ଇଣ୍ତିଆ ଓ ଶ୍ରୀଲଙ୍କା T20 ମ୍ୟାଚ – ବିରାଟ୍ କୋହଲି ନେଲେ ଏହି ବଡ ନିଷ୍ପତ୍ତି , କହିଲେ ଶ୍ରୀଲଙ୍କା ବିପକ୍ଷରେ ଏହି ୨ ଖେଳାଳୀ କରିବେ ଓପନିଂ – ଦେଖନ୍ତୁ କିଏ ସେ ଖେଳାଳି…
ଶ୍ରୀଲଙ୍କା ବିପକ୍ଷର ପ୍ରଥମ ଟି ଟେଣ୍ଟି ମ୍ୟାଚର ପୁର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏହା ଜଣାଇଦେଇଛନ୍ତି କି କେଉଁ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଭାରତୀୟ ପାରିର ଆରମ୍ଭ କରିବେ , କୋହଲି ସିରିଜ୍ ଆରମ୍ଭ ହେବାର ପୂର୍ବରୁ ଦୁହେଁ ବ୍ୟାଟ୍ସମ୍ୟାନ୍ ନାଁ ଘୋଷଣା କରିଦେଇଛନ୍ତି ।ବିରାଟ କୋହଲି ପତ୍ରକାରଙ୍କ ସହ କଥାବାର୍ତ୍ତାରେ କହିଲେ କି କେ ଏଲ୍ ରାହୁଲ୍ ଏହି ସମୟରେ ଜବରଦସ୍ତ ଫର୍ମରେ ଅଛନ୍ତି ଓ ସେ ଟିମ୍ ପାଇଁ ବହୁତ ଖାସ୍ କଥା ଅଟେ , ରାହୁଲ୍ ବଲ୍ ଓ ବ୍ୟାଟ୍ ମଧ୍ୟରେ ମିଡଲ୍ କରନ୍ତି , ସେମିତି ଶିଖର ଧବନ ଏକ ଅନୁଭବି ଖେଳାଳୀ ଅଟନ୍ତି
ଆମର ୧୫ ଜଣ ସଦସ୍ୟ ଟିମ୍ ର ଖେଳାଳୀ ନିଜ ନିଜ ଭୁମିକା ନିଭାଇବା ଜାଣନ୍ତି , କିନ୍ତୁ ଆମେ ସସସ୍ତଙ୍କୁ ସବୁ ମ୍ୟାଚରେ ଖେଳାଇପାରିବୁ ନାହିଁ , ଏହି ସିରିଜ୍ ରେ କେଏଲ୍ ରାହୁଲ୍ ତଥା ଶିଖର ଧବନ ସଲାମି ବ୍ୟାଟିଙ୍ଗ୍ କରିବେ , କିନ୍ତୁ ଯେବେ ରୋହିତ୍ ଟିମ୍ ଫେରିବାକୁ ହେବ , ତେବେ ବହୁତ ମୁସକିଲ୍ ହୋଇପାରେ । ଗତ ଟି ଟ୍ୱେଣ୍ଟି ସିରିଜ୍ ରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ମଇଦାନରେ ରୋହିତ୍ , ଭୁବନେଶ୍ୱର କୁମାର, ଦିପକ ଚାହର, ଓ ମହମ୍ମଦ ଶମୀ ଶ୍ରୀଲଙ୍କା ବିପକ୍ଷରେ ଏହି ସିରିଜ୍ ରେ ମଇଦାନରେ ଦେଖାଦେବେ , ଏହି ସିରିଜ୍ ରେ ଶିଖର ଧବନ ଓ ଜଶପ୍ରୀତ ବୁମରାହ ଆଘାତ୍ ଲାଗିବାପରେ ଫେରିଥିଲେ,
ଆଘାତ ଲାଗିବାକୁ ନେଇ ଭାରତୀୟ ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧବନ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଟି ଟ୍ୱେଣ୍ଟି ଓ ୱାନ୍ ଡେ ସିରିଜ୍ ରୁ ବାହାର ହୋଇଥିଲେ, ଗତ ବର୍ଷ ସେ ୨୨,୬୬ ଓସତରେ ୧୧୦,୫୬ ଷ୍ଟ୍ରାଇକ୍ ରେଟ୍ ରେ ୧୨ ଟି ପାରିରେ ୨୭୨ ରନ୍ କରିଥିଲେ, ତିନୋଟି ମ୍ୟାଚର ସିରିଜ୍ ରେ ରୋହିତ୍ ଶର୍ମା ଆରାମ ଦେବାର ପରେ ଧବନ ଭାରତୀୟ ପାରିର ଆଗାଜ୍ କରିବାପାଇଁ ମଇଦାନରେ ବାହାରିବେ , ଏହି ସିରିଜ୍ ରେ ଶିଖର ପୁରା ଫୁଲ୍ ଫର୍ମରେ ଦେଖାଦେବେ ।
ଆପଣଙ୍କୁ କହିଦେବୁ କି ବିରାଟ କୋହଲିଙ୍କର ଟିମ୍ ଇଣ୍ତିଆ ଗୁଆହାଟିରେ ଶ୍ରୀଲଙ୍କା ବିପକ୍ଷରେ ଟିଟ୍ୱେଣ୍ଟିର ପ୍ରଥମ ମ୍ୟାଚ୍ ନୁଆ ବର୍ଷରୁ ଆରମ୍ଭ କରିବ , ତିନୋଟି ମ୍ୟାଚ୍ ର ଏହି ସିରିଜ୍ ରେ ପ୍ରଥମ ମ୍ୟାଚ୍ ଖେଳିବାପରେ ଟିମ୍ ଇଣ୍ତିଆ ଦ୍ୱିତିୟ ମ୍ୟାଚ୍ ଇନ୍ଦୋର୍ ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳିବ , ଟିମ୍ ର ଚେଷ୍ଟା ରହିବ କି ଶ୍ରୀଲଙ୍କା ବିପକ୍ଷରେ ନିଜର ବିଜୟଧାରା ଅଭିଯାନ ଜାରି ରଖିବାପାଇଁ , ଏଥିରୁ ପୁର୍ବରୁ ବାଙ୍ଗଲାଦେଶ ଓ ୱେଷ୍ଟଇଣ୍ତିଜ୍ ଟିମ୍ ରୁ ଜିତ୍ ହାସିଲ୍ କରିଥିଲେ ।