ଏପରି ଝିଅଙ୍କୁ ବିବାହ କରିଲେ ଆପଣଙ୍କ ଭାଗ୍ୟ ଚମକିଯିବ – ଆଜି ହିଁ ଜାଣିନିଅନ୍ତୁ ଏବିଷୟରେ..

ଏମିତି ତ ଦୁନିଆଁର ସବୁ ଝିଅଙ୍କୁ ଲକ୍ଷ୍ମୀଙ୍କର ରୁପ ବୋଲି ମାନାଯାଏ ,, କିନ୍ତୁ କିଛି ଝିଅ ଏମିତି ଭାଗ୍ୟବତୀ ହୋଇଥାନ୍ତି , ଯିଏ ନିଜ ଲାଇଫ୍ ରେ ଆସିଗଲେ ସେହି ବ୍ୟକ୍ତିର ଭାଗ୍ୟ ଚମକି ଉଠେ , ସେମିତି ଆପଣ ବହୁତଥର ଏହି କଥା ଶୁଣିଥିବେ କି ମନୁଷ୍ୟଙ୍କୁ ଯାହା ମିଳେ ତାହା ଭାଗ୍ୟ ଦ୍ୱାରା ମିଳିଥାଏ , ଯଦି ଆପଣଙ୍କ ଭାଗ୍ୟ ସାଥ୍ ଦେଲା ତେବେ ଭାଗ୍ୟଶାଳି ଝିଅ ସହ ଭାଗ୍ୟ ଯୋଡି ହୋଇଗଲେ ଲାଭ ଦୁଇଗୁଣା ହୋଇଯାଏ , ଏବେ ସମସ୍ତେ ଜାଣିଛନ୍ତି କି ଦୁନିଆଁରେ ବହୁତ ପ୍ରକାରର ଶାରରୀକ ଲକ୍ଷଣ ଯୁକ୍ତ ମନୁଷ୍ୟ ଦେଖାଯାଆନ୍ତି , ଏମିତିରେ ସେହି ଲୋକଙ୍କର ଭବିଷ୍ୟତ ଶାରରୀକ ଲକ୍ଷଣ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ , ସେମିତି ଏହି ଦୁନିଆଁରେ ସବୁ ପୁରୁଷ ଏହା ଆଶା କରିଥାଏ କି ତାହାର ବିବାହ ଏମିତି ଝିଅ ସହ ହେଉ ଯିଏକି ତାକୁ ଜୀବନ ସାରା ଖୁସିରେ ରଖିପାରୁ , ଏହା ଛଡା ପ୍ରାୟ ସମସ୍ତଙ୍କୁ ସେ ସ୍ନେହ ଓ ଆଦର କରୁ ,
ଏବେ ଏମିତିରେ କେଉଁ ସ୍ତ୍ରୀ କେବଳ ଦେଖିକରି ଏହି କଥାର ଅନ୍ଦାଜା ଲଗାଇପାରିବ ନାହିଁ କି ସେ ସ୍ତ୍ରୀ କିପରି ଅଛି , କାରଣ ସୁନ୍ଦର ଦେଖାଯାଉଥିବା ସ୍ତ୍ରୀ କୁଟିଳ ବିଚାରର ହୋଇଥାନ୍ତି , ଏମିତିରେ ସୌଭାଗ୍ୟବତୀ ସ୍ତ୍ରୀ ପାଇବା ପ୍ରାୟ ମୁସକିଲ୍ ହୋଇଥାଏ , ଏବେ ହୋଇପାରିବ କି ସାଧାରଣ ପରି ଦେଖାଯାଉଥିବା ଝିଅ ବହୁତ ସଂସ୍କାରୀ ହୋଇଥିବ ।
ଯଦି ଆପଣ ସୌଭାଗ୍ୟବତୀ ସ୍ତ୍ରୀ ଜାଣିବାକୁ ଚାହୁଁଛନ୍ତି ତେବେ ଜ୍ୟୋତିଷ୍ୟ ଅନୁସାରେ ବିଧି ବି ଅଛି , ଯେଉଁଥିରେ ସ୍ତ୍ରୀଙ୍କର ଅଙ୍ଗରୁ ତାର ସ୍ୱଭାବ ଓ ଚରିତ୍ର ବିଷୟରେ ଜାଣିପାରିବା , ଆଜି ଏହି ସହଜ ବିଧି ବିଷୟରେ ଆମେ ଆପଣଙ୍କୁ କହିବୁ , ଯଦି ଆପଣଙ୍କ ଭାଗ୍ୟ ସାଥ୍ ଦେଉନାହିଁ , ତେବେ ଏମିତି ଝିଅ ସହ ବିବାହ କରିବା ଆବଶ୍ୟକ , ଯାହା ଆପଣଙ୍କ ସହ ତାଲ ମେଳାଇ ପାରିବ , ଏମାନଙ୍କର୍ କୁଣ୍ତଳୀ ଦେଖିବା ଦରକାର ନାହିଁ ।
ଗୋଟେ ଝିଅର ରଙ୍ଗ ରୁପ ଓ ଆଖିର ଠାର ଦେଖିକରି ସବୁ କିଛି ଜାଣିପାରିବେ , ଏଥିରୁ ଆପଣଙ୍କୁ ଜଣା ପଡିଯିବ କି ଝିଅଟି ଭାଗ୍ୟଶାଳୀ ଅଛି କି ନାହିଁ ସମୁଦ୍ରଶାସ୍ତ୍ରର ଅନୁସାରେ ଯେଉଁ ଝିଅର୍ କାନ ବହୁତ ଲମ୍ବା ହୋଇଥାଏ , ଯେଉଁ ଝିଅର ଆଖି ଉପର ପତା ଧନୁଷ ପରି ତେଢା ଓ ନାକ ଉଚ୍ଚା ହୋଇଥାଏ ଓ ପତଳା ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଣିତ୍ , ବୋଧେ ଏହି କାରଣରୁ ବିବାହ ପୂର୍ବରୁ ଯେବେ ଝିଅ ଦେଖିବାପାଇଁ ଯାଉଛନ୍ତି , ତେବେ ପ୍ରଥମେ ଚେହେରା ଓ ତାର ଚାଲିଚଳଣୀ ପରକ୍ଷିନେବା ଉଚିତ୍ , ଏବେ ଜାହିର୍ କଥା ଅଟେ , ଆମର ବୟସ୍କ କିଚି କରିଥାନ୍ତି , ତେବେ ଆମର ଭଲ ପାଇଁ କରିଥାନ୍ତି , ଓ ଆମର ଭବିଷ୍ୟତ ପାଇଁ କରିଥାନ୍ତି ।