October 22, 2024

Odia Express

Here, There and Everywhere

ଏଥିରୁ ଗୋଟିଏ ଆଖି ବାଛନ୍ତୁ ଓ ଆପଣ ନିଜ ବିଷୟରେ ସବୁ କିଛି ଜାଣି ପାରିବେ – ବିଶ୍ୱାସ ନ ହେଉଥିଲେ ଏବେ ନିଜେ ଥରେ ଦେଖି ନିୟନ୍ତୁ…

ଆଖି ମଣିଷର ବ୍ୟକ୍ତିତ୍ୱର ଆଇନା ଅଟେ , ଅକୁନ ପରି ବ୍ୟକ୍ତିର ପ୍ରବୃତି ଏହାର ଅନ୍ଦାଜା ତାହାର ଆଖିକୁ ଦେଖିକରି ଜାଣିପାରିବେ , କେଉଁ ବି ବ୍ୟକ୍ତିର ଆଖି ତାର ହୃଦୟ ମସ୍ତିଷ୍କରେ ଚାଲୁଥିବା ସବୁ ବିଷୟରେ ଅନ୍ଦାଜା ଲଗାଇବା ସହଜ ହୋଇଯାଏ , ଏଥିପାଇଁ କହନ୍ତି କି ଆଖି କେବେ ମିଛ କହେ ନାହିଁ , କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଆଖିର ଫଟୋ ଦେଖାଇବାକୁ ଯାଉଛୁ , ଯେଉଁଥିରେ ଗୋଟେ ଆଖିକୁ ବାଛିକରି ନିଜ ବ୍ୟକ୍ତିତ୍ୱ ବିଷୟରେ ପତ୍ତା ଲଗାଇପାରିବେ ।

ପ୍ରଥମ ଆଖି : ଏହି ଆଖିର ସିଧା ମତଲବ ହୋଇଥାଏ କି ଆପଣ ଏକ ସ୍ୱତନ୍ତ୍ର ପ୍ରବୃତିର ବ୍ୟକ୍ତି ଅଟନ୍ତି , ଆପଣଙ୍କ ମଧ୍ୟରେ ଏକ ପଜେଟିଭ୍ ଭାବନା ଅଛି , ଆପଣଙ୍କ ସକରାତ୍ମକ ଭାବନା ଓ ବିଚାର ପ୍ରଭାବ ଲୋକଙ୍କୁ ଜଲଦି ପଡିଯାଏ , ଆପଣ ନିଜ ଭାବନା ଓ ପଜେଟିଭ୍ କାହାକୁ ବି ଆକର୍ଷିତ୍ କରିପାରିବେ , ଆପଣ ପରି ଲୋକ ଏହି ଦୁନିଆଁରେ ବହୁତ ମୁସକିଲ୍ ରେ ମିଳନ୍ତି

ଦ୍ୱିତୀୟ ଆଖି : ଯଦି ଆପଣ ଦ୍ୱିତୀୟ ଆଖି ବାଛିଛନ୍ତି ତେବେ ଆପଣ ବହୁତ ସିଧା ସିଧା ବ୍ୟକ୍ତିତ୍ୱ ଅଟନ୍ତି , ଆପଣଙ୍କ ମନରେ ଯାହା ଥାଏ ଆପଣ ତାହା କହିଥାନ୍ତି , ଆପଣଙ୍କ ଏହି ବ୍ୟକ୍ତିତ୍ୱ କୁ ହେବା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇଯାଏ , ଆପଣଙ୍କ ସହ ଭଲ କଥା ଏହା କି ଅନ୍ୟ ମାନଙ୍କ ସହ କିଛି କଥାରୁ ଖାସ୍ ଫରକ ପଡେନାହିଁ , ଏହା ଆପଣଙ୍କ ସବୁଠାରୁ ବଡ ଶକ୍ତି ଅଟେ ।

ତୃତିୟ ଆଖି : ଆପଣଙ୍କୁ କହିଦେବୁ କି ଯଦି ଆପଣ ତୃତୀୟ ଆଖି ବାଛିଛନ୍ତି ତେବେ ଆପଣ ବହୁତ ଭାବନାତ୍ମକ ବ୍ୟକ୍ତି ଅଟନ୍ତି , ନିଜ ଭାବନାଗୁଡିକ ଉପରେ ଆପଣଙ୍କ କିଛି ବି ନିୟନ୍ତ୍ରଣ ନାହିଁ , ଆପଣ ନିଜ ଭାବନାକୁ କଣ୍ଟ୍ରୋଲ୍ ନ ରଖିପାରିବା ଯୋଗୁଁ ବହୁତ ଥର ଦୁଃଖଦ ପରିସ୍ଥିତିରେ ଗତି କରିଥାନ୍ତି , ଆପଣଙ୍କ ପାଇଁ ଆବଶ୍ୟକ ଅଟେ କି ଆପଣ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ଚତୁର୍ଥ ଆଖି : ଏହି ଆଖିକୁ ବାଛି ଥିଲେ ଆପଣ ନିଜ ଜୀବନରେ ଯାହା ବି କରିବାକୁ ଚାହୁଁଛନ୍ତି ତାହା ନିଜେ ଅବଗତ ଅଛନ୍ତି , ଆପଣ ଏହି କଥା ଜାଣିଛନ୍ତି କି ସ୍ୱପ୍ନ ଦେଖିବାରେ କିଛି ହୋଇନଥାଏ , ବରଂ ତାକୁ ପୁରା କରିବାରେ ପରିଶ୍ରମ କରିଥାଏ , ଆପଣଙ୍କ ମଧ୍ୟରେ ଗୋଟିଏ ଭଲ କଥା ହେଉଛି , ଆପଣ ନିଜ ନଜରରେ ଦେଖନ୍ତି , ଓ ତାହା ଉପରେ ଅମଳ କରନ୍ତି ।

ପଞ୍ଚମ ଆଖି : ଯଦି ଆପଣ ଉପରେ ଦିଆଯାଇଥିବା ପଞ୍ଚମ ଆଖି ବାଛିଛନ୍ତି ତେବେ କହିଦେବୁ ଆପଣ ବହୁତ ଆକର୍ଷକ ବ୍ୟକ୍ତିତ୍ୱ ଅଟନ୍ତି , ଆପଣଙ୍କୁ ବୁଝାଇବା ସହଜ ନୁହେଁ , ଆପଣଙ୍କୁ ବୁଝାଇବାକୁ ହେଲେ ବହୁତ ଭାବିବାକୁ ପଡୀଥାଏ , ଆପଣଙ୍କ ଖାସିୟତ୍ ଅଛି କି ଆପଣ କାର୍ଯ୍ୟକୁ ପୁରା କରିବାରେ ବିଶ୍ୱାସ କରନ୍ତି ।

ଷଷ୍ଠ ଆଖି : ଏହି ଆଖିର ମତଲବ ଆପଣ ବହୁତ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଅଟନ୍ତି , ଓ ଆପଣଙ୍କ ବିଚାରରେ ଆପଣ ବ୍ୟକ୍ତିତ୍ୱର ପରିଚୟ ଦିଅନ୍ତି , ଆପଣଙ୍କୁ ନିଜ ଜୀବନ ସହ ସବୁ କଥା ମନେ ରହିଥାଏ , ଓ ଏହି କାରଣରୁ କେବେ କେବେ ଚିନ୍ତା ବି ହୋଇଥାଏ ।

ସପ୍ତମ ଆଖି : ଯଦି ଆପଣ ଏହି ଆଖିକୁ ବାଛିଛନ୍ତି ତେବେ ଆପଣ ଏକ ଉର୍ଜାବାନ ଓ ଏନର୍ଜୀରେ  ଭରପୁର୍ ବ୍ୟକ୍ତିତ୍ୱ ଅଟନ୍ତି , ଆପଣଙ୍କୁ ସବୁ କାମରେ ନିର୍ଭୁଲ୍ କରିବାରେ ବିଶ୍ୱାସ ରଖନ୍ତି , ଓ କାମ ଚୋର ଲୋକଙ୍କୁ ଦୁରେଇ ରୁହନ୍ତି ।

ଅଷ୍ଟମ ଆଖି : ଏହି ଆଖି ବାଛିଥିଲେ ତେବେ ଆପଣ ବହୁତ ସରଳ ଓ ସୌମ୍ୟ ସ୍ୱଭାବର ବ୍ୟକ୍ତି ଅଟନ୍ତି , ପ୍ରଥମ ନଜରରେ ଆପଣଙ୍କୁ ଚିହ୍ନିପାରିବା କାହାର ସକ୍ଷମରେ ନାହିଁ , ଯିଏ ଆପଣଙ୍କୁ ଭଲ ସେ ଚିହ୍ନିଛି ସେହି ଜାଣିପାରିବେ , ଆପଣ ନିଜ ସଂସ୍କୃତି ଓ ପରମ୍ପରା ଉପରେ ବିଶ୍ୱାସ ରଖନ୍ତି ,

ନବମ ଆଖି : ଯଦି ଆପଣ ଏହି ଆଖି ବାଛିଛନ୍ତି ତେବେ କହିଦେବୁ କି ଆପଣ ନିଜ ବିପରିତ ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝିପାରନ୍ତି । ଆପଣ କାହାକୁ ପ୍ରଥମ ନଜରରେ ଜାଣିପାରନ୍ତି , ଓ କେହି ବି ଆପଣଙ୍କୁ ଧୋକା ଦେଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *