November 22, 2024

Odia Express

Here, There and Everywhere

ମଲାଇକା – ଅରବାଜ୍ ଙ୍କ ଛାଡପତ୍ରର ଯେବେ ଶୁଣାଣୀ ହେଲା ତାପରେ ତାଙ୍କ ପୁଅର ପ୍ରଥମ ରିଆକ୍ସନ୍ ଥିଲା ଏପରି ଯେ – କହିଲେ ମୁଁ ଏଥିରେ…

ମଲାଇକା ଅରୋରା ଓ ଅରବାଜ୍ ଖାନ୍ ଛାଡପତ୍ର ୨ ବର୍ଷ ହୋଇସାରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କର ସଂମ୍ପର୍କକୁ ନେଇକରି ବଲିଉଡ୍ ରେ ଚର୍ଚ୍ଚା ହୋଇଥାଏ । ଏବେ କରିନା କାପୁର୍ ଏକ ରେଡିଓ ଇଣ୍ଟରଭ୍ୟୁ ରେ ମଲାଇକା ନିଜ ଛାଡପତ୍ର ଉପରେ କହିଥିଲେ , ଓ କହିଲେ କି କଣ ପାଇଁ ସେମାନେ ଅଲଗା ହୋଇଥିଲେ,  ଏହି ଇଣ୍ଟରଭ୍ୟୁରେ ମଲାଇକା ଏହି କଥାର ଖୁଲାସା କଲେ କି ତାଙ୍କର ଛାଡପତ୍ର ହେବାପରେ ପୁଅର ରିଆକ୍ସନ୍ କଣ ଥିଲା , ଅରହାନ୍ ଖାଣ୍ ସେହି ସମୟରେ କେବଳ ୧୪ ବର୍ଷର ଥିଲେ ଯେବେ ତାଙ୍କ ବାପା ମା ଛାଡପତ୍ର ହୋଇଥିଲା ,

ଗତ କିଛି ଦିନରୁ ବଲିଉଡ୍ ରେ ଖବର ଚର୍ଚା ହେଉଛି କି ଅଭିନେତ୍ରୀ ଓ ଡ୍ୟାନ୍ସର ମଲାଇକା ଅରୋରା ନିଜ ବୟଫ୍ରେଣ୍ତ ଅର୍ଜୁନ୍ କାପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି  ଗତ କିଛି ଦିନ ହେବ ମଲାଇକା ଅରୋରା କରିନା କାପୁରଙ୍କ ରେଡିଓ ଚ୍ୟାଟ୍ ଶୋରେ ସାମିଲ୍ ହୋଇଥିଲେ,  ଯେଉଁ ଥିରେ ସେ ନିଜ ଜୀବନ ବିଷୟରେ କିଛି କହିଥିଲେ, ମଲାଇକା ଅରୋରା ଏହି ଶୋରେ ନିଜ ପୂର୍ବତନ ସ୍ୱାମି ଅରବାଜ୍ ଖାନ୍ ଙ୍କ ସହ ଯୋଡି ହୋଇଥିବା କଥା କହିଥିଲେ,

ମଲାଇକା କରିନାଙ୍କୁ କହିଥିଲେ କି ଅରହାନ୍ ଏହା ଜାଣିପାରିଥିଲେ କି ସେ ନିଜ ବାପା ମାଙ୍କର ପରିବର୍ତ୍ତନ ଦେଖିବେ , ଯେବେ ମୋର ଓ ଅରବାଜ୍ ଙ୍କ ଛାଡପତ୍ର ହେଲା , ତେବେ ଅରହାନ୍ ମୋତେ କହିଲା କି ଆପଣ ବହୁତ ଖୁସି ଦେଖାଯାଉଛନ୍ତି , ଆପଣଙ୍କୁ କହିଦେବୁ କି ଅରବାଜ୍ ଙ୍କ ସହ ଛାଡପତ୍ର ହେବାପରେ ଅରହାନ୍ ଙ୍କ କଷ୍ଟଡି ମଲାଇକା ଅରୋରାଙ୍କ ପାଖରେ ଥିଲା , ମଲାଇକାଙ୍କ ପୁଅ ଅରହାନ୍ ଲାଇମ୍ ଲାଇଟ୍ ରୁ ଦୁରରେ ରହିବାକୁ ପସନ୍ଦ କରନ୍ତି ।

ଗତ ଦିନରେ ଅରହାନ୍ ନିଜ ମା ମଲାଇକା ଙ୍କ ସହ ଡିନର୍ ଉପରେ ସ୍ପର୍ଟ ହୋଇଥିବାର ଦେଖାଯାଇଥିଲା,  ଓ ଏହି ମଉକାରେ ଅର୍ଜୁନ୍ କାପୁର ବି ତାଙ୍କ ସାଙ୍ଗରେ ଥିଲେ,  ଅରହାନ୍ ଙ୍କ ସାଥିରେ ମଲାଇକାଙ୍କ ଫଟୌ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଇଛି । ଇଣ୍ଟରଭ୍ୟୁରେ ମଲାଇକା ଅରୋରା କହିଲେ କି ଛାଡପତ୍ର ପରି ବଡ ଫଇସଲା ମୋର ପାଇଁ  ବହୁତ ମୁସକିଲ୍ ଥିଲା,  ଖାସ୍ କରି ଯେବେ ଏଇ ଫଇସଲା କେହି ମହିଳା ନିଅନ୍ତି ତେବେ , ସେ ଏହି ବିଷୟରେ କହିବାର ଦେଖି କହିଲେ କି ପୁରୁଷ ଏହି ଫଇସଲା ନେଲେ ସହଜରେ ନେଇଥାନ୍ତି , ଏହା କହିକ୍କରି ପୁରୁଷଙ୍କୁ ମୁଁ କେଉଁ ପ୍ରକାରର ଆରୋପ ଲଗାଉନାହିଁ , କିନ୍ତୁ ଏହି ସତ୍ୟତା ମିଛ ହୋଇପାରେନ୍ନା , ମୁଁ ଅରବାଜ୍ ଗତ କିଛି ସମୟରୁ ଜଣେ ଅନ୍ୟ ଜଣଙ୍କ ସାଥିରେ ଖୁସି ନଥିଲୁ , ଏହାର ସିଧା ପ୍ରଭାବ ମୋର ପରିବାର ଉପରେ ପଡିଥିଲା,

ମଲାଇକା ଏହା ବି କହିଲେ କି ଅରହାନ୍ ଓ ଅରବାଜ୍ ତାଙ୍କର ଛାଡପତ୍ର ପରେ ବହୁତ ଖୁସି ଦେଖାଯାଉଛନ୍ତି , ଅରହାନ୍ ବହୁତ ଖୁସି ଅଛନ୍ତି , ସେ ଅନୁଭବ କଲେ କି ତାଙ୍କର ପୁଅ ଏବେ ମ୍ୟାଚୋର୍ ହୋଇସାରିଛି , ଏବେ ମଲାଇକା ଓ ଅରବାଜ୍ ଙ୍କ ଛାଡପତ୍ର ହେବାର ୨ ବର୍ଷ ହୋଇସାରିଛି , ଓ ଜିନିଷ ବହୁତ ବଦଳିଯାଇଛି ,

କହିଦେବୁ କି ଅରବାଜ୍ ଖାନ୍ ଅଲଗା ହେବା ପରେ ମଲାଇକା ଅର୍ଜୁନ୍ କାପୁରଙ୍କ ସାଥେ ଖୁଲାମଖୁଲା ନଜର ଆସିଛନ୍ତି , ଏଇ ଦୁହେଁ ବହୁତଥର ଏକାସାଙ୍ଗେ ସମୟ ଅତିବାହିତକରନ୍ତି , ଖବର ଅନୁସାରେ ମଲାଇକା ଓ ଅର୍ଜୁନ୍ ଙ୍କ ବିବାହ ଅତି ଜଲଦି ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *