November 21, 2024

Odia Express

Here, There and Everywhere

ଯଦି ମହେନ୍ଦ୍ର ସିଂ ଧୋନୀ T20 ବିଶ୍ୱ କପ୍ ଖେଳିବେ ନାହିଁ ତେବେ ଭାରତୀୟ ଦଳକୁ ଏହି ସବୁ ଅସୁବିଧା ଆସିପାରେ..

ଇଂଲଣ୍ତରେ ହୋଇଥିବା ବିଶ୍ୱକପ୍ ସେମିଫାଇନାଲ୍ ରେ ଶେଷ ଥର ପୁର୍ବତନ ଅଧିନାୟକ ଓ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଖେଲିଥିଲେ,  ତାହାପରେ ସେ କ୍ରିକେଟ୍ ରୁ ଦୁରେଇ ଗଲେ , ତାଙ୍କର ଫେରିବାବାଟକୁ ନେଇ ଫ୍ୟାନ୍ସ ଏବେ ବି ଅଛନ୍ତି , ଧୋନୀ ନିଜ ଟିମ୍ କୁ ଜଲଦି ଫେରିପାରିବେ ।ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ମାନିବା କଥା କି ତାଙ୍କୁ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଖେଳିବା ଦରକାର,  ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ବୟାନରୁ ଯଦି ଧ୍ୟାନ ଦିଆଯାଏ ତେବେ ଏହା ଲାଗେ କି ଧୋନୀ ଆଇପିଏଲ୍ ରେ ଭଲ ପ୍ରଦର୍ଶନ ପରେ ଟିମ୍ ରେ ଫେରିପାରିବେ , ଆଜି ଆମେ ଆପଣଙ୍କୁ କହିବୁ ସେହି ତିନୋଟି କାରଣ ଯାହାର କାରଣରୁ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଟିମ୍ ପାଇଁ ଟିଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ନିତାନ୍ତ ଜରୁରୀ , ଯାହାପାଇଁ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଭାରତୀୟ ଟିମ୍ ନିଜ ପୁରା ଶକ୍ତିର ସହ ଖେଳୁଥିବାର ନଜର ଆସିବ ,

ମହଜୁଦା ସମୟରେ ଭାରତୀୟ ଟିମ୍ କୁ ଏକ ମାତ୍ର ସମସ୍ୟା ଅଛି କି ତାଙ୍କ ପାକହ୍ରେ ଜଣେ ସଫଳ ଓ ଶାନଦାର୍ ୱିକେଟ୍ କିପର୍ ନାହିଁ । ଧୋନୀଙ୍କ ବିକଳ୍ପ କୁହାଯାଉଥିବା ରିଷଭ ପନ୍ଥ ବ୍ୟାଟିଙ୍ଗ୍ ରେ ଠିକ୍ ଠାକ୍ ପ୍ରଦର୍ଶନ୍ କରୁଛନ୍ତି , କିନ୍ତୁ ଜଣେ ୱିକେଟ୍ କିପର୍ ହିସାବରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ରହିଛି । ଯାହା ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି , ଯେବେ କି ମହେନ୍ଦ୍ର ସିଂ ଧୋନୀଙ୍କ କଥା କହିଲେ ତାଙ୍କର୍ ଏହି ବୟସରେ ସଞ୍ଜୁ ସାମସନ ଓ ରିଷଭପନ୍ଥ ଭଲ ୱିକେଟ୍ କିପର୍ ଅଟନ୍ତି , ତାଙ୍କପରି ଷ୍ଟମ୍ପିଙ୍ଗ୍ କରିବା ବିଶ୍ୱର କେଉଁ ୱିକେଟ୍ କିପର୍ କରିପାରିବେ ନାହିଁ , ଯାହାର କାରଣରୁ ସେ ସହଜରେ ଭଲ ଓ ଉନ୍ନତ ପ୍ଲେୟାର୍ କହିପାରିବା । ଧୋନୀ ଯେଉଁ ଭଳି ୱିକେଟ୍ ପଛରେ ଫୁର୍ତ୍ତି ଦେଖାନ୍ତି , ତାହା ଯୁବା ଖେଳାଳୀଙ୍କ ଆଇନା ଦେଖାଯାଇପାରିବ , ଏହା ଛଡା ତାଙ୍କର ୱିକେଟ୍ କିପିଙ୍ଗ୍ କରିବାର ନିଜର ଏକ ତରିକା ଅଛି , ଯାହା ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ ।

ଯାହାର କାରଣରୁ ସେ ବିଖ୍ୟାତ ହୋଇଛନ୍ତି । ଯେବେ ଆମେ କ୍ରିକେଟ୍ ବଡ ମାଷ୍ଟରମାଇଣ୍ତ କଥା କହିବା ତେବେ ସେଥିରେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ଆସେ , ଯାହାର୍ କାରଣରୁ ଏହି ଖେଳରେ ସେ ଅଧିନାୟକ୍ ହେଲେ , ତାଙ୍କୁ ବୁଝିବାରେ ଡେରି ହୁଏ ନାହିଁ । ଏହି ସମୟରେ ସେ କେଉଁ ସମୟରେବି ଟିମ୍ ପାଇଂ ଫାଇଦା ଦେଇପାରିବେ । ୱିକେଟ୍ ପଛରେ ୱିକେଟ୍ କିପିଙ୍ଗ୍ ଛଡା ବୋଲର୍ ଙ୍କୁ ବହୁତ ସାହାଯ୍ୟ୍ କରୁଥିବାର ନଜର ଆସିଛନ୍ତି , ତାଙ୍କ ଯୋଗୁଁ ଟିମ୍ ର ବୋଲର୍ ଙ୍କୁ ସାହାଯ୍ୟ ମିଳେ , ସେ ସଠିକ୍ ଉପଦେଶ ଦେବାର ମଇଦାନରେ ନଜର ଆସନ୍ତି , ଯାହାର୍ କାରଣରୁ ବୋଲିଙ୍ଗ୍ ସମୟରେ ବିପକ୍ଷୀ ଟିମ୍ ଙ୍କୁ ଚିନ୍ତାରେ ପକାଇଦିଅନ୍ତି । ଅଧିନାୟକ ବିରାଟ କୋହଲିଙ୍କୁ ସେ ସାହାଯ୍ୟ କରୁଥିବାର ନଜରଆସିଛି , ଯାହାର କାରଣରୁ ବିରାଟ କୋହଲି ଭଲ ପ୍ରଦର୍ଶନ୍ କରୁଛନ୍ତି , ଫିଲଡରଙ୍କ ସହ ସଠିକ୍ ସ୍ଥାନରେ ଲଗାଇ ଧୋନୀ ନଜର ଆସନ୍ତି ।

ଯଦି ବ୍ୟାଟିଙ୍ଗ୍ କଥା କହିବା ତେବେ ଧୋନୀ କାହା ପଛରେ ନାହାନ୍ତି , ଧୋନୀଙ୍କ ଛଡା ଶେଷର ଓଭରରେ ବହୁତ ସହଜରେ ବ୍ୟାଟିଙ୍ଗ୍ କରୁଥିବାର ନଜର ଆସିଚନ୍ତି , ଯାହାର୍ କାରଣରୁ ତାଙ୍କର ସାହାଯ୍ୟ ଟିମ୍ କୁ ସବୁବେଳେ ରହିଛି , ଏବେ ପ୍ରେସରରେ ଖେଳୁଥିବା ଯୁବା ଖେଳାଳୀ ନଜର ଆସିଛନ୍ତି , ଗତ ଦୁଇ ଆଇପିଏଲ୍ ରେ ସେ ଯେଉଁ ଭଳି ବ୍ୟାଟିଙ୍ଗ୍ କରିତିଲେ,  ଏହି କଥା ସଫା କି ଯେବେ ସେ ଚାହିଁବେ ତେବେ ବଡ ସର୍ଟ ଖେଳିପାରିବେ । ଯାହାର କାରଣରୁ ଭାରତୀୟ ଟିମ୍ କୁ ବିଶ୍ୱକପ୍ ରେ ଆଉ ଏକ ଭଲ ଫିନିସର୍ ହେବ ଯିଏ ଶାନ୍ତ ହୋଇକରି ବିନା କେଉଁ ପ୍ରେସରରେ ବଡ ସ୍କୋରର ପିଛା କରିପାରିବ ।

ମାହିଙ୍କ ପାଖରେ କ୍ଷମତାଅଛି , ଯିଏ ବୋଲରଙ୍କୁ ଡରାଇପାରିବେ । ଯାହାପରେ କେଉଁ ବୋଲର୍ ବୋଲିଙ୍ଗ୍ କରୁଥିବାର୍ ନଜର୍ ଆସିବ ନାହିଁ  ଯେଉଁଠି ନିଜେ ଧୋନୀ ଚାହଁନ୍ତି କି ବିଶ୍ୱକପ ର କିଛି ମଉକାରେ ତାଙ୍କୁ ସର୍ବଶ୍ରେଷ୍ଟ୍ ଫିନିସର୍ ଝଲକ ଦେଖାଯାଉ ।

Leave a Reply

Your email address will not be published. Required fields are marked *