November 22, 2024

Odia Express

Here, There and Everywhere

ବାସ୍ତୁ ଟିପ୍ସ : ଆଲମୀରାରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ୨ ଟି ଜିନିଷ – ନହେଲେ କାଙ୍ଗାଳ ହେଇଯିବେ ଆପଣ…

ହିନ୍ଦୁ ଧର୍ମରେ ବାସ୍ତୁକୁ ବହୁତ ମହତ୍ତ୍ୱ ଦିଆଯାଏ , ଏମିତି କୁହାଯାଏ କି ଯେଉଁ ଘରେ ବାସ୍ତୁ ଠିକ୍ ହୋଇଥାଏ ସେହି ଘରେ କିଛି ବି ସମସ୍ୟା ଦେଖାଯାଏ ନାହିଁ । ଏହାର ବିପରୀତ ଘରର ବାସ୍ତୁ ଖରାପ ହେଲେ ନାନାଦି ଅସୁବିଧା ଦେଖାଦିଏ  ଗୋଟେ ସଠିକ୍ ବାସ୍ତୁ ଘରେ ସକରାତ୍ମକ ଉର୍ଜା ବ୍ୟାପିଥାଏ , କିନ୍ତୁ ଗୋଟେ ଭୁଲ୍ ବାସ୍ତୁ ଘରେ ନକରାତ୍ମକ ଉର୍ଜା ଆଣିଥାଏ , ସାଧାରଣତଃ ଯେବେ ବାସ୍ତୁର କଥା ଆସେ ତେବେ ଲୋକେ ନିଜର ଘରର ରୁମ୍ ନିଜ ହିସାବରେ ବନାଇନିଅନ୍ତି , କିନ୍ତୁ ଏଥିରେ ରଖିଥିବା ଜିନିଷକୁ ନେଇ ବାସ୍ତୁର ଧ୍ୟାନ ଦିଅନ୍ତି ନାହିଁ  ଆଜି ଏହି ଆର୍ଟିକିଲ୍ ର୍ ଆମେ ଆପଣଙ୍କୁ ଆଲମୀରା ସଂବନ୍ଧିତ ବାସ୍ତୁ ବିଷୟରେ କହିବୁ , ଆଲମୀରାର ସବୁ ଘରେ ମିଳିଥାଏ , ଏହା ମଧ୍ୟରେ ଲୋକ ନାନାପ୍ରକାରର ଜିନିଷ ରଖିଥାନ୍ତି , କିଛି ଲୋକଙ୍କର ଅଭ୍ୟାସ ଅଛି କି ଆଲମୀରା ଭିତରେ ଫାଲତୁ ଜିନିଷ ରଖିଦିଅନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଫାଲତୁ ଜିନିଷ ରଖିଲେ ଆପଣଙ୍କ ଘରେ ବୃଦ୍ଧି କମ୍ ହୋଇଯାଏ ।

ଆଲମୀରାରେ ବହୁତ ଲୋକ ପଇସା ଓ ଗହଣା ଜିନିଷ ରଖିଥାନ୍ତି , ଏମିତିରେ ଘରେ ସମୃଦ୍ଦି ବଢାଇବାକୁ ହେଲେ , ଆଲମୀରାରେ ସକରାତ୍ମକ ଉର୍ଜା ହେବା ଜରୁରୀ ହୋଇଥାଏ , କିନ୍ତୁ କିଛି ଖାସ୍ ଜିନିଷ ଆଲମୀରାରେ ରଖିଲେ ସକରାତ୍ମକ ଉର୍ଜା ନକରାତ୍ମକ ଉର୍ଜାରେ ବଦଳିଯାଏ , ଯାହା ପଇସାରେ ଆସିକରି ଅଟକାଇଦିଏ , ଓ ଖର୍ଚ୍ଚ ବଢାଇଦିଏ  ,ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ଜିନିଷ କହିବୁ , ଯାହା ଆପଣ ଆଲମୀରାରେ ଭୁଲ୍ ରେ ବି ରଖିବା ଉଚିତ୍ ନୁହେଁ ।

କଳାରଙ୍ଗର ଜିନିଷ କାଳର ରୁପ ବୋଲି ମାନାଯାଏ , ଏଥିରେ ଆଲମୀରାରେ ନେଗେଟିଭ୍ ଏନର୍ଜୀ ବାହାରିଥାଏ , ଏହା ନେଗେଟିଭ୍ ଏନର୍ଜୀ ଆଲମୀରାରେ ରଖିଥିବା ପଇସା ଓ ଗହଣା ଉପରେ ପଡିଥାଏ , ଯାହାକୁ ନେଇ ଘର ପଇସାର ଅଭାବ ଦେଖାଦିଏ , ଏଥିପାଈଁ ଏହାକୁ ରଖନ୍ତୁ ନାହିଁ , ଆପଣଙ୍କ ପାଖରେ କଳା କପଡା ଅଛି ଯଦି ତେବେ ଆଲମୀରାରେ ରଖନ୍ତୁ ନାହିଁ , ଯଦି ଆପଣଙ୍କୁ କଳା କପଡା ରଖିବାର ଅଛି ତେବେ ଏକ ଧଳା କପଡା ଗୋଡାଇକରି ରଖନ୍ତୁ , ଏମିତି କଲେ ଧଳା ରଙ୍ଗରୁ ସକରାତ୍ମକ ଉର୍ଜା କଳା ରଙ୍ଗର ନକରାତ୍ମକ ଉର୍ଜାକୁ କମ୍ କରିଦେବ ।

ବହୁତଥର ଆମର କପଡା ଫାଟିଯାଏ , ଏହା ଅଧିକା ପୁରୁଣା ହୋଇଥିବା ହେତୁ ହୋଇଥାଏ , ଏମିତିରେ ଆମକୁ ପିନ୍ଧିବାକୁ ତ ନାହିଁ , ସେମିତି ଆମେ ଏହି ପରି ଜିନିଷ ରଖିଦେଉ  ଯଦି ଆପଣ ଏପରି କରୁଛନ୍ତି ତେବେ ଏହି କପଡାକୁ ତୁରନ୍ତ ବାହାରକୁ ବାହାର କରିଦିଅନ୍ତୁ , ଫଟା କପଡା ଆଲମୀରାରେ ରଖିଲେ ଦାରିଦ୍ରତା ଆସିଥାଏ , ଏମିତିରେ ଯଦି ଆପଣଙ୍କୁ ତାଙ୍କର କାମ ନାହିଁ ତେବେ କେଉଁ ଗରିବ ଲୋକକୁ ଦେଇଦିଅନ୍ତୁ ।

Leave a Reply

Your email address will not be published. Required fields are marked *