June 22, 2025

Odia Express

Here, There and Everywhere

ଏବେ ପର୍ଯ୍ୟନ୍ତ ଆପଣ ଯାହାକୁ ଭାବୁଥିଲେ ଏକ ସାଧାରଣ ଝିଅ , ସେ ବାହାରିଲେ ବଲିଉଡ୍ ସୁପରଷ୍ଟାରଙ୍କ ସ୍ତ୍ରୀ , ଫଟୋ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…

କୁହନ୍ତି କି ଏହି ଦୁନିଆଁରେ ଯେବେ କେହି ଜନ୍ମ ନିଅନ୍ତି ତେବେ ସେ ନିଜ ଭାଗ୍ୟ କୁ ନେଇକରି ଜନ୍ମ ନେଇଥାଏ , ଏଥିପାଇଁ ଜରୁରୀ ନୁହେଂମ୍ କି କେଉଁ ମଣିଷ ଗରିବ ପରିବାରରେ ଜନ୍ମ ନେଇଥିଲେ ପୁରା ଜୀବନ ଦାରିଦ୍ରତାର କଷାଘାତରେ ହିଁ ରହିବାକୁ ପଡିବ , ତାହାର ଭାଗ୍ୟ ତାକୁ କେବେ ରାଜା ବନାଇଦିଏ , ଓ କେବେ ତାକୁ କାଙ୍ଗାଳ କରିଦିଏ ତାହା ନିଜକୁ ବି ଜଣାନଥାଏ , ଏହାର ଏକ ଜଳ୍ୱନ୍ତ ଉଦାହରଣ ବଲିଉଡ୍ ରେ ବହୁତ ଦେଖିବାକୁ ମିଳିଯିବେ ।ହଁ ଆଜ୍ଞା ଏହି ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ବହୁତ ଷ୍ଟାର୍ ଅଛନ୍ତି ଯିଏକି ରାତାରାତି ଏତେ ଲୋକପ୍ରିୟତା ପାଇ ସାରିଛନ୍ତି ଯାହାର କଳ୍ପନା ସେ ନିଜେ ବି କରିପାରିବେ ନାହିଁ , କିନ୍ତୁ କିଛି ଏପରି ଷ୍ଟାର୍ ଆପଣଙ୍କୁ ନିଶ୍ଚିତ ଦେଖିବାକୁ ମିଳିବେ ଯିଏ କି ଏତେ ଲୋକପ୍ରିୟତା ପାଇବାପରେ ବି ଏବେ ଗୁମନାମୀର ଜୀବନ ବଞ୍ଚୁଛନ୍ତି

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସେଲିବ୍ରେଟିଜ୍ ଙ୍କ ସହ କଥା ହେବୁ , ଯାହାଙ୍କର ନାଁ ବଲିଉଡ୍ ର ସେହି କଳାକାରଙ୍କ ସହ ଯୋଡି ହେଲା ପରେ ଏପରି ହୋଇଥିଲା କି ତାଙ୍କ ଭାଗ୍ୟ ପୁରା ପରିବର୍ତ୍ତନ ହୋଇଯାଈଥିଲା । ଆଜି ଆମେ ଆପଣଙ୍କୁ ଏମିତି ଏକ ଫଟୋ ଦେଖାଇବାକୁ ଯାଉଛୁ , ଯାହା ବହୁତ ଭାଇରାଲ୍ ହୋଇଛି, ସେ ଛୋଟ ଛୁଆର ଫଟୋକୁ ଦେଖି ବୁଝିପାରୁଥିବେ କି ସେ କେଉଁ ସାଧାରଣ ଝିଅ ନୁହନ୍ତି , ସୁପରଷ୍ଟାର୍ ଙ୍କ ସ୍ତ୍ରୀ ଅଟନ୍ତି , ଆଜିକାଲିର ସମୟରେ ସୋସିଆଲ୍ ମିଡିଆର କ୍ରେଜ୍ ଅଛି , ଏହି ସମୟରେ ଏମିତିରେ ବହୁତ ଅଲଗା ଫଟୋ କିମ୍ବା ଭିଡିଓ ସହଜରେ ମିଳିଯାଏ ।

କିଛି ଏପରି ହୋଇଥିଲା ଆଜିକା ସମୟରେ ସାଧାରଣ ଦେଖାଯାଉଥିବା ଏହି ଛୋଟ ଛୁଆ ସହ ଯିଏକି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି , ଲୋକେ ତାଙ୍କୁ ଭଲରେ ଚିହ୍ନି ନାହାନ୍ତି , କିନ୍ତୁ ଯେବେ ଚିହ୍ନିପାରିଲେ ତେବେ ସେମାନେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ , କିନ୍ତୁ କିଛୁ ପୁରୁଣା ସ୍ମୃତି ମନେ ପଡିଲା ବେଳକୁ କିଛି ଅତିତ କଥା ମନେ ପଡିଯାଏ । ତେବେ ଆପଣଙ୍କୁ କହିଦେବୁ କି ସେ କୌଣସି ସାଧାରଣ ଝିଅ ନୁହନ୍ତି , ସେ ସୁପରଷ୍ଟାର୍ ସାହିଦ୍ କାପୁରଙ୍କ ସ୍ତ୍ରି ଅଟନ୍ତ୍ , ତାଙ୍କ ସ୍ତ୍ରୀଙ୍କ ନାଁ ମୀରା ଅଟେ,

ଆପଣଙ୍କୁ ବିଶ୍ୱାସ ହେଉନଥିବ, କିନ୍ତୁ ଆପଣଙ୍କୁ କହିଦେବୁ କି ସୋସିଆଲ୍ ମିଡିଆରେ ମୀରା ବହୁତ କ୍ୟୁଟ୍ ଫଟୋ ଭାଇରାଲ୍ ହେବାପରେ ଲୋକେ ତାଙ୍କ ବିଷୟରେ ଚର୍ଚ୍ଚା କରୁଛନ୍ତି , ମୀରା ପୂର୍ବ ତୁଳନାରେ ବହୁତ ହଟ୍ ଓ ଗ୍ଲାମରସ ଲାଗୁଛନ୍ତି , ଆପଣ ନିଜେ ବି ଦେଖିପାରୁଥିବେ , ଛୁଆ ବେଳେ ସେ କିପରି ଦେଖାଯାଉଥିଲେ ଓ ବିବାହ ପରେ କିପରି ଦେଖାଯାଉଛନ୍ତି । ଆଜି ସାହିଦ୍ କାପୁରଙ୍କ ସହ ରହୁଥିବା ବେଳେ ମୀରାଙ୍କୁ କୌଣସି ପରିଚୟର ଆବଶ୍ୟକତା ପଡୁନାହିଁ , ତାଙ୍କର ଏହି ଫଟୋ ସ୍କୁଲ୍ ର ସମୟର ଅଟେ, କୁହାଯାଉଛି କି ସାହିଦ୍ ନିଜ ସ୍କୁଲ୍ ର ସାଙ୍ଗ ମୀରାଙ୍କୁ ୨୦୧୫ ରେ ବିବାହ କରିନେଇଥିଲେ ।

ସେହି ସମୟରେ ମୀରା ନିଜ ସ୍କୁଲ୍ ପାସ୍ କରିଥିଲେ,  ନିଜ ବିବାହ ପୂର୍ବରୁ ମୀରା ନିଜ ଡ୍ରେସ୍ ଅଫ୍ କୁ ନେଇକରି ବହୁତ ଫେମସ୍ ଥିଲେ,  ଏବେ ମୀରା ଓ ସାହିଦ୍ ଙ୍କ ଝିଅ ମିଶା ବି ନିଜ ମାଙ୍କ ରୁପ ନେଇଛନ୍ତି , ଯାହାଙ୍କୁ ମୀରା ଷ୍ଟାଇଲିଷ୍ଟ ଡ୍ରେସଅଫ୍ ରେ ରଖନ୍ତି , ଯାହାର କାରଣରୁ ଷ୍ଟାର୍ କିଡସ୍ ବହୁତ ଲୋକପ୍ରିୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *