December 26, 2024

Odia Express

Here, There and Everywhere

ଲକ୍ଷେ ରୁ ଏହି ଗୋଟିଏ ରାଶି ଦୁର୍ଲ୍ଲଭ ଅଟେ ,ଯାହା ପୁରା ଦୁନିଆଁକୁ ମୁଠିରେ ରଖିବାରେ ରଖିଥାଏ ଶକ୍ତି – ଜାଣନ୍ତୁ କେଉଁ ରାଶି…

ଜ୍ୟୋତିଷ୍ୟ ଶାସ୍ତ୍ରର କଥା କହିଲେ ସମୁଦାୟ ୧୨ ଟି ରାଶିଗୁଡିକର ଅଲଗା ଅଲଗା ପ୍ରବୃତି ହୋଇଥାଏ , ଓ ସବୁ ରାଶିରେ ନିଜ ଗୁଣ ଓ ଅବଗୁଣ ହୋଇଥାଏ , ଏହି ଅଲଗା ଅଲଗା ଖାସିୟତ୍ କାରଣରୁ ଲୋକେ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ପ୍ରବୃତିର ହୋଇଥାନ୍ତି , ଏହି ୧୨ ଟି ରାଶିରୁକେବଳ ତିନୋଟି ରାଶି ଯାହା ଦୁନିଆଁରେ ପ୍ରଭାବୀ ବୋଲି ଜଣାଯାଆନ୍ତି , ଏମାନଙ୍କ ମଧ୍ୟରେ ଏକ ଅଲଗା ପ୍ରତିଭା ହୋଇଥାଏ , ଯାହା ସବୁ ଆଡେ ଅଲଗା କହିଥାଏ , ଏହି ରାଶିଗୁଡିକ ଅନ୍ତର୍ଗତ ଆସୁଥିବା ଲୋକ ନିଜ ସବୁ କାମରେ ବହୁତ ଭଲ ଓ ବୁଝାମଣା ଦ୍ୱାରା ପୁରା କରିଥାନ୍ତି , ଓ ଏହାର ସବୁଠାରୁ ବଡ ଶକ୍ତି ହୋଇଥାଏ ଏମାନଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସ ଯାହା ତାହାକୁ କେବେ ହାର୍ ମାନିବାକୁ ଦିଏ ନାହିଁ , ତେବେ ଆସନ୍ତୁ ଜାଣିବା କେଉଁ ଭାଗ୍ୟଶାଳୀ ରାଶି ।

୧) ମେଷ ରାଶି : ମେଷ ରାଶି ବାଲାଙ୍କ ବ୍ୟକ୍ତି ଉର୍ଜାରେ ଭରପୁର୍ ହୋଇଥାନ୍ତି । ଓ ଏମାନେ କାହାକୁ ଡରନ୍ତି ନାହିଁ , ଏହି ରାଶିର ବ୍ୟକ୍ତି ସବୁ କାମରେ ଆଗରେ ରୁହନ୍ତି , ଏମାନଙ୍କ ଏହି ଖାସିୟତ ଯେବେ ଦେଖାଯାଏ ତେବେ ସେମାନେ କେଉଁ ବିପଦରେ ଥାନ୍ତି , ଓ ଏହା ବିପତ୍ତିରୁ ସବୁଠାରୁ ଅଧିକା ପ୍ରଭାବଶାଳୀ ଭାବେ ବାହାରକୁ ବାହାରନ୍ତି , ଏହି ରାଶିର ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି , କିମ୍ବା ସ୍ମାର୍ଟ ୱାର୍କ ରୁ ଅଧିକା ପରିଶ୍ରମ କରିବାର ବିଶ୍ୱାସ ରଖନ୍ତି , ନିଜ ଜୀବନରେ ପରିଶ୍ରମ କରି , ଆଗକୁ ବଢିଥାନ୍ତି , ଏମାନଙ୍କୁ ଜଣାଥାଏ କି ଜୀବନରେ କିଛି ଜୀନିଷ ସହଜରେ ମିଳିବ ନାହିଁ  ଏଥିପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି , ଓ ନିଜ୍ କାମକୁ ୧୦୦ ପ୍ରତିଶତ ଦେଇଥାନ୍ତି , ଏହି ରାଶିର ବ୍ୟକ୍ତି କେଉଂ କାମକୁ ଛୋଟ ଭାବନ୍ତି ନାହିଁ । ଏମାନଙ୍କର ସର୍ବଗୁଣ ସକାଶେ ସେମାନେ ସବୁ ରାଶି ଅପେକ୍ଷା ଆଗରେ ରୁହନ୍ତି ।

୨) ବିଛା ରାଶି : ବିଛା ରାଶିର ବ୍ୟକ୍ତି ମାନେ ବହୁତ ହିଁ ପରିଶ୍ରମୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ସ୍ୱାମୀ ହୋଇଥାନ୍ତି , ଏହି ରାଶିର ଲୋକେ ଇମାନଦାରୀ ଏମାନଙ୍କ ପ୍ରମୁଖତା ହୋଇଥାଏ , ଏହି ରାଶିର ଲୋକେ ବହୁତ ଚାଲାକ୍ ଓ ଖୋଲା ବିଚାରର ହୋଇଥାନ୍ତି , ନିଜକୁ ଆଗକୁ ବଢିକରି ଲୋକଙ୍କୁ ସାହାଯ୍ୟ କରନ୍ତି , ଏହି ଲୋକଙ୍କର ଖାସିୟତ ଏହା କି ସେମାନେ ଅଲଗା ପରିସ୍ଥିତିରେ ନିଜକୁ ସେହି ପରିସ୍ଥିତିରେ ଦେଖିବା ପସନ୍ଦ କରନ୍ତି , କିପରି ଅନୁଭବ କରୁଛନ୍ତି , ଏହି ରାଶିର ଲୋକେ ଦୟାଳୂ , ଶାନ୍ତିପ୍ରେମୀ , ଓ ଆଦର୍ଶ ବାଦୀ ହୋଇଥାନ୍ତି , ଏହି ଲୋକ ପ୍ରଥାକୁ , ଓ ସୁରକ୍ଷାକୁ ମହତ୍ତ୍ୱ ଦେଇଥାନ୍ତି , ଅନ୍ୟ ମାନଙ୍କ ଭାବନାକୁ ବୁଝିବା ଓ ତାଙ୍କୁ ସାହାଯ୍ୟ କରିବା ଏମାନଙ୍କର ପ୍ରବୃତ୍ତି ହୋଇଥାଏ , ଯାହା ଅନ୍ୟମାନଙ୍କ ଆଗରେ ଭିନ୍ନ ହୋଇଥାଏ ।

୩) ସିଂହ ରାଶି : ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ବହୁତ ବଡ ଖାସ୍ କଥା ଏହା କି ଏମାନଙ୍କର ବ୍ୟକ୍ତିତ୍ୱ ହୋଇଥାଏ କି ବହୁତ ଅଲଗା , ଏହି ରାଶିର ଲୋକେ କେବେ ବି କେଉଁ ଭାବନାକୁ ବହିଯାଇ କିଛି ଫଇସଲା ନିଅନ୍ତି ନାହିଁ , ଏମାନଙ୍କ ଇଚ୍ଛା ବହୁତ ହି ମଜବୁତ୍ ହୋଇଥାଏ , ଯଦି ସିଂହ ରାଶି ବାଲା ବ୍ୟକ୍ତି ଭିତରେ ଜିଦ୍ ହୋଇଥାଏ ତେବେ ଏମାନଙ୍କ ଆତ୍ମବିଶ୍ୱାସ ବି ଭରି ରହିଥାଏ , ଯଦି କେଉଁ କାମକୁ ଭଲ ଭାବେ କରିଦେଖାନ୍ତି , ତେବେ ଏହାକୁ ଶେଷ କରିବା ବୁଦ୍ଧିମତାର ପରିଣାମ ହୋଇଥାଏ , ଏହି ରାଶିର ଲୋକେ ବହୁତ ହିଁ ମଜବୁତ୍ ଇରାଦା ବାଲା ହୋଇଥାନ୍ତି , ଓ ତାଙ୍କର୍ ଆତ୍ମବିଶ୍ୱାସ ବହୁତ ଉଚ୍ଚା ହୋଇଥାଏ , ଏହି ରାଶିର ଲୋକେ ଛୋଟ ଛୋଟ ଅସୁବିଧାକୁ ଚିନ୍ତା କରନ୍ତି ନାହିଁ  ଏମିତି ଲୋକ ସୁପରିକଳ୍ପିତ ଯୋଜନା ଖୋଜିଥାନ୍ତି , ଯାଃହା ଦ୍ୱାରା ତାଙ୍କର ଜୀବନ ଆହୁରି ଭଲ ହୋଇପାରିବ , ଏମିତି ଲୋକ କେବେ ନିରାଶ ହୋଇନଥାନ୍ତି , ଓ ମୁସକିଲ୍ ହାଲାତରେ ଲଢିକରି ସାମ୍ନା କରନ୍ତି , ଏମାନଙ୍କ ମଧ୍ୟରେ ଆଇଡିଆ ବାହାର କରିବାପଇଁ ଅଦଭୁତ କ୍ଷମତା ହୋଇଥାଏ , ଯାହା ଅନ୍ୟ ମାନଙ୍କ ଅପେକ୍ଷା ଅଲଗା ବନେଇଥାଏ ।

Leave a Reply

Your email address will not be published. Required fields are marked *