ପେଟରେ ଜମି ରହିଥିବା ସବୁ ମଇଳାକୁ ଗୋଟିଏ ରାତିରେ ବାହାର କରିଦେବ ଏହି ଘରୋଇ ଉପାୟ , ଥରେ ନିଶ୍ଚିତ ଆପଣାନ୍ତୁ..
ଏଥିରେ କୌଣସି ରାୟ ନାହିଁ କି ପେଟ ବ୍ୟକ୍ତି ଶରୀରରେ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଭାଗ ହୋଇଥାଏ, କାରଣ ପେଟ ଦ୍ୱାରା ହିଁ ବ୍ୟକ୍ତିର ଶରିରରୁ ସବୁ ମଇଳା ପଦାର୍ଥ ବାହାରକୁ ବାହାରିଯାଈଥାଏ , ଏହା ଛଡା ପେଟ ଆମ ଶରୀରରେ ନାନା ପ୍ରକାରର ରୋଗରୁ ରକ୍ଷା କରିଥାଏ , ଏମିତିରେ ଜରୁରୀ ହୋଇଥାଏ କି ଆମେ ପେଟକୁ ସଂପୂର୍ଣ୍ଣ ଧ୍ୟାନ ଦେବା , ଯାହା ଦ୍ୱାରା ଆମ ଶରୀରରେ ସନ୍ତୁଳିତ ମାତ୍ରାରେ ଚାଲୁଥାଉ । ଆଜି କାଲି ଲୋକଙ୍କର ଖାଦ୍ୟପେୟ ଏତେ ଖରାପ ହୋଇଯାଈଛି , ଯାହାକି ପେଟ ପାଇଁ ଧ୍ୟାନ ରଖିବା ବହୁତ ମୁସକିଲ୍ ହୋଇଯାଈଛି , ଏହି କାରଣରୁ ମଣିଷର ପେଟ ଧୀରେ ଧୀରେ ରୋଗର କାରଣ ହୋଇଯାଏ , ଏହା ସହ ମଣିଷକୁ ପେଟ ସଂବନ୍ଧୀ ନାନାପ୍ରକାରର ରୋଗର ସାମ୍ନା କରିବାକୁ ପଡିପାରେ ।
ଏବେ ସେମିତି କଥା ଅଟେ କି ଯଦି ବ୍ୟକ୍ତିର ପେଟ ଖରାପ ହୋଇଯାଏ କି ତାହାର ଶରୀରର ସଂପୂର୍ଣ୍ଣ ସିଷ୍ଟମ ଖରାପ ହୋଇଥାଏ , ଆଜି କାଲିର ଲୋକେ ବାହାରେ ଅଧିକା ଖାଦ୍ୟ ଖାଉଥିବାରୁ ଅନ୍ତରେ ପେଟ ଫୁଲିବା କିମ୍ବା ଗ୍ୟାସ୍ ହେବା ସମସ୍ୟା ଦେଖାଯାଉଛି , ଏମିତିରେ ଯଦି ଅନ୍ତକୁ ସଫା ନ କରାଗଲେ ତେବେ ଶରୀରରେ ପେଟ ସଂବନ୍ଧି ରୋଗ ମାଡିବସେ , ଏଥିପାଇଁ ଜରୁରୀ ହୋଇଥାଏ କି ଶରୀରକୁ ସଠିକ୍ ଢଙ୍ଗରେ ଚଳାଇବାପାଇଁ ଅନ୍ତର ସଫା କରାଯାଉ , ତେବେ ଆସନ୍ତୁ ଆପଣଙ୍କୁ କହିବୁ ଅନ୍ତର ସଫା କିପରି କରିବେ ।
ଅନ୍ତକୁ ସଫା କରିବାକୁ ହେଲେ ବେଲ , ମଧୁରୀ, ଇସବୋଗଲ୍ ଭୁସି, ଛୋଟ ଇଲାଇଚି ନେଇକରି ଏହାର ପେଷ୍ଟ କରିଦିଅନ୍ତୁ , ଏହାର ପାଉଡର୍ ହେଲା ପରେ ଏଥିରେ ତିନିଶହ ଗ୍ରମ ଦେଶୀ ଖଣ୍ତ କିମ୍ବା ଡାଲି ମିଶାଇ ଏକ କାଚର ଶିଶିରେ ଭରିଦିଅନ୍ତୁ , ସକାଳୁ ଜଳଖିଆ ସମୟରେ ପାଣି ସହ ଦୁଇ ଚାମଚ ଚୁର୍ଣ୍ନ ନିଅନ୍ତୁ , ଏହାପରେ ଦୁଇ ଚାମଅ ସଂନ୍ଧ୍ୟାରେ ନଖ ଉଷୁମ ପାଣି ସହ କ୍ଷୀର ସହ ନିଅନ୍ତୁ , ମାନେ ଏହି ଚୁର୍ଣ୍ଣ କୁ ଦିନରେ କମ୍ ସେ କମ୍ ଦୁଇଥର ଓ ସଂନ୍ଧ୍ୟାରେ ବି ସେହି ଦୁଇଥର ନେବାର ଅଛି , ଏହା ଆପଣଙ୍କୁ ସାତ ଦିନ ଯାଏଁ ଲଗାତାର କରିବାର ଅଛି ।
ଆପଣଙ୍କୁ ଜଣେଇଦେବୁ କି ସାତ ଦିନ ଲଗାତାର ଏହାର ସେବନ କରିଲେ ଆପଣଙ୍କୁ ବହୁତ ଲାଭ ହେବ , ଏହା ଛଡା ଆପଣଙ୍କୁ ପ୍ରାୟ ୪୫ ଦିନ ଯାଏଁ ଏହି ଉପାୟ ବ୍ୟବହାର କରିବାର ଛି , ଏହା ପରେ ବନ୍ଦ କରିପାରିବେ , ସେମିତି କହିଦେବୁ କି ଏହି ଚୁର୍ଣ୍ନ କେବଳ ଆପଣଙ୍କ ଅନ୍ତରେ ମଇଳା ସଫା ଦୁର କରିଦେବ ବରଂ ପେଟ ବି ସଫା ହୋଇଯିବ , ଓ ପୁରୁଣାରୁ ପୁରୁଣା ଅନ୍ତ ରୋଗ ଭଲ ହୋଇଯୀବ , ଏହା ଦ୍ୱାରା ଆପଣ ବହୁତ ଉପଶମ ପାଇପାରିବେ ।