ଜାଣନ୍ତୁ ସ୍ୱପ୍ନରେ ପେଚା ଦେଖାଯିବାର ମତଲବ କଣ ହୋଇଥାଏ , ଏହା ଦ୍ୱାରା ଆପଣଙ୍କ ଜୀବନରେ କଣ ପ୍ରଭାବ ପକାଇବ…
ଆମେ ସମସ୍ତେ ରାତିରେ ଯେବେ ଶୋଇଥାନ୍ତି ତେବେ ସ୍ୱପ୍ନ ନିଶ୍ଚିତ ଦେଖିଥାନ୍ତି , ଏହି ଦୁନିଆଁ ବଡ ବିଶାଳ ଓ ବିଚିତ୍ର ହୋଇଥାଏ ଏହି ସ୍ୱପ୍ନକୁ କେବେ କାହା ସାମ୍ନାରେ ଆସିଯାଏ ତାହା କେହି କିଛି କହିପାରିବେ ନାହିଁ , ସ୍ୱପ୍ନ ବିଜ୍ଞାନ ମାନିଲେ ସ୍ୱପ୍ନରେ ଦେଖାଗଲେ ବହୁତ ଜିନିଷ ଆମ ଜୀବନରେ ଯୋଡି ହୋଇଥାଏ , ଆପଣ ସ୍ୱପ୍ନରେ କଣ ଦେଖିଥାନ୍ତି , ତାହାର କନକେକ୍ସନ କଣ ଅଛି ଏହା ଆସୁଥିବା ସମୟ ହିଁ କହିଥାଏ ବହୁତ ଥର ସ୍ୱପ୍ନ ଦେଖାଯିବା ଜିନିଷ ଏକ ଅଲଗା ସଙ୍କେତ ଦେଇଥାଏ , ଏହା ଭଲ ଓ ଖରାପ ଦୁହେଁ ସଙ୍କେତ ହୋଇପାରେ , ଏହି କଥାକୁ ରଖି ଆଜି ଆମେ ଆପଣଙ୍କୁ ଏକ ପକ୍ଷୀ ବିଷୟରେ ଯାହାକି ସ୍ୱପ୍ନରେ ଦେଖାଯାଏ ତାହାର ଅର୍ଥ ବିଷୟରେ କହିବାକୁ ଯାଊଛୁ ।
୧)ଗାଇ : ସ୍ୱପ୍ନରେ ଗାଈ ଦେଖାଦେବା ଏକ ଶୁଭ ସଙ୍କେତ ବୋଲି ମାନାଯାଏ , ଗାଇକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ଜଣାଯାଏ , ଏମିତି କୁହାଯାଏ କି ସ୍ୱପ୍ନରେ ଗାଇ ଦେଖାଦେବା ଆପଣଙ୍କ ଘରେ ଜଲଦି ହିଁ କେହି ଅତିଥି ଆସିବାର ସଙ୍କେତ ଦେଇଥାଏ , ଏହି ଅତିଥି ଆପଣଙ୍କ ପାଇଁ କିଛି ଖୁସିଖବର ନେଇକରି ଆସିପାରେ , ଏହି ଅତିଥି କାରଣରୁ ଆପଣଙ୍କ ଜୀବନରେ ଏକ ବଡ ଫାଈଦା ହୋଇଥାଏ ।
୨) ମୟୂର : ସ୍ୱପ୍ନରେ ମୟୂର ଦେଖାଯିବାର ଅର୍ଥ ହୋଇଥାଏ କି ଆପଣଙ୍କୁ ଅତି ଶିଘ୍ର ଧନ୍ ଲାଭ କରିବାର ଅଛି , ଏହି ଧନ ଲାଭ ଆପଣଙ୍କୁ ବିଜନେସ୍ ଚାକିରି କିମ୍ବା ଅନ୍ୟ ରୂପରେ ମିଳିପାରେ , ଏହି କଥାର ଚାନ୍ସ ଅଛି କି ଆପଣଙ୍କୁ ଅଧିକା ଧନ କମାଇବାର ଏକ ଶାନଦାର୍ ମଉକା ମିଳିବାର ଅଛି , ଓ ଏହି ମଉକାକୁ କେବେ ହାତ ଛଡା କରନ୍ତୁ ନାହିଁ ।
୩) କଳା ମଇଁଷି : ସ୍ୱପ୍ନରେ କଳା ମଇଁଷି ଦେଖାଯିବା ଅଶୁଭ ମାନାଯାଇଛି , ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ପରିବାର କିମ୍ବା ବନ୍ଧୁ କାହା ସହ କିଛି ଦୁର୍ଘଟଣା ହୋଇପାରେ, କିମ୍ବା ତାଙ୍କ ଜୀବନ ସହ କିଛି ବିପଦ ଅଛି , ଏମିତିରେ ଏହି ସଙ୍କେତକୁ ବୁଝିବାର ଅଛି , ଓ ସାବଧନତା ଅବଲମ୍ବନ କରିବାର ଅଛି ।
୪) କାଉ : ସ୍ୱପ୍ନରେ କାଉ ଦେଖାଯିବା ଶୁଭ ହୋଇନଥଏ , ଏହାର ମତଲବ ଏହା କି ଆପଣଙ୍କ ଜୀବନରେ ବହୁତ ଜଲଦି ଖରାପ ସମୟ ଆସିବ , ଏହି କଥା ବି ସଙ୍କେତ ଦେଇଥାଏ କି ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ଗଡବଡ ହୋଇପାରେ , ସ୍ୱପ୍ନରେ କାଉ ଦେଖାଗଲେ ଶନିଦେବଙ୍କ ମନ୍ଦିରକୁ ଯାଈକରି ତେଲର ଦୀପ ଲଗାନ୍ତୁ , କାଉ ଶନିଦେବଙ୍କ ବାହାନ ହୋଇଥାଏ , ଏମିତିରେ ଏହାକୁ ପାଳିଲେ ଖରାପ ବେଳା କଟିଯିବ ।
୫) ସ୍ୱପ୍ନରେ ପେଚା ଦେଖାଦେବା : ପେଚା ଏପରି ଏକ ପକ୍ଷୀ ଅଟେ , ଯାହା ରାତିରେ ଅଧିକାଂଶ ଦେଖାଦିଅନ୍ତି , ଦିନରେ ସେ ଶୋଇଥାଏ, ଓ ରାତିସାରା ଅନେଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ପେଚା ସ୍ୱପ୍ନରେ ଦେଖାଦିଏ ତେବେ ଏହାର ମତଲବ କଣ ହୋଇଥାଏ , ସ୍ୱପ୍ନ ବିଜ୍ଞାନ ମାନିଲେ ସ୍ୱପ୍ନରେ ଦେଖାଦେବା ବହୁତ ବଡ ଅଶୁଭ ସଙ୍କେତ ହୋଇଥାଏ , ଏହାର ଅର୍ଥ ହୋଇଥାଏ କି ଜୀବନରେ କିଛି ଖରାପ ହେବାର ଅଛି , କିମ୍ବା ଆପଣଙ୍କ ସହ କିଛି ଘଟିବାର ଅଛି, ସ୍ୱପ୍ନରେ ପେଚା ଦେଖାଦେଲେ ୨୧ ଦିନ ଯାଏଁ ସମ୍ଭାଳିକରି ରହିବା ଉଚିତ୍ , ନିଜ ଆଖପାଖ ବିପଦ ପୂର୍ବରୁ ସଚେତନ ହେବାର ଅଛି ।