ମା ଙ୍କର ବିନା ବିବାହରେ ମା ଙ୍କ ଠାରୁ ଜନ୍ମ ହେଇଛନ୍ତି ଏହି ପ୍ରସିଦ୍ଧ ହିରୋଇନମାନେ -ଏହି ବିଷୟରେ ଜାଣିଲେ ଚକିତ ହୋଇଯିବେ ଆପଣ…
ଭାରତରେ ଧୀରେ ଧୀରେ ପଶ୍ଚିମ ସଭ୍ୟତା ପ୍ରସାର ହେବାରେ ଲାଗିଛି , ସାଧାରଣ ସମାଜରେ ତାହାର ପ୍ରଭାବ ବେଶୀ ଦେଖିବାକୁ ମିଳେ, କିନ୍ତୁ ବଲିଉଡ୍ ର ନିଜର ଏକ ଅଲଗା ଦୁନିଆଁ ହୋଇଥାଏ , ଓ ସେହି ଦୁନିଆଁରେ ପଶ୍ଚିମ ସଭ୍ୟତା ପ୍ରଭାବ ଦେଖିବାକୁ ମିଳୁଛି , ଆପଣ ତ ଜାଣିଥିବେ କି ଭାରତରେ ବିନା ବିବାହରେ ମା ହେବା କୌଣସି ପାପରୁ କମ୍ ନୁହେଁ , କିନ୍ତୁ ଆଜିର ସମୟରେ ଏହ ସାମାନ୍ୟ କଥା ହୋଇସାରିଛି , ଆଜି ଆମେ ଆପଣଙ୍କୁ ବଲିଉଡ୍ ର କିଛି ଅଭିନେତ୍ରୀଙ୍କର ବିଷୟରେ କହିବୁ , ଯାହାଙ୍କର ଜନ୍ମ ତାଙ୍କର ମାଙ୍କ ବିବାହ ପୁର୍ବରୁ ହୋଇଛି ,
୧) ରେଖା : ବଲିଉଡ୍ ପ୍ରସିଦ୍ଧ ଅଭିନେତ୍ରୀ ରେଖା ଙ୍କୁ କିଏ ବା ନଜାଣେ , ରେଖାଙ୍କ ମା ପୁଷ୍ପାବଳୀ ତାମିଲ୍ ଓ ତେଲେଗୁ ଫିଲ୍ମରେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ, ତାମିଲ୍ ସିନେମାରେ ପ୍ରସିଦ୍ଧ ଅଭିନେତ ଜେମିନି ଗଣେଷନ୍ ସହ ବହୁତ ଫିଲ୍ମ କରିଥିଲେ, ଓ ସେହି ସମୟରେ ତାଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା, ରେଖାଙ୍କ ଜନ୍ମ ପରେ ତାଙ୍କର ବିବାହ ପୁର୍ବରୁ ହୋଇଯାଇଥିଲା , ଏମାନଙ୍କର ଆଉ ଏକ ଝିଅ ବି ଅଛି ।
୨) ଶ୍ରୁତି ହାସନ୍ : ଶ୍ରୁତି ହାସନ ନିଜ ସୁନ୍ଦରତା ପାଇଁ ବେଶୀ ଲୋକପ୍ରିୟତା ପାଇଛନ୍ତି , କମଲ ହାସନ ଓ ସାରିକା ଙ୍କ ଝିଅ ଶ୍ରୁତି ହାସନଙ୍କ ଜନ୍ମ ୨୮ ଫେବୃୟାରୀ ୧୯୮୬ କୁ ହୋଇଥିଲା, ଶ୍ରୁତିଙ୍କ ଜନ୍ମର ପ୍ରାୟ ୨ ବର୍ଷ ପରେ ସାରିକା ଓ କମଲ ହାସନ ବିବାହ କରିଥିଲେ,
୩) ମଶାବା ଗୁପ୍ତା : ମଶାବା ଗୁପ୍ତା ଙ୍କ ନାଁ ବହୁତ କମ୍ ଲୋକ ଜାଣିଥିବେ , ଏହି ଅଭିନେତ୍ରୀ ନିନା ଗୁପ୍ତାଙ୍କର ଝିଅ ଅଟନ୍ତି ,ଯିଏକି ବଲିଉଡ୍ ରେ ପ୍ରସିଦ୍ଧ ଡିଜାଇନର୍ ଅଟନ୍ତି , ବିବିୟନ୍ ରିଚାର୍ଡ ଓ ନୀନା ଗୁପ୍ତାଙ୍କର ପ୍ରେମ କାହାଣୀ ସେହି ସମୟରେ ବହୁତ ଚର୍ଚ୍ଚା ହୋଇଥିଲା, ୧୯୮୯ ରେ ମଶାବା ଙ୍କ ଜନ୍ମ ହେଲା , ସେ ସିଙ୍ଗଲ୍ ମଦର ରୁପରେ ମଶାବାଙ୍କୁ ଲାଳନପାଳନ କଲେ ,
୪) ନୋରା ଜୋନ୍ସ : ଏହି ମହିଳାଙ୍କୁ ବହୁତ କମ୍ ଲୋକେ ଜାଣିଥିବେ , ସେ ଆମେରିକାରେ ପ୍ରସିଦ୍ଧ ସିଙ୍ଗର୍ ଅଟନ୍ତି , ସଙ୍ଗ୍ ରାଇଟର୍ , ଓ ଅଭିନେତ୍ରୀ ବି ଅଛନ୍ତି , ସେ ଭାରତର ପ୍ରସିଦ୍ଧ ସିତାର ବାଦକ ପଣ୍ତିତ ରବିଶଙ୍କର ଓ ସୁ ଜୋନ୍ସଙ୍କ ଝିଅ ଅଟନ୍ତି , ନିଜ ସ୍ତ୍ରୀସହ ଛାଡପତ୍ର ହେବାପରେ ରବିଶଙ୍କର ଙ୍କ ଆଫେୟାର୍ ସୁ ଜୋନ୍ସଙ୍କ ସହ ହେଲ, ସେହି ସମୟରେ ସୁ ଜୋନ୍ସ ପ୍ରେଗନେଣ୍ଟ ହୋଇଗଲେ , ନୋରାଙ୍କ ଜନ୍ମ ୧୯୭୦ ରେ ହୋଇଥିଲା, ସୁ ରବିଶଙ୍କରଙ୍କର ବିବାହ ସେହି ସମୟର୍ ହୋଇନଥିଲା,
୫) ନର୍ଥ ବେଷ୍ଟ : ଏହି ନାଁକୁ ବୋଧେ କେହି ଜାଣିଥିବେ , ନର୍ଥ ବେଷ୍ଟ୍ କିମ୍ କାର୍ଦିଶିୟା ଓ ମ୍ୟୁଜିକସିଆନ୍ କେନିଆ ବେଷ୍ଟଙ୍କ ଝିଅ ଅଟନ୍ତି , ନର୍ଥ ବେଷ୍ଟ ୧୫ ଜୁନ୍ ୨୦୧୩ କୁ ଜନ୍ମ ଗ୍ରହଣ କରିଥିଲେ, ଜନ୍ମର ଏକ ବର୍ଷ ପରେ ଦୁହେଁ ୨୪ ମଇ ୨୦୧୪ କୁ ବିବାହ କରିଥିଲେ,
୬) ସୁରି କ୍ରୁଜ୍ : ସେ ପ୍ରସିଦ୍ଧ ଅଭିନେତା ଟମ୍ କ୍ରୁଜ୍ ଓ କେଟି ହୋମ୍ସଙ୍କ ଝିଅ ଅଟନ୍ତି, , ୨୦୦୬ ରେ ସୁରିଙ୍କ ଜନ୍ମ ହୋଇଥିଲା, ଝିଅର ଜନ୍ମ ହେବାର ପ୍ରାୟ ୭ ମାସ ପରେ ଟମ୍ ଓ କେଟି ବିବାହ କରିଥିଲେ ।
୭) ହରଲୋ ମେଡେନ୍ : ହରଲୋ ମେଡେନ୍ ଆମେରିକା ଅଭିନେତ୍ରୀ ଓ ଫ୍ୟାସନ୍ ଡିଜାଇନର୍ ନିକୋଲ ରିଚି ଓ ତାଙ୍କର୍ ବୟଫ୍ରେଣ୍ତ ରକର୍ ଜନ୍ ମେଡେନ୍ ଙ୍କ ଝିଅ ଅଟନ୍ତି , ହରଲୋ ଙ୍କ ଜନ୍ମ ୨୦୦୮ ରେ ହୋଇଥିଲା, ଯେବେ କି ୨୦୧୦ ରେ ଦୁହେଁ ବିବାହ କରିଥିଲେ ।