ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି ୬ ଟି ନାମ ଥିବା ବାଲା ଝିଅ , ଥରେ ଦେଖାକଲେ ଜୀବନସାରା ନିଜ ଜୀବନସାଥୀ ସହ ସଂମ୍ପର୍କ ନିଭାଇଥାନ୍ତି..
1 min readଏହି ଦୁନିଆଁରେ ପ୍ରେମ ଠାରୁ ଦୂର୍ଲ୍ଲଭ ଜିନିଷ ଆଉ କିଛି ହୋଇପାରେ ନାହିଁ ଓ ପ୍ରେମ ଏପରି ଏକ ଜିନିଷ ଅଟେ ଯାହା ବିନା ମଣିଷ ପୁରା ଜୀବନ ଅଧୁରା ହୋଇ ରହିଯାଏ , ପ୍ରେମ ଏକ ଅନୁଭୁତି ଅଟେ ଯାହାକୁ ଆମେ ଅନୁଭବ କରିପାରିବା , ଯାହାର ଗଭୀରତାକୁ ମାପିପାରିବା , ସେମିତି ସବୁ ସମୟରେ ଅନୁଭବ କରାଇଥାଏ , ଏଥିରେ ବହୁତ ଶୋଧ କରାଯାଇଛି , ଯାହାପାଇଁ ବୈଜ୍ଞାନିକମାନେ ନିଜ ମତରେ ଏହି କଥା ରଖିକରି କହିଲେ ଏମିତି ବହୁତ ଚେଷ୍ଟା କରିଲେ ନିଜ ପ୍ରେମର ପ୍ରତିଯୋଗିତାକୁ କମ୍ କରିପାରିବା ନାହିଁ , ଓ ନା ହିଁ ଏହାର ପରିଭାଷାକୁ ଆଙ୍କି ପାରିବା ଜୀବନରେ ପ୍ରେମର ଏକ ଅଲଗା ଜାଗା ହୋଇଥାଏ ଯଦି କାହାର ଜୀବନରେ ପ୍ରେମ ନାହିଁ , ତେବେ ସେ ଏକେଲା ଓ ଅବସାଦପୁର୍ଣ୍ଣ ଜୀବନରେ ବ୍ୟତିତ କରିବାରେ ବାଧ୍ୟ କରିଥାଏ ।
ଆପଣ ସବୁ ଏହି କଥାକୁ ବିଲକୁଲ୍ ଅଜଣା ଥିବେ ଯେବେ କେଉଁ ବ୍ୟକ୍ତି ହୃଦୟ ପ୍ରେମରେ ଭାଙ୍ଗିଯାଏ ତେବେ ସେ ବ୍ୟକ୍ତି ରାଗରେ ଆସିକରି କିଛି କରିବସିଥାଏ , କିନ୍ତୁ ଏହି ଦୁନିଆଁରେ କିଛି ଏପରି ଝିଅ ମହଜୁତ୍ ଅଛନ୍ତି ଯିଏକି ନିଜ ପ୍ରେମରେ ବହୁତ ଗଭିର ହୋଇଥାନ୍ତି , ପ୍ରେମରେ ଗଭୀର ହୋଇଥିବା କାରଣରୁ ସେ ଝିଅମାନଙ୍କର ନିଜ ଜୀବନରେ ପୁଅମାନଙ୍କୁ କେବେ ଧୋକା ଦିଅନ୍ତି ନାହିଁ , ଆଜି ଆମେ ଆପଣଙ୍କୁ କିଛି ଝିଅମାନଙ୍କର ବିଷୟରେ କହିବାକୁ ଯାଉଛୁ , ଯିଏ ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ ।
R ଅକ୍ଷର ବାଲା ଝିଅମାନେ : ଏହି ଅକ୍ଷରର ଝିଅମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି , ନିଜ ସ୍ୱାମୀଙ୍କର ସେବା କରିବା ଏମାନଙ୍କୁ ଭଲ ଲାଗିଥାଏ, ନିଜ ପାର୍ଟନରଙ୍କୁ ଖୁସିରେ ରଖିବା ଏମାନଙ୍କୁ ଭଲରେ ଆସିଥାଏ , ଏହି ଅକ୍ଷର ବାଲା ଝିଅଙ୍କୁ ସବୁ ସଂମ୍ପର୍କକୁ ଇମାନଦାରୀ ସହ ନିଭାଇଥାନ୍ତି ।
P ଅକ୍ଷର ବାଲା ଝିଅମାନେ : ଏହି ଅକ୍ଷରର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏହି ନାଁର ଝିଅମାନେ ନିଜ ଆଖି ବନ୍ଦ କରି ବିଶ୍ୱାସ କରିଥାନ୍ତି , କାରଣ ଏମାନଙ୍କୁ ଧୋକା ଦେବା କେବେ ନିଜ ମଧ୍ୟରେ ନଥାଏ, ଏମାନେ କାହାକୁ ହୃଦୟ ଦେଇଥିଲେ କେବେ ସାଥି ଛାଡନ୍ତି ନାହିଁ ।
S ଅକ୍ଷର ବାଲା ଝିଅ : ଏହି ନାଁର ଝିଅ ବହୁତ ଜଲଦି କାହା ପ୍ରେମରେ ପଡନ୍ତି ନାହିଁ । କିନ୍ତୁ କାହାକୁ ଭଲ ପାଇ ବସିଲେ ତେବେ ଆପଣଙ୍କ ଜୀବନ ପୁରା ବଦଳିଯିବ । ଏହି ନାଁର ଝିଅମାନେ କେବେ ବି ପ୍ରେମରେ ଧୋକା ଦିଅନ୍ତି ନାହିଁ , ବରଂ ଯାହାକୁ ଭଲ ପାଇଥାନ୍ତି , ତେବେ ସଂମ୍ପର୍କକୁ ହୃଦୟର ସହ ନିଭାଇଥାନ୍ତି ।
K ଅକ୍ଷର ବାଲା ଝିଅ : ଏହି ନାଁର ଝିଅମାନଙ୍କର ପ୍ରେମ ମାମଲାରେ ବହୁତ ବଫାଦାର୍ ହୋଇଥାନ୍ତି , ପ୍ରେମରେ ପଡିବାପରେ ବିବାହ ପରେ ସେମାନେ ନିଜ ପାର୍ଟନରଙ୍କ ସବୁ କଥା ମାନିଥାନ୍ତି , ତାଙ୍କ ଜୀବନ ଅପେକ୍ଷା ତାଙ୍କ ଲାଇଫ୍ ପାର୍ଟନର ବେଶୀ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତି ।
N ଅକ୍ଷର ବାଲା ଝିଅ : ଏହି ନାଁର ଝିଅମାନେ ନିଜ ସ୍ୱାମୀଙ୍କ ପାଇଁ ବହୁତ ବଫାଦାର୍ ହୋଇଥାନ୍ତି । ଏମାନେ ନିଜ ଜୀବନସାଥୀ ବହୁତ ଭଲ ପାଇଥାନ୍ତି , ଓ ସେମାନେ କେବେ ଧୋକା ଦେବାରେ ଭାବି ବି ନଥାନ୍ତି , ଦେଖିବାରେ ସେମାନେ ବିଲକୁଲ୍ ବିଶ୍ୱାସ ନ ରଖୁଥିବା ଝିଅମାନଙ୍କୁ ପ୍ରେମ କରିଥାନ୍ତି , ତାଙ୍କର ଜୀବନ ସାରା ନିଭାଇଥାନ୍ତି ।
V ଅକ୍ଷର ବାଲା ଝିଅ : ଯେଉଁ ମହିଳାଙ୍କ ନାଁ V ନାଁରୁ ଆରମ୍ଭ ହୋଇଥାଏ ସେମାନେ ସ୍ୱଭାବରେ ଶାନ୍ତ ହୋଇଥାନ୍ତି , ଏମାନଙ୍କୁ କାମରେ ମନ ବେଶୀ ରହିଥାଏ , ଏହି ନାଁର ମହିଳାମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି , ଓ ଏମାନେ ନିଜ ପ୍ରେମକୁ ଇଜ୍ଜତ ବି କରନ୍ତି , ଏମାନେ ନିଜ ପାର୍ଟନର ସହ ମରିବା ପର୍ଯ୍ୟନ୍ତ ସାଥ୍ ଦିଅନ୍ତି ।