ନିଜର JIO ସିମ୍ ର ଇଣ୍ଟରନେଟ୍ ଆହୁରି ୪ ଗୁଣା ଅଧିକା ସ୍ପିଡ୍ କରନ୍ତୁ , ଖାଲି ଏହି ଗୋଟିଏ ସେଟିଙ୍ଗ୍ କରିବାର ଅଛି ପରିବର୍ତ୍ତନ , କ୍ଷିପ୍ର ବେଗରେ ଚାଲିବ ଆପଣଙ୍କ ମୋବାଇଲ୍ ଇଣ୍ଟରନେଟ୍..
1 min readଯେମିତି କି ଆମେ ସମସ୍ତେ ଜାଣିଛେ କି ଗତ ବର୍ଷ ୨୦୧୭ ସେପ୍ଟେମ୍ବରରେ ରିଲାୟନ୍ସ ଜିଓ ଭାରତୀୟ ଟେଲିକମ୍ ମାର୍କେଟ୍ ରେ ଅଫିସିଆଲି ପାଦ ଦେଇଥିଲା , ଓ ମାର୍କେଟ୍ ରେ ଜିଓ ଆସିବାପରେ ଇଣ୍ଟରନେଟ୍ ଦୁନିଆଁରେ କ୍ରାନ୍ତି ଆସିଗଲା, ଅନ୍ୟ ଟେଲିକମ୍ ଅପରେଟର୍ ନିଜର ଇଣ୍ଟରନେଟ୍ ଯାହା ଅଧିକା ଚାର୍ଜ ନେଉଥିଲେ, ଜିଓ ଆସିବାପରେ ତାଙ୍କର ଏହି ବିଜନେସ୍ ଥଣ୍ତା ପଡିଗଲା , ଓ ଜିଓ ଆସିବାପରେ କେହି ଆଉ ଇଣ୍ଟରନେଟ୍ ୟୁଜର୍ସ ନିଜ ନେଟ୍ ରିଚାର୍ଜ କରିନଥିଲେ , ଜିଓ ଇଣ୍ଟରନେଟ୍ ସହ ବହୁତ ଅନ୍ୟ ସୁବିଧା ବି ମାଗଣାରେ ଦେଇଥିଲା , ଏବେ ସବୁଠାରୁ ଖାସ୍ କଥା କି ଜିଓ କେବଳ ଇଣ୍ଟରନେଟ୍ ନୁହେଁ ବରଂ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଦେଇଆସୁଛି । ଏବେ କିନ୍ତୁ ବହୁତ ଉପଭୋକ୍ତାଙ୍କୁ ଜିଓର ଇଣ୍ଟରନେଟ୍ ସ୍ପିଡ୍ ଉପରେ ଅଭିଯୋଗ ଅଛି , ବହୁତ ଥର ନେଟୱର୍କ ପ୍ରୋବ୍ଲେମ୍ ଦେଖିବାକୁ ମିଳୁଛି , ସେମିତି ଓକଲା ସ୍ପିଡ୍ ଟେଷ୍ଟରେ ରିଲାୟନ୍ସ ଜିଓ ସ୍ପିଡ୍ କମ୍ ହେବାର ଦାବି କରାଯାଉଛି , ଏମିତିରେ ଯଦି ଜିଓର ସ୍ପିଡ୍ କୁ ନେଇ ଚିନ୍ତିତ ଅଛନ୍ତି , ତେବେ କହିଦେବୁ କି ବହୁତ ଅନ୍ୟ ତରିକା ଅଛି ଯାହା ଇଣ୍ଟରନେଟ୍ ସ୍ପିଡ୍ ଆଗ ଅପେକ୍ଷା ଅଧିକା ହୋଇପାରିବ ଆସନ୍ତୁ ଜାଣିବା ସେହି ଟ୍ରିକ୍ ବିଷୟରେ ।
APN(Access Point Name) ସେଟିଙ୍ଗ୍ ଜରିଆରେ :- ଆକ୍ସେସ୍ ପଏଣ୍ଟ ନେମ୍ ର କିଛି ଟାପରିବର୍ତ୍ତନରେ ଆମେ ଜିଓ ର ୪ ଜି ସ୍ପିଡ୍ କୁ ବଢାଇପାରିବା , କିନ୍ତୁ ଏହା କରିବା ପୂର୍ବରୁ ଧ୍ୟାନ ରଖନ୍ତୁ କି ଆପଣଙ୍କ ଫୋନର ଏପିଏନ୍ କୁ ଭଲ ଭାବେ ନୋଟ୍ କରି ବ୍ୟାକ୍ ଅଫ୍ ନେଇଯାଆନ୍ତୁ , ସବୁଠାରୁ ପ୍ରଥମେ ନିଜ ଫୋନର ସେଟିଙ୍ଗ୍ ଖୋଲନ୍ତୁ , ତାପରେ ନେଟୱର୍କ ସେଟିଙ୍ଗ୍ସରେ ଯାଇ କ୍ଲିକ୍ କରନ୍ତୁ , ଓ ପରେ more ଅପସନ୍ ରେ କ୍ଲିକ୍ କରନ୍ତି , ସେଠାରେ APN ନାଁରେ ଏକ ଅପସନ୍ ଆସିବ , ତାପରେ ସେଠାରେ ଉପରେ ଥିବା ତିନୋଟି ଡଟ୍ କୁ କ୍ଲିକ୍ କରି ନିଉ ଏପିଏନ୍ ଉପରେ କ୍ଲିକ୍ କରନ୍ତୁ , ଏବେ ଆପଣଙ୍କୁ ନୁଆ ଏପିଏନ୍ ସେଟ୍ କରିବାର ଅପସନ୍ ଆସିଯିବ । ତଳେ ଦିଆଯାଇଥିବା ସେଟିଙ୍ଗ୍ସ୍ କୁ ଦେଖିନିଅନ୍ତୁ ଓ ଠିକ୍ ସେହିପରି ସେଟ୍ କରନ୍ତୁ ।
Name : Jio 4G, APN –Jionet , Type –Default, Proxy –Not set , Port- Not Set, User name : Not Set, Password –Not set , Server :-www.Google.com, MMSC-Not Set, MMS Proxy –Not set MMS port –Not Set , MMC-405 , MNC-857, 863, or 874 Authentication Type –Not Set , APN protocol –Ipv4/Ipv6
ଏବେ ଏହି ସବୁ ସେଟିଙ୍ଗ୍ସ୍ କରିବାପରେ ସେଟିଙ୍ଗ୍ କୁ ରାଇଟ୍ ସାଇଡ୍ ରେ ଥିବା ଥ୍ରୀ ଡଟ୍ କୁ କ୍ଲିକ୍ କରି ସେଭ୍ କରିଦିଅନ୍ତୁ , ଏବେ ନିଜର ମୋବାଇଲ୍ କୁ ଥରେ ରିଷ୍ଟାର୍ଟ କରି ନିଜର ସ୍ପିଡ୍ ଟେଷ୍ଟ ଆପ୍ଲିକେସନ୍ କୁ ରନ୍ କରାନ୍ତୁ , ଦେଖିବେ ସ୍ପିଡ୍ ଆଗ ଅପେକ୍ଷା ଆହୁରି ସ୍ପିଡ୍ ବଢିଯାଇଥିବ ।
ଏବେ ଆମ ଦ୍ୱାରା କୁହାଯାଈଥିବା ଟ୍ରିକ୍ କୁ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଜିଓ ୪ ଜି ସ୍ପିଡ୍ ଆଗ ଅପେକ୍ଷା ୪ ଗୁଣା ବଢିଯାଇଥିବ , ଆପଣଙ୍କ ସ୍ପିଡ୍ ବଢିଛି କି ନାହିଁ ଆମକୁ ତଳେ କମେଣ୍ଟ ବକ୍ସରେ ଜଣାଇବାକୁ ଭୁଲିବେ ନାହିଁ ।