ଯେବେ ଇଣ୍ଟରଭ୍ୟୁରେ ଜଣେ ଝିଅ କୁ ପଚରାଗଲା – ଏଭଳି କେଉଁ ଜିନିଷ ଅଛି ଯାହାକୁ ଝିଅ ଦେଖେଇକି ବୁଲନ୍ତି ଓ ପୁଅ ଲୁଚେଇକି ବୁଲନ୍ତି – ଝିଅଟି କହିଲା ଏଭଳି ଚମତ୍କାର ଉତ୍ତର ଯେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ..
ଏମିତି ଆପଣ ଆଜି ପର୍ଯ୍ୟନ୍ତ ବହୁତ ସାରା ପ୍ରଶ୍ନ ଦେଖିଥିବେ ଓ ପଢିଥିବେ , ଓ ସେଥିରୁ କିଛି ପ୍ରଶ୍ନ ଜବାବ୍ ବି ଦେଇଥିବେ , କିନ୍ତୁ ଆଜି ଆମେ କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ , ଯାହାର ଜବାବ୍ ବୋଧେ ଆପଣଙ୍କୁ ବୋଧେ ଜଣା ଥିବ , ବହୁତଥର ଦେଖିଥିବେ କି ବହୁତ ସାରା ଲୋକେ ଏହି ପହେଲିର ଉତ୍ତର ଦେବାରେ ବଡ ମଜା ଆସିଥାଏ , ଓ କିଛି ପ୍ରଶ୍ନ ଏପରି ହୋଇଥାଏ ଯାହାକୁ ପଚାରିଲେ ମୁଣ୍ତ କାମ କରିବା ବନ୍ଦ କରିଦିଏ । ଆଜି ଆମେ ସେହିପରି କିଛି ପଚାରିବାକୁ ଯାଉଛୁ , ଯାହା ବଡ ମଜାଦାର୍ ହେବ କିନ୍ତୁ ସର୍ତ୍ତ ଅଛି କି ଆପଣଙ୍କୁ ତାହାର ଉତ୍ତର ଦେବାରେ ଟିକିଏ ଦିମାଗ ଲଗାଇବାକୁ ପଡିବ , ଏହା ଛଡା ଏହି ପହେଲିକୁ ଟିକିଏ ସରଲ ସହଜ ବନାଇବାକୁ ଚେଷ୍ଟା କରିବୁ ,
୧) ପ୍ରଥମ ପହେଲି : ତିନି ଅକ୍ଷର ମୋର ନାଁ , ପ୍ରଥମେ କଟିଲେ ତ ରାମ୍ ରାମ୍ , ଦ୍ୱିତୀୟ କାଟିଲେ ଫଳର ନାଁ , ଓ ତୃତୀୟ କାଟିଲେ କାମ , ତେବେ କୁହନ୍ତୁ ମୋର ନାଁ ।
ଉତ୍ତର : ଏହି ଜବାବର ଉତ୍ତର ମୁସକିଲ୍ ନୁହେଁ , କହିଦେବୁ କି ଏହାର ଉତ୍ତର ଆରାମ ଅଟେ ।
୨) ଦ୍ୱିତୀୟ ପହେଲି : ଏମିତି ଏକ ଜିନିଷ କୁହନ୍ତୁ ଯାହା ବ୍ୟକ୍ତି ଲୁଚାଇକରି ରଖିଥାଏ ଓ ମହିଲା ଦେଖାଇକରି ଚାଳିଥାନ୍ତି , ଏମିତିରେ ଆପଣଙ୍କ ମନରେ ନାନାଦି ଉତ୍ତର ଆସୁଥିବ , କିନ୍ତୁ ଏହି ପ୍ରଶ୍ନର ଉତ୍ତର ସେତେ ତେଢା ନୁହେଁ ଜେତେ ଆପଣ ଭାବୁଛନ୍ତି ।
ଉତ୍ତର : ଏହାର ଜବାବ୍ ପର୍ସ ଅଟେ ।
୩)ତୃତୀୟ ପହେଲି : ଯଦି ଆପଣ ପ୍ରକୃତରେ ବୁଦ୍ଧିମାନ ଅଟନ୍ତି , ତେବେ ଏହି ପ୍ରଶ୍ନର ଉତ୍ତର କୁହନ୍ତୁ , ଏମିତି କେଉଁ ଜିନିଷ ଅଛି ଯାହା ଶୋଇଲେ ତଳକୁ ଖସିଯାଏ , ଓ ଉଠିଲେ ଆପେ ଆପେ ଉଠିଯାଏ ।
ଉତ୍ତର : ଏହାର ଜବାବ୍ ହେଲା ପଲଙ୍କ ।