IPL ୨୦୨୦ ରେ ଏହି ୨ ଜଣ ଯୁବା ଭାରତୀୟ ଖେଳାଳୀଙ୍କ ଉପରେ ବ୍ୟାନ୍ ଲାଗିପାରେ , ଏହି ଦଳକୁ ଲାଗିବ ସବୁଠୁ ବଡ ଝଟକା – ଦେଖନ୍ତୁ କିଏ ସେ ଖେଳାଳି…

ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୧୪ ପରେ କୋଲକାତା ନାଇଟ୍ ରାଇଡର୍ସ କେବେ ବି ଚ୍ୟାମ୍ପିୟନ୍ ହୋଇନାହିଁ , ଏହିଥର ୨୦୨୦ ରେ ଆଇପିଏଲ୍ ଜିତିବାକୁ ତୃତୀୟ ଥର ଆଶା କରିଛି , ସେ ଏହି ସ୍ୱପ୍ନକୁ ପୁରା କରିବାପାଇଁ କେକେଆର୍ ନିଜ ଅନୁଭବି ଖେଳାଳୀଙ୍କୁ ବାହାର କରି ଯୁବା ଖେଳାଳୀଙ୍କ ଉପରେ ଭରସା କରିଛି, କୋଲକତା ନାଇଟ୍ ରାଇଡର୍ସ ପାଖରେ ଆଇପିଏଲ୍ ମହଜୁଦା ପରିଦୃଶ୍ୟ ହିସାବରେ ବହୁତ ପ୍ରତିଭାଶାଳୀ ଯୁବା ଖେଳାଳୀ ଫୌଜ ଅଛି , କିନ୍ତୁ ଏବେ ଲାଗୁଛି କି କୋଲକତା ନାଇଟ୍ ରାଇଡର୍ସ ଏହି ଯୁବା ପଲିସି ପାଇଁ ଭାରି ପ୍ରମାଣୀତ ହୋଇଯିବ ।ହଁ ଆଜ୍ଞା କୋଲକତା ନାଇଟ୍ ରାଇଡର୍ସଙ୍କ ଟୀମ୍ ବହୁତ ଯୁବା ଖେଳାଳୀ ମହଜୁଦ୍ ଅଛନ୍ତି
, କିନ୍ତୁ ଏହି ଯୁବା ପ୍ରତିଭାଶାଳୀ ଖେଳାଳୀଙ୍କ ମଧ୍ୟରୁ ଦୁଇ ଖେଳାଳୀ ଶିବମ୍ ମାବି ଓ ବ୍ୟାଟ୍ସମ୍ୟାନ୍ ନିତିଶ୍ ରାଣା ବାହାର ହୋଇପାରନ୍ତି , ଭାରତୀୟ କ୍ରିକେଟ୍ ରେ ଯୁବା ଖେଳାଳୀ ଦିଲ୍ଲୀର ନିତିଶ ରାଣା ଓ ଉତ୍ତର ପ୍ରଦେଶର ଶିବମ୍ ମାବି ଓଭର ଏଜ୍ ମାମଲା ଚାଲୁଛି , ଯେଉଁଥିରେ ଏବେ ସେ ବିସିସିଆଇ ଯାଞ୍ଚ ସମିତି ଅଡୁଆରେ ପଡୀସାରିଛନ୍ତି , ଏମିତିରେ ନିତିଶ ରାଣା ଓ ବିସିସିଆଇ ଦ୍ୱାରା ଯାଞ୍ଚ ହେଉଥିବା ଆରୋପି ପ୍ରମାଣୀତ ହେଲେ , ତାଙ୍କୁ ଘରୋଇ କ୍ରିକେଟ୍ ଓ ଆଇପିଏଲ୍ ରୁ ବାଦ୍ ପଡିପାରେ ।
ନିତିଶ୍ ରାଣା ଓ ଶିବମ୍ ମାବି ଦୁହେଁ ବୟସର ସହ ଧୋକାଧଡି କରିବାର ଆରୋପ ଲାଗିଛି , ଯେଉଁଥିରେ ପ୍ରଥମେ ନିତିଶ୍ ରାଣା ୨୦୧୫ ରେ ହିଁ ଏହି ଥିରେ ଫସିଥିଲେ, ଯେବେ ତାଙ୍କର ବୟସ ଲୁଚାଇବାର ଆରୋପ ଲାଗିଥିଲା , ତେବେ ଏହି ସ୍ଥିତିରେ ସିବମ୍ ମାବି ବି ଥିଲେ, ଯାହାଙ୍କ ବୟସ କମ୍ ଦେଖାଇବାର ଆରୋପ ଲାଗିଥିଲା ,
ନିତିଶ୍ ରାଣା ଓ ଶିବମ୍ ମାବି ଦୁହେଁ ଭାରତୀୟ କ୍ରିକେଟ୍ ର ପ୍ରତିଭାବାନ ଖେଳାଳୀ ଅଛନ୍ତି , ଆଇପିଏଲ୍ ରେ ଖେଳାଳୀ କୋଲକତା ନାଇଟ୍ ରାଇଡର୍ସ ପାଇଁ ଖେଳୁଛନ୍ତି , ନିତିଶ୍ ରାଣା ଗତ ଦୁଇ ବର୍ଷରୁ ଲଗାତାର ଟୀମ୍ ର ଭାଗରେ ଅଛନ୍ତି , ଯେଉଁ ଶିବମ୍ ମାବି ୨୦୧୮ ର ଆଇପିଏଲ୍ ରେ ଆଘାତ ଲାଗିବା କାରଣରୁ ବାହାର ହୋଇଥିଲେ,
ସେମିତି ଏହି ଦୁହେଁ ଖେଳାଳୀ କେକେଆର୍ ଟିମ୍ ପାଇଁ ଖେଳୀବାର ଆଶା କରାଯାଉଛି , କିନ୍ତୁ ବିସିସିଆଇ ଯାଞ୍ଚରେ ଯଦି ଏହି ଦୁହେଁ ଖେଳାଳୀ ବୟସ କଥା ସଠିକ୍ ପ୍ରମାଣୀତ ହୁଏ ତେବେ ତାଙ୍କୁ ବ୍ୟାନ୍ କରାଯୀବ ।