June 22, 2025

Odia Express

Here, There and Everywhere

ଆପଣଙ୍କୁ ରାମାୟଣ ସିରିଆଲ୍ ର ସୀତାଙ୍କ କଥା ମନେ ଅଛି କି ? ସେ ଏବେ କିପରି ଦେଖାଯାଉଛନ୍ତି ଦେଖିଲେ ଚିହ୍ନି ବି ପାରିବେ ନାହିଁ ଆପଣ – ଏପରି କାମ କରି ଜୀବନ ବଂଚୁଛନ୍ତି…

ରାମାୟଣ ଆମ ହିନ୍ଦୁ ଧର୍ମରେ ଏକ ପବିତ୍ର ଗ୍ରନ୍ଥ ଅଟେ , ଏହାକୁ ପର୍ଦାରେ ଦେଖାଇବାପାଇଁ କେତେ ଟିଭି ଶୋ , ଫିଲ୍ମ ଓ କାର୍ଟୁନ୍ ଫିଲ୍ମ ତିଆରି ହୋଇସାରିଛି , କିନ୍ତୁ ଆଜି ବି ଯେବେ ଆମେ ରାମାୟଣ କଥା କହିଥାଉ ତେବେ ଆମର ଦିମାଗରେ ପ୍ରଥମତଃ ରାମାନନ୍ଦ ସାଗରଙ୍କ ରାମାୟଣ ଆସିଥାଏ , ଦୁରଦର୍ଶନରେ ପ୍ରସାରିତ ହେଇଥିବା ରାମାୟଣ ସବୁ ରବିବାର ଆସୁଥିଲା,  ସେହି ସମୟରେ ସବୁ ଘରେ ଟିଭି ରହୁନଥିଲା,  ଏଥିପାଇଁ ସବୁ ଘର ଯାହାର ଟିଭି ବଡ ଓ କଲର୍ ହେଉଥିଲା ସେଠାରେ ଲୋକେ ଯାଇ ଭିଡ ଜମାଉଥିଲେ ।ଏହି ଶୋ ସେହି ସମୟରେ ପପୁଲାର୍ ଶୋ ରହିଥିଲା କାରଣ ସେହି ସମୟରେ ଏହା ରବିବାରରେ ପ୍ରସାରଣ କରାଯିବା ହେତୁ ରାସ୍ତା ଘାଟ ସବୁଆଡେ ସୁନସାନ୍ ହେଇଯାଉଥିଲା,  ସମସ୍ତେ ଟିଭି ଦେଖିବାପାଇଁ ଟିଭି ସ୍କ୍ରିନ୍ ଆଗରେ ବସିପଡୁଥିଲେ,

ଏହି ଶୋ ସମୟରେ ଯେବେ ବି ଭୁଲ୍ ରେ ଲାଇଟ୍ ଚାଲିଯାଉଥିଲା ତେବେ ଆମେ ଭଗବାନଙ୍କୁ ହାତ ଯୋଡି ଲାଇନ୍ ଜଲଦି ଆସିବାପାଇଁ ପ୍ରାର୍ଥନା କରିବସୁଥିଲେ , ଏହି ଶୋରେ ଖାସ୍ କଥା ଏହା କି ସେଥିରେ ଭଲ କଳାକାର ଥିଲେ , ଏହି ଶୋରେ କାମ କରୁଥିବା ସବୁ ଅଭିନେତା ଅଭିନେତ୍ରୀ ନିଜ ରୋଲ୍ ବହୁତ ଉତ୍କୃଷ୍ଟ ପ୍ରଦର୍ଶନ୍ କରିଥିଲେ , ଯେବେ ଭଗବାନ ରାମଙ୍କ କଥା ଆସେ ଆମେ ଅରୁଣ ଗୋଭିଲ୍ ଙ୍କ ଫଟୋ ନଜର ଆସୁଥିଲା , ରାମଙ୍କ ଛଡା ସିରିଆଲ୍ ରେ ଅନ୍ୟ ଏକ ମହତ୍ତ୍ୱପୁର୍ଣ୍ଣ ଭୁମିକା ଥିଲା , ଯିଏକି ସୀତା ରୁପରେ ଦିପିକା ଚିଖଲିଆ ନିଭାଇଥିଲେ,  ଏହି ରାମସୀତା ଯୋଡି ଦେଶ ସାରା ବହୁତ ଚର୍ଚ୍ଚିତ ହୋଇଥିଲେ ।

ବହୁତ ଲୋକେ ତାଙ୍କୁ ବାସ୍ତବିକ ରୁମରେ ରାମ ସୀତା ମାନିବାକୁ ଲାଗିଲେ , ରାମାୟଣର ସବୁ ଭୁମିକା ଆଜି ବି ଲୋକଙ୍କ ମନରେ ସ୍ମୃତି ହୋଇ ରହିଛି , କିନ୍ତୁ କେବେ ଆପଣ ଭାବିଛନ୍ତି ବର୍ତ୍ତମାନ ଏହି ଅଭିନୟ କେଉଁ ଆଡେ ଗଲେ , କଣ କରୁଛନ୍ତି , ଆଜି ଆମେ ଆପଣଙ୍କୁ ସୀତାଙ୍କର ଅଭିନୟ କରିଥିବା ଦିପିକା ଚିଖଲିଆ ଙ୍କ ବିଷୟରେ କହିବୁ , ଦିପିକା ଯେବେ ରାମାୟଣରେ ସୀତା ରୋଲ୍ ରେ ଅଭିନୟ କରିଥିଲେ,  ତେବେ ତାଙ୍କ ରିୟଲ୍ ଲାଇଫରେ ଫଟୋ ଆସିବା ଦିନରୁ ପେପର୍ ଓ ମ୍ୟାଗାଜିନ୍ ରେ ଛପୁଥିଲା , କିନ୍ତୁ ବର୍ତ୍ତମାନ ସୀତାଙ୍କ ରୋଲ୍ ନିଭାଇଥିବା ଦିପିକା ଚିଖଲିଆଙ୍କ ଚେହେରା କିପରି ଦେଖାଯାଉଛି ,

ଏହା ବହୁତ କମ୍ ଲୋକ ଜାଣିଛନ୍ତି , ଆଜି ଆମେ ଆପଣଙ୍କୁ ଦିପିକାଙ୍କ କିଛି ଲାଟେଷ୍ଟ ଫଟୋ ଦେଖାଇବାକୁ ଯାଉଛୁ ,  ଯେବେ ଆପଣ ଏହି ଫଟୋଗୁଡିକ ଦେଖିବେ ତେବେ ଦିପିକାଙ୍କୁ ଚିହ୍ନିବି ପାରିବେ ନାହିଁ , ୨୯ ଅପ୍ରେଲ୍ ୧୯୬୫ ରେ ଜନ୍ମ ନେଇଥିବା ଦିପିକା ଆଜି ବି ପୁରା ୫୨ ବର୍ଷର ହୋଇସାରିଛନ୍ତି , ୧୯୮୫ ରୁ ନେଇକରି ୧୯୯୫ ପର୍ଯ୍ୟନ୍ତ ସେ ଟିଭି ଓ ଫିଲ୍ମରେ ନଜର ଆସିଥିଲେ । ଏବେ ଦିପିକା ଏକ ଗୃହୀଣି ହୋଇଛନ୍ତି , ସେ ସିଙ୍ଗାର୍ ବିନ୍ଦି କମ୍ପାନୀର  ମାଲିକ ହେମନ୍ତ ଟୋପିବାଲା ଙ୍କୁ ବିବାହ କରିଥିଲେ,  ବିବାହ ପରେ ସେ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ,  ଆପଣ ଦେଖିପାରିବେ କି ତେବେ ଠୁ ନେଇକରି ଆଜି ପର୍ଯ୍ୟନ୍ତ ଦିପିକା ବହୁତ ପରିବର୍ତ୍ତନ ଆସି ସାରିଛି ।

Leave a Reply

Your email address will not be published. Required fields are marked *