November 22, 2024

Odia Express

Here, There and Everywhere

ରୋହିତ ଶର୍ମା କହିଲେ – ଆପଣ ଯାହା କହିବା କଥା ମୋତେ କୁହନ୍ତୁ ସ୍ତ୍ରୀ ଓ ପିଲାଙ୍କୁ ଏ ମଝିରେ ଆଣନ୍ତୁ ନାହିଁ କାରଣ…

1 min read

ତେବେ ଆପଣମାନେ ଦେଖିଥିବେ ମିଡ଼ିଆ ରେ ପ୍ରାୟ ସବୁବେଳେ ଭାରତୀୟ ଖେଳାଳି ମାନକ ଖବର ଆସିଥାଏ | ପ୍ରଶଂସକ ମାନେ ଖେଳାଳି ମାନକୁ ମଜାକ ଉଡେଇ ଉଡେଇ ତାଙ୍କ ପରିବାର ପାଖରେ ପହଁଚିଯାଇଥାନ୍ତି | ତେବେ ବର୍ତମାନ ସମୟରେ ଭାରତୀୟ ଦଳର ଉପ- ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ନିଜର ରୋଷ ପ୍ରକାଶ କରିଛନ୍ତି |ତେବେ ତାଙ୍କ କଥା ଶୁଣିଲେ ଆପଣ ମଧ୍ୟ ତାଙ୍କର ପ୍ରାସାଙ୍କ କରିବେ | ତେବେ ହିଟମ୍ୟାନ କହିଛନ୍ତି ଆପଣଙ୍କୁ ଯାହା କହିବାର ଅଛି ମୋ ବିଷୟରେ ମୋତେ କୁହନ୍ତୁ | ମୋ ପରିବାର କୁ ନୁହଁ

ତେବେ ରୋହିତ ଶର୍ମା ଙ୍କ ମଜାକ ଉଡ଼ୁଥିବା ଲୋକଙ୍କ ପାଇଁ ସେ କହିଛନ୍ତି ଯେ ଆପଣଙ୍କ ରାଗ ଅଭିମାନ ମୋ ଉପରେ ଏହା ମୋ ପରିବାର ଉପରେ ଦିୟନ୍ତୁ ନାହିଁ | ଆମ ପରିବାର ଆମକୁ ସମର୍ଥନ କରିବା ପାଇଁ ଆସିଥାନ୍ତି |ସେ ଆମ ଖୁସି ପାଇଁ ଆସିଥାନ୍ତି ଯେବେ ତାଙ୍କ ବିଷୟରେ କିଏ ଖରାପ ଲେଖେ ତେବେ ମୋର କେହି ସାଙ୍ଗ ମୋତେ ଏ ବିଷୟରେ କହିଲେ ବହୁତ କଷ୍ଟ ଲାଗେ |ବେଳେ ବେଳେ ଏଭଳି କଥା ମଧ୍ୟ ଲେଖନ୍ତି ଯାହା ଦେଖିଲେ ହସ ମଧ୍ୟ ଲାଗେ

ତାପରେ ସେ କହସାଇଛନ୍ତି ଯେ ସେ କହିଛନ୍ତି ମୋର ମଜାକ ଉଡେଇବା ଠିକ ଅଛି କିନ୍ତୁ ତା ଭିତରେ ମୋ ପରିବାର ଆସିଲେ ମୋତେ ବହୁତ ଦୁଃଖ ଲାଗେ |ଯାହାକି ଠିକ ନୁହଁ |ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଆମକୁ କହିପାରିବେ କିନ୍ତୁ ଆମ ପରିବାର କୁ କହିବା ଆପଣଙ୍କ ଉଚିତ ନୁହଁ |ଏହାପରେ ସେ କହିଥିଲେ କି ମୋତେ ଲାଗୁଚି ବିରାଟ ମଧ୍ୟ ଏଭଳି ଭାବୁଥିବେ

ବାପା ହେବ ପରେ ବହୁତ ଖୁସି ଅଛନ୍ତି ରୋହିତ – ସେ ଆଗକୁ କହିଥିଲେ ଯେ ଆମ ଜୀବନରେ ଆମ ପରିବାର ବହୁତ ମହତ୍ଵପୁର୍ଣ ଅଟନ୍ତି | ମୁଁ ଜଣେ ଖେଳାଳି ହିସାବରେ ଏବେ ଅନ୍ୟ ଭଳି ଭାବିବାକୁ ଲାଗିଲିନି |ମୋ ପାଖେ ଯେଉଁ ପରିବାର ଅଛି ତା ପାଇଁ ମୁଁ ବହୁତ ଭଲ ଜାଗାରେ ଅଛି | ମୋ ଝିଅ ମୋ ମୋ ସ୍ତ୍ରୀ ମୋତେ ସବୁବେଳେ ଖୁସି ରଖିଥାନ୍ତି |ବାକି ଲୋକ ଯାହା ଭାବନ୍ତି ମୋତେ ଫରକ ପଡ଼େନି | ସେ ଏବେ ମୋ ଜୀବନରେ ଖୁସି ଭାରି ଦେଇଛନ୍ତି | ତେବେ ମୁଁ ଭବେନି କିଏ କଣ କହୁଛି ସେ ବିଷୟରେ

ଇନ୍ଦୋର ରେ ଖେଳାଯିବ ୨ୟ ଟି୨୦ -ଶ୍ରୀଲଙ୍କା ବିପକ୍ଷରେ ସିରିଜ ର ପ୍ରଥମ ମ୍ୟାଚ ବର୍ଷ ଯୋଗୁ ବାତିଲ ହେଇ ଯାଚି | ଯେବେକି ୭ ଜାନୁଆରୀ ରେ ୨ୟ ଟି୨୦ ଖେଳାଯିବ |ଏଠାରେ ଜିତିକି ଦୁଇ ଦଳ ସିରିଜ ପାଇଁ ଲକ୍ଷ ରଖିବେ | ଭାରତୀୟ ଦଳ ବର୍ତମାନ ସମୟରେ ଦୃଢ ସ୍ତିତି ରେ ଅଛି | ତେବେ ଏହି ମ୍ୟାଚ ରେ ରୋହିତ ଙ୍କୁ ବିଶ୍ରାମ ଦିୟା ଯାଇଛି

Leave a Reply

Your email address will not be published. Required fields are marked *