ଶୀତ ଦିନର ପ୍ରବଳ ଶୀତରେ ୧୨ କିଲୋମିଟର ପାଦରେ ଚାଲିକରି ସିଆର୍ ପିଏଫ୍ ଜବାନ୍ ମାନେ ଭୋକିଲା ଛୁଆକୁ ପାଇଁ ଖାଦ୍ୟ ଆଣିକି ଦେଲେ – ଆଉ କହିଲେ ଏଭଳି କଥା ଯେ ସାରା ଦେଶର ହୃଦୟ ଜିତିଗଲେ ଆମ ଯବାନ…
ଜମ୍ମୁ କାଶ୍ମୀରର ରାମବନ ପାଖରେ ଥିବା ରାଷ୍ଟ୍ରିୟ ରାଜମାର୍ଗରେ ଲେଡ ସ୍ଲାଇଡ୍ କାରଣରୁ ଫସିରହିଥିବା ଏକ ପରିବାର ସଦସ୍ୟଙ୍କୁ କେନ୍ଦ୍ରିୟ ରିଜର୍ଭ ପୋଲିସ୍ ବଳ ଜବାନ ମାନେ ଭଗବାନ ରୁପରେ ନେଇକରି ପହଞ୍ଚିଲେ , ଏତେ ଶୀତରେ ସେ ୧୨ କିମି ପର୍ଯ୍ୟନ୍ତ ଗାଡିର ଲମ୍ବା ଲାଇନ୍ ମଧ୍ୟରେ ଫସିରହିଥିବା ଭୋକିଲା ଛୁଆ ପାଇଁ ଖାଇବା ଓ କ୍ଷୀର ପହଞ୍ଚାଇଲେ , ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହା କି ସିଆର୍ ପିଏଫ୍ ଜବାନ ମାନେ ଏତେ ଶୀତ ସୁଦ୍ଧା ସେମାନେ ୧୨ କିମି ପଥଯାତ୍ରା ଦ୍ୱାରା ସେ ପିଲା ପାଖକୁ ଖାଦ୍ୟ ନେଇ ପହଞ୍ଚିଥିଲେ, ସିଆର୍ ପିଏଫ୍ ବାଟାଲିୟନ୍ ୮୪ ତମ ବାଟାଲିୟନ୍ କମାଣ୍ତାଣ୍ଟ ଡିପି ଯାଦବ ଏକ ଇଣ୍ଟରଭ୍ୟୁରେ କହିଲେ କି ଜମ୍ମୁ ଶ୍ରୀନଗରରେ ରାମବଣର ଡିଗଡୋଲ୍ ଇଲାକାରେ ଫସି ରହିଥିବା ଆଶିକା ଭୋକିଲା ଛୁଆଙ୍କ ପେଟ ଭରିବାପାଇଁ ସିଆର୍ ପିଏଫ୍ ଙ୍କ ସହାୟତା ମାଗିଥିଲେ ।
ଆସିକାର ପରିବାର ଲୋକେ ସିଆର୍ ପିଏଫ୍ ସାହାଯ୍ୟ କରୁଥିବା ହେଲ୍ପଲାଇନ୍ ନମ୍ବରରେ କଲ୍ କରିଥିଲେ, ଏହାପରେ ସେମାନଙ୍କ ଟିମ୍ ରୁ ୮୪ ତମ ବାଟାୟାଲିନ୍ ଜବାନ୍ ମାନେ ଏହି ପରିବାରକୁ ସାହାଯ୍ୟ ପାଇଁ ଆସିଥିଲେ । ଇଣ୍ଟରଭ୍ୟୁରେ ସିଆର୍ ପିଏଫ୍ କମାଣ୍ତାଣ୍ଟ କହିଲେ କି ଲ୍ୟାଣ୍ତଷ୍କାଇଟ୍ କାରାଣରୁ ଏତେ ଅଧିକା ଟ୍ରାଫିକ୍ ଜାମ୍ ହୋଇଯାଈଥିଲା କି ଯାହା ଦ୍ୱାରା ପହଞ୍ଚିବା କଷ୍ଟକର ଥିଲା , ଏହି କାରଣରୁ ସିଆର୍ ପିଏଫ୍ ଏହି ଜବାନ୍ ପାଦରେ ଚାଲିକରି ୧୨ କିମି ରାସ୍ତା ଅତିକ୍ରମ କରି ଏତେ ଶୀତରେ ପରିବାର ପାଖରେ ପହଞ୍ଚିଲେ ,
ଏହାପରେ ସିଆର୍ ପିଏଫ୍ ଜବାନ ମାନେ ଛୁଆକୁ କ୍ଷୀର ଓ ଖାଇବା ଜିନିଷ ଦେଲେ, ସିଆର୍ ପିଏଫ୍ ଙ୍କର ବିଶେଷ ସାହାଯ୍ୟ ଯୋଗୁଁ ଆଶିକାର ପରିବାର ଲୋକେ ଧନ୍ୟବାଦ ଦେଲେ , ରାମବନ ଜିଲ୍ଲାର ଡିଗଡୋଲ୍ ଓ ଚନ୍ଦ୍ର କୋଟ ଇଲାକାରେ ବହୁତ ଲ୍ୟାଣ୍ତସ୍ଲାଇଡ୍ କାରଣରୁ ନେଶନ୍ୟାଲ୍ ହାଇୱେ ବୁଧବାରକୁ ବିଳମ୍ବିତ ସ୍ଂନ୍ଧ୍ୟା ସମୟରେ ବନ୍ଦ ହୋଇଯାଇଥିଲ୍,ଆ ଭୁସ୍କଳନ କାରଣରୁ ଏଠାରେ ଅଧିକା ପରିମାଣର ମାଟି ଓ ପଥର ରାସ୍ତାରେ ଆସି ପଡିଥିଲା, ଓ ଏହାକୁ ହଟାଇବାକୁ କର୍ମଚାରୀଙ୍କୁ ବହୁତ ହଇରାଣ ହେବାକୁ ପଡିଥିଲା, ରବିବାର ଦିନ ସକାଳୁ ହାଇୱେଗୋଟେ ପଟ ସାଇଟ୍ ଖୋଲିଦିଆଗଲା ,
ଯେଉଁ ସମୟରେ କାଶ୍ମୀରରେ ପାଞ୍ଚ ଅଗଷ୍ଟକୁ ଇଣ୍ଟରନେଟ୍ ଓ ଟେଲିଫୋନ୍ ବନ୍ଦ କରାଯାଇଥିଲା< ତେବେ ଲୋକେ ସହାୟତା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ ଶ୍ରୀନଗର ଆଧାରିତ ହେଲପ୍ ଲାଇନ୍ ନମ୍ବରକୁ ବଦଳାଇଦେଇଥିଲେ , ଏହି କଥାର ସୁଚନା ସିଆର୍ ପିଏଫ୍ ସାହାଯ୍ୟକାରୀ ହେଲପ୍ ଲାଇନ୍ ଟ୍ୱିଟର୍ ରେ ଦିଆଗଳା , କାଶ୍ମୀରରେ ଟେଲିଫୋନ୍ ସେବା ବନ୍ଦ ହେବା କାରଣରୁ ବହୁତ ଲୋକଙ୍କୁ ସହାୟତା ଦରକାର ଥିଲା , ଏହି କାରଣରୁ ଲୋକେ ବିଭିନ୍ନ ପ୍ରାନ୍ତରୁ ଲୋକେ ନିଜ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ସେଥିପାଇଁ ସିଆର୍ ପିଏଫ୍ ଏହି ହେଲପ୍ ଲାଇନ୍ ଆରମ୍ଭ କରିଥିଲେ ।