ଶ୍ରୀଲଙ୍କା T20 ସିରିଜ୍ ପରେ ଏହି ୩ ଜଣ ଆଗ ଧାଡ଼ିର ଖେଳାଳୀଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ଭାରତୀୟ ଦଳରୁ ବାହାର୍ କରାଯାଇପାରେ – ଦେଖନ୍ତୁ କିଏ ସେ ୩ ଜଣ ଖେଳାଳି..
ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱକପ୍ ପରେ ଯେପରି ନିଜ ଘରୋଇ ମଇଦାନରେ ପହଞ୍ଚିଛି , ଯାହାପରେ ସେ ଜବରଦସ୍ତ ପ୍ରଦର୍ଶନ କରିଛି , ବିରାଟ କୋହଲି ଅନୁବାୟିରେ ଭାରତୀୟ ଟିମ୍ ଗୋଟେ ପରେ ଗୋଟେ ଦକ୍ଷିଣ ଆଫ୍ରିକା ,ବାଙ୍ଗଲାଦେଶ , ୱେଷ୍ଟଇଣ୍ତିଜ୍ ପରେ ଏବେ ଶ୍ରୀଲଙ୍କା ଦଳକୁ ଶିକାର କରିଛନ୍ତି , ଭାରତ ଏହି ସବୁ ଟିମ୍ ବିପକ୍ଷରେ ବହୁତ ଖେଳାଳୀ ଆପଣାଇଛନ୍ତି ଯେଉଁଥିରେ କିଛି ହିଟ୍ ହୋଇଥିଲେ ଓ କିଛି ଫ୍ଲପ୍ , ଶ୍ରୀଲଙ୍କା ବିପକ୍ଷରେ ଶୁକ୍ରବାରକୁ ତିନୋଟି ମ୍ୟାଚରେ ଟି ଟ୍ୱେଣ୍ଟି ସିରିଜ୍ ନିଜ ନାଁ କରିବାପରେ ଏବେ ଭାରତୀୟ ଟିମ୍ ଆସୁଥିବା ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ମ୍ୟାଚରେ ଛୋଟ ୱାନ୍ ଡେ ସିରିଜ୍ ଖେଳିବେ , କିନ୍ତୁ ତାକୁ ଶେଷ କରିବାପରେ ନ୍ୟୁଜିଲାଣ୍ତ ଗ୍ରସ୍ତରେ ବାହାରିଯିବେ । ନ୍ୟୁଜିଲାଣ୍ତ ଗ୍ରସ୍ତରେ ଭାରତ ଟି ଟ୍ୱେଣ୍ଟି , ୱାନ୍ ଡେ ଓ ଟେଷ୍ଟ ସିରିଜ୍ ଖେଳିବ , କିନ୍ତୁ ଏହାର ଆରମ୍ଭ ୨୪ ଜାନୁୟାରି ରୁ ୫ ଟି ମ୍ୟାଚ୍ ରେ ଟି ଟ୍ୱେଣ୍ଟି ସିରିଜ୍ ସହ ଅଛି , ଏହି ଟି ଟ୍ୱେଣ୍ଟି ସିରିଜ୍ ପାଇଁ ଟିମ୍ ଘୋଷଣା ହେବ , ଯେଉଁଥିରେ ଶ୍ରୀଲଙ୍କା ବିପକ୍ଷରେ ସ୍କାର୍ଡ ନଜର ଆସିପାରନ୍ତି , କିନ୍ତୁ ଏହି ତିନୋଟି ଖେଳାଳୀଙ୍କର ଛୁଟି ହୋଇପାରେ ।
୧) ଶିବମ୍ ଦୁବେ : ଭାରତୀୟ କ୍ରିକେଟ୍ ଟିମ୍ ଷ୍ଟାର୍ ଅଲରାଉଣ୍ତର୍ ହାର୍ଦ୍ଧିକ ପାଣ୍ତିଆ ଏବେ ମଇଦାନରେ ବାହାରିବାକୁ ପ୍ରସ୍ତୁତ ହେଉଛନ୍ତି , ହାର୍ଦ୍ଧିକ୍ ପାଣ୍ତିଆ ନିଜ ଆଘାତରୁ ପୁରା ଠିକ୍ ହୋଇସାରିଛନ୍ତି , ଏବେ ପୁରା ସମ୍ଭାବନା ଅଛି କି ସେ ନ୍ୟୁଜିଲାଣ୍ତ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ଫେରିପାରିବେ , ଏମିତିରେ ତାଙ୍କ ଜାଗା ଅଲରାଉଣ୍ତର୍ ରୁପରେ ଖେଳାଯାଉଥିବା ଶିବମ୍ ଦୁବେଙ୍କ ପାଇଁ ଅସୁବିଧା ଆସିପାରେ । ଶିବମ୍ ଦୁବେଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କିଛି ଭରସା ଦେଖାଇଲେ କିଛି ମ୍ୟାଚ୍ ରେ ଖେଳିବାକୁ ସୁଯୋଗ ଦେଲେ, ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟିଟ୍ୱେଣ୍ଟି ମ୍ୟାଚରେ ସେ ଟିମ୍ ରୁ ବାହାରିଗଲେ, ଏବେ ଲାଗୁଛି ହାର୍ଦ୍ଧିକ୍ ପାଣ୍ତିଆ ଫେରିବେ , ଶିବମ୍ ଦୁବେ ଟିମ୍ ରୁ ବାହାରିବାକୁ ହେବ , ସେମିତି ଦୁବେଙ୍କ ପ୍ରତିଭାରେ କୌଣସି କମି ନାହିଁ ।
ସଞ୍ଜୁ ସାମସନ୍ : ଭାରତୀୟ କ୍ରିକେଟ୍ ଟିମ୍ ରେ ଯୁବା ପ୍ରତିଭାବାନ ଖେଳାଳୀ ସଞ୍ଜୁସାମସନ୍ ଜଣେ ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ଅଟନ୍ତି , ଘରୋଇ କ୍ରିକେଟ୍ ରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି , ତାହାପରେ ତାଙ୍କୁ ଭାରତିୟ ଟିମ୍ ରେ ଜାଗା ମିଳିଲା , ଗତ ତିନ୍ନୋଟି ସିଜିନ୍ ରେ ସଞ୍ଜୁ ସାମସନ୍ ଲଗାତାର ଟିମ୍ ସହ ଯୋଡି ହୋଇରହିଲେ , କିନ୍ତୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଖେଳିବାର ମଉକା ବହୁତ ବିଳମ୍ବ ହୋଇଗଲା । ଏବେ ଶ୍ରୀଲଙ୍କା ଟି ଟ୍ୱେଣ୍ଟିରେ ପ୍ରଦର୍ଶନ କରିଥିବା ସଞ୍ଜୁଙ୍କୁ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳିବାର ସୁଯୋଗ ବହୁତ କମ୍ ଅଛି , ନ୍ୟୁଜିଲାଣ୍ତ ଗ୍ରସ୍ତ ପାଇଁ ରୋହିତ୍ ଶର୍ମାଙ୍କ ବାପସି ହେବ , ଏମିତିରେ ସଞ୍ଜୁ ସାମସନ୍ ଖେଳିବା ଏବେ ନା ବରାବର୍ ହୋଇଛି ।
ୱାସିଙ୍ଗଟନ୍ ସୁନ୍ଦର : ଭାରତୀୟ କ୍ରିକେଟ୍ ଟିମ୍ ରେ ଯୁବା ସ୍ପିନର୍ ୱାସିଙ୍ଗ୍ ଟନ୍ ସୁନ୍ଦର ଗତ ଲମ୍ବା ସମୟରୁ ଟି ଟ୍ୱେଣ୍ଟି ଟୀମ୍ ରେ ଭାଗରେ ଅଛନ୍ତି , ୱାସିଙ୍ଗଟନ୍ ସୁନ୍ଦର ସେମିତି ନିଜ ବୋଲିଙ୍ଗ୍ ରେ କଞ୍ଜୁସି ଦେଖାଇଛନ୍ତି , କିନ୍ତୁ ଯେଉଁ ଭଳି ଆଶା କରାଯାଉଥିଲା ସେହିପରି ପ୍ରଦର୍ଶନ ନଥିଲା, କିନ୍ତୁ ନ୍ୟୁଜିଲାଣ୍ତ ବିପକ୍ଷରେ ହେବାକୁ ଥିବା ଟି ଟ୍ୱେଣ୍ଟି ସିରିଜ୍ ପାଇଁ ୱାସିଙ୍ଗଟନ୍ ସୁନ୍ଦର ଛୁଟି ହୋଇପାରେ , ୱାସିଙ୍ଗଟନ୍ ସୁନ୍ଦରଙ୍କ ବିପକ୍ଷରେ ତୃତିୟ ଟି ଟ୍ୱେଣ୍ଟି ମ୍ୟାଚରେ ବ୍ୟାଟିଙ୍ଗ୍ କରିବାକୁ ମଉକା ମିଳିଥିଲା , କିନ୍ତୁ ତାକୁ ଦେଖାଇବାରେ ଅସଫଳ ହେଲେ । ଏମିତିରେ ସୁନ୍ଦରଙ୍କୁ ଡ୍ରପ୍ କରାଯାଈପାରିବ ।