June 22, 2025

Odia Express

Here, There and Everywhere

ବର୍ତମାନ ର ବଡ ଖବର – T20 ବିଶ୍ୱକପ୍ ପୁର୍ବରୁ ଏହି ବଡ ଖେଳାଳି କ୍ରିକେଟ୍ ଖେଳରୁ ରୁ ସନ୍ୟାସ ଘୋଷଣାକଲେ – କହିଦେଲେ ଏତେ ବଡ କଥା…

1 min read

ତେବେ ବର୍ତମାନ ସମୟରେ ଆପଣ ଜାଣିଥିବେ T20 ବିଶ୍ୱକପ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି | ତେବେ ଏହି ସମୟରେ ଖେଳ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର ଆସିଛି |ଦକ୍ଷିଣ ଆଫ୍ରିକ ଅଲରାଉଣ୍ତର୍ ଜେପି ଡୁମିନି କ୍ରିକେଟ୍ ରୁ ସନ୍ୟାସ ନେବାର ଘୋଷଣା କରିସାରିଛନ୍ତି , ସେ ୨୦୧୭ରେ ଟେଷ୍ଟ କ୍ରିକେଟ୍ ରୁ ଅଲବିଦା କହିଦେଇଥିଲେ,  ଗତ ବର୍ଷ ବିଶ୍ୱକପ୍ ପରେ ସେ ୱାନ୍ ଡେ କ୍ରିକେଟ୍ ରୁ ସନ୍ୟାସ ନେଇଯାଇଛନ୍ତି , ତାହାପରେ ସେ ଟି ଟ୍ୱେଣ୍ଟି ଇଣ୍ଟର ନ୍ୟାଶାନାଳ୍ ରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ,  ଏବେ ସେ କ୍ରିକେଟ୍ ରୁ ସନ୍ୟାସ ନେବାପାଇଁ ଏକ ବଡ ଘୋଷଣା କରିସାରିଛନ୍ତି । ଜେପି ଡୁମିନିଙ୍କ କହିବା କଥାକ୍ ଇ ସେ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିପାରିବେ , କିନ୍ତୁ ଏହାର ମତଲବ କିଛି ଉଦ୍ଧେଶ୍ୟ ନାହିଁ । ସେ କ୍ରିକେଟ୍ ରୁ ସନ୍ୟାସ ନେବାରେ ଘୋଷଣା କରିଛନ୍ତି

ସେ ସ୍ପୋର୍ଟ୍ସ ୨୪ କୁ କହିଲେ ମୁଁ ଖେଳିବାପାଇଁ ପର୍ଯ୍ୟାପ୍ତ ଯୁବା ଅଟେ, ଏବେ ମୁଁଂ ଫ୍ରାଞ୍ଚାଇଜି ପାଇଁ ଖେଳିକରି ପଇସା କମାଇପାରୁଛି , କିନ୍ତୁ ମୋର ସହ ମଜବୁତ୍ ଉଦ୍ଧେଶ୍ୟରୁ କମି ଅଛି , ମୁଁ ସିପିଏଲ୍ ଖେଳିଛି , ମୋତେ ଜଣା ନାହିଁ ଆଗକୁ କଣ ହେବ । ମୋତେ କବାଟ ଖୋଲିବା ଓ ବନ୍ଧ କରିବା ସାହାସିକ ପଦକ୍ଷେପ ଉଠାଇବାକୁ ପଡୀବ । ଜେପି ଡୁମିନି କହିଲେ କି ସେ ନିଜ କ୍ୟାରିୟରରେ ପଶ୍ଚାତାପ୍ କରିନାହାନ୍ତି

ବାମ ହାତୀର ବ୍ୟାଟ୍ସମ୍ୟାନ୍ ୨୦୦୪ରେ ପ୍ରଥମ ଇଣ୍ଟରନ୍ୟାଶାନାଲ୍ ମ୍ୟାଚ୍ ଖେଳିଥିଲେ,  ସେ ବିଶ୍ୱକପ୍ ୨୦୧୭ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ,  ସେ ନିଜ କ୍ୟାରିୟର ବିଷୟରେ କହିଲେ କି ଯାତ୍ରାର ବିସ୍ତାର ହୋଇଛି , ଓ ପ୍ରଭାବିତ ହୋଇଛି , କିନ୍ତୁ ୧୦୦ ପ୍ରତିଶତ ପଶ୍ଚାତପ ନାହିଁ , ଏହି ବର୍ଷରୁ ବହୁତ ସଂମ୍ପର୍କ ହେଲା , ଖାସ୍ କରି ଖେଳାଳୀଙ୍କ ସହ ଏମିତି ଜିନିଷ ଅହି ଯାହା ସବୁବେଳେ ପାଖରେ ରଖିବି

ଜେପି ଡୁମିନି ୪୬ ଟି ଟେଷ୍ଟ, ୧୯୯ ଟି ୱାନ୍ ଡେ ୮୧ ଟୀ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି , ସେ ଟେଷ୍ଟରେ ୨୧୦୩ ରନ୍ ଓ ୱାନ୍ ଡେ ରେ ୫୧୧୭ ରନ୍ ଓ ଟୀ ଟ୍ୱେଣ୍ଟିରେ ୧୯୩୪ ରନ୍ ବନାଇଚନ୍ତି , ଏହା ସହ ତାଙ୍କ ନାଁରେ ୧୩୨ ଟି ୱିକେଟ୍ ଅଚି , ଏହାସହ ସେ ୧୦୮ ପ୍ରଥମ ଶ୍ରେଣୀ , ୨୭୪ବ୍ ଲିଷ୍ଟ ଏ ଓ ୨୬୪ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି , ସେ ନିଜ ଅନ୍ତିମ ଟି ଟ୍ୱେଣ୍ଟି ମୁକାବଲା ଅକ୍ଟୋବର ୨୦୧୯ ରେ କାରବିୟାନ୍ ପ୍ରିମିୟର୍ ଲିଗରେ ଖେଲିଥିଲେ,  ସେ ୧୫ ଟି ବଲରେ ଅର୍ଦ୍ଧଶତକ ମାରିଥିଲେ,  ଓ ଏହା ସିପିଏଲ୍ ଇତିହାସରେ ସବୁଠାରୁ ଦ୍ରୁତଗାମୀ ଅର୍ଦ୍ଧଶତକ ଅଟେ ।

Leave a Reply

Your email address will not be published. Required fields are marked *