ବ୍ରିୟାନ୍ ଲାରା ଙ୍କ ଭବିଷ୍ୟବାଣୀ – କହିଲେ ୱେଷ୍ଟଇଣ୍ତିଜ୍ ନୁହେଁ ଏହି ଟିମ୍ ହୋଇପାରେ T20 ବିଶ୍ୱକପ୍ ୨୦୨୦ ର ବିଜେତା – ଦେଖିଲେ ଆପଣ ଖୁସି ହେଇଯିବେ ନିଶ୍ଚୟ…
ଭାରତୀୟ କ୍ରିକେଟ୍ ଟିମ୍ ଇଂଲଣ୍ତରେ ହୋଇଥିବା ବିଶ୍ୱକପ୍ ରେ ସେମିଫାଇନାଲ୍ ରେ ହାରିକରି ବାହାର ହୋଇଗଲା , ଏବେ ତାଙ୍କର ଆଗାମୀ ଲକ୍ଷ୍ୟ ଟିଟ୍ୱେଣ୍ଟି ବିଶ୍ୱକପ୍ ଜିତିବାର ଅଛି , ଯାହା ଏହି ବର୍ଷ ଅଷ୍ଟ୍ରେଲିଆରେ ହେବ , ୱେଷ୍ଟଇଣ୍ତିଜ୍ ର ପୁର୍ବ ଦିଗଜ୍ ବ୍ରିୟାନ୍ ଲାରା ଏବେ ଭାରତୀୟ ଟିମ୍ ଙ୍କ ପ୍ରଶଂସା କରି କହିଲେ କି ବିରାଟ କୋହଲି ଅଧିନାୟକତ୍ୱରେ ଥିବା ଭାରତ ଏହି ଟିଟ୍ୱେଣ୍ଟି ବିଶ୍ୱକପ୍ ଜିତିପାରେ ।ୱେଷ୍ଟଇଣ୍ତିଜ୍ ପୂର୍ବ ଅଧିନାୟକ ଓ ଦିଗଜ୍ ବ୍ୟାଟ୍ସମ୍ୟାନ୍ ବ୍ରିୟାନ୍ ଲାରା ଭାରତୀୟ ଟିମ୍ କୁ ପ୍ରଶଂସା କରିଛନ୍ତି , ଲଗାତାର ବଡ ଷ୍ଟେଜ୍ ରେ ଫେଲ୍ ହେବା ବିଷୟରେ କହିଲେ କି ମୋତେ ଲାଗୁଛି କି ସେ ଯାହା ବି ଟୁର୍ଣ୍ଣାମେଣ୍ଟ ଖେଳନ୍ତି ତାଙ୍କର ଜିତିବାର ମନ ରଖନ୍ତି
ମୋର ହିସାବରେ ବିରାଟ ଓ ତାଙ୍କର ଟିମ୍ ପ୍ରଶଂସାର ପାତ୍ର ଅଟନ୍ତି , ଟିମ୍ ପ୍ରାୟ ସମସ୍ତଙ୍କୁ ନିଶାନା ଲଗାଇ ଖେଳୁଛି , ସମସ୍ତେ ଜାଣିଛନ୍ତି କି ଭାରତ ବିପକ୍ଷରେ ଏକ ମହତ୍ତ୍ୱପୁର୍ଣ୍ଣ ମ୍ୟାଚ୍ ଖେଳାଯିବାକୁ ଅଛି , ଯଦି କ୍ୱାର୍ଟର୍ ଫାଇନାଲ୍ ରେ ସେମିଫାଇନାଲ୍ ଓ ଫାଇନାଲ୍ ଅଛି ।ନିଜର ୪୦୦ ରନ୍ ରେକର୍ଡରେ ବ୍ରିୟାନ୍ ଲାରା କହିଲେ କି ତାଙ୍କ ହିସାବରେ ଷ୍ଟିଭ୍ ସ୍ମିଥ୍ ଓ ବିରାଟ କୋହଲି ତାଙ୍କୁ ଭାଙ୍ଗିପାରିବେ ନାହିଁ , କିନ୍ତୁ ରୋହିତ୍ ଶର୍ମା ଓ ଡେଭିଡ୍ ୱାର୍ଣ୍ଣର ଏହି ରେକର୍ଡ ଭାଙ୍ଗିପାରିବେ , ଏହି ଦୁହେଁ ଦିଗଜ୍ ଖେଳାଳୀଙ୍କ ବିଷୟରେ ବ୍ରିୟାନ୍ ଲାରା କହିଲେ କି ଷ୍ଟିଭ୍ ସ୍ମିଥ୍ ନମ୍ବର ୪ ରେ ଅଷ୍ଟ୍ରେଲିଆ ପାଇଁ ଖେଳନ୍ତି ,
ଏଥିପାଇଁ ତାଙ୍କ ପାଇଁ ଏହା ମୁସକିଲ୍ ହେବାର ଅଛି , ସେ ପ୍ରେସର ପକାଇ ଖେଳିପାରିବେ ନାହିଁ , ଡେଭିଡ୍ ୱାର୍ଣ୍ଣର ଯେପରି ଖେଳାଳୀ ଏହି କାରନାମା କରିପାରିବେ , ବିରାଟ କୋହଲି ପରି ଖେଳାଳୀ ଜଲଦି ହିଁ ମଇଦାନରେ ସେଟ୍ ହୋଇଯାଆନ୍ତି , ରୋହିତ୍ ଶର୍ମା ନିଜ ଦିନରେ ଏହାକୁ ସହଜରେ ଭାଙ୍ଗିପାରିବେ , କିଛି ଆଉ ଖେଳାଳୀ ଅଛନ୍ତି ଏହି ଲିଷ୍ଟରେ । ଜଲଦି ହିଁ ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଟିଟ୍ୱେଣ୍ଟି ସିରିଜ୍ ଖେଳୁଥିବାର ନଜର ଆସିବ , ଯାହାର ଆରମ୍ଭ ୫ ଜାନୁୟାରୀରୁ ହେବ , ତାହା ପରେ ତାଙ୍କୁ ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଏକଦିବସୀୟ ମ୍ୟାଚ୍ ର ସିରିଜ୍ ଖେଳିବାର ନଜର ଆସିବ , ଯାହାର୍ ଆରମ୍ଭ ୧୪ ଜାନୁୟାରୀରୁ ମୁମ୍ବାଈର ମଇଦାନରେ ହେବ ।