IAS ଇଣ୍ଟରଭିୟୁ ରେ ପଚରାଗଲା SCHOOL ର ଫୁଲ ଫର୍ମ କଣ , ୯୫ % ଲୋକ ଉତ୍ତର ଦେବାରେ ଫେଲ ହେଇଗଲେ – ଦେଖନ୍ତୁ କଣ ଏହାର ସଠିକ ଉତ୍ତର…
1 min readଆମ ଦେଶରେ ସବୁଠାରୁ କଠିନ ପରୀକ୍ଷା ଆଇଏଏସ୍ ପରୀକ୍ଷା ହୋଇଥାଏ , କିନ୍ତୁ ଥର କରେ ଏହାକୁ ପାସ୍ କରିବା ସମ୍ଭବ ପର ହୋଇଗଲେ ଆପଣଙ୍କ ଜୀବନ ବଦଳାଇଦେବ , କିନ୍ତୁ ସମସ୍ତେ ଏହି ପରୀକ୍ଷାରେ ସଫଲ ହୋଇପାରିବା ସମ୍ଭବପର ହୋଇପାରେ ନାହିଁ , ଆଜି ଆମେ ଆପଣଙ୍କୁ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡିକ ବିଷୟରେ ଆଲୋଚନା କରିବୁ , ଯାହାର ଜବାବ୍ ଦେଇପାରିଲେ ସମ୍ଭବତଃ ଏକ ଆଇଏଏସ୍ ଅଫିସର୍ ହେବାପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି , ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରାୟ ୯୫ % ଲୋକ ଫେଲ୍ ମାରିଛନ୍ତି ।
ପ୍ରଥମ ପ୍ରଶ୍ନ : ଭାରତ ଶିଖର ସମ୍ମେଳନ ପ୍ରଥମ ଷ୍ଟାର୍ଟଅଫ୍ କେଉଁ ଦେଶରେ ହେବ ? ଦୁବାଇ, ମାଲେସିଆ, ସିଙ୍ଗାପୁର୍, ଏଥିରୁ କେଉଁଟା ବି ନୁହେଁ ।
ଦ୍ୱିତୀୟ ପ୍ରଶ୍ନ : ସେଇ ଭାରତୀୟ-ଆମେରିକା ଛାତ୍ରର ନାଁ କୁହନ୍ତୁ ଯିଏ ଏବେ ନ୍ୟାଶାନାଲ୍ ଜୋଗ୍ରାପିକ୍ ବି ପ୍ରତିଯୋଗିତା ଜିତିଥିଲେ ? ଥୋମସ୍ ରାଇଟ୍ , ବେଦ ଭଟ୍ଟମ୍, ପ୍ରାଣାୟ ବରଦା, ଏଥିରୁ କେହି ବି ନୁହେଁ ।
ତୃତୀୟ ପ୍ରଶ୍ନ : କେଉଁ ଦେଶର ବୈଜ୍ଞାନିକମାନେ ସବୁଠାରୁ ପ୍ରଥମେ ଇବୋଲା ଭାଇରସ୍ ରକ୍ଷା ପାଇଁ ନ୍ୟାଚୁରାଲ୍ ହ୍ୟୁମନ୍ ଆଣ୍ତ ବଡିର ଖୋଜ୍ କରିଥିଲେ ? ଆମେରିକା , ଫ୍ରାନ୍ସ, ରୁଷ୍, ଚିନ୍
ଚତୁର୍ଥ ପ୍ରଶ୍ନ : ଏବେ କିଛି ଦିନ ହେବ କେଉଁ ହ୍ୟୁମାନ୍ ବଡି ପାର୍ଟ ଟ୍ରାନ୍ସପ୍ଲାଣ୍ଟେସନ୍ କରାଯାଇଛି , ହୃଦୟ, ଗୁଦା, ଗର୍ଭାଶୟ , ଏଥିରୁ କେଉଁଟା ବି ନୁହେଁ ।
ପଞ୍ଚମ ପ୍ରଶ୍ନ : ଜାପାନର ସେହି ବ୍ୟାଙ୍କ୍ ନାଁ କୁହନ୍ତୁ , ଯିଏ ଏବେ ପୋଟାସିୟମ୍ ୯୦୦୦ କୋଟି ଟଙ୍କା ନିବେଶ କରିଛନ୍ତି ।ସଫ୍ଟ ବ୍ୟାଙ୍କ୍ , ରିସୋନା ବ୍ୟାଙ୍କ୍, ସେଣ୍ଟ୍ରାଲ୍ ବ୍ୟାଙ୍କ୍, ଏଥିରୁ କେଉଁଟା ବି ନୁହେଁ ।
ଷଷ୍ଠ ପ୍ରଶ୍ନ : ମେଡିକାଲ୍ ଜେନେରାଲ୍ ଦି ଲେସେଟ୍ ରେ ଛପା ହୋଇଥିବା ରିପୋର୍ଟରେ ହେଲଥ୍ କେୟାର୍ ସୁଚନାଙ୍କ ମନି ଭାରତରେ କେଉଁ ସ୍ଥାନରେ ଅଛି ? ୧୫୧, ୧୫୨,୧୫୩,୧୫୪
ସପ୍ତମ ପ୍ରଶ୍ନ : ଭାରତର କେଉଁ ସହରରେ ଆଇସିଟି ୪ ଡି ସମ୍ମେଳନ ଆୟୋଜନ କରାଯାଈଥିଲା ?
ଦିଲ୍ଲୀ, ମୁମ୍ବାଈ, ଚେନ୍ନାଇ, ହାଇଦ୍ରାବାଦ
ଅଷ୍ଟମ ପ୍ରଶ୍ନ : SCHOOL ର ଫୁଲ୍ ଫର୍ମ କଣ ଅଟେ । Sincerity,Capacity, Honesty ,Orderliness, Obedience, Learning .
ଏହି ଅଷ୍ଟମ ପ୍ରଶ୍ନର ଉତ୍ତର ବୋଧେ ଆପଣଙ୍କ ମଧ୍ୟରୁ କିଏ ଜାଣିଥିବେ । ଆମେ ସମସ୍ତେ ସ୍କୁଲ୍ ଯାଇଛେ , କିନ୍ତୁ କାହାକୁ ଏହି ବିଷୟରେ ଜଣା ନଥିବ କି ଏହାର ଉତ୍ତର କଣ ହୋଇପାରେ , ଏହା ଛଡା ଯଦି ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଜଣା ଅଛି ତେବେ ନିଶ୍ଚିତ ଭାବେ ଜଣେ ଚାଲାକ୍ ଓ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି , ଆଇଏଏସ୍ ପରୀକ୍ଷାରେ ଏହି ପରି ପ୍ରଶ୍ନ ବହୁତ ଆସେ , ଯାହାର ବିଷୟରେ ଜାଣିବା ଉଚିତ୍ , ଏହାର ଉତ୍ତର ଦେବାପାଇଁ ବହୁତ ଲୋକ ଫେଲ୍ ମାରିଛନ୍ତି , ଆଶାକରୁଛୁ ଆପଣମାନେ ଏହାର ଉତ୍ତର ଦେବାପାଇଁ ଚେଷ୍ଟା କରିବେ । କମେଣ୍ଟ ବକ୍ସରେ ଏହାର ଉତ୍ତର ନିମ୍ନରେ ଦିଅନ୍ତୁ ।