November 17, 2024

Odia Express

Here, There and Everywhere

ତବୁଙ୍କ ବଡ ଭଉଣୀ କେବେ ଥିଲେ ସବୁଠୁ ବଡ ହିଟ୍ ହିରୋଇନ୍ , ଆଜି ଲାଇମ୍ ଲାଇଟ୍ ରୁ ଦୁରରେ ରହି ବିତାଉଛନ୍ତି ଏପରି ଜୀବନ..

1 min read

ଫିଲ୍ମ ଇଣ୍ତଷ୍ଟ୍ର୍ରିରେ ବହୁତ ଜଲଦି ଚମକିଉଠିଥିବା କଳାକାରଙ୍କୁ ଲୋକେ ଭୁଲିଯାଆନ୍ତି । ଯେଉଁ ଅଭିନେତା ଓ ଅଭିନେତ୍ରୀର ପସନ୍ଦର ଖାଇବାକୁ ନେଇକରି ଅଭ୍ୟାସ ପର୍ଯ୍ୟନ୍ତ ଚର୍ଚ୍ଚାର ଖବର ଟିଭି ଓ ଖବର କାଗଜରେ ରହୁଥିଲା,  ସେହି କଳାକାର୍ ପୁଣି ଅଭିନୟ ଦୁନିଆଁକୁ ଚାଲି ଆସିଲେ ଚର୍ଚ୍ଚିତ ହୁଅନ୍ତି , ବହୁତ ଏପରି କଳାକାର ଅଛନ୍ତି ଯିଏ ନିଜ ଜମାନାରେ ଶିଖରରେ ଥିଲେ , କିନ୍ତୁ ମହଜୁଦା ସମୟରେ ଗୁମନାମୀର ଜୀବନ ଚଳୁଛନ୍ତି , ଯେବେ କି କିଛି କଳାକାରଙ୍କୁ ମନେ ପକାଯାଏ , ତେବେ ପୁରୁଣା କଥା ମନେ ପଡିଯାଏ ।

ଫରାହ୍ ନାଜ୍ : ଫରାହ ନାଜ ତ ସମସ୍ତଙ୍କୁ ମନେ ଥିବ , ଯାହାଙ୍କ ନିରିହ ଆଖି , ଓ ହସ ଲକ୍ଷାଧିକ ଲୋକଙ୍କ ଭୀଡରେ ନିଜ ଧ୍ୟାନକୁ ଟାଣିନେଉଥିଲା,  ତବୁଙ୍କ ବଡ ଭଉଣୀ ୮୦-୯୦ ଦଶକରେ ପ୍ରସିଦ୍ଧ ଅଭିନେତ୍ରୀ ଫରାହ ନାଜ ସେହି ଦଶକରେ ଫାସଲେ , ନସିବ ଅପନା ଅପନା ଓ ୟତିମ୍ ପରି ସୁପରହିଟ୍ ଫିଲ୍ମ ଦେଇଛନ୍ତି । କହିଦେବୁ କି ଫରାହ ନାଜ୍ ଙ୍କ ଜନ୍ମ ୯ ଡିସେମ୍ବର ୧୯୬୮ କୁ ଏକ ମୁସଲିମ୍ ପରିବାରରେ ହୋଇଥିଲା , ତାଙ୍କ ମା ଏକ ଶିକ୍ଷୟତ୍ରୀ ଥିଲେ,  ଫିଲ୍ମ ଫାସଲେ ରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ,  ସେ ନିଜ ୨୦ ବର୍ଷ ହେଲା ଫିଲ୍ମ କ୍ୟାରିୟରରେ ସବୁ ହିଟ୍ ଫିଲ୍ମରେ କାମ କରିଛନ୍ତି , ସେ ୬୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ଏହି ସମୟରେ ତାଙ୍କୁ ବହୁତ ସାରା ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା,  ଶେଷଥର ୨୦୦୫ ରେ ଫିଲ୍ମ ଶିଖର ରେ ଦେଖାଯାଇଥିଲା ,

ଫରାହ ନାଜ୍ ନିଜ ସୁନ୍ଦରତା ସହ ନିଜ ଅଭିନୟ ରେ ବି ସମସ୍ତଙ୍କ ହୃଦୟ ଜିତିଥିଲେ  ସେ ନିଜର ଅଭିନୟ ଓ ସୁନ୍ଦରତା ଥିବା ସତ୍ତ୍ୱେ ବି ଫିଲ୍ମ ଦୁନୀଆଁକୁ ଛାଡିଦେଇଥିଲେ , ଯେବେ ସେ ନିଜ ପିକ୍ ଧରିଥିଲେ । ଫରାହ ତବୁ ଙ୍କ ବଡ ଭଉଣୀ ଥିଲେ,  ତାଙ୍କ ମା ଏକ ଶିକ୍ଷୟତ୍ରୀ ଥିଲେ,  ଥରେ କେଉଁ ମଉକାରେ ଅଭିନେତା ଦେବାନନ୍ଦ ଶବାନା ଆଜମୀଙ୍କ ଘରକୁ ଯାଇଥିଲେ,  ସେଠାରେ ଫରାହ ବି ମହଜୁତ୍ ଥିଲେ,  ଦେବାନନ୍ଦଙ୍କ ନଜର ଫରାହଙ୍କ ଉପରେ ପଡିଲା , ତେବେ ତାଙ୍କୁ ଫିଲ୍ମରେ ରୋଲ୍ କରିବାପାଇଁ ଅଫର୍ କରିଥିଲେ,  କିନ୍ତୁ ଫରାହଙ୍କ ମା ମନା କରିଦେଇଥିଲେ , ୧୯୮୫ ରେ ୟଶ୍ ଚୋପ୍ରାଙ୍କ ଫିଲ୍ମ ଫାସଲେ ବନାଉଥିଲେ,  ଏହାପାଇଁ ସେ ଯୁବା ଅଭିନେତ୍ରୀଙ୍କ ସନ୍ଧାନରେ ଥିଲେ,  ଦେବାନନ୍ଦ ୟଶଚୋପ୍ରାଙ୍କୁ ଫରାହଙ୍କ ନାଁ କହିଥିଲେ ,

ତାହା ସହ ଏହା ବି କହିଲେ କି ଫରାହଙ୍କ ମା ନିଜ ଝିଅକୁ ଅଭିନୟ କରିବା ଦ୍ୱାରା ଅରାଜି ହୋଇପାରନ୍ତି , ୟଶ ଚୋପ୍ରା ଶବାନା ଆଜମୀଙ୍କ ଦାୟିତ୍ୱ ନେଇଥିଲେ , ସେ କହିଥିଲେ କି ସେ ଫିଲ୍ମରେ ଅଭିନୟ କରନ୍ତୁ , ଫରାହଙ୍କ ମାଙ୍କୁ ରାଜି କରାନ୍ତୁ , ଶବାନା ଆଜମୀ ଏଥିରେ ସଫଳ ହୋଇନଥିଲେ । ଫରାହ ନାଜ ତାଙ୍କ ପ୍ରଥମ ଫିଲ୍ମରେ ଲୋକଙ୍କ ହୃଦୟ ଜିତିପାରିଥିଲେ,  ଲୋକଙ୍କ ରେସପୋନ୍ସ ଏମିତି ମିଳିଲା କି ତାଙ୍କ ପାଖକୁ ବହୁତ ଫିଲ୍ମର ଅଫର୍ ଆସିବାକୁ ଲାଗିଲା ସେହି ସମୟରେ ଫରାହ ସେହି ସମୟରେ ସୁପରଷ୍ଟାରଙ୍କ ସହ କାମ କରିଥିଲେ ,

ଫରାହ ଯେବେ ସଫଳତାର ଶିଖରରେ ଥିଲେ ତେବେ ତାଙ୍କ ନଜରରେ ଦାରା ସିଂଙ୍କ ପୁଅ ବିନ୍ଦୁ ଦାରା ସିଂଙ୍କ ଉପରେ ଆସିଲା , ପ୍ରଥମ ନଜରରେ ଦୁହେଁ ପ୍ରେମ କରିବସିଲେ ଓ ବିବାହ କରିନେଲେ , ବିନ୍ଦୁ ହିନ୍ଦୁ ଅଟନ୍ତି , ଓ ଫରାହ ମୁସଲି , ଦୁହେଁଙ୍କ ପରିବାର ଏଥିପାଇଁ ରାଜି ହୋଇନଥିଲେ,  ୧୯୯୬ ରେ ଦୁହେଁ କଲାକାର ପରିବାର ବାଲାଙ୍କ ଖୁସିରେ ବିନା ବିବାହ କରିବାର ଫଇସଲା କରିନେଲେ ।

ବିବାହର ୭ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଯାଇଥିଲେ,  ବିନ୍ଦୁଙ୍କ କ୍ୟାରିୟରରେ ପ୍ଲପ୍ ହେବା , ଦୁହେଁଙ୍କ ସଂମ୍ପର୍କରେ ଫାଟ ଆସିବା ଏକ ମୁଖ୍ୟ କାରଣ ରହିଥିଲା,  ଛାଡପତ୍ରର କିଛି ଦିନ ପରେ ବିନ୍ଦୁ ରୁଷି ମଡେଲ୍ ଙ୍କୁ ବିବାହ କରିନେଲେ , ବିନ୍ଦୁଙ୍କ ଠାରୁ ଅଲଗା ହେବାପରେ ଫରାହ ନାଜ୍ ଟିଭି କଳାକାର ସୁମିତ୍ ସେହଗେଲ୍ ଙ୍କୁ ବିବାହ କରିନେଲେ , ଫରାହ ଏହି ଦିନରେ ଫିଲ୍ମ ଜଗତରୁ ଦୂରତା ରଖି ନିଜ ସ୍ୱାମୀ ଓ ପୁଅଙ୍କ ସହ ପାରିବାରିକ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *