IPL ୨୦୨୦ – ଏହି ୪ ଟି କାରଣରୁ ସବୁଥର୍ IPL ପ୍ଲେ ଅଫ୍ ଜାଗା ବନାଇଥିବା ଚେନ୍ନାଇ ସୁପରକିଙ୍ଗ୍ ଏହିଥର ବାହାର ହେଇପାରେ – ଦେଖନ୍ତୁ କାରଣ…
ଆଇପିଏଲ୍ ୨୦୨୦ ପାଇଁ ଖେଳାଳୀମାନଙ୍କର ନିଲାମୀ ପୁରା ହୋଇସାରିଛି , ଏହା ସହ ସବୁ ଆଠଟି ଟିମ୍ ର ସ୍କାର୍ଡ ବି ତୟ ହୋଇସାରିଛି , ସବୁ ଟିମ୍ ଆଇପିଏଲ୍ ୨୦୨୦ ଜିତିବାପାଇଁ ଯୋଜନା ବନାଇଛନ୍ତି , ଫ୍ୟାନ୍ସ ଏବେ ଅଧିକା ଆଶା କରୁଛନ୍ତି କି ସବୁଠାରୁ ତାଙ୍କର ଚେନ୍ନାଇ ସୁପରକିଙ୍ଗ୍ ଏହି ଟ୍ରଫି ଜିତିକରି ଆସୁ ଏହାର ସବୁଠାରୁ ବଡ କାରଣ ଟିମ୍ ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଛନ୍ତି , ଯିଏକି ନିଜ ଟିମ୍ କୁ ସବୁବେଲେ ପ୍ଲେ ଅଫ୍ ରେ ଜାଗା ଦିଅନ୍ତି , ଆଇପିଏଲ୍ ଇତିହାସରେ ଏବେ କେବେ ହୋଇନାହିଂ କି ଚେନ୍ନାଇ ସୁପର କିଙ୍ଗ୍ ପ୍ଲେ ଅଫ୍ ରେ ନିଜ ଜାଗା ସୁନିଶ୍ଚିତ କରିନାହିଁ, କିନ୍ତୁ ଏହିଥର କିଛି ଏପରି ଦୁର୍ବଳତା ଆସିଛି , ଯାହା ତିନିଥର ଚ୍ୟାମ୍ପିୟନ୍ ହୋଇସାରିଥିବା ଚେନ୍ନାଇ ସୁପର କିଙ୍ଗ୍ କୁ ଆଇପିଏଲ୍ ୨୦୨୦ ରେ ବାହାରକୁ ବାହର କରିଦେଇପାରେ । ଆଜି ଆମେ ସେମିତି ୪ ଟି କାରଣ କହିବାକୁ ଯାଉଛୁ , ଯାହା କୁ ଜାଣିଲେ ଆପଣ କହିବେ କି ଏହିଥର ଚେନ୍ନାଇ ସୁପର କିଙ୍ଗ୍ ପ୍ଲେ ଅଫ୍ ରେ ପହଞ୍ଚିବା ମୁସକିଲ୍ ହେବ ।
କହନ୍ତି କି କ୍ରିକେଟ୍ ରେ ଯେତେ ଜରୁରୀ ଭଲ ବ୍ୟାଟୀଙ୍ଗ୍ କରିବା ହୋଇଥାଏ ସେତେ ଭଲ ବୋଲିଙ୍ଗ୍ କରିବା ବି ହୋଇଥାଏ , ଓ ଏହା ଠାରୁ ଅଧିକା ଜରୁରୀ ହୋଇଥାଏ ପଡିଆରେ ଫିଲଡିଙ୍ଗ୍ କରିବା , କାରଣ ବହୁତ ଭଲ ଫିଲଡିଙ୍ଗ୍ କାରଣରୁ ମ୍ୟାଚର ପରିଣାମ ବଦଳିଯାଇଥାଏ, ଓ ଏହା ଆମେ ବହୁତଥର ବି ଦେଖିସାରିଛେ , ଚେନ୍ନାଇ ସୁପରକିଙ୍ଗ୍ ଖେଳାଳୀଙ୍କ ଓସତ୍ ଆୟୁ ୩୨ ବର୍ଷ ଅଟେ, ଧୋନୀଙ୍କ ଠାରୁ ନେଇକରି ସୁରେସ୍ ରୈନା, ହରଭଜନ ସିଂ ମ୍ ଶନ୍ ୱାଟସନ୍, ଡେବେନ୍ ବ୍ରାଭୋ, ସବୁ ବୟସ୍କ ଖେଳାଳୀମାନେ ଏହି ଶ୍ରେଣୀରେ ଆସନିତ୍ ,
ଏହି ଦିଗଜ୍ ଙ୍କ ଯୋଗୁଁ ଟିମ୍ ଗତଥର ଫାଇନାଲ୍ ରେ ପ୍ରବେଶ କରିନେଇଥିଲା, କିନ୍ତୁ ଆମେ ବହୁତ ମିସ୍ ଫିଲଡିଙ୍ଗ୍ ଦେଖିବାକୁ ପାଇଥିଲେ, କାରଣ ସେମିତି ଟିମ୍ ରେ ଅନୁଭବୀ ଖେଳାଳୀ ଅଛନ୍ତି , କିନ୍ତୁ ଏହା କଟୁ ସତ୍ୟ କି ବୟସର ଏହି ପର୍ଯ୍ୟାୟରେ ଉତ୍କୃଷ୍ଟ ଫିଲଡିଙ୍ଗ୍ କରିବା ବହୁତ ମୁସକିଲ୍ ଅଟେ, ସେ ଛକା ଚଉକା ମାରୁଥିବା ଏମ୍ ଏସ୍ ଧୋନୀ ହୁଅନ୍ତୁ କି ଡେବିନ୍ ବ୍ରାଭୋ ହୁଅନ୍ତୁ , ଯୁବା ଖେଳାଳୀଙ୍କୁ ଟୀମ୍ ରେ କମି ଏକ ବଡ ଦୁର୍ବଳତା ହୋଇକରି ବାହାରିପାରେ , ଏଇ କାରଣରୁ ଏମାନଙ୍କ ପାଇଂ କାରଣ ହୋଇପାରେ ପ୍ଲେ ଅଫ୍ ରୁ ବାହାରିବା ।
ଚେନ୍ନାଇ ସୁପରକିଙ୍ଗ୍ ପାଖରେ ଟପ୍ ଅର୍ଡର ରେ ବିକଳ୍ପ କମି ଅଛି , ଫାପ୍ ଡୁପ୍ଲେସି ଓ ଅମ୍ବାତି ରାଇଡୁ ଅଲଗା ଅଲଗା ନମ୍ବରରେ ବ୍ୟାଟିଙ୍ଗ୍ କରିବାରେ ସକ୍ଷମ ଅଛନ୍ତି , କିନ୍ତୁ ଦୁଇ ବ୍ୟାଟ୍ସମ୍ୟାନ୍ ଟିମ୍ ଜିତ୍ ଦେବାପାଇଁ ସବୁବେଳେ ସକ୍ଷମ ହୋଇପାରିବ ନାହିଁ , ଏଥିପାଇଁ ମୁରଲୀ ବିଜୟ ଓ ଶେନ୍ ୱାଟସନ ଙ୍କୁ ବ୍ୟାଟିଙ୍ଗ୍ ଶୀର୍ଷ କ୍ରମରେ ଅହମ ଭୁମିକା ନିଭାଇବାକୁ ହେବ , ଚେନ୍ନାଇ ସୁପରକିଙ୍ଗ୍ସ ର ଟପ୍ ସ୍କୋରର ସୁରେଶ ରୈନା ତଥା ଅମ୍ବାତି ରାଇଡୁ ଲମ୍ବା ସମୟ ପରେ ଆଉଟ୍ ଅଫ୍ ଫର୍ମ ଅଛନ୍ତି , ମିଡିଲ୍ ଅର୍ଡର ବ୍ୟାଟିଙ୍ଗ୍ କୁ ମଜବୁତ୍ କରିବାରେ ଏହି ଦୁଇ ଶାନଦାର୍ ଖେଳାଳୀଙ୍କୁ ପ୍ରଦର୍ଶନ ବିନା ଟିମ୍ ଜିତିବା ମୁସକିଲ୍ ହୋଇଛି ,
ଗତ ସିଜିନ୍ ରେ ଟିମ୍ ରେ ମଧ୍ୟକ୍ରମ ତେଜିରେ ରନ୍ ବନାଇବା ଟିମ୍ ପାଇଁ ବଡ ସମସ୍ୟା ହେବ । ଚେନ୍ନାଇ ସୁପରକିଙ୍ଗ୍ସ ରେ ଫିନିସର୍ ଖେଳାଳିଙ୍କର କମି ନଜର ଆସୁଛି , ଡେଭିନ୍ ବ୍ରାଭୋ ତଥା ନିଜେ ମହେନ୍ଦ୍ର ସିଂ ଧୋନୀ ଙ୍କ ଛଡା ମାହି ବ୍ରିଗେଡ୍ ପାଖରେ କୌଣସି ଭଲ ଫିନିସର୍ ନାହାନ୍ତି , ଗତ ଥର ଏହି କମି ଟିମ୍ ର ଦ୍ରୁତ ବୋଲର ଦିପକ ଚାହର ପୁରା କରିଥିଲେ , କିନ୍ତୁ ଦିପକ ଚାହର ନାମୀ ତଥା ବଡ ଫିନିସର୍ ଯଦି ଚେନ୍ନାଇ ସୁପରକିଙ୍ଗ୍ ଟିମ୍ କୁ ଏହିଥର ବିଜୟ ପ୍ରାପ୍ତି କରେ ତେବେ ଏକ ଏମିତି ଫିନିସର୍ ନିଜ ଟିମ୍ ରେ ଆଣିବାର ଅଛି ଯାହା ଏକେଲା ଦମ୍ ରେ ହାରିଯାଉଥିବା ମ୍ୟାଚ୍ ନିଜ ଟିମ୍ କୁ ବିଜୟ ପ୍ରାପ୍ତି କରାଇପାରିବ , କିନ୍ତୁ ଧୋନୀଙ୍କ ଅତିରିକ୍ତ ଏମିତି କେହି ଫିନିସର୍ ନାହାନ୍ତି , ଏହି କାରଣରୁ ବୋଧେ ଚେନ୍ନାଇ ଆଇପିଏଲ୍ ୨୦୨୦ ରେ ଶେଷର ଓଭରରେ ଧୋନୀ ନହେବା କାରଣରୁ ବଡ ଅସୁବିଧାର ସାମ୍ନା କରିପାରେ ।
ଚେନ୍ନାଇ ସୁପରକିଙ୍ଗ୍ ପାଖରେ ଡେଥ୍ ଓଭରରେ ଡେଭିନ୍ ବ୍ରାଭୋଙ୍କ ଛଡା କେହି ବି ଏମିତି ଡେଥ୍ ଓଭର୍ ବୋଲର୍ ନାହାନ୍ତି ,ଯିଏ ଶେଷ ଓଭରରେ ବ୍ୟାଟିଙ୍ଗ୍ କୁ ରୋକିପାରିବ , ବ୍ରାଭୋ ଗତ ଥର କିଛି ଖାସ୍ ପ୍ରଦର୍ଶନ କରିନଥିଲେ , ଚେନ୍ନାଇର ଟିମ୍ ଡେଥ୍ ଓଭରରେ ବୋଲିଙ୍ଗ୍ ପାଇଁ କେହି ବଡ ବିଦେଶୀ ପ୍ଲେୟାରଙ୍କ ନାଁ ନାହିଁ , ଟିମ୍ ଏହିଥର ଡେଥ୍ ଓଭରରେ ଏକ ବିଦେଶୀ ଦ୍ରୁତ ବୋଲରର ଅଭାବ ହୋଇପାରେ, ମାର୍କ ବୁଡ୍ ନିଜ ଦାଓ ନ ଖେଳିବା କାରଣରୁ ଏବେ ଚେନ୍ନାଇ ସୁପରକିଙ୍ଗ୍ ପାଖରେ ଲୁଙ୍ଗି ଏନ୍ ଗିଡି ଓ ଜୋଶ୍ ହେଜବ୍ଲେଡ୍ ବିକଳ୍ପ ରୁପରେ ବଞ୍ଚନ୍ତି , ଲେକୋଏଁ ଏହି ବୋଲର୍ ପ୍ରାରମ୍ଭିକ ଓଭରରେ ବଲ୍ କୁ ସ୍ୱିଙ୍ଗ୍ କରିବାପାଇଁ ଜଣାଯାଆନ୍ତି , ଏମିତିରେ ଚେନ୍ନାଇ ସୁପରକିଙ୍ଗ୍ ଆଇପିଏଲ୍ ୨୦୨୦ ପ୍ଲେ ଅଫ୍ ରେ ପହଞ୍ଚିବା ବହୁତ ମୁସକିଲ୍ ଲାଗୁଛି ।