପାଇଁ ଜଣେଇଦେବୁ କି ଅମରେଶ ପୁରୀ ନିଲମ କଠୋରୀଙ୍କ ବାପା ରୋଲ୍ ନିଭାଇଥିଲେ,  ମହମ୍ମଦ ଅଜିଜ୍ ଅନୁରାଧା ପଡୁୱାଲ୍ , ଶବିର କୁମାର ପରି ମହାନ୍ ଗାୟକ ମାନେ ଏହି ଫିଲ୍ମରେ କଣ୍ଠ ଦେଇଥିଲେ , କିନ୍ତୁ ଆପଣଙ୍କୁ କହିଦେବୁ କି ୯୦ ଦଶକରେ ମା ରୋଲ୍ ନିଭାଇଥିବା ଅଭିନେତ୍ରୀ ଆଜି ଏତେ ବଦଳି ସାରିଛନ୍ତି କି ବୋଧେ ଆପଣ ତାଙ୍କୁ ଚିହ୍ନି ବି ପାରିବେନି , ସେ ନିଜ କ୍ୟାରିୟରରେ ୩୦୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ଓ ସବୁଠାରୁ ଅଧିକା ଧ୍ୟାନ ଦେବା ବାଲା କଥା ଏହା କି ସେ ବଲିଉଡ୍ ରେ ୪୫ ବର୍ଷ ହେଲା ଥିଲେ,  ଯାହାକି ଏକ ସୁବର୍ଣ୍ଣ ସମୟ ବୋଲି କହିପାରିବା ।

ସେମିତି ସେ ବଲିଊଡ୍ ରେ ବହୁତ ନାଁ କମାଇଥିଲେ,  ଓ ଏବେ ଛୋଟ ପର୍ଦାରେ ନଜର ଆସୁଛନ୍ତି , ସେ ୨୦୦୧ ରୁ ନେଇକରି ୨୦୦୫ ପର୍ଯ୍ୟନ୍ତ ସିରିଆଲ୍ ରେ କାମ କରିଥିଲେ , ସେ ଦେଶ୍ ମେଁ ନିକଲା ହୋଗା ଚାନ୍ଦ୍ ରେ ନଜର ଆସିଥିଲେ,  ଓ ଏତିକି ନୁହେଁ ଟିଭି ଜଗତରେ ସେ ୨୦ ରୁ ଅଧିକା ଟିଭି ସିରିଆଲ୍ ରେ ନିଜର ଶାନଦାର୍ ଅଭିନୟ କରିଛନ୍ତି ,

ଏବେ ତାଙ୍କର ସୌଭାଗ୍ୟ ଲକ୍ଷ୍ମୀ ଧାରାବାହିକ ନଜର ଆସୁଛି   ଅରୁଣା ମହମୁଦ୍ ଙ୍କୁ ୧୯୭୨ ରେ ବମ୍ବେ ଟୁ ଗୋଆ ରେ ଜଣେ ନାୟିକା ରୋଲ୍ ନିଭାଇଥିଲେ, ଯେଉଁଥିରେ ନାୟକ ଅମିତାଭ ବଚ୍ଚନ ବି ଥିଲେ , ବମ୍ବେ ଟୁ ଗୋଆ ହିଟ୍ ଥିଲା,  କମେଡି କିଙ୍ଗ୍ ମହମୁଦ୍ ଙ୍କ ସହ ଯୋଡି ଓଲାଦ୍ , ହମଜୋଲି, ନୟା ଜମାନା ପରି ଫିଲ୍ମରେ ବହୁତ ଲୋକପ୍ରିୟତା ପାଇଥିଲା,  ଅରୁନା ଇରାନୀ ମହମୁଦ୍ ଙ୍କ ସହ ଭଲ ସଂବନ୍ଧ ଥିଲା , କିନ୍ତୁ ପ୍ରେମଠାରୁ ଅଲଗା ଥିଲା ।

Leave a Reply

Your email address will not be published. Required fields are marked *