କେବେ ଐଶ୍ୱର୍ଯ୍ୟା ଓ ରାଣୀଙ୍କ ମଧ୍ୟରେ ଥିଲା ସବୁଠୁ ଭଲ ବାନ୍ଧବୀ , ଆଜି ହୋଇସାରିଛନ୍ତି ବଡ ଶତ୍ରୁ କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହେବେ..
ବଲିଉଡ୍ ରେ ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ଲିଷ୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ଆସିଥାଏ , ତାଙ୍କର ସୁନ୍ଦରତାର ସହ ଲୋକ ତାଙ୍କର ଷ୍ଟାଇଲ୍ ପାଇଁ ବହୁତ ଦିୱାନା ହୋଇଛନ୍ତି , ଏହା ଛଡା ତାଙ୍କର ଏହି ଜଲୱା ଦେଶ ଭିତରେ ନୁହେଁ ବରଂ ବିଦେଶରେ ବି ବ୍ୟାପିଛି , କିନ୍ତୁ ଆଜିର ସମୟରେ ଆମେ ଆପଣଙ୍କୁ କହିଦେବୁ କି ବଲିଉଡ୍ ରେ ଏମିତି କେଉଁ ଅଭିନେତ୍ରୀ ନାହାନ୍ତି ଯିଏ ତାଙ୍କର ବରାବରି କରିପାରିବେ , ବହୁତ ଅଭିନେତ୍ରୀ ଏପରି ଅଛନ୍ତି , ଯିଏ କି ଐଶ୍ୱର୍ଯ୍ୟାଙ୍କ ପସନ୍ଦ କରନ୍ତି ନାହିଁ । ଗୋଟେ ସମୟ ଥିଲା ଯାହାଙ୍କୁ ବହୁତ ହିଁ ଭଲ ବନ୍ଧୁତା ଥିଲା , କିନ୍ତୁ ଏବେ ଏମିତି ସମୟ ଆସିଛି ଯାହାକି ଦୁହେଁ ଦେଖିବାକୁ ପସନ୍ଦ କରୁନାହାନ୍ତି ।
ହଁ ଆଜ୍ଞା,ଆମେ କଥା ହେଉଛୁ ରାଣୀ ମୁଖାର୍ଜୀଙ୍କ ବିଷୟରେ । ବଲିଉଡ୍ ରେ ଜଣାଶୁଣା ଅଭିନେତ୍ରୀ ସେ ଅଟନ୍ତି , ଯେବେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ , ସେହି ସମୟରେ ସେ ଐଶ୍ୱର୍ଯ୍ୟାଙ୍କ ତାଙ୍କର ଭଲ ବନ୍ଧୁତା ହୋଇଥିଲା , କିନ୍ତୁ ଏହି ବନ୍ଧୁତା ଅଭିଷେକଙ୍କ ପାଇଁ ଭାଙ୍ଗିଯାଈଥିଲା , ଏହି ଦୁହେଁଙ୍କର ଶତ୍ରୁତା ବହୁତଥର ମିଡିଆ ସାମ୍ନାରେ ଆସି ସାରିଛନ୍ତି । ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ରାଣୀ ମୁଖାର୍ଜୀ ଅଭିଷେକଙ୍କୁ ବିବାହ କରିବାର ଥିଲା, କିନ୍ତୁ କିଛି ଏପରି ହେଲା ଯାହା ଦ୍ୱାରା ରାଣୀ ଓ ଅଭିଷେକ ଯୁବା ଫିଲ୍ମ ସୁଟିଂଙ୍ଗ୍ ସମୟରେ ସାମ୍ନା ସାମ୍ନି ଆସିଗଲେ , କୁହାଯାଏ କି ଏହି ଫିଲ୍ମ ପରେ ଦୁହେଁ କ୍ୟାରିୟରରେ ବହୁତ ସଫଳତା ମିଳିଥିଲା ,
ଏତିକି ହିଁ ନୁହେଁ କୁହାଯାଏ କି ଏହି ଫିଲ୍ମ ପରେ ପରସ୍ପର ମଧ୍ୟରେ ବିବାହ କରିବାରେ ମନ ବଳାଇସାରିଥିଲେ, କିନ୍ତୁ ଜୟା ବଚ୍ଚନ କୌଣସି ପରିସ୍ଥିତିରେ ବିବାହ କରିବା ପାଇଁ ରାଜି ହୋଇଥିଲେ, କିନ୍ତୁ ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଫିଲ୍ମର ଏକ ସିନ୍ କାରଣରୁ ସେ ଦୁହେଁଙ୍କ ମଧ୍ୟରେ ଫାଟ ସୃଷ୍ଠି ହୋଈଯାଇଥିଲା, ଏହି କାରଣରୁ ଅଭିଷେକ ଓ ରାଣୀ ମୁଖାର୍ଜୀଙ୍କ ସଂମ୍ପର୍କରେ ଫାଟ ସୃଷ୍ଟି ହେଲା ନାହିଁ କିନ୍ତୁ ଜୟା ବଚ୍ଚନ ନାରାଜ୍ ହୋଇଗଲେ ।
ଆପଣଙ୍କୁ କହିଦେବୁ କି ଏହି ଫିଲ୍ମର ସିନ୍ ରେ ରାଣୀକୁ ଅମିତାଭ ବଚ୍ଚନଙ୍କୁ କିସ୍ ସିନ୍ କରିବାର ଥିଲା , ଏହି ସିନ୍ କାରଣରୁ ଅଭିଷେକ ତାଙ୍କୁ ବହୁତ ନାରାଜ୍ ହୋଇଗଲେ , ତାଙ୍କୁ ଭରସା ହେଲା ନାହିଁ କି ରାଣୀ ପର୍ଦାରେ ତାଙ୍କ ବାପାଙ୍କୁ କିସ୍ କରିପାରିବେ , ତାହା ସହ ଜୟା ବଚ୍ଚନ ବି ଏହି ସିନ୍ କୁ ନେଇ ନାରାଜ୍ ହୋଇଯାଇଥିଲେ, ରାଣୀ ଅଭିଷେକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ , କିନ୍ତୁ ଫାଇଦା ହେଲା ନାହିଁ , ଓ ବଚ୍ଚନ ପରିବାର ସହ ରାଣୀ ମୁଖାର୍ଜୀଙ୍କର ସଂମ୍ପର୍କର ଫାଟ ଦେଖାଦେଲ ,
ଏହାର ଫାଇଦା ଐଶ୍ୱର୍ଯ୍ୟା ଉଠାଇଲେ , ଅଭିଷେକଙ୍କ ଜୀବନରେ ସେ ଏଣ୍ଟ୍ରି ମାରିଥିଲେ, ଐଶ୍ୱର୍ଯ୍ୟାଙ୍କ ସହ ରାଣିଙ୍କର ଶତ୍ରୁତା ହୋଇଗଲା , ଓ ସେ ନିଜ ବାହାଘରରେ ତାଙ୍କୁ ସେ ଡକାଇନଥିଲେ , ରାଣୀ ଏବେ ଆଦିତ୍ୟ ଚୋପ୍ରାଙ୍କ ସହ ବିବାହ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି , ଓ ଐଶ୍ୱର୍ଯ୍ୟ୍ ବି ଖୁସିରେ ଜୀବନ ଅତିବାହିତ କରିଛନ୍ତି , ଓ ତାଙ୍କର ଝିଅ ବି ହୋଇସାରିଛି ଯାହାର ନାଁ ଆରାଧ୍ୟା ବଚ୍ଚନ ଅଟେ ।