November 22, 2024

Odia Express

Here, There and Everywhere

ଉଚ୍ଚତା ଅନୁସାରେ ଆପଣଙ୍କର ଓଜନ କେତେ ହେବ କଥା, ଏହି ଓଜନ ଚାର୍ଟରେ ଏବେ ଜାଣନ୍ତୁ – ଦେଖନ୍ତୁ ଆପଣଙ୍କ କେତେ ଓଜନ ହେବା କଥା…

ଆଜିକାଲି ଆସିବା ଦିନରୁ ଦଶରୁ ପ୍ରାୟ ଛଅଜଣ ଲୋକ ଅଧିକା ମେଦ ବହୁଳତାରେ ଶିକାର ହୋଇଥାନ୍ତି , ଜଣେ ସୁସ୍ଥ୍ୟ ବ୍ୟକ୍ତି ପାଈଁ ଜରୁରୀ ହୋଇଥାଏ କି ତାହାର ଉଚ୍ଚତା ହିସାବରେ ତାର ଅନୁମାନିତ ଓଜନ କେତେ ହେବା ଦରକାର,  ଆଜି କାଲି ପୁଅ ହେଉ କିମ୍ବା ଝିଅ ସମସ୍ତେ ମୋଟାପାର ଶିକାର ହେଉଛନ୍ତି , ଏଥିରୁ ଅଧିକାଂଶ ଲୋକଙ୍କୁ ଜଣାନାହିଁ କି ତାହାର ଉଚ୍ଚତା ଅନୁସାରେ ତାର ଓଜନ କେତେ ହେବା ଆବଶ୍ୟକ , ଆଜି ଆମେ ୱେଟ୍ ଚାର୍ଟ ଦ୍ୱାରା କହିବାକୁ ଯାଉଛୁ , ପୁଅ ହେଉ କିମ୍ବା ଝିଅ ଉଚ୍ଚତା ଅନୁସାରେ କେତେ ଓଜନ ହେବା ଆବଶ୍ୟକ, ତେବେ ଆସନ୍ତୁ ଜାଣିନେବା ।

ଆପଣଙ୍କୁ କହିଦେବୁ କି ଆଜି କାଲିର କର୍ମବ୍ୟସ୍ତ ଜୀବନ ଭିତରେ ଓଜନ ଆସିବା ଦିନରୁ ଲୋକ ଶିକାର ହୋଇଛନ୍ତି , ଏହାର ପଛରେ କାରଣ ହୋଇଥାଏ କି ସେମାନେ ନିଜ ପାଇଁ ସଠିକ୍ ସମୟ ନ ବାହାର କରିପାରିବା , କହିଦେବୁ କି ଆଜିକାଳି ଅସନ୍ତୁଳିତ ଲାଇଫ୍ ଷ୍ଟାଇଲ୍ ଅନୁମନ ସମସ୍ତଙ୍କ ଜୀବନରେ ମୋଟାପାର କାରଣ ହୋଇଜାଏ , କାରଣ ଲୋକେ ନିଜର ଖାଦ୍ୟପେୟ ଉପରେ ଅଧିକା ଗୁରୁତ୍ୱ ପକାଇପାରନ୍ତି ନାହିଁ , ଓ କିଛି ଭୁଲ୍ ଖାଦ୍ୟପେୟ ସକାଶେ ଏହା ମୋଟାପା ଶିକାର ହୋଇଥାନ୍ତି , ବଜାରରୁ ଜଙ୍କ୍ ଫୁଡ୍ ଯାହା ଓଜନ ବଢାଇବାରେ ଅଧିକା ଦାୟୀ ହୋଇଥାଏ ।

ପୁରୁଷଙ୍କ ଓଜନ ତାଲିକା :

ଆପଣଙ୍କୁ କହିଦେବୁ କି ଓଜନ କଣ୍ଟ୍ରୋଲ୍ କରିବାକୁ ହେଲେ ସବୁଠାରୁ ଅଧିକା ଦରକାର ଥାଏ କି ହାଇଟ୍, ଲମ୍ବା, ଓ ଚଉଡା ହିସାବରେ ଶାରରୀକ ଓଜନ କେତେ ହେବା ଦରକାର,  ନିଜ ହାଇଟ୍ ଅନୁସାରେ ଆମର ତଳେ ଦିଆଯାଇଥିବା ଏହି ୱେଟ୍ ଚାର୍ଟକୁ ଦେଖିପାରିବେ , ଆପଣଙ୍କ ଆଇଡିଆଲ୍ ୱେଟ୍ କେତେ ହେବା ଜରୁରୀ , ଯଦି ଏହି ଚାର୍ଟରୁ ଅଧିକା ୱେଟ୍ ହେଲା ତେବେ ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ , ଏଇ ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିବାର ଅଛି , ଯଦି ସମ୍ଭବ ହୋଇପରୁଛି ତେବେ ନିଜ ହାଇଟ୍ ଅନୁସାରେ ନିଜ ୱେଟ୍ ମ୍ୟାନେଜ୍ କରନ୍ତୁ ।

ସ୍ତ୍ରୀ ଲୋକଙ୍କର ଓଜନ ତାଲିକା

କହିଦେବୁ କି ହାଇଟ୍ ହିସାବରେ ଅଧିକା ଓଜନ ହେବା , ଆଗକୁ ଯାଇକରି ଆପଣଙ୍କୁ ନାନାଦି ରୋଗର ଇଶାରା କରିଥାଏ , ଯେପରି ଡାଇବେଟୀଜ୍ ଓ ଆର୍ଥରାଇଟିସ୍ , ହଁ ଆଜ୍ଞା ଅଧିକା ଓଜନ ହେବା ଦ୍ୱାରା ଏହା ଏକ ପ୍ରକାରର ରୋଗ ହୋଇଯାଏ , ଆହା ସଠିକ୍ ସମୟରେ କଣ୍ଟ୍ରୋଲ୍ ନକଲେ ରୋଗରେ ପଡିପାରନ୍ତି , ଏଥିପାଇଁ ଆପଣଙ୍କୁ ରୋଗରୁ ମୁକ୍ତି ପାଇବାକୁ ହେଲେ , ନିଜ ଓଜନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ , ଓ ହାଇଟ୍  ଅନୁସାରେ ଓଜନ ରଖନ୍ତୁ ।

Leave a Reply

Your email address will not be published. Required fields are marked *